Skip to content
The Believer's Library

Desiya Bible

Isaiah 12 Saa25

Show Saa25 only
Verse × ×
1 And in that day you will say: "I will praise you, my Father, for though you were angry with me, your anger has turned away, and you have comforted me. ସେ ଦିନେ ତମେ କଇସା, ଏ ସବୁବେଲର୍ ମାପ୍‌ରୁ , ମୁଇ ତକେ ଦନିଅବାଦ୍‌ କର୍‌ବି ; କାଇକେ ବଇଲେ ତମେ ମର୍ ଉପ୍‌ରେ ରିସା ଅଇ ରଇଲାସ୍ , ମାତର୍ ଏବେ ତମେ ରିସା ଉଆସ୍ ନାଇ,ଆରି ତମେ ମକେ ସାନ୍‌ତନା କରି ଆଚାସ୍ ।
2 See, our Father is my salvation; I will trust and not be afraid, for my Father is my strength and my song; he has become my salvation." ଦେକା , ପର୍‌ମେସର୍ ଆମର୍ ଉଦାର୍ କାରିଆ ; ଆମେ ବିସ୍‌ବାସ୍ କର୍‌ବାର୍ ଆଚେ ଆରି ଡର୍‌ବାର୍‌ ନାଇଁ; କାଇକେ ବଇଲେ ଜିଅବା ଜିରି ସବୁବେଲର୍ ମାପ୍‌ରୁ ଆମର୍ ବପୁ ଆରି ଗିତ୍; ଆରି ସେ ଆମର୍ ମନ୍‌କେ ଉଦାର୍ କଲାଆଚେ।
3 With joy you will draw water from the wells of salvation. ସେଟାର୍ ପାଇଁ ଆମେ ସାର୍‌ଦା ସଙ୍ଗେ ମନ୍ ବାଉଡାଇ କରି ମୁଆଟେ ରଇବା ମୁକ୍‌ତି ପାଇବା କୁଇଁକାଲର୍ ପାନି ଜିକ୍‌ସା।
4 And in that day you will say: "Give thanks to our Father, call on his name, declare his deeds to all peoples, proclaim that his name is exalted. ଆରି, ସେ ଦିନେ ତମେ କଇସା, ସବୁବେଲର୍ ମାପ୍‌ରୁକେ ଦନିଅବାଦ୍ କରା ବଲିକରି, ଆରି ତାର୍ ନାଉଁ ଦାରିକରି ପାର୍‌ତନା କରା, ଲକ୍‌ମନର୍ ମୁଆଟେ ତାର୍ କାବା ଅଇଜିବା କାମ୍‌କେ ଜାନାଆ, ତାର୍ ନାଉଁ ବଡ୍ ବଲିକରି ଡାକ୍‌ପୁଟା କରା।
5 Sing to our Father, for he has done glorious things; let this be known in all the earth. ସବୁବେଲର୍ ମାପ୍‌ରୁର୍ ଇସାବ୍‌ରେ ଗିତ୍‌ଗାଆ; କାଇକେ ବଇଲେ ସେ ମଇମାର୍ କାମ୍ ମନ୍ କଲାଆଚେ, ସେଟାକେ ପୁର୍‌ତିବିର୍‌ ସବୁଲକ୍‌ଜାକ ଜାନତ୍ ।
6 Shout aloud and sing for joy, inhabitant of Zion, for the Holy One of Israel—our Father—is great in your midst." ଏ ସିଅନ୍ ଦେସେ ବାସା ଅଇରଇବା ଲକ୍‌ମନ୍ , ତମେ ଆଉଲି ଅଇକରି ସାରାଦା କରା; କାଇକେ ବଇଲେ ଜନ୍‌ ଲକ୍ ଇସ୍‌ରାଏଲ୍ ଦେସର୍ ଦରମ୍‌ କାରିଆ, ସେ ତମର୍ ବିତ୍‌ରେ ଅନି ବେସି ବଡ୍‌ଲକ୍।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]