Skip to content
The Believer's Library

Desiya Bible

Isaiah 13 Saa25

Show Saa25 only
Verse × ×
1 The oracle concerning Babylon that Isaiah son of Amoz saw. ବାବିଲ୍ ଗଡର୍ ବିସଇରେ ଜାନାଇଲା କାତା, ଆମସର୍ ପିଲା ଜିସାଇଅ ଏ ଦର୍‌ସନ୍‌ ଦେକି ରଇଲା।
2 "Raise a banner on a bare hilltop; call out to them, beckon with your hand that they may enter the gates of the nobles. ତମେ ଗଚ୍‌କୁଟ୍ ନ ରଇବା ଡଙ୍ଗର୍ ଉପ୍‌ରେ ଜେଣ୍ଡା ଟେକା, ଲକ୍‌ମନର୍ ପାଇଁ ଆଉଲି ଅଇକରି କୁଆ, ଆତ୍‌କେ ଜୁଲାଆ, ସେମନ୍ ସାସନ୍ କାରିଆ ମନର୍ ନଗରର୍ ଗରେ ପୁରତ୍।
3 I myself have commanded my consecrated ones; I have summoned my warriors to carry out my anger—those who exult in my majesty." ମୁଇଁ ନିଜର୍ ସୁକଲ୍ ଲକ୍‌ମନ୍‌କେ ଆଦେସ୍ ଦେଲିନି, ଉଁ ମୁଇଁ ମର୍ ନିଜର୍ ରିସାକେ ଜାନାଇବାକେ ମର୍ ବପୁ ରଇଲା ଲକ୍‌ମନ୍‌କେ, କାଇକେ ବଇଲେ, ଆମର୍ ସତ୍‌ରେ ସାର୍‌ଦା କର୍‌ବା ଲକ୍‌ମନ୍‌କେ ଡାକି ଆଚି ।
4 Listen—an uproar on the mountains, like that of a great multitude! Listen—the roar of kingdoms, of nations massing together! The Father of heaven's armies is mustering an army for battle. ଡଙ୍ଗର୍‌ ଉପ୍‌ରେ ବେସି ଲକର୍ ଆଉଲି ଅଇବାଟା ସୁନା ଗାଲାନି, ସେ ସବଦ୍ ବେସି ଲକର୍ ଆଉଲି ଅଇବାଟା ପାରା ! ସବୁ ରାଇଜର୍ ଆରି ସବୁଦେସର୍ ଲକ୍‌ ମିସିକରି ଆଉଲି ଅଇଲାପାରା ! ସବୁର୍‌ଟାନେ ଅନି ବପୁ ରଇବା ସବୁବେଲର୍ ମାପ୍‌ରୁ ଜୁଇଦ୍ କର୍‌ବାକେ ସଇନମନ୍‌କେ ଟୁଲିଆଇଲାନି ।
5 They come from a far-off land, from the ends of the heavens—our Father and the weapons of his wrath—to destroy the whole earth. ସେମନ୍, କଇବାକେ ଗାଲେ, ସବୁବେଲର୍ ମାପ୍‌ରୁ ଆରି ତାର୍ ରିସାର୍‌ ପାରା ଅସ୍‌ତର୍‌ ମନ୍ ସବୁଜାକ ଦେସ୍‌କେ କୁରୁପ୍‌ନାସ୍ କର୍‌ବାକେ, ଦୁର୍ ଦେସେ ଅନି, ଆକାସ୍ ମଣ୍ଡଲର୍‌ ସାରାସାରି ଲଗେ ଅନି ଆଇଲାନି ।
6 Wail, for the day of our Father is near; it comes as devastation from the Almighty. ତମେ ଦୁକ୍‌ରେ ଆଉଲି ଉଆ; କାଇକେ ବଇଲେ ସବୁବେଲର୍ ମାପ୍‌ରୁର୍ ଦିନ୍ ଲଗେ କେଟି ଆଇଲାନି; ସବୁର୍‌ଟାନେ ଅନି ବପୁ ରଇବା ମାପ୍‌ରୁର୍ ଟାନେ ଅନି କୁରୁପ୍‌ନାସ୍‌ ଅଇବା ବିଚାର୍‌ନା ଆଇସି ।
7 Because of this every hand goes limp, and every human heart melts. ସେଟାର୍ ପାଇଁ ସବୁର୍ ଆତ୍ ଦୁର୍‌ବଲ୍ ପାରା ଅଇସି ଆରି ସବୁ ଲକର୍ ମନ୍ ଡରି ଜାଇକରି ତର୍‌ଲି ଜାଇସି;
8 They are gripped with terror; pangs and agony seize them; they writhe like a woman in labor. They stare at one another in horror, their faces aflame. ଆରି , ସେମନ୍ ଡରି ଜିବାଇ; କସ୍‌ଟ ଆରି ବେଦ୍‌ନା ସେମନ୍‌କେ ଦାର୍‌ସି; ସେମନ୍ ପିଲାପାଇବା ମାଇଜି ପାରା ବେସି କସ୍‌ଟ ପାଇବାଇ; ସେମନ୍ ନିଜର୍ ନିଜର୍ ବିସଇର୍ ବିତ୍‌ରେ ଅନି ଡରି ଜିବାଇ; ସେମନର୍ ମୁଉଁକେ ଜୟ୍ ଉମ୍‌ଲା ପାରା ଅଇବାଇ।
9 Look—the day of our Father is coming, cruel, with fury and burning anger, to make the earth a desolation and to destroy the sinners on it. ଦେକା, ଦେସ୍‌କେ କୁରୁପ୍‌ନାସ୍ କର୍‌ବାକେ ଆରି ସେ ବିତ୍‌ରେ ଅନି ପାପିମନ୍‌କେ କୁରୁପ୍‌ନାସ୍ କର୍‌ବାକେ ସବୁବେଲର୍ ମାପ୍‌ରୁର୍ ଦିନ୍ ବଡେ ବଏଁକାର୍; ଆରି ବେସି ରିସା ମିସିକରି ଆଇଲାନି ।
10 The stars of the heavens and their constellations will give no light; the sun will be dark when it rises, and the moon will not shed its glow. କାଇକେ ବଇଲେ ଆକାସ୍ ମଣ୍ଡଲର୍ ତାରାମନ୍ ଆରି ତେଇର୍ ବଡ୍‌ତାରା ମନ୍ ଉଜଲ୍ ଆରି ନ ଦେଅତ୍; ବେଲ୍ ଉଦ୍‌ବା ବେଲାଇ ଆନ୍ଦାର୍ ଅଇଜାଇସି ଆରି ଜନ୍ ରାତିଆ ତାର୍ ଉଜଲ୍ ଆରି ନ ଦେଏ।
11 "I will bring judgment upon the world for its evil, and upon the wicked for their guilt; I will put an end to the arrogance of the proud and humble the pride of tyrants. ଆରି, ମୁଇ ଜଗତର୍ କାରାପ୍‌ କାମର୍ ଲାଗି ଆରି କାରାପ୍ କାମ୍ କର୍‌ବା ଲକ୍‌ମନ୍‌କେ ସେମନର୍ ଅଦରମର୍ ଲାଗି ଡଣ୍ଡ୍‌ ଦେବି ଆରି ମୁଇ ଆଁକ୍‌ରିଆ ଲକ୍‌ମନର୍ ବଡ୍‌ପନ୍ ଅଇବାଟା ନସ୍‌ଟ କର୍‌ବି ଆରି ବଏଁକାର୍ ଲକ୍‌ମନର୍ ବଡ୍‌ପନ୍‌କେ କୁରୁପ୍‌ନାସ୍‌ କର୍‌ବି ।
12 I will make people rarer than pure gold, mankind scarcer than the gold of Ophir. ମୁଇ ନିକ ସୁନା ଅପେକା ପୁର୍‌ତିବିକେ ଆରି ଅପିରର୍ ନିକ ସୁନାର୍‌ ଟାନେ ଅନି ଲକ୍‌ମନ୍‌କେ ମୁଲିଅ କରୁ।
13 So I will make the heavens tremble, and the earth will shake from its place, at the wrath of the Father of heaven's armies, in the day of his burning anger." ସେଟାର୍ ପାଇଁ ମୁଇ ଆକାସ୍ ମଣ୍ଡଲ୍‌କେ ତଲ୍‌ ଉପର୍‌ କରି ଦେବି, ଆରି ସବୁର୍‌ ତେଇ ଅନି ବଡ୍ ସବୁବେଲର୍ ମାପ୍‌ରୁର୍ ରିସାର୍ ଲାଗି ଆରି ତାକର୍ ବେସି ରିସାର୍ ଦିନେ ପୁର୍‌ତିବି ସବୁ ଜାକ କୁରୁପ୍ ନାସ୍ ଅଇଜାଇସି ।
14 Like a hunted gazelle, like sheep with no one to gather them, each will turn back to his own people, each will flee to his own land. ତାର୍‌ପଚେ ଏନ୍‌ତି ରକାମ୍ ଗଟ୍‌ସିଜେ, ବାଗ୍ କେଦି ଆନ୍‌ଲେ ପାଲାଇତେ ରଇବା କଟ୍‌ରା ପାରା ଆରି ଗଉଡ୍ ନ ରଇବା ମେଣ୍ଡା ରାସି ପାରା ଲକ୍‌ମନ୍ ନିଜର୍ ନିଜର୍ ଗାଏଁ ବାଉଡି ଜିବାଇ ଆରି ସବୁଲକ୍ ଜାକ ନିଜର୍ ନିଜର୍ ଦେସ୍‌ ବାଟେ ପାଲାଇବାଇ ।
15 Whoever is found will be run through, and whoever is captured will fall by the sword. ଜନ୍‌ ଲକ୍ ପାଲାଇବାଟା ଜାନା ପଡ୍‌ଲେ , ତାକେ କାଣ୍ଡ୍‌ ସଙ୍ଗେ ବିନ୍ଦ୍‌ବାଇ ଆରି ଜନ୍‌ଲକ୍ ଦାରାପଡ୍‌ସି, ତାକେ କାଣ୍ଡା ସଙ୍ଗେ ମାରା ଜାଇସି ।
16 Their infants will be dashed to pieces before their eyes; their houses will be plundered and their wives raped. ସେମନର୍ ପିଲାଜିଲା ମନ୍‌କେ ମିସା ସେମନର୍ ଦେକ୍‌ତେ ଟେକି ଚେଚି ଦେବାଇ; ସେ ମନର୍ ଗରର୍ ଜିନିସ୍ ପତର୍ ମିସା ଦାରି ଉଟି ଜିବାଇ ଆରି ସେମନର୍ ମାଇଜି ମନ୍‌କେ ମିସା ନାନା ଆର୍‌ଲା କର୍‌ବାଇ ।
17 "Look—I am stirring up the Medes against them, who care nothing for silver and take no delight in gold. ଦେକା , ମୁଇ ସେମନର୍ ତେଇ ଅନି ମାଦିଅ ମନ୍‌କେ ଉପ୍‌ରେ ଉଟାଉଁ, ସେମନ୍ ରୁପାକେ ନ ଦେକତ୍ କି ସୁନାକେ ସନ୍‌ତୁସ୍‌ଟ ନ ଅଅତ୍ ।
18 Their bows will cut down the young men; they will show no mercy to infants; they will have no pity for the children." ସେମନର୍ ଦୁନୁ ସେମନର୍ ପିଲା ମନ୍‌କେ ମାରି ପାକାଇସି ଆରି ସେମନର୍ ପେଟ୍‌ ବିତ୍‌ରେ ରଇବା ପିଲାକେ କାଇ ମିସା ଦୟା ନ କରେ , ଦାଙ୍ଗଡା ପିଲାମନର୍ ଲାଗି ସେମନର୍ ଆଁକି ଟାନେ ଦୟା ଇସାବ୍‌ରେ ନ ଦେକତ୍।
19 And Babylon, the jewel of kingdoms, the splendor and pride of the Babylonians, will be like Sodom and Gomorrah when our Father overthrew them. ଆରି ରାଇଜ ମନର୍ ଗଉରବ୍‌ ପାରା ଆରି କଲ୍‌ଦିଅମନର୍ ପାରା ଗରବ୍ ସୁନ୍ଦର୍ ପାରାଜେ ବାବିଲ୍, ସେଟାକେ ପର୍‌ମେସରର୍‌ ଲାଗି ଗଡାଜାଇ ରଇବା ସଦମ୍ ଆରି ଅମରାର୍ ପାରା ଅଇସି।
20 It will never be inhabited or settled through all generations; no Arab will camp there, no shepherds will bed down their flocks there. ସେଟା କେବେ ମିସା ସବୁଦିନ୍ ରଇବା ଜାଗା ନ ଅଏ, କେ ମିସା ଜୁଗ୍‌ଜୁଗ୍ ଜାକ ତେଇ ବାସା କରି ନ ରଅତ୍; ଆରବିଅ ଲକ୍‌ମନ୍ ତେଇ ତୁମ୍‌ ଟାନି କରି ନାପାରତ୍,କି ମେଣ୍ଡା ଚାରାଉମନ୍ ନିଜର୍ ନିଜର୍ ମେଣ୍ଡା ରାସିକେ ତେଇ ଗଟାନି ନ କରତ୍ ।
21 But desert creatures will lie down there, and their houses will be full of howling beasts; there ostriches will dwell, and wild goats will leap about. ମାତର୍ ବନର୍ ଜିବ୍‌ଜନ୍ତୁମନ୍ ସେ ଜାଗା ତେଇ ସଇବାଇ ଆରି ସେମନର୍ ଗରେ କାନ୍ଦ୍‌ବା ଜିବ୍‌ଜନ୍ତୁ ପୁରାପୁରୁନ୍ ଅଇବାଇ; କଚ ଚଡଇମନ୍ ସେ ଜାଗା ତେଇ ବାସା ଅଇବାଇ ଆରି ଚେଲିମନ୍ ସେ ଜାଗା ତେଇ କଟ୍‌ରାମନ୍ ଚିଲିକ୍‌ ଚିଲିକ୍ ଡେଗଇ ବୁଲ୍‌ବାଇ।
22 Hyenas will howl in its strongholds, and jackals in its luxurious palaces. Her time is near, and her days will not last long. ଆରି କକର୍‌କଲିଆ ସେମନର୍ ପାର୍ ବିତ୍‌ରେ ଅନି ଆରି କଲିଆମନ୍ ସେମନର୍ ମନ୍ ଇଚାକରି ସୁନ୍ଦର୍ ମେଡ୍‌ଗରେ କାନ୍ଦ୍‌ବାଇ; ସେ ଦିନ୍ ଲଗେ କେଟି ଆଇଲାନି ଆରି ତାର୍ ଦିନ୍ ବେସିଦିନ୍ ଆର୍‌ ନ ଅଏ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]