Skip to content
The Believer's Library

Desiya Bible

Isaiah 15 Saa25

Show Saa25 only
Verse × ×
1 An oracle about Moab. In one night Ar of Moab is destroyed, ruined; in one night Kir of Moab is destroyed, ruined. ମଆବ ଏ ବିଅସଇରରେ ଆଗ୍‌କେ ଗଟ୍‌ବା କାତା । ମଆବର୍ ଆର୍‌ ନଗର ଆରି କିର୍ ନଗର୍ ଗଟେକ୍ ରାତି ବିତ୍‌ରେ ଚିନ୍‌ବିନ୍ ଅଇ ଗାଲା ।
2 Up to the temple and to Dibon they go, to the high places to weep; over Nebo and over Medeba Moab wails. Every head is shaved bare, every beard shaved off. ସେ କାନ୍ଦ୍‌ବା ପାଇଁ ବଇତୁକ ଆରି ଦିବନ୍‌ ଉଚ୍ ଡଙ୍ଗ୍‌ରେ ଗାଲାଇନି; ନବ ଆରି ମେଦବାର୍ ବିସଇରେ ମଆବ କାନ୍ଦ୍‌ଲାନି; ସେମନର୍ ମୁଣ୍ଡ୍ ଅଲି ଦେଲାଇ ଆଚତ୍‌,ଆରି ସବୁ ଲକର୍ ଚଡ୍‌ମେସ୍ ମିସା କୁରାଇ ଦେଲାଇ ଆଚତ୍ ।
3 In its streets they put on mourning clothes; on its rooftops and in its squares everyone wails, melting down in tears. ସେମନର୍ ସଡକ୍ ବାଟେ ସବୁଲକ୍‌ ଜାକ ବାସ୍‌ତା ପିନ୍ଦ୍‌ଲାଇ ଆଚତ୍; ନଗରର୍ ଚକ୍ ଜାଗାଇ ଆରି ଗରର୍ ଚାତ୍‌ ଉପ୍‌ରେ ଲକ୍‌ମନ୍ କାନ୍ଦ୍‌ଲାଇନି ଆରି ବେସି କାନ୍ଦିକାନ୍ଦି କରି ଆଉଲି ଅଇଲାନି।
4 Heshbon and Elealeh cry out; their voice is heard as far as Jahaz. Therefore the armed men of Moab cry aloud; his soul trembles within him. ଇସେବାନ୍‌ ଆରି ଇଲିଆଲି କାନ୍ଦ୍‌ଲାଇନି; ସେମନର୍ ଆଉଲି ଜଅସ୍‌ ଜାକ ସୁନା ଗାଲାନି ; ସେଟାର୍‌ପାଇଁ ମଆବର୍ ସଇନମନ୍ କାନ୍ଦ୍‌ଲାଇନି ; ତାର୍ ଜିବନ୍ ବିତ୍‌ରେ କାନ୍ଦି ଗାଲାନି ।
5 My heart cries out for Moab; her fugitives flee as far as Zoar, to Eglath-shelishiyah. Up the ascent of Luhith they go, weeping as they climb; on the road to Horonaim they raise a cry of ruin. ଆମର୍ ମନ୍‌ପରାନ୍ ମଆବର୍ ଲାଗି କାନ୍ଦି ଗାଲାନି; ତାର୍ ଲକ୍‌ମନ୍ ସୟର୍ ଜାକ ଇଗଲ୍‌ଲତ୍ ସେଲିସିଆ ଜାକ ପାଲାଇଲାଇନି ; କାଇକେ ବଇଲେ ସେମନ୍ କାନ୍ଦିକାନ୍ଦି କରି ଲୁଇତ ଗାଟି ଉପ୍‌ରେ ଗାଲାଇନି; ଅର୍‌ନଇମ୍‌ ବାଟେ କୁରୁପ୍‌ନାସ୍ ଅଇବାର୍ ଲାଗି ସେମନ୍ ବେସି ଆଉଲି ଅଇକରି କାନ୍ଦ୍‌ଲାଇନି ।
6 The waters of Nimrim are dried up; the grass is withered, the new growth gone, nothing green remains. କାଇକେ ବଇଲେ ନିମ୍‌ରିମର୍ ପାନି ସବୁଜାକ ଆଁଟି ଜାଇସି, ଗାଁସ୍‌ ସବୁଜାକ ସୁକି ଗାଲା, କଅଁଲି ଗାଁସ୍ ଉନା ଅଇ ଆଇଲାନି , କଅଁଲା ଗାଁସ୍ ମୁଲ୍‌କେ ନାଇନି ।
7 So they carry away over the Brook of the Willows the wealth they gained and what they stored up. ସେଟାର୍‌ପାଇଁ ନିଜର୍ ଟୁଲିଆଇ ରଇବା ଦନ୍‌ସପତି ଆରି ସଙ୍ଗଇ ରଇବା ଦିନ୍‌ସୁ ପତର୍ ଗାଡ୍ ଲଗେ ରଇବା ବାଇସି ଗଚ୍‌ ଲଗେ ନିଆ ଜାଇସି ।
8 For the cry has gone around the territory of Moab; her wailing reaches Eglaim, her wailing reaches Beer-elim. କାଇକେ ବଇଲେ ମଆବର୍ ସାରାସାରିର୍ ଚାରି ବେଟ୍‌ତି ଅନି କାନ୍ଦ୍‌ବା ସବଦ୍‌ ସୁନା ଗାଲାନି । ତେଇର୍ ଆଉଲି ଅଇବାଟା ଇଗ୍‌ଲଇମ୍‌ ଜାକ ସୁନାଗାଲାନି।
9 The waters of Dimon are full of blood, yet I will bring still more upon Dimon—a lion for the survivors of Moab, for those who remain in the land. କାଇକେ ବଇଲେ ଦିମନର୍ ପାନି ସବୁଜାକ ବନି ପାରା ଅଇଗାଲା ଆଚେ; ଆରି, ଆମେ ଦିମନର୍ ଉପ୍‌ରେ ଦୁକ୍ ଆରି ମଆବର୍ ପାଲାଇବା ଲକମନ୍ ଆରି ଦେସ୍‌ ବିତ୍‌ରର୍ ବାକି ରଇବା ଲକ୍ ମନର୍ ବିତ୍‌ରେ ସିଅଁ ବାଗ୍ ପାଟାଇବୁ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]