Skip to content
The Believer's Library

Desiya Bible

Isaiah 16 Saa25

Show Saa25 only
Verse × ×
1 Send the lambs to the ruler of the land, from Sela by way of the wilderness, to the mountain of the daughter of Zion. ବାଲିବୁଇଁର୍ ସେଲା ସଅରେ ଅନି ମଆବର୍ ଲକ୍‌ମନ୍ ଜିରୁସାଲମେ ସାସନ୍ କର୍‌ତେ ରଇବା ଲକ୍‌କେ ଇନାମ୍ ଇସାବ୍‌ରେ ସିଅନ୍ ଲକ୍‌ମନର୍ ଡଙ୍ଗ୍‌ରେ ଗଟେକ୍ ମେଣ୍ଡା ପିଲା ପାଟାଆ।
2 Like fluttering birds, like a scattered nest, so are the daughters of Moab at the fords of the Arnon. କାଇକେବଇଲେ ମଆବର୍ ଟକିମନ୍ ଅର୍‌ନନ୍‌ ଗାଡ୍‌କଣ୍ଡି ଜାଗି ରଇବାଇ ଆରି ନିଜର୍ ବାସାଇ ଅନି ଉଡିଜାଇ ରଇବା ଚଡଇ ମନର୍‌ପାରା ବିନାବାଚା ବାସା ବାନ୍ଦ୍‌ବାଇ ।
3 Give counsel; grant justice; make your shade like night at the height of noon. Hide the outcasts; do not betray the fugitive. ଜଜ୍‌ନା କରା, ବିଚାର୍‌ନା କରା; ମୁଇଦାନିଆର୍ କାରାକେ ରାତିଆର୍ ଚାଇଁ ପାରା କରା, ବାରଇ ଗାଲା ଲକ୍‌ମନ୍‌କେ ଲୁଚାଆ, ବୁଲ୍‌ବା ଲକ୍‌ମନ୍‌କେ ଜାନାଆ ନାଇଁ ।
4 Let my outcasts dwell among you, Moab; be a shelter to them from the destroyer. When the oppressor is no more, and destruction has ceased, and the tramplers have vanished from the land, ଆମର୍ ଡିସି ରଇବା ଲକ୍‌ମନ୍‌କେ ତମର୍‌ ସଙ୍ଗେ ରଇବାକେ ଦିଆ; କୁରୁପ୍‌ନାସ୍ ଲକ୍‍ମନର୍ ମୁଆଟେ ଅନି ତୁଇ ମଆବର୍ ଲୁଚ୍‌ବା ଜାଗା ଅ; କାଇକେ ବଇଲେ ଜନ୍‌ ଲକ୍‌ମନ୍ ଆମ୍‌କେ କସ୍‌ଟ ଦେଇତେ ରଇଲାଇ ସେମନ୍‌ ଆରି କସ୍‌ଟ ଦେଇ ନାପାରତ୍ , ସେଟା ତିର୍ ଅଇଲାନି, ବିରଦ୍ କର୍‌ବା ଲକ୍‌ମନ୍ ଦେସେଅନି ପାଲାଇଲାଇନି ।
5 then a throne will be established in covenant love, and on it will sit in faithfulness, in the tent of David, one who judges and seeks justice and is swift to do righteousness. ଆରି, ଦୟାରେ ଗଟେକ୍ ରାଜ୍‌ଗାଦି ତିଆର୍ ଅଇସି ଆରି ଗଟେକ୍ ଲକ୍ ସତ୍‌ରେ ଦାଉଦର୍ ତମୁ ତେଇ ଆଇସି; ତାର୍‌ପଚେ ଦାଉଦର୍ ବଁସେ ଅନି ଗଟେକ୍ ଲକ୍ ରାଜା ଅଇସି, ଆରି ସେ ଲକ୍‌ମନ୍‌କେ ବିସ୍‌ବାସ୍ ସଙ୍ଗେ ଆରି ଲାଡ୍‌ମୁଆସେ ସଙ୍ଗ୍ ସାସନ୍ କର୍‌ସି । ସେ ଜନ୍‌ଟା ଟିକ୍ ସେଟା କର୍‌ବାକେ ମନ୍ କର୍‌ସି ଆରି ସେ ଦେକ୍‌ସିଜେ ଦରମ୍‌ କାମ୍ ସିଦ୍ କର୍‌ବାକେ ଦିଆ ଅଇଲା ଆଚେ ।
6 We have heard of Moab's pride—how very proud he is—of his arrogance, his pride, and his fury; his boasting is empty. ଜିଉଦା ଦେସର୍ ଲକ୍‌ମନ୍ କଇଲାଇନି, ଆମେ ସୁନି ଆଚୁଜେ ମଆବର୍ ଲକ୍‌ମନ୍ କେତେ ଗରବ୍ । “ଆମେ ଜାନି ଆଚୁଜେ ସେମନ୍ ଆଁକ୍‌ରିଆମନ୍ ଆରି ଗରବ୍ କରୁମନ୍‌, ସେମନର୍ ଗରବ୍ ସବୁ ସାରି ଗାଲାଆଚେ ।”
7 Therefore let Moab wail for Moab; let everyone wail. Mourn, utterly stricken, for the raisin cakes of Kir-hareseth. ମଆବର୍ ଲକ୍‌ମନ୍ ସେନର୍ ସବୁଲକ୍ ସେମନର୍ କାକୁର୍‌ତିର୍ ଅଇବାର୍ ଲାଗି କାନ୍ଦ୍‌ବାଇ। ଜେଡେବେଲେକି ସେମନ୍ କିରଏରସତ୍‌ ସଅରେ ନିମାନ୍ କାଦି କାଇତେ ରଇଲାଇ, ଏବେ ସେଟାକେ ମନେ ଏତାଇବାଇ। ସେଡ୍‌କିବେଲେ ସେମନ୍ ମନ୍ ଉନା କରି ଆର୍‌ତରେକ୍ ବାଉଡି ଆଇବାଇ ।
8 For the fields of Heshbon wither, and the vine of Sibmah; the rulers of the nations have struck down its choice branches, which reached as far as Jazer and strayed into the wilderness; its shoots spread out and crossed over the sea. ଇସେବାନ୍‌ ଲଗର୍ ତାସ୍ ଜମି ଆରି ସିବମାର୍ ଅଙ୍ଗୁର୍ ବାଡ୍ ନସ୍‌ଟ ଅଇଗାଲାନି; ସେ ଅଙ୍ଗୁର୍ ବାଡ୍ ଜାର୍‌ଟା ରଇଲା ସେ ଅଙ୍ଗୁର୍ ରସ୍ ସେ ଜାତିର୍ ଲକ୍‌ମନର୍ ସାସନ୍ କାରିଆ ମନ୍‌କେ କାଇବାକେ ଦେଇତେ ରଇଲା । ଗଟେକ୍ ସମଏଁ ଆଇଲା ଅଙ୍ଗୁର୍ ମାଲ୍ ଜାଜର୍ ସଅର୍ ଜାକ ଆରି ପଚିମ୍ ଦିଗର୍ ମରନ୍ ସମ୍‌ଦୁରର୍ ସେ କଣ୍ଡି ଜାକ ଲାମିଗାଲା ।
9 Therefore I weep with the weeping of Jazer for the vine of Sibmah; I drench you with my tears, Heshbon and Elealeh, for over your summer fruit and your harvest the battle shout has fallen. ଏବେ ମୁଇଁ ଜାସେରର୍ ପାରା କାନ୍ଦ୍‌ତେ ରଇଲାବେଲେ ସିବମାର୍ ଅଙ୍ଗୁର୍ ମାଲର୍ ପାଇଁ କାନ୍ଦ୍‌ଲାଇନି । ଇସେବାନ୍‌ ଆରି ଇଲିଆଲି ପାଇଁ ମର୍ ଆକିର୍ ଆଁସୁପାନି ଜରି ଗାଲାନି , କାଇକେ ବଇଲେ ଲକ୍‌ମନ୍‌କେ କିଆପିଆ କରାଇ ସାର୍‌ଦା କରାଇବାକେ ମର୍ ଲଗେ କାଦିକଣ୍ଡା ନାଇଁ ।
10 Joy and gladness are taken away from the fruitful field, and in the vineyards no songs are sung, no cheers are raised. No one treads out wine in the presses; I have put an end to the shouting. ଉଲ୍‌ଉଲା ଜମିକେ ଏବେ କେ ମିସା ସାର୍‌ଦା ନାଇ। ଅଙ୍ଗୁର୍ ବାଡେ କେ ମିସା ଆଉଲି ନ ଅଅତ୍ କି ଗିତ୍ ନ ଗାଅତ୍, ଅଙ୍ଗୁର୍ ରସ୍ ତିଆର୍ କର୍‌ବାକେ କେ ମିସା ଅଙ୍ଗୁର୍‌କେ ଚକ୍‌ଟି କରି ଅଙ୍ଗୁର୍ କୁଣ୍ଡ୍‌ ତେଇ ଅଙ୍ଗୁର୍ ରସ୍ ନ ବାର୍‌କରାଅତ୍; ସାର୍‌ଦା ସଙ୍ଗ୍ ଆଉଲି ଅଇବାଟା ସାରି ଜାଇ ଆଚେ ।
11 Therefore my heart moans like a lyre for Moab, my inmost being for Kir-heres. ଏଟାର୍ ପାଇଁ ମୁଇ ମଆବର୍ ପାଇଁ ଦୁକ୍ କଲିନି, ଡୁଡୁଙ୍ଗା ଜେନ୍ତାରି ବାଜ୍‌ସି ସେନ୍ତାରି କିରଅରସତ୍‌ ଦୁକର୍ ପାଇଁ କାନ୍ଦି ପାକାଇଲିନି ।
12 And when Moab presents himself, when he wears himself out on the high place and comes to his sanctuary to pray, he will not prevail. ମଆବର୍‌ ଦେସର୍ ଲକ୍‌ମନ୍ ସେମନର୍ ଡଙ୍ଗ୍‌ରର୍ ମନ୍ଦିରେ କେଟ୍‌ବା ବେଲେ ଆରି ସେମନର୍ ମନ୍ଦିର୍‌କେ ପାର୍‌ତନା କର୍‌ବାକେ ଜାଇ ନିଜ୍‌କେ ସର୍‌ପି ଦେଲାଇନି , ମାତର୍ ସେମନର୍ କାଇ କାମ୍ ମିସା ଟିକ୍ ନାଇଁ ।
13 This is the word that our Father spoke concerning Moab in the past. ମଆବର୍ ବିସଇ ନେଇକରି ମାପ୍‌ରୁ ପୁର୍‌ବେ ଅନି କଇ ରଇଲା ।
14 But now our Father has spoken: "In three years, like the years of a hired worker, the glory of Moab will be scorned, in spite of all his great numbers; and the remnant will be very few and feeble." ମାତର୍ ଏବେ ସବୁବେଲର୍ ମାପ୍‌ରୁ କଇଲାନି, ତିନ୍ ବରସ୍ ବିତ୍‌ରେ ମଆବରର୍ ବେସି ଦନ୍‌ସପତି ଉନା ଅଇଜାଇସି । ଆରି ବେସି ରଇଲା ଲକ୍‌ମନର୍ ବିତ୍‌ରେ ଅନି ଉନାଲକ୍ ବଁଚ୍‌ବାଇ ଆରି ସେମନ୍ ଦୁର୍‌ବଲ୍ ଅଇଜିବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]