Skip to content
The Believer's Library

Desiya Bible

Isaiah 17 Saa25

Show Saa25 only
Verse × ×
1 An oracle about Damascus. Look—Damascus will no longer be a city; it becomes a heap of ruins. ସବୁବେଲର୍ ମାପ୍‌ରୁ କାତା କଇଲାନି, ଦମେସ୍‌କସ୍ ଆରି ନଅଁର୍ ନ ଅଏ ; ଏଟା କୁରପ୍ ନାସ୍ ଅଇଜାଇ କରି ନସ୍‌ଟ ଅଇଜାଇସି ।
2 The cities of Aroer are abandoned; they will be left for the flocks, which will lie down with no one to frighten them. ସିରିଆର୍ ନଅଁର୍ ସବୁଦିନର୍ ପାଇଁ ଚାଡି ଦେଇ ଆଚତ୍‌ । ସେମନ୍ ମେଣ୍ଡା ଆରି ଗାଇଗରୁ ମନର୍ ପାଇଁ ଚାର୍‌ବା ଗାଁସ୍ ପଡିଆ ଅଇସି, ଆରି ସେମନ୍‌କେ କେ ମିସା କେଦି ନାପାରତ୍ ।
3 The fortress will vanish from Ephraim, and the kingdom from Damascus; and the remnant of Aram will be like the glory of the children of Israel, declares the Father of heaven's armies. ଆରି, ଇପ୍‌ରଇମର୍ ଦୁର୍‌ଗ ଆରି ଦମେସ୍‌କସ୍ ତେଇ ଅନି ରାଇଜ୍ ଆରି ଅରାମର୍ ଉବ୍‌ରି ରଇଲାଟା ନସ୍‌ଟ ଅଇସି; ସବୁର୍ ତେଇଅନି ଉପ୍‌ରେ ରଇଲା ସବୁବେଲର୍ ମାପ୍‌ରୁ କଇଲାନି, ସେଟା ସବୁ ଇସ୍‌ରାଇଲର୍ ଲକ୍‌ମନ୍ ମଇମା ପାରା ଅଇବାଇ ।
4 In that day the glory of Jacob will be brought low, and the fat of his body will waste away. ସବୁବେଲର୍ ମାପ୍‌ରୁ କଇଲା, ଏନ୍‌ତି ଗଟେକ୍ ଦିନ୍ ଆଇଲାନି, ଜେଡେବେଲେ ଜାକୁବର୍‌ ଇଜତ୍‌ ମର୍‌ଜିତା ସାରି ଜାଇସି ଆରି ଦନ୍‌ସପତି ଗରିବର୍ ଲାଗି ବାଦ୍‌ଲା ଜାଇସି।
5 It will be as when a harvester gathers the standing grain and harvests the heads of grain with his arm; it will be as when someone gleans the grain in the Valley of Rephaim. ଇସ୍‌ରାଏଲ୍ ଦେସ୍ ସେ ତାସ୍‌ ପାରା ଅଇସି ଜନ୍‌ଟାନେକି ଜନା କାଟାଜାଇ କରି ମୁଞ୍ଜି ଅଇସି, ରପାଇମ୍‌ ପଡିଆର୍ ତାସ୍ ପାରା ନସ୍‌ଟ ଅଇ ଜାଇସି ।
6 Yet a few will be left, as when an olive tree is beaten: two or three ripe olives at the very top, four or five on the fruitful branches, declares the Father of Israel. ମାତର୍ ଅଲପ୍ ଲକ୍‌ସେ ବଁଚ୍‌ବାଇ, ଆରି ଇସ୍‌ରାଏଲ୍ ଗଟେକ୍ ଜିତ୍‌ ଗଚ୍ ପାରା ଅଇସି ଜନ୍‌ଟାନେ ଅନିକି ସବୁଜାକ ଅଲିବ୍ ଉପ୍‌ର୍ ବାଗେ ଦୁଇଟା ନଇଲେ ତିନ୍‌ଟାକେ ଚାଡିଦେଲେ କି ସାନ୍ କେନ୍ଦାକେ ଚାଡି ଦିଆଜାଇ ରଇବା ଅଲପ୍ ଅଲିବ୍ ଗଚ୍ ପାରା ଅଇସି । ମୁଇଁ ଇସ୍‌ରାଏଲ୍ ଦେସର୍ ସବୁବେଲର୍ ମାପ୍‌ରୁ ପର୍‌ମେସର୍ କଇଲିନି ।
7 In that day people will look to their Maker, and their eyes will turn to the Holy One of Israel—our Father. ସେ ଦିନ୍‌ ଆଇଲା ପଚେ ଲକ୍‌ମନ୍ ସେମନ୍‌କେ ଗଡି ରଇବା, ଇସ୍‌ରାଏଲ୍ ଦେସର୍ ସୁକଲ୍ ପର୍‌ମେସର୍‌କେ ସାଇଜ ମାଙ୍ଗ୍‌ବାଇ ।
8 They will not look to the altars, the work of their hands, and they will not gaze at what their own fingers have made—the Asherah poles and the incense altars. ସେମନ୍ ଆରି ଜିଜର୍ ଆତେ ତିଆର୍ କରି ରଇବା ବେଦି ଉପ୍‌ରେ ଆସା ନ ରକତ୍ କି ନିଜର୍ ନିଜର୍ ଆତର୍ ସଙ୍ଗେ ତିଆର୍ ଅଇ ରଇବାଟାକେ ବିସ୍‌ବାସ୍ ନ କରତ୍ ଆସେରା ମୁର୍‌ତି କି ଦୁପ୍‌ନି ଲାଗାଇବାକେ ଜଗିଅ ବେଦି ଉପ୍‌ରେ ଆସା ନ କରତ୍ ।
9 In that day their strong cities will be like the abandoned places of the woods and hilltops, which were deserted when the children of Israel came; and it will be a desolation. ଜେଡେବେଲେ ସେ ଦିନ୍ ଆଇସି, ସଜାଇ ଅଇ ରଇବା ନଅଁର୍‌ମନ୍‌ ବେସି ଅଇଜାଇକରି କୁରୁପ୍‌ନାସ୍ ଅଇ ସାରାସାରି ବେଲେ ରଇଜିବାଇ , ଜେନ୍‌ତିକି ଇବିଅମନ୍ ଆରି ଇମରିଅମନ୍ ଇସ୍‌ରାଏଲ୍ ଦେସର୍ ଲକ୍‌ମନର୍ ଟାନେ ଅନି ପାଲାଇ ଲାଇ ।
10 For you have forgotten the Father of your salvation, and you have not remembered the Rock of your refuge. Therefore, though you plant pleasant gardens and set out cuttings from a foreign vine, ଇସ୍‌ରାଏଲ୍, ତମେ ଉଦାର୍ କାରିଆ ପର୍‌ମେସର୍‌କେ ପାସ୍‌ରି ଜାଇ ଆଚାସ୍ , ଜେ ତମ୍‌କେ ଉଦାର୍ କର୍‌ସି ଆରି ତମ୍‌କେ ଆଁଟ୍ ରଇବା ପାକ୍‌ନା ପାରା ରକିଆ କର୍‌ସି । ଆର୍ ବାଦୁଲେ, ତମେ ବିନ୍‌ ଦେସର୍ ଗଚ୍‌କେ ଜଡ୍‌ବାକେ ସୁନ୍ଦର୍‌ସୁନ୍ଦର୍ ଗଚ୍ ରପ୍‌ଲାସ୍‌ନି ।
11 and though on the day you plant them they begin to sprout, and by morning your planting is in blossom, yet the harvest will vanish in a day of grief and incurable pain. ମାତର୍ ତମେ ରପିରଇବା ସାକ୍‌ଲିଆ ସେମନ୍ ବାଡ୍‌ବୁନି ରଇଲାଇ ଆରି ପୁଲ୍‌ ପୁଟାଇଲାଇ, ମାତର୍ ପଲ୍ ନ ଦାରେ । ଅବ୍‌କା ଅସୁବିଦା ଆରି ଜର୍‌ଦୁକା ଅଇକରି କସ୍‌ଟ ପାଇବାଇ ।
12 Ah, the uproar of many peoples—they roar like the roaring of the seas! The rumbling of nations—they rumble like the rumbling of mighty waters! ଅ ବପୁ ରଇବା ଦେସ୍‌ମନ୍ ସମ୍‌ଦୁରର୍ ପାନି ଗରଜ୍‌ଲା ପାରା, ବଏଁକାର୍ ଲଅଡି ଆସିକରି କୁରୁପ୍‌ନାସ୍ କଲାପାରା ସବଦ୍ କଲାନି ।
13 The nations rumble like the rumbling of many waters, but our Father will rebuke them, and they will flee far away, driven before the wind like chaff on the hills, like whirling dust before the storm. ସବୁଦେସର୍ ଲକ୍‌ମନ୍ , ବନିଆଁ ପାନି ଡାବିଆଇଲା ପାରା ଆଇଲାଇନି ; ମାତର୍ ସେ ସେମନ୍‌କେ ଦମ୍‌କାଇସି , ତାର୍ ପଚେ ସେମନ୍ ଦୁର୍‌କେ ପାଲାଇବାଇ ଆରି ପବନର୍ ମୁଆଟେ ଡଙ୍ଗରର୍ ଦୁଲି ପାରା ଆରି ବେସି ପବନ୍ ଆସିକରି ବାଉ ବପବନ୍ ଅଇକରି ଦୁଲିପାରା ଉଡି ଜାଇସି ।
14 At evening, sudden terror! Before morning, they are gone. This is the portion of those who plunder us, the lot of those who loot us. ଦେକା, ସଞ୍ଜୁଆ ବେଲାଇ ସେମନ୍ ଲାଗାଜଡା ଆରାମ୍ କର୍‌ବାଇ, ମାତର୍ ସାକ୍‌ଲିଆ ସେମନ୍ ଉଟି ଜିବାଇ । ଆମର୍ ଜମି ଚାଡାଇ ନେଇତେ ରଇବା ଲକ୍ ଆରି ଡରାଇତେ ରଇବା ଲକର୍ କରମ୍ ତାର୍ ଆତେ ଆଚେ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]