Skip to content
The Believer's Library

Desiya Bible

Isaiah 18 Saa25

Show Saa25 only
Verse × ×
1 Ah, land of whirring wings, beyond the rivers of Cush, କୁସ୍‌ ଦେସର୍‌ ଗାଡ୍ ସେକଣ୍ଡି ଏନ୍‌ତାରି ଗଟେକ୍ ଦେସ୍ ଆଚେ ଜନ୍‌ଟାନେକି ଉଡ୍‌ବା ବେଲର୍ ଡେନାର୍‌ ପାରା ସବଦ୍ ସୁନା ଜାଇସି ।
2 who sends ambassadors by the sea, in vessels of papyrus across the waters. Go, swift messengers, to a nation tall and smooth-skinned, to a people feared near and far, a nation mighty and trampling down, whose land the rivers divide. ସେ ଦେସେ କବର୍ ଦେଉ ଲକ୍‌ମନ୍‌କେ ଡଙ୍ଗା ସଙ୍ଗେ ଲଙ୍ଗାଇ କରି ଗାଡ୍ ସେପାଟେ ନେଲାଇ ଆଚତ୍, ମାତର୍ ସେମନ୍ କଇଲାଇ ଦାପ୍‌ରେ କବର୍ ଦେବା ଲକ୍‌ମନ୍ ତମେ ବାଇଡି ଉଟି ଜାଆ, ଜନ୍ ଗସ୍‌ଟି ଡେଙ୍ଗାଡେଙ୍ଗା ଆରି ସୁନ୍ଦର୍, ଜନ୍ ଲକ୍‌ମନ୍ ବପୁ ଆରି ଜିତ୍‌ବା ଲକ୍‌ମନ୍ ଆରି ଜନ୍ ଲକ୍‌ମନର୍ ଦେସ୍ ଗାଡର୍ ଲାଗି ଦୁଇ ବାଗ୍ ଅଇଲା ଆଚେ, ଆରି ଜନ୍ ଲକ୍‌ମନ୍ ଡର୍‌ଲାଇନି, ସେମନର୍ ଲଗେ ଏ କବର୍ ଜାନାଇ ଦିଆସ୍ ।
3 All you inhabitants of the world, you who dwell on the earth: when a banner is raised on the mountains, look! When a trumpet sounds, listen! ପୁର୍‌ତିବି ତେଇ ବାସାଅଇ ରଇବା ସବୁଲକ୍‌ମନ୍ ସୁନା ; ଡଙ୍ଗର୍‌ମନର୍ ଉପ୍‌ରେ ଚିରାଲ୍ ଉଡ୍‌ବା ବେଲେ ତମେ ଦେକା ଆରି ମଉରି ସବଦ୍ ବାଜ୍‌ବା ବେଲେ ତମେ ସୁନା ।
4 For this is what our Father said to me: I will be still, and I will look on from my dwelling place, like clear heat in the sunlight, like a cloud of dew in the heat of harvest. କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଏ ରକାମ୍ ବଲିକରି କଇଲା ଆଚେ, ମୁଇଁ ତାସ୍ କର୍‌ବାବେଲେ ଉସୁମ୍ ଆରି ରାତିଆ କାକର୍ ପାକାଇଲା ପାରା ମୁଇଁ ସର୍‌ଗେ ଅନି ତଲେ ଦେକ୍‌ବି, ଜେନ୍ତାରି କି ମୁଇଦାନିଆ ବେଲର୍ ତାରାସ୍ ପାରା ।
5 For before the harvest, when the blossom is over and the bud becomes a ripening grape, our Father will cut off the shoots with pruning knives, and the spreading branches he will take away and lop off. ଜେନ୍ତିକି ଅଙ୍ଗୁର୍ ତଲ୍‌ବା ଆଗ୍‌ତୁ ଅଙ୍ଗୁର୍ ଜୁରି କରି ତାର୍ ବୁଡର୍ ସୁକ୍‌ଲା ପୁଲ୍ ଜଡ୍‌ସି ଆରି ଅଙ୍ଗୁର୍‌ ମନ୍ ପାଚ୍‌ଲାବେଲେ ଇଲାନେଇକରି ତେଇର୍ ପତର୍‌ମନ୍ କାଟି ପାକାଇସି ଆରି ସିତିର୍ ଲାମିରଇବା ମାଲ୍‌ମନ୍ ସବୁଜାକ କାଟି ପାକାଇସି ।
6 They will all be left for the birds of prey of the mountains and for the beasts of the earth. The birds of prey will summer on them, and all the beasts of the earth will winter on them. ସଇନମନର୍ ମଲା ଗାଗଡ୍‌କେ ପୁର୍‌ତିବିର୍‌ ଚଡଇମନର୍‌ ଆରି ବନର୍ ଜନ୍ତୁ ମନର୍ ଲଗେ ଚାଡି ଦେଇ ଅଇସି । ସେଟାକେ କାରା ଦିନେ ଚଡଇ ମନ୍ କାଇବାଇ ଆରି ସିତ୍ ଦିନେ ବନର୍ ଜନ୍ତୁମନ୍ କାଇବାଇ ।
7 At that time gifts will be brought to the Father of heaven's armies, from a people tall and smooth-skinned, from a people feared near and far, a nation mighty and trampling down, whose land the rivers divide—to the place of the name of the Father of heaven's armies, Mount Zion. ଗଟେକ୍ ଦିନ୍ ଆଇସି ସବୁର୍‌ ତେଇ ଅନି ବପୁ ରଇବା ମାପ୍‌ରୁ ଜନ୍ ଗାଡ୍‌ କି ଦେସ୍‌ମନ୍‌କେ ବାଗ୍ କରିରଇଲା, ସେ ଦେସ୍‌ମନ୍‌କେ ନିଜର୍ କର୍‌ସି ବପୁରଇବା ଲକ୍‌ମନ୍‌କେ ଆରି ବପୁ ଦେସ୍, ଏ ଡେଙ୍ଗା ଲକ୍‌ ଆରି ସୁନ୍ଦର୍ ରଇବା ଲକ୍‌ମନ୍, ଜନ୍ ଲକ୍‌ମନ୍ ପୁର୍‌ତିବି ସାରାକେ ଡର୍‌ଲାଇନି ସେମନ୍ ସିଅନ୍ ପର୍‌ବତେ ଆଇବାଇ, ଜନ୍ ଟାନେ କି ସବୁର୍ ଟାନେ ଅନି ବପୁ ରଇବା ସବୁବେଲର୍ ମାପ୍‌ରୁକେ ପୁଜା କର୍‌ବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]