Skip to content
The Believer's Library

Desiya Bible

Isaiah 19 Saa25

Show Saa25 only
Verse × ×
1 An oracle about Egypt. Look—our Father rides a swift cloud into Egypt. Egypt's idols tremble before him, and Egypt's heart melts within. ଏଟା ମିସର୍‌ ଦେସ୍ ବିସଇରେ କାତା । ଦେକା, ସବୁବେଲର୍ ମାପ୍‌ରୁ ଦାପ୍‌ରେ ମେଗ୍‌ମାଲାଟାନେ ଅନି ଉତ୍‌ରି କରି ମିସର୍ ଦେସେ ଆଇଲାନି ; ଆରି , ତାର୍ ପାଦ୍‌ତଲେ ମିସରର୍ ଲକ୍‌ମନର୍ ମୁର୍‌ତି ମନ୍ ଡରି ଜିବାଇ ଆରି ମିସର୍ ଦେସର୍ ଲକ୍‌ମନର୍ ଗାଗଡ୍ ତାର୍‌ଲଗେ ତର୍‌ଲି ଜାଇସି ।
2 I will stir up Egypt against Egypt, and they will fight, each against his brother and each against his neighbor, city against city, kingdom against kingdom. ଆରି ,ଆମେ ମିସର୍ ଦେସର୍ ଲକ୍‌ମନ୍‌କେ ଉସ୍‌କାଇ ଦେବୁ; ତାର୍‌ପଚେ ସେମନ୍ ସବୁଲକ୍‌ଜାକ ନିଜର୍ ନିଜର୍ ବାଇର୍ ଆରି ସବୁ ଲକ୍‌ଜାକ ନିଜର୍ ନିଜର୍ ସାଇର୍ ଲକର୍ ସଙ୍ଗେ ଜୁଇଦ୍ କର୍‌ବାଇ; ନଅଁର୍ ନଅଁର୍‌ ବିରୁଦେ , ରାଇଜ୍‌ ରାଇଜ୍ ବିରୁଦେ, ଜୁଇଦ୍ କର୍‌ବାଇ ।
3 The spirit of Egypt will be poured out within it, and I will swallow up its counsel; they will inquire of the idols and the spirit-mediums, the ghosts and the necromancers. ମୁଇଁ, ମିସର୍‌ ଦେସର୍ ଲକ୍‌ମନର୍ ଜଜ୍‌ନାକେ ବାଙ୍ଗାଇ ଦେବାକେ ଆରି ସେମନର୍ ମନର୍ ବାବ୍‌ନାକେ ନସ୍‌ଟ କର୍‌ବାକେ ଗାଲିନି । ସେମନ୍ ସେମନର୍ ମୁର୍‌ତି ମନ୍‌କେ ଆମ୍‌କେ ସାଇଜ କରା ବଲିକରି କଇବାଇ, ଆରି ମଲା ଲକ୍‌ମନର୍ ଆତ୍‌ମାକେ ଆରି ଦିସାରିମନ୍‌କେ ଆଦେସ୍ ଦିଆ ବଲିକରି ମାଙ୍ଗ୍‌ବାଇ ଆରି ସେମନର୍ ସଙ୍ଗ୍ ଇଣ୍ଡ୍‌ବାଇ ।
4 I will hand Egypt over into the grip of a harsh master, and a fierce king will rule over them—declares the Father of heaven's armies. ଆରି, ମୁଇ ମିସର୍ ଦେସର୍ ଲକ୍‌ମନ୍ ଗଟେକ୍ ନ ଡର୍‌ବା ମାପ୍‌ରୁର୍ ଆତେ ସର୍‌ପି ଦେବି ଆରି ଗଟେକ୍ ବେସି ଟେପର୍ ରାଜା ସେମନ୍‌କେ ସାସନ୍ କର୍‌ସି, ଏଟା ମାପ୍‌ରୁ ସବୁର୍‌ ଟାନେ ଅନି ବଡ୍ ସବୁବେଲର୍ ମାପ୍‌ରୁ କଇଲାନି ।
5 The waters of the sea will dry up, and the river will be parched and dry. ଆରି, ସମ୍‌ଦୁରେ ପାନି ମିସା ନ ରଏ ଆରି ଗାଡ୍ ଆଁଟି ସୁକି ନସ୍‌ଟ ଅଇ ଜାଇସି ।
6 The canals will stink; the streams of Egypt will dwindle and dry up; reed and rush will wither. ଆରି ଗାଡ୍‌ମନ୍ ସବୁଜାକ ଗନ୍ଦି ଜାଇସି ; ମିସର୍ ଦେସର୍ ଜର୍‌ନା ପାନି ସବୁଜାକ ସୁକି ଜାଇକରି ଆଁଟି ଜାଇସି; ବଡ୍‌ ଗାଁସ୍ ଆରି ପାନିର୍ ଗାଁସ୍ ସବୁଜାକ ସୁକି ଜାଇସି ।
7 The bare places along the Nile, at the mouth of the Nile, and everything sown beside the Nile will dry up, blow away, and be no more. ନିଲିଆ ଗାଡ୍‌ ଲଗର୍ ,ନିଲିଆ ଗାଡର୍ ଚାରିବେଡ୍‌ତି ରଇବା ପଡିଆ ମନ୍‌କେ ଆରି ନିଲିଆ ଗାଡର୍ ଚାଡିବେଡ୍‌ତି ଜାଇଟା ବୁନ୍‌ଲେ ମିସା, ସେଟାମନ୍ ସବୁଜାକ ସୁକିଜାଇ ପଡି ମସ୍‌ରି ଜାଇତେ ରଇଲା ଆରି ମୁଲ୍‌କେ ନ ରଏ ।
8 The fishermen will mourn; all who cast a hook into the Nile will lament, and those who spread nets on the water will waste away. କେଉଟ୍ ମନ୍ ମିସା ଦୁକ୍ କର୍‌ବାଇ ଆରି ଜନ୍‌ ଲକ୍‌ମନ୍ ନିଲିଆ ଗାଡେ ବଡ୍‌ସି ପାକାଇତେ ରଇଲାଇ, ସେମନ୍ ସବୁ ଲକ୍‌ ଜାକ ଦୁକ୍ କର୍‌ବାଇ, ଆରି ଜନ୍‌ ଲକ୍‌ମନ୍ ଗାଡେ ବଡ୍‌ସି ପାକାଇତେ ରଇଲାଇ, ସେମନ୍ ଜାଲ୍ ପାକାଇଲେ ମିସା କାଇ କାମ୍‌କେ ନ ଆସେ ।
9 The workers in combed flax will be ashamed, and the weavers of white cloth. ଆରି, ଜନ୍‌ ଲକ୍‌ମନ୍ ସୁତା କାମ୍ କଲାଇନି ଆରି ଜନ୍‌ ଲକ୍‌ମନ୍ ନିମାନ୍ ବସ୍‌ତର୍ ବୁନ୍‌ବାଇ , ସେମନ୍ ଲାଜ୍ ଅଇଜିବାଇ ।
10 Her weavers will be crushed, and all who work for wages will be sick at heart. ଆରି, ମିସର୍ ଦେସର୍‌ ମୁଣ୍ଡା ବାଙ୍ଗାଇ କରି କଣ୍ଡ୍‌ କଣ୍ଡ୍ ଅଇ ଜାଇସି, ଡାବୁର୍‌ ପାଇଁ ବଲିକରି କାମ୍‌ କର୍‌ବା ଲକ୍‌ମନ୍ ସବୁ ତାକର୍ ଜିବନେ ବେସି ଦୁକ୍ କର୍‌ବାଇ ।
11 The princes of Zoan are nothing but fools; Pharaoh's wisest counselors give senseless counsel. How can you say to Pharaoh, "I am a son of the wise, a son of ancient kings"? ସଅନର୍ ମୁକିଆମନ୍ ; କାତା ନ ନାମତ୍ ; ପାରର୍ ଗିଆନି ମନ୍ତ୍‌ରି ମନର୍ ବାବ୍‌ନା ପସୁ ପାରା ଅଇଲା ଆଚେ; ତମେ କେନ୍‌ତି ବାବ୍‌ରେ ପାର ରାଜାକେ କଇଲାସ୍‌ନି, ଆମେ ବୁଦି ରଇଲା ଲକର୍‌ ପିଲାମନ୍, ପାର୍‌ଚିନର୍ ରାଜାମନର୍ ପିଲାମନ୍ ?
12 Where now are your wise men? Let them tell you and make known what the Father of heaven's armies has planned against Egypt. ତେବେ ତମର୍ ଗିଆନି ଲକ୍‌ମନ୍‌ କନ୍‌ତେଇ ଆଚତ୍ ? ସେମନ୍ ଏବେ ତମ୍‌କେ ଜାନାଅତ୍ ଆରି ସବୁର୍‌ଟାନେ ଅନି ବଡ୍ ସବୁବେଲର୍ ମାପ୍‌ରୁ ମିସର୍ ଦେସର୍ ବିସଇରେ ଜନ୍‌ଟା ଜଜ୍‌ନା କଲାଇ ଆଚତ୍ , ସେଟାକେ ସେମନ୍ ଜାନ୍‌ବାର୍ ଆଚେ ।
13 The princes of Zoan have become fools, the princes of Memphis are deceived; the cornerstones of her tribes have led Egypt astray. ସଅନର୍ ମୁକିଆମନ୍ କାତା ମାନତ୍‌ନାଇ, ନପରର୍ ମୁକିଆମନ୍ ବାଟ୍‌ବାନା ଅଇଲାଇ ଆଚତ୍; ଜନ୍‌ ଲକ୍‌ମନ୍ ମିସର୍ ଦେସର୍ କୁଟୁମର୍ କନର୍ ମୁଲ୍ ପାକ୍‌ନା ପାରା, ସେମନ୍ ମିସର୍ ଦେସ୍‌କେ କାରାପ୍ ବାଟେ ଜିବାକେ କଇଲାଇ ଆଚତ୍ ।
14 Our Father has poured into her a spirit of confusion, and they have made Egypt stagger in all it does, like a drunkard staggering in his vomit. ସବୁବେଲର୍ ମାପ୍‌ରୁ ମିସର୍ ଦେସ୍ ବିତ୍‌ରେ କିଲ୍‌ବିଲ୍ କର୍‌ବା ଆତ୍‌ମା ମିସାଇ ଦେଇ ଆଚତ୍; ଆରି , ମାତୁଆଲ୍ ଲକ୍ ଜେନ୍‌ତିକି ନିଜର୍ କାରାପ୍ କାମର୍ ଲାଗି ବାୟାବିକଲ୍ ଅଇଜିବାଇ, ସେ ରକାମ୍ ସେମନ୍ ମିସର୍ ଦେସ୍‌କେ ତାର୍ ସବୁ ରକାମର୍ କାମ୍‌କେ କାରାପ୍ ବାଟେ ନେଲାଇନି ।
15 There will be nothing Egypt can do, whether head or tail, palm branch or reed. ଆରି , ମୁଣ୍ଡ୍‌ କି ଲେଞ୍ଜ୍, କି ତାଲ୍‌ପତର୍ କି ପାନିର୍ ଗାଁସ୍ ଜନ୍‌ଟା କରିପାର୍‌ସି, ଏ ରକାମ୍ କାମ୍ ମିସର୍ ଦେସର୍ ପାଇଁ କରା ନ ଜାଏ ।
16 In that day the Egyptians will be like women—trembling in fear at the hand the Father of heaven's armies raises against them. ସେଦିନେ ମିସର୍ ଦେସର୍ ଲକ୍‌ ମାଇଜି ମନର୍ ପାରା ଡର୍‌ବାଇ, ଆରି ସବୁର୍‌ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ , ତାର୍ ଉପ୍‌ରେ ଜନ୍ ଆତ୍‌ ସଙ୍ଗଇସି , ତାକର୍ ସେ ଆତ୍ ଆଲାଇବାର୍ ଲାଗି ସେ ତର୍‌ତରି ଜାଇସି ଆରି ଡରି ଜାଇସି ।
17 The land of Judah will terrify Egypt; all who hear it named will be afraid, because of what the Father of heaven's armies is planning against them. ମିସର୍‌ଦେସର୍ ଲାଗି ଜିଉଦା ଦେସ୍ ଡରି ଜାଇସି, ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ ତାର୍‌ପାଇଁ ବଲିକରି ଜନ୍‌ସବୁ ଜଜ୍‌ନା କର୍‌ସି, ସେଟାର୍‌ ପାଇଁ ସେ ସବୁ ଲକ୍‌କେ ଜିଉଦାର୍ ନାଉଁ କୁଆ ଜାଇସି, ସେ ଡରି ଜାଇସି ।
18 In that day five cities in Egypt will speak Canaan's language and swear allegiance to the Father of heaven's armies. One will be called the City of the Sun. ସେଦିନେ ମିସର୍ ଦେସ୍ ବିତ୍‌ରେ ପାଁଞ୍ଚ୍‌ଟା ନଅଁର୍ ତେଇ କିଣାନିଅ ବାସାଇ କାତା କଇବା ଲକ୍ ଆଇବାଇ ଆରି ସବୁର୍‌ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ ନାଉଁରେ ସପତ୍ କର୍‌ବାଇ, ମାତର୍ ଗଟେକ୍ ନଅଁର୍, କୁରୁପ୍‌ନାସ୍ ନଅଁର୍ ବଲିକରି ନାଉଁ ଦେବାଇ ।
19 In that day there will be an altar to our Father in the heart of Egypt, and a pillar to him at its border. ସେ ଦିନେ ମିସର୍ ଦେସର୍ ମଜାଇ ସବୁବେଲର୍ ମାପ୍‌ରୁର୍ ଇସାବ୍‌ରେ ଗଟେକ୍ ଜଗିଅବେଦି ଅଇସି ଆରି ତେଇର୍ ପାଚୁରି ଲଗେ ସବୁବେଲର୍ ମାପ୍‌ରୁର୍ ନାଉଁରେ ଗଟେକ୍ ମୁଣ୍ଡା ତିଆର୍ ଅଇସି ।
20 It will be a sign and witness to the Father of heaven's armies in the land of Egypt. When they cry out to our Father because of oppressors, he will send them a savior and defender, and rescue them. ଆରି, ସେଟା ମିସର୍ ଦେସର୍ ସବୁର୍‌ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁର୍ ଚିନ୍ ଆରି ସାକି ପାରା ଅଇସି ; କାଇକେ ବଇଲେ ସେମନ୍ ଅଲ୍‌ଗା ଲକର୍ ଦନ୍‌କେ ଆସା ଅଇବାର୍‌ ଲାଗି ସବୁବେଲର୍ ମାପ୍‌ରୁର୍ ଲଗେ କାନ୍ଦ୍‌ବାଇ, ତାର୍‌ପଚେ ସେ ଗଟେକ୍ ରକିଆ କାରିଆ ଆରି ଉଦାର୍ କାରିଆକେ ପାଟାଇସି ଆରି ସେ, ସେ ଲକ୍‌ମନ୍‌କେ ରକିଆ କର୍‌ସି ।
21 Our Father will reveal himself to Egypt; that day the Egyptians will know him, worship with sacrifice and offering, and make vows to him and fulfill them. ଆରି ମିସର୍‌କେ ସବୁବେଲର୍ ମାପ୍‌ରୁର୍ ପରିଚୟ୍ ଦିଆ ଅଇସି ଆରି ସେ ଦିନେ ମିସରିଅମନ୍ ସବୁବେଲର୍ ମାପ୍‌ରୁକେ ଜାନ୍‌ବାଇ; ଆରି, ସେମନ୍ ବଲି ଆରି ଦୁପ୍‌ଦୁଙ୍ଗିଆ ଦେଇକରି ପାର୍‌ତନା କର୍‌ବାଇ ଆରି ସବୁବେଲର୍ ମାପ୍‌ରୁର୍ ଲଗେ ମାନତ୍ ମାଙ୍ଗିକରି ସେଟାକେ ପୁରାପୁରୁନ୍ କର୍‌ବାଇ ।
22 Our Father will strike Egypt—striking and healing. They will return to him; he will hear their pleas and heal them. ଆରି , ସବୁବେଲର୍ ମାପ୍‌ରୁ ମିସର୍ ଦେସ୍‌କେ ମାର୍‌ସି , ମାର୍‌ସି ଆରି ନିମାନ୍ କର୍‌ସି; ଆରି, ସେମନ୍ ସବୁବେଲର୍ ମାପ୍‌ରୁର୍ ଲଗେ ବାଉଡି ଆଇବାଇ, ତାର୍‌ପଚେ ସେମନର୍ ବାବୁଜିଆ କର୍‌ବାଟାକେ ଜାନିକରି ସେମନ୍‌କେ ନିମାନ୍ କର୍‌ସି ।
23 In that day a highway will run from Egypt to Assyria. Assyrians will enter Egypt and Egyptians Assyria, and Egypt will worship with Assyria. ସେ ଦିନେ ମିସର୍‌ ଦେସେ ଅନି ଅସୁର୍‌କେ ଗଟେକ୍ ବାଟ୍ ଅଇସି, ତାର୍‌ପଚେ ଅସୁରିଅମନ୍ ମିସର୍ ଦେସେ ଆରି ମିସର୍ ଦେସର୍ ଲକ୍‌ମନ୍ ଅସୁର୍ ଦେସେ ଆସା ଜାଆ ଅଇବାଇ ; ଆରି , ମିସର୍ ଦେସର୍ ଲକ୍‌ମନ୍ ଅସୁର୍ ଦେସର୍ ଲକ୍‌ମନର୍ ସଙ୍ଗେ ପାର୍‌ତନା କର୍‌ବାଇ ।
24 That day Israel will be third with Egypt and Assyria, a blessing in the midst of the earth, ସେ ଦିନେ ଇସ୍‌ରାଏଲ୍ , ମିସର୍‌ଦେସ୍ ଆରି ଅସୁର୍ ଦେସର୍ ସଙ୍ଗେ ତିନନ୍‌ଟା ଦେସ୍ ମିସି କରି ପୁର୍‌ତିବି ତେଇ ସବୁବେଲର୍ ମାପ୍‌ରୁର୍ ଲଗେଅନି ଆସିର୍‌ବାଦ୍ ପାଇବାଇ;
25 for the Father of heaven's armies has blessed them: "Blessed be Egypt my children, Assyria my handiwork, and Israel my inheritance." କାଇକେ ବଇଲେ ସବୁର୍‌ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ ସେମନ୍‌କେ ଆସିର୍‌ବାଦ୍ କରି କଇଲା ଆଚେ, ମର୍‌ ଲକ୍ ମିସର୍ ଦେସେ ଆରି ମର୍ ଆତର୍ କାମ୍ ଅସୁର୍ ଆରି ମର୍ ଅଦିକାର୍ ଇସ୍‌ରାଏଲ୍ ଆସିର୍‌ବାଦ୍ ପାଇବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]