Skip to content
The Believer's Library

Desiya Bible

Proverbs 18 Saa25

Show Saa25 only
Verse × ×
1 Whoever isolates himself pursues his own desire; he lashes out against all sound wisdom. ଜେ ନିଜ୍‌କେ ଅଲ୍‌ଗା କର୍‌ସି, ସେ ନିଜର୍ ନିକ ଚେସ୍‌ଟା କର୍‌ସି ଆରି ସବୁ ରକାମର୍ ନିମାନ୍‌ ଗିଆନ୍ ବିରଦ୍‌ରେ ଜାଗ୍‌ଡା କର୍‌ସି ।
2 A fool takes no pleasure in understanding, but only in airing his own opinions. ମୁର୍‌କ ଲକ୍ ବୁଦିର୍ କାତା ସୁନି ସାର୍‌ଦା ନ ଅଏ, ମାତର୍ ନିଜର୍ ମନର୍ କାତା କଇ ସାର୍‌ଦା ପାଇସି ।
3 When wickedness comes, contempt comes too, and with dishonor comes reproach. ଦୁସ୍‌ଟ ଆଇଲେ ଲାଜ୍‌ ଆଇସି, ଆରି ଅପ୍‌ମାନ୍ ସଙ୍ଗ୍ ନିନ୍ଦା ଆଇସି ।
4 The words of a person's mouth are deep waters; the fountain of wisdom is a flowing stream. ନର୍‌ଲକର୍ ଟଣ୍ଡେ ଅନି ବାରଇଲା କାତା ଡେଙ୍ଗ୍ ପାନି ରକାମ୍‌, ଆରି ଗିଆନ୍‌ ଚୁଆ ପାନି ଗାଲା ପାରା ।
5 It is not good to show partiality to the wicked, denying justice to the righteous. ଦୁସ୍‌ଟର୍ ଲକର୍ ତାଡେ ଅଇକରି ଆରି ବିଚାର୍ କର୍‌ବା ଲଗେ ଦରମ୍‌ ଲକ୍‌କେ ଅନିଆଇ କର୍‌ବାଟା ବଲ୍ ନାଇଁ ।
6 A fool's lips bring strife, and his mouth invites a beating. ମୁର୍‌କର୍‌ ଟଣ୍ଡ୍ ଜାଟିଜଗ୍‌ଡା କରାଇସି, ଆରି ତାର୍ ମୁଉଁ ମାଡ୍‌ ‌କାଇବାକେ ଡାକ୍‌ସି ।
7 A fool's mouth is his ruin, and his lips are a snare to his soul. ମୁର୍‌କର୍‌ ଟଣ୍ଡ୍ ତାର୍ ବିନାସ୍‌ ଅଇସି, ଆରି ତାର୍ ଟଣ୍ଡ୍ ନିଜର୍ ନିଜର୍ ଜିବନର୍ ପାନ୍ଦ୍ ରକାମ୍ ।
8 The words of a gossip are like choice morsels; they go down into the inmost being. କାନେ କାନେ କଇବା ଲକର୍ ବାକିଅ ଅମ୍‌ରୁତ୍‌ ରକାମ୍, ସେଟା ପେଟର୍ ଆତ୍‌ନିପଟାଇ ଜାଇସି ।
9 Whoever is slack in his work is brother to one who destroys. ନିଜର୍ କାମ୍‌କେ ଜେ ଅଲସ୍ ଅଇସି, ସେ ବିନାସ୍ ଅଇବା ଲକର୍ ବାଇ ।
10 The name of our Father is a strong tower; the righteous runs into it and is safe. ସବୁବେଲର୍ ମାପ୍‌ରୁର୍ ନାଉଁ ଡାଣ୍ଟ୍ ମେଡ୍ ଗର୍; ଦରମ୍‌ ଲକ୍‌ ତେଇ ପାଲାଇ ଜାଇ ରକିଆ ପାଇବାଇ ।
11 A rich man's wealth is his fortified city; in his imagination it is like a high wall. ସାଉକାର୍ ଲକର୍ ଦନ୍ ତାର୍ ଡାଟ୍‌ ନଅଁର୍, ଆରି ସେଟା ଡିସ୍‌ତେ ରଇବା ଉଚା ପାଚୁରି ପାରା ।
12 Before destruction the human heart is proud, but humility comes before honor. ବିନାସର୍ ମୁଆଟେ ନର୍‌ଲକର୍ ମନେ ଗରବ୍‌ ଅଇସି, ଆରି ଦରମ୍‌ ଲକ୍‌କେ ସନ୍‌ମାନ୍‌ ଆଇସି ।
13 If one answers before he listens, it is his foolishness and his shame. ଜେ ସୁନ୍‌ବା ଆଗ୍‌ତୁ ଉତର୍ ଦେଇସି, ସେଟା ତାର୍‌ ଲଗେ ଅଗିଆନ୍‌ ଆରି ଲାଜର୍ କାତା ।
14 A person's spirit can sustain him through sickness, but a crushed spirit—who can bear it? ନର୍‌ଲକର୍ ଆତ୍‌ମା ତାର୍ କସ୍‌ଟ ସମାଲି ପାର୍‌ସି; ମାତର୍ ବାଙ୍ଗ୍‌ଲା ଆତ୍‌ମାକେ କେ ସମାଲି ପାରେ?
15 The discerning heart acquires knowledge, and the ear of the wise seeks it out. ବୁଦିମାନ୍‌ ଲକର୍ ମନ୍ ଗିଆନ୍ ଅର୍‌ଜନ୍ କର୍‌ସି; ଆରି, ଗିଆନିର୍ କାନ୍ ଗିଆନ୍ କଜ୍‌ସି ।
16 A person's gift opens the way for him and brings him before important people. ନର୍‌ଲକର୍ ଦାନ୍‌ ଦେବାଟା ତାର୍‌ପାଇଁ ବାଟ୍ ନିର୍‌ମଲ୍‌ କର୍‌ସି, ଆରି ବଡ୍‌ ଲକ୍‌ମନର୍ ଲଗେ ତାକେ ଆନ୍‌ବାଇ ।
17 The first to state his case seems right, until another comes and examines him. ଜନ୍‌ ଲକ୍ ପର୍‌ତୁମ୍ ନିଜର୍ କାରାପ୍ କାତା ଜାନାଇସି, ସେ ଦରମ୍ ଦେକାଇ ଅଇସି, ମାତର୍ ତାର୍ ସାଇପଡିସାର୍ ଲକ୍ ଆସି ତାକେ ପରିକା କର୍‌ବାଇ ।
18 Casting the lot settles disputes and separates strong opponents. କେଡ୍‌ପୁଟାଇ ବିରଦ୍‌କେ ସାନ୍ତି କର୍‌ସି, ଆରି ବପୁ ଲକ୍‌ମନ୍‌କେ ଅଲ୍‌ଗା କର୍‌ସି ।
19 An offended brother is harder to win than a fortified city, and disputes are like the bars of a fortress. ତମେ ସାଇପଡିସାର୍ ଲକ୍‌ମନ୍‌କେ ସାଇଜ କରା, ସେମନ୍ ତମ୍‌କେ ଗଟେକ୍ ନଅଁରର୍ ପାଚୁରି ପାରା ରକିଆ କର୍‌ବାଇ, ମାତର୍ ଜଦି ତମେ ସେମନର୍ ସଙ୍ଗେ ଲାଗାଜାଟି କଲେ ସେମନ୍ ତମର୍ ପାଇଁ କାପାଟର୍ ଗାଡା ପାକାଇ ଦେବାଇ ।
20 From the fruit of a person's mouth his stomach is satisfied; with the yield of his lips he is filled. ନର୍‌ଲକର୍ ପେଟ୍ ତାର୍ ଟଣ୍ଡର୍ ପଲ୍ ସଙ୍ଗ୍ ପେଟ୍ ପୁର୍‌ସି, ଆରି ସେ ନିଜର୍ ଟଣ୍ଡ୍‌ସଙ୍ଗ୍ ଅରଜ୍‌ଲାର୍ ଲାଗି ସାନ୍‌ତି ଅଇସି ।
21 Death and life are in the power of the tongue, and those who love it will eat its fruit. ମରନ୍ ଆରି ଜିବନ୍ ଜିବର୍ ତଲିଆ ଲଗେ ରଇବାଇ; ଜନ୍‌ ଲକ୍ ତାକେ ନିମାନ୍‌ ସଙ୍ଗ୍ ଜାନ୍‌ବାଇ, ସେମନ୍ ତାର୍ ପଲ୍ ପାଇବାଇ ।
22 He who finds a wife finds what is good and receives favor from our Father. ଜନ୍ ଲକ୍ ମାଇଁଜି ପାଇସି, ସେ ନିମାନ୍ ଜିନିସ୍ ପାଇସି ଆରି ସବୁବେଲର୍ ମାପ୍‌ରୁର୍ ଲଗେ ଅନି ଆସିର୍‌ବାଦ୍‌ ପାଇସି ।
23 The poor person pleads for mercy, but the rich answers harshly. କାକୁର୍‌ତି ଲକ୍ ବାବୁଜିଆ କରି ଉତର୍ ଦେଇସି; ମାତର୍ ସାଉକାଟର୍ ଲକ୍ ବଡ୍‌ପନର୍ ଉତର୍ ଦେଇସି ।
24 A man of many companions may come to ruin, but there is a friend who sticks closer than a brother. ଜେ କି ବେସି ସାଙ୍ଗମନ୍‌କେ କଜ୍‌ସି, ସେ ନିଜର୍ ବିନାସ୍ ପାଇଁ କଜ୍‌ସି; ମାତର୍ ଗଟେ ଲାଡ୍‌ କର୍‌ବା ଲକ୍ ଆଚେ, ଜେ କି ବାଇର୍ ଲଗେ ଅନି ଅଦିକ୍ ନିଜର୍ ଲଗେ ରଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]