Skip to content
The Believer's Library

Desiya Bible

Proverbs 17 Saa25

Show Saa25 only
Verse × ×
1 Better a dry crust eaten in peace than a house full of feasting with strife. ଜାଟିଜଗ୍‌ଡା ଅଇ ରଇବା ଗରେ କାଦି ପୁରାପୁରୁନ୍ ରଇଲେ ସାନ୍ତି ନାଇଁ ମାତର୍ କଣ୍ଡେକ୍ ସୁକ୍‌ଲା ରୁଟି କାଇଲେ ନିକ୍‌ ।
2 A prudent servant will rule over a disgraceful son and will share the inheritance among the brothers. ଜନ୍ ଦାସ୍ ବୁଦି ସଙ୍ଗ୍‌ ଚଲ୍‌ସି, ସେ ଲାଜ୍ ଅଇଲା ପିଲାର୍ ଉପ୍‌ରେ ସାସନ୍ କର୍‌ସି, ଆରି ବାଇମନର୍ ସଙ୍ଗେ ଅଦିକାରର୍ ବାଗ୍ ପାଇସି ।
3 The crucible is for silver and the furnace for gold, but our Father tests hearts. ରୁପାର୍ ଆରି ସୁନାକେ ଜଇ ତେଇ ପରିକା ଅଇସି; ମାତର୍ ସବୁବେଲର୍‌ ମାପ୍‌ରୁ ନର୍‌ଲକର୍ ମନ୍‌କେ ପରିକା କର୍‌ସି ।
4 An evildoer listens to wicked lips; a liar listens to a destructive tongue. କାରାପ୍‌ କାମ୍ କର୍‌ବା ଲକ୍ ଦୁସ୍‌ଟର୍‌ ଟଣ୍ଡର୍‌ କାତା ସୁନ୍‌ସି, ଆରି ମିଚ୍‌ କଉ ବିନାସ୍ କରୁର୍‌ ଜିବର୍ କାତାକେ କାନ୍ ଡେର୍‌ସି ।
5 Whoever mocks the poor insults his Maker; whoever gloats over disaster will not go unpunished. ଜନ୍‌ ଲକ୍ ଗରିବ୍ ଲକ୍‌କେ ଦେକି ଆଁସ୍‌ସି, ସେ ତାର୍ ତିଆର୍ କଲା ମାପ୍‌ରୁକେ ନିନ୍ଦା କର୍‌ସି; ଆରି, ବିପଦ୍‌ବେଲେ ଜେ ସାର୍‌ଦା କର୍‌ସି, ସେ ନ ପିଟ୍‌ତେ ଡଣ୍ଡ୍ ପାଇସି ।
6 Grandchildren are the crown of the aged, and the glory of children is their parents. ପିଲାମନର୍ ପିଲାମନ୍ ଡକ୍‌ରା ଲକ୍‌ମନର୍ ମୁଣ୍ଡର୍ ମୁକୁଟ୍; ଆରି, ପିଲାମନର୍ ଡାକ୍‌ପୁଟା ଅଇଲାନି ସେମନର୍ ଆନିଦାଦିମନ୍ ।
7 Fine speech is not fitting for a fool—still less are lying lips for a noble. ଗଟେକ୍‌ ବୁଦି ନଇଲା ଲକର୍ ଲଗେ ନିମାନ୍ କାତା କଇବାଟା ଟିକ୍‌ ନାଇଁ, ସେ ରକାମ୍‌ ଗଟେକ୍‌ ସାସନ୍ କରୁମନ୍‌ ମିଚ୍ କାତା କଇବାଟା ଅଦିକ୍ ଟିକ୍‌ ନଏଁ ।
8 A bribe seems like a magic charm to the one who gives it; wherever he turns, he thinks he will succeed. ଲାଁଚ୍ ଦେଇତେ ରଇବା ଲକ୍‌ର୍‌ ଆଁକି ତେଇ ଲାଞ୍ଚ୍‌ ଦେବାଟା ବେସି ମୁଲିଅର୍‌ ପାକ୍‌ନା ରକାମ୍‌, ସେମନ୍ ଜେନେ ବୁଲ୍‌ଲେ ମିସା ସେମନ୍ ସିଦ୍ ଅଇସି ।
9 Whoever covers an offense seeks love, but whoever keeps bringing it up separates close friends. ଜେ ପାପ୍‌କେ କେମା ଦେଇସି, ସେ ଲାଡ୍ କଜ୍‌ସି; ମାତର୍ ଜେ ତର୍‌କେ ତର୍‌ ଗଟେକ୍ କାତା ବାର୍‌କର୍‌ସି, ସେ ତମର୍ ମିତ୍‌ରମନ୍‌କେ ବେଗ୍‌ଲାଇସି ।
10 A rebuke goes deeper into a person of understanding than one hundred blows into a fool. ମୁର୍‌କକେ ସଏ ମାଡ୍‌ ମାର୍‌ଲେ ଜେତ୍‌କି ବୁଦି ରଇଲା ଲକ୍‌କେ ପଦେକ୍‌ କଇଲେ ଅଦିକ୍ ବାଦ୍‌ସି ।
11 A rebellious man seeks only evil, and a cruel messenger will be sent against him. ଦୁସ୍‌ଟ ଲକ୍‌ କିରମାର କଜ୍‌ସି, ତେବେ ତାର୍ ବିରଦ୍‌ରେ କାରାପ୍‌ ଲକ୍‌କେ କବର୍ ପାଟାଇସି ।
12 Better to meet a bear robbed of her cubs than a fool in his foolishness. ବୁଦି ନ ରଇ ବୁଡିଜାଇ ରଇବା ମୁର୍‌କର୍ ସାମ୍‌ନାଇ ଜିବା ବାଦୁଲେ, ଗଟେ ପିଲା ଚରିଅଇ ରଇବା ବାଲୁର୍ ସାମ୍‌ନାଇ ଜିବାଟା ନିକ୍ ।
13 If anyone returns evil for good, evil will never leave his house. ଜନ୍ ଲକ୍ ନିମାନ୍ ବାଦୁଲେ କାରାପ୍ କର୍‌ସି, ତାର୍ ଗରେ କାରାପ୍ କେବେ ନ ଚାଡେ ।
14 Starting a quarrel is like breaching a dam, so drop the dispute before it bursts out. କିରମାରର୍ ଆରାମ୍ ଅଇବାଟା ଗଟେକ୍ ଲକ୍ ବନ୍ଦ୍ କାଟି ପାନି ଚାଡି ଦେଲା ପାରା; ସେଟାର୍‌ ପାଇଁ କିର ଉବଜ୍‌ବା ଆଗ୍‌ତୁ ଜୁଗ୍‌ତି କରା ନାଇଁ ।
15 Whoever justifies the wicked and whoever condemns the righteous—both alike are detestable to our Father. ଜେ ଦସିକେ ନିର୍‌ଦସ୍ କର୍‌ସି ଆରି ଜେ ଦରମ୍‌ ଲକ୍‌କେ ଦସ୍ ଦାର୍‌ସି, ସେ ଦୁଇ ଲକ୍‌ ମିସା ସବୁବେଲର୍ ମାପ୍‌ରୁର୍ ଲଗେ ସମାନ୍‌ସେ ଡଣ୍ଡ୍‌ ପାଇବାଇ ।
16 Why should a fool have money in hand to buy wisdom, when he has no heart to learn? ଗିଆନ୍ ଗେନ୍‌ବାକେ ମୁର୍‌କର୍‌ ଆତେ କାଇକେ ଦନ୍ ରଇସି ? ତାକେ ତା ବୁଦି ନାଇଁ ।
17 A friend loves at all times, and a brother is born for a time of trouble. ସାଙ୍ଗ ସବୁବେଲେ ଲାଡ୍ କର୍‌ସି, ମାତର୍ ବାଇର୍‌ ଦୁକ୍‌ ବେଲେ ସାଇଜ କର୍‌ବାକେ ଜନମ୍ ଅଇ ରଇସି ।
18 One who lacks sense shakes hands on a pledge and puts up security for his neighbor. ବୁଦି ନଇଲା ଲକ୍ ବାଦ୍ ମାରି ନିଜର୍ ସାଇପଡିସାର୍‌ ଲକର୍ ଲଗେ ଦାଇ ଅଇସି ।
19 Whoever loves wrongdoing loves strife; whoever builds his gate high invites destruction. ଜେ କିରମାର ଅଇବାଟା ସାର୍‌ଦା ଅଇସି, ସେ ଅପ୍‌ରାଦ୍‌କେ ମିସା ସାର୍‌ଦା ଅଇସି; ଆରି, ଜେ କି ନିଜର୍ ଡାଣ୍ଡ୍‌କେ ଡେଙ୍ଗ୍ କର୍‌ସି, ସେ ବିନାସ୍ କଜ୍‌ସି ।
20 A crooked heart finds no good, and a twisted tongue falls into trouble. ଜାର୍ କୁଟିଆଲ୍‌ ମନ୍‌ ଆଚେ, ସେ ଆସିର୍‌ବାଦ୍‌ ନ ପାଏ, ଆରି, ଜାର୍ ଜିବ୍ କାରାପ୍ କାତା କଇସି ସେ ବିପଦ୍ ଲଗେ ଅଦର୍‌ସି ।
21 Whoever fathers a fool brings grief on himself; the father of a godless fool has no joy. ମୁର୍‌କକେ ଜନମ୍ କର୍‌ବା ଲକ୍ ନିଜର୍ ଦୁକ୍ ଜମାଇସି; ଆରି, ମୁର୍‌କର୍ ବାବା ସାର୍‌ଦା ନ ଅଏ ।
22 A joyful heart is good medicine, but a crushed spirit dries up the bones. ସାର୍‌ଦାର୍ ରଇଲା ମନ୍‌ ନିମାନ୍ ଅସ; ମାତର୍ ବାଙ୍ଗି ଜାଇ ରଇବା ଆତ୍‌ମା ଆଡ୍‌ମନ୍‌କେ ସବୁ ସୁକାଇ ପାକାଇସି ।
23 A wicked man takes a bribe in secret to pervert the ways of justice. ଦୁସ୍‌ଟ ଲକ୍ ବିଚାରର୍ ବାଟ୍ ବାଙ୍ଗ୍‌ଟି କର୍‌ବାକେ ଆଟାଇଅନି ଲାଞ୍ଚ୍ ନେଇସି ।
24 A discerning person keeps wisdom in view, but the eyes of a fool wander to the ends of the earth. ବୁଦିମାନ୍ ଲକର୍‌ ଆଁକି ଲଗେ ଗିଆନ୍ ରଇସି, ମାତର୍ ମୁର୍‌କର୍‌ ଆଁକି ଲଗେ ପୁର୍‌ତିବିର୍ ମରୁ ବୁଇଁ ଲଗେ ରଇସି ।
25 A foolish son is a grief to his father and bitterness to the mother who bore him. ମୁର୍‌କ ପିଲା ତାର୍ ବାବାର୍ ଦୁକ୍ ଆରି ତାର୍‌ ଆୟାର୍‌ ଦୁକର୍ କାରଣ୍ ଅଇସି ।
26 To punish the righteous is not good, nor to flog the noble for their integrity. ଦରମ୍‌ ଲକ୍‌କେ କସ୍‌ଟ ଦେବାର୍ ଆରି ମୁକିଆ ଲକ୍‌ମନ୍‌କେ ସେମନର୍ ଦରମ୍‌ ଦେକି ଡଣ୍ଡ୍‌ ଦେବାଟା ଟିକ୍‌ ନାଇଁ ।
27 Whoever holds back his words has knowledge, and one with a calm spirit is a person of understanding. ଜେ କି ଅଲପ୍ କାତା କଇସି, ତାର୍ ବୁଦି ରଇସି; ଆରି, ଜାର୍ ସାନ୍‌ତି ଆତ୍‌ମା, ସେ ବୁଦିମାନ୍ ।
28 Even a fool who keeps silent is thought wise; when he closes his lips, he seems discerning. ଅଗିଆନି ଲକ୍‌ ଚୁପ୍‌ ଅଇଲେ, ଗିଆନ୍ ଲକ୍‌ ବଲି ଏଜା ଅଇସି; ଆରି, ସେ ନିଜର୍ ଟଣ୍ଡ୍ ମୁଦା କଲେ, ବୁଦି ରଇଲା ଲକ୍ ବଲି ଏଜା ଅଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]