Skip to content
The Believer's Library

Desiya Bible

Proverbs 16 Saa25

Show Saa25 only
Verse × ×
1 The plans of the heart belong to man, but the answer of the tongue comes from our Father. ନିଜେ ବାବ୍‌ବାଟା ଲକର୍ ମନ୍ ବିତ୍‌ରର୍‌ଟା; ମାତର୍ ଜିବ୍‌ ଉତର୍ ଦେବାଟା ସବୁବେଲର୍ ମାପ୍‌ରୁର୍ ଟାନେ ଅନି ଅଇସି ।
2 All a man's ways are pure in his own eyes, but our Father weighs the motives. ନର୍‌ଲକର୍ ସବୁ ବାଟ୍ ନିଜର୍ ଆଁକି ତେଇ ନିକ; ମାତର୍ ସବୁବେଲର୍ ମାପ୍‌ରୁ ଆତ୍‌ମାକେ ବିଚାର୍‌ କର୍‌ସି ।
3 Commit your works to our Father, and your plans will be established. ସବୁବେଲର୍ ମାପ୍‌ରୁକେ ତମର୍ କାମ୍ ସର୍‌ପି ଦିଆସ୍, ତାର୍‌ପଚେ ତମର୍ ସବୁ ଜଜ୍‌ନାକେ ସପଲ୍ କର୍‌ସି ।
4 Our Father has made everything for its purpose, even the wicked for the day of trouble. ସବୁବେଲର୍ ମାପ୍‌ରୁ ସର୍‌ତେ ବିସଇକେ ତେଇର୍ ନିଜର୍ ଉଦେସ୍ ସାଦନ୍ କର୍‌ବାକେ କଇଆଚେ; ଦୁସ୍‌ଟକେ ଡଣ୍ଡ୍‌ ଦେବାକେ ସଙ୍ଗଇଆଚେ ।
5 Everyone proud of heart is detestable to our Father; be assured, he will not go unpunished. ମନ୍‌କେ ବଡ୍‌ପନ୍‌ କର୍‌ବା ସବୁଲକ୍‌କେ ସବୁବେଲର୍‌ ମାପ୍‌ରୁର୍ ଗିନ୍‌ କର୍‌ସି, ଆତ୍ ଦାରା ଦାରି ଅଇ ରଇଲେ ମିସା ସେ ନିଚୟ୍‌ ଡଣ୍ଡ୍ ପାଇସି ।
6 Loving devotion and faithfulness atone for sin, and the fear of our Father turns a person away from evil. ଦୟା ଆରି ବିସ୍‌ବାସ୍‌ରେ ପାପ୍‌ ସବୁ କେମା କରି ଦେଇସି, ଆରି ସବୁବେଲର୍ ମାପ୍‌ରୁ ବିସଇର୍ ଡର୍ ସଙ୍ଗ୍ ନର୍‌ଲକ୍ କାରାପ୍ କାମ୍‌କେ ଚାଡ୍‌ସି ।
7 When a man's ways please our Father, our Father makes even the man's enemies live at peace with him. ନର୍‌ଲକର୍ ଇଣ୍ଡ୍‌ବା ବାଟ୍‌କେ ସବୁବେଲର୍ ମାପ୍‌ରୁର୍ ସାର୍‌ଦା ଅଇଲେ, ସେ ତାର୍ ସତ୍‌ରୁମନ୍‌କେ ସେ ତାର୍ ସଙ୍ଗ୍ ସାନ୍ତିରେ ବାସା କରାଇସି ।
8 Better a little with righteousness than great income with injustice. ଅନିଆଇ ସଙ୍ଗ୍ ବେସି ଅରଜ୍‌ଲା ତେଇଅନି, ଦରମ୍ ସଙ୍ଗ୍‌ ଉନା ଅରଜ୍‌ଲାଟା ନିକ ।
9 The heart of man plans his way, but our Father establishes his steps. ନର୍‌ଲକ୍‌ମନର୍ ମନ୍ ନିଜର୍ ଇଣ୍ଡ୍‌ବା ବାଟ୍ ବିସଇ ଜଜ୍‌ନା କର୍‌ସି; ମାତର୍ ସବୁବେଲର୍ ମାପ୍‌ରୁ ତାର୍ ବାଟ୍ ତିଆର୍ କର୍‌ସି ।
10 A divine verdict is on the lips of a king; his mouth does not betray justice. ରାଜାର୍ ଟଣ୍ଡେ ବୁଦିର୍‌ କାତା ରଇସି, ତାର୍ ଟଣ୍ଡେ ଅନି ବିଚାର୍‌ କଲା ବେଲେ ମିଚ୍ କଇ ନାପାରେ ।
11 Honest scales and balances belong to our Father; every weight and measure is his work. ନିମାନ୍ ନାପ୍‌ବାଟା ସବୁବେଲର୍ ମାପ୍‌ରୁର୍ ଲଗେ ସମାନ୍ ଆରି ମୁନାଇ ରଇଲା ଗୁଣ୍ଡୁ ତାର୍ କାମ୍ ।
12 It is detestable for kings to do wickedness, for a throne is established through righteousness. କାରାପ୍ କାମ୍ କର୍‌ବା ରାଜାମନର୍ ଗିନର୍‌ ବିସଇ; କାଇକେବଇଲେ ଦରମ୍‌ ସଙ୍ଗ୍‌ ସିଆଁସନ୍‌ ତିର୍ ଅଇସି ।
13 Righteous lips are the delight of kings, and they love the one who speaks what is right. ନିମାନ୍‌ କାତା ଅଇବା ଟଣ୍ଡ୍‌କେ ରାଜା ସାର୍‌ଦା ଅଇସି, ଆରି ନିମାନ୍ ଉତର୍ ଦେଉକେ ସେମନ୍ ଲାଡ୍ କର୍‌ବାଇ ।
14 A king's wrath is a messenger of death, but a wise man will appease it. ରାଜାର୍ ରିସା ମରନର୍ ଦୁତ୍ ପାରା; ମାତର୍ ଗିଆନି ଲକ୍ ସେଟା ସାନ୍ତି କର୍‌ସି ।
15 In the light of a king's face is life, and his favor is like a cloud bringing the spring rain. ରାଜାର୍ ସାର୍‌ଦାର୍ ମୁଁ ଜିବନ୍ ପାରା ରଇସି, ଆରି ତାର୍ ଆସିର୍‌ବାଦ୍ ବର୍‌ସା ଚାଡ୍‌ଲା ବେଲର୍ ବାଦଲ୍‌ ପାରା ।
16 How much better to get wisdom than gold! Getting understanding is worth more than silver. ସୁନାର୍ ବାଦୁଲେ ଗିଆନ୍ ଲାବ୍‌ କର୍‌ବାଟା ନିକ, ଆରି ରୁପା ବାଦୁଲେ ନିମାନ୍ ଗିଆନ୍ ପାଇବାଟା କେତେ ନିକ !
17 The highway of the upright turns away from evil; whoever guards his way protects his life. କାରାପ୍ ଚାଡ୍‌ବାଟା ନିମାନ୍‌ ଲକ୍‌ମନର୍‌ ଅସାର୍ ବାଟ୍‌, ଜନ୍‌ ଲକ୍ ନିଜର୍ ବାଟ୍ ଜାଗି ଇଣ୍ଡ୍‌ସି, ସେ ନିଜର୍ ଜିବନ୍ ରକିଆ କର୍‌ସି ।
18 Pride goes before destruction, and a haughty spirit before a fall. ଆକାର୍ ବିନାସ ଅଇବା ମୁଆଁଟେ ରଇସି, ଆରି ବଡ୍‌ପନିଆ ଲକର୍ ମନ୍ ବିନାସ୍ ଅଇବା ମୁଆଁଟେ ରଇସି ।
19 Better to be lowly in spirit among the poor than to share the plunder with the proud. ଆକାର୍ ଲକମନର୍‌ ସଙ୍ଗ୍ ଚର୍‌ବା ଜିନିସ୍ ବାଟା କର୍‌ବା ବାଦୁଲେ ନ ରଇଲା ଲକର୍ ପାରା ଅଇ ଚୁପ୍ ରଇବାଟା ନିମାନ୍ ।
20 Whoever heeds the word will find good, and blessed is the one who trusts in our Father. ଜନ୍ ଲକ୍ ପର୍‌ମେସରର୍ ବାକିଅକେ ମନ୍‌ଦିଆନ୍‌ ଦେଇସି, ସେ ଆସିର୍‌ବାଦ୍‌ ପାଇସି, ଆରି ସବୁବେଲର୍ ମାପ୍‌ରୁର୍ ଲଗେ ଜେ ଆସା କର୍‌ସି, ସେ କରମର୍‌ ଲକ୍‌ ।
21 The wise of heart is called discerning, and pleasant speech increases persuasiveness. ମନ୍ ବିତ୍‌ରେ ବୁଦି ରଇଲା ଲକ୍ ବୁଦିମାନ୍ ଅଇ ଉଡ୍‌ରା ଅଇସି, ତାର୍ ଟଣ୍ଡର୍ ସୁଆଦ୍ କାତା ଗିଆନ୍‌ ବଡାଇସି ।
22 Understanding is a fountain of life to the one who has it, but fools are corrected by their own foolishness. ନିମାନ୍ ବୁଦି ପାଇ ରଇବା ଲକର୍‌ ପାଇଁ ଜିବନର୍ ଚୁଆ ପାରା; ମାତର୍ ମୁର୍‌କ ଲକ୍‌ମନ୍ ତାକର୍ ମୁର୍‌କ ବୁଦିର୍ ଲାଗି ସେମନ୍ ଡଣ୍ଡ୍ ପାଇବାଇ ।
23 The heart of the wise makes his speech wise and adds persuasiveness to his lips. ଗିଆନ୍ ରଇଲା ଲକ୍‌ର୍ ମନ୍‌ ନିଜର୍ ଟଣ୍ଡ୍‌କେ ସିକିଆ ଦେଇସି, ଆରି ତାର୍ ଟଣ୍ଡ୍ ଗିଆନି ପାରା କାତା କଇସି ।
24 Pleasant words are a honeycomb, sweet to the soul and healing to the bones. ମନ୍‌କେ ସାର୍‌ଦା ଲାଗ୍‌ଲା କାତା ମୁଁଉଁ ଚିକନ୍‌ ପାରା, ସେଟା ମନ୍‌କେ ସୁଆଦ୍ ଲାଗ୍‌ସି, ଗାଗଡ୍‌କେ ନିମାନ୍ ।
25 There is a way that seems right to a man, but its end is the way of death. ନର୍‌ଲକର୍‌ ଆଁକି ଲଗେ କେତେକ୍ ବାଟ୍ ନିମାନ୍ ଡିସ୍‌ସି, ମାତର୍ ତାର୍ ସାରାସାରି ବେଲେ ମରନର୍ ବାଟ୍ ରଇସି ।
26 A worker's appetite works for him; his hunger drives him on. କାମ୍ କର୍‌ବା ଲକ୍ ବୁକର୍ ପାଇଁ କାମ୍ କର୍‌ସି, କାଇକେବଇଲେ ତାର୍ ଟଣ୍ଡ୍ ସେଟାର୍‌ ପାଇଁ ତାକେ ବାଦିଅ କର୍‌ସି ।
27 A worthless man digs up evil, and on his lips is a scorching fire. ପାପ୍ କର୍‌ବା ଲକ୍ ଅନିଆଇ ଚିନ୍‌ତା କର୍‌ସି, ଆରି ତାର୍ ଟଣ୍ଡ୍‌ ଲାଗ୍‌ବା ଜଇ ପାରା ରଇସି ।
28 A perverse man spreads strife, and a gossip separates close friends. ଚୁଗ୍‌ଲି ଲକ୍ କିରମାର କରାଇସି, ଆରି ନିନ୍ଦା କର୍‌ବା ଲକ୍‌ ସାଙ୍ଗମନ୍‌କେ ବେଗ୍‌ଲାଇସି ।
29 A violent man entices his neighbor and leads him down a harmful path. ନର୍‌ମାରୁ ନିଜର୍ ଲକ୍‌ମନ୍‌କେ କାରାପ୍ ବାଟେ ବୁଲାଇସି, ଆରି ତାକେ କାରାପ୍ ବାଟେ କାଡାଇ ନେଇସି ।
30 Whoever winks his eyes plots perversity; whoever purses his lips is bent on evil. ଜନ୍‌ ଲକ୍ ନିଜର୍ ଆଁକି ଟେରି ଦେକ୍‌ସି, ସେ କୁଟ୍‌ କାତା ବିସଇରେ ଏତାଇବାକେ ସେମ୍‌ତି ଦେକ୍‌ସି; ଜେ ନିଜର୍ ଦାନ୍ତ୍ କାତ୍‌ରି ଅଇସି, ସେ କାରାପ୍ କାମ୍ ସିଦ୍ କର୍‌ସି ।
31 Gray hair is a crown of glory; it is gained in the way of righteousness. ପାଚ୍‌ଲା ଚେଣ୍ଡି ସୁନ୍ଦର୍ ଡିସ୍‌ବା ମୁକୁଟ୍, ସେଟା ଦରମ୍ ବାଟେ ମିଲ୍‌ସି ।
32 Better a patient person than a mighty one, and one who rules his spirit than one who takes a city. ଜେ ଦାପ୍‌ରେ ରିସା ନ ଅଏ, ସେ ଜୁଇଦ୍ କାରିଆ ଟାନେଅନି ବଡ୍‌; ଆରି, ଜେ ନିଜର୍ ଆତ୍‌ମା ଉପ୍‌ରେ ସାସନ୍‌ କର୍‌ସି, ସେ ଦେସ୍‌ ଜିତ୍‌ଲା ଲକର୍ ଟାନେ ଅନି ନିମାନ୍ ।
33 The lot is cast into the lap, but its every decision is from our Father. କଟାର୍ ତେଇ କେଡ୍‌ପୁଟାଇବାଇ, ମାତର୍‌ ତେଇର୍‌ ବିଚାର୍‌ ସବୁବେଲର୍ ମାପ୍‌ରୁର୍ ଲଗେ ଅନି ଆଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]