Skip to content
The Believer's Library

Desiya Bible

Proverbs 15 Saa25

Show Saa25 only
Verse × ×
1 A gentle answer turns away wrath, but a harsh word stirs up anger. ସୁଆଲ୍ ସୁତର୍ ସଙ୍ଗେ କାତା କଇଲେ ରିସାକେ ସାନ୍ତି କର୍‌ସି; ମାତର୍ ଦାକା ପୁକା ଦେଇ କଇବା କାତା ରିସା କରାଇସି ।
2 The tongue of the wise commends knowledge, but the mouths of fools pour out foolishness. ଗିଆନି ଲକର୍ କାତା ସୁନ୍‌ଲେ ଲକ୍‌ମନ୍ ଅଦିକ୍ ଗିଆନି ଅଇବାଇ, ମାତର୍ ବକୁଆ ମନର୍‌ ଟଣ୍ଡେ ବକୁଆ କାତା ବାରଇସି ।
3 The eyes of our Father are in every place, keeping watch on the evil and the good. ସବୁବେଲର୍ ମାପ୍‌ରୁର୍ ଆଁକି ସବୁ ବାଟ୍‌ ତେଇ ଦରମ୍ ଲକ୍‌କେ ଆରି ଅଦରମ୍ ଲକ୍‌କେ ଦେକ୍‌ତେ ରଇସି ।
4 A gentle tongue is a tree of life, but a corrupt tongue crushes the spirit. ସାନ୍ତି ଲକର୍ ଜିବ୍ ଜିବନର୍ ଗଚ୍ ରକାମ୍; ମାତର୍, କୁଟ୍ କଇବା ଲକର୍ ଜିବ୍ ଜିବନ୍‌କେ କସ୍‌ଟ ଦେଇସି ।
5 A fool despises his father's instruction, but whoever heeds correction is prudent. ବୁଦି ନ ରଇଲା ଲକ୍‌ ନିଜର୍ ବାବାର୍ କାତାକେ ନ ମାନେ; ମାତର୍ ଜେ ସିକିଆ ମାନ୍‌ସି, ସେ ଗିଆନ୍ ଅରଜ୍‌ସି ।
6 In the house of the righteous there is much treasure, but the income of the wicked brings trouble. ଦରମ୍ ଲକର୍ ଗରେ ବେସି ଦନ୍‌ସଁପତି ରଇସି; ମାତର୍ ଦୁସ୍‌ଟ କାରାପ୍ କାମ୍ କରି ଅରଜ୍‌ଲା ଦନ୍ ଦୁକ୍ ଦେଇସି ।
7 The lips of the wise spread knowledge, but not so the hearts of fools. ଗିଆନି ଲକର୍ ଟଣ୍ଡ୍ ବୁଦିର୍ କାତା କଇସି; ମାତର୍ ମୁର୍‌କ ଲକର୍ ଟଣ୍ଡ୍ ନିକ କାତା ନ କଏ ।
8 The sacrifice of the wicked is detestable to our Father, but the prayer of the upright is his delight. ଦୁସ୍‌ଟ ଲକର୍ ବଲିଦାନ୍ ସବୁବେଲର୍ ମାପ୍‌ରୁର୍ ଲଗେ ଗିନର୍‌ ବିସଇ ଅଇସି; ମାତର୍ ଦରମ୍‌ ଲକର୍ ପାର୍‌ତନାକେ ମାପ୍‌ରୁ ସାର୍‌ଦା ଅଇସି ।
9 The way of the wicked is detestable to our Father, but he loves the one who pursues righteousness. ଦୁସ୍‌ଟ ଇଣ୍ଡ୍‌ବା ବାଟ୍‌କେ ସବୁବେଲର୍ ମାପ୍‌ରୁ ଗିନ୍ କର୍‌ସି; ମାତର୍ ଦରମ୍ ବାଟେ ଇଣ୍ଡ୍‌ବା ଲକ୍‌କେ ସେ ଲାଡ୍ କର୍‌ସି ।
10 There is severe discipline for the one who leaves the path, and whoever hates correction will die. ବିପଦ୍ ବାଟେ ଇଣ୍ଡ୍‌ବା ଲକ୍‌କେ ଦୁକ୍ ଗଟ୍‌ସି; ମାତର୍, ଜନ୍ ଲକ୍ କଇଲା କାତାକେ ନ ମାନେ, ସେ ମର୍‌ସି ।
11 The grave and Destruction lie open before our Father; how much more the hearts of all people! ପାତାଲ୍ ଆରି ବିନାସ୍ ଜାଗା ସବୁବେଲର୍ ମାପ୍‌ରୁର୍ ମୁଆଁଟେ ଲୁଚି ନ ରଏ; ସେନ୍‌ତାର୍ ‌ଆଲେ ନର୍ ଲକର୍ ମନ୍ କାଇ ତାର୍‌ତେଇ ଅନି ଅଦିକ୍ ନ ଅଏ ?
12 A scoffer does not love to be corrected; he will not go to the wise. ନିନ୍ଦା କର୍‌ବା ଲକ୍ ନିମାନ୍‌ ସିକିଆକେ ନ ସିକେ, ସେ ବୁଦି ରଇଲା ଲକର୍ ଲଗେ ନ ଜାଏ ।
13 A glad heart makes a cheerful face, but a sorrowful heart crushes the spirit. ସାର୍‌ଦାର୍ ମନ୍ ଆଁସି ଆଁସି ରଇସି; ମାତର୍ ମନ୍ ବିତ୍‌ରେ ଦୁକ୍ ରଇଲେ ମନ୍ ବାଙ୍ଗି ଜାଇସି ।
14 A discerning heart seeks knowledge, but the mouths of fools feed on foolishness. ବୁଦି ରଇଲା ଲକର୍ ମନ୍ ଗିଆନ୍‌କେ କଜ୍‌ସି; ମାତର୍ ମୁର୍‌କ ଲକର୍ ଟଣ୍ଡ୍ ଅଗିଆନ୍ କେ କାଦି ପାରା କାଇସି ।
15 All the days of the afflicted are hard, but a cheerful heart has a continual feast. ଦୁକି ଲକ୍ ସବୁବେଲେ କସ୍‌ଟ ପାଇସି; ମାତର୍ ଜାର୍‌ ଲଗେ ମନ୍ ନିମାନ୍ ରଇଲେ କି ନ ରଇଲେ ମିସା ଚଚଲ୍ ରଇସି ସେ ସବୁବେଲେ କାଇସି ।
16 Better a little with the fear of our Father than great treasure and trouble with it. ଅସାନ୍‌ତିରେ ବେସି ସପ୍‌ଁତି ଅରଜ୍‌ବା ବାଦୁଲେ ସବୁବେଲର୍ ମାପ୍‌ରୁକେ ଡରିକରି ଅଲପ୍ ସପ୍‌ଁତି କାମାଇବାଟା ନିକ ।
17 Better a meal of vegetables where there is love than a fattened ox with hatred. ରିସା ସଙ୍ଗ୍ ମଟା ସଟା ରଇଲା ପସୁ ମାଉଁସ୍ କାଇବା ବାଦୁଲେ ଲାଡ୍ଆଲାଦ୍ ସଙ୍ଗେ ଗଟେକ୍ ଜାଗାଇ ସାଗ୍‌ଡାଲ୍ କାଇବାଟା ନିକ ।
18 A hot-tempered man stirs up strife, but one who is slow to anger calms a quarrel. ରିସା ଲକ୍ କିରମାର ଉବ୍‌ଜାଇସି; ମାତର୍ ଦରମ୍‌ ଲକ୍ କିରମାର ଅଇବାଟାକେ ଚୁପ୍‌ଚାପ୍ କରାଇସି ।
19 The way of the lazy is like a hedge of thorns, but the path of the upright is a level highway. ଅଲସ୍ ଲକର୍ ବାଟ୍ କାଟା ବାଡ୍ ପାରା, ମାତର୍ ସତ୍‌ ଦରମ୍‌ ଲକର୍ ବାଟ୍ ବେସି ଅସାର୍‌ କରା ଜାଇସି ।
20 A wise son makes a glad father, but a foolish man despises his mother. ବୁଦି ରଇଲା ପିଲା ନିଜର୍ ବାବାକେ ସାର୍‌ଦା କରାଇସି ; ମାତର୍ କାରାପ୍ ପିଲା ନିଜର୍ ଆୟାକେ ଦୁକ୍ ଦେଇସି।
21 Foolishness is joy to one who lacks sense, but a person of understanding walks a straight path. ବୁଦି ନଇଲା ଲକ୍ କାରାପ୍‌କେ ସାର୍‌ଦା ଅଇସି; ମାତର୍ ବୁଦି ରଇଲା ଲକ୍ ନିଜେ ଇଣ୍ଡ୍‌ବା ବାଟ୍‌କେ ନିମାନ୍ କର୍‌ସି ।
22 Plans fail without counsel, but with many advisers they succeed. ଟିକ୍ ବୁଜାମାନା ନ ରଇଲେ ଲକ୍‌ମନ୍ ବିନାସ୍ ଅଇବାଇ, ଆରି ବେସି ନିମାନ୍ ସିକିଆ ଦେବା ଲକ୍‌ ରଇଲେ ଲକ୍‌ମନ୍ ନିମାନ୍ ସଙ୍ଗେ ରଇବାଇ ।
23 A person finds joy in giving an apt reply, and how good is a word at the right time! ନିଜର୍ ଟଣ୍ଡେ ଅନି ଉତର୍ ଦେଲେ ଲକ୍‌ମନ୍‌କେ ସାର୍‌ଦା ଲାଗ୍‌ସି, ମାତର୍ ଦର୍‌କାର୍‌କେ ଆଇବା ବେଲେ କାତା କଇବାଟା କେତେକ୍‌ ନିମାନ୍‌ !
24 The path of life leads upward for the prudent, turning him away from the grave below. ଗିଆନି ଲକ୍‌ମନ୍ ତଲେ ରଇବା ପାତାଲ୍‌କେ ଚାଡ୍‌ବାକେ ବୁଦିଆ ଲକର୍ ପାଇଁ ଜିବନର୍ ବାଟ୍ ଉପ୍‌ରେ ।
25 Our Father tears down the house of the proud, but he protects the widow's boundary. ବଡ୍‌ପନ୍ ଲକର୍ ଗର୍‌କେ ସବୁବେଲର୍ ମାପ୍‌ରୁ କୁରୁପ୍‌ନାସ୍ କରି ଦେଇସି; ମାତର୍ ରାଣ୍ଡି ମାଇଜିର୍ ପାଚୁରିକେ ନ ବସ୍‌ଲାଏ;
26 The thoughts of the wicked are detestable to our Father, but gracious words are pure. କାରାପ୍ କାତାକେ ସବୁବେଲର୍ ମାପ୍‌ରୁ ଗିନ୍ କର୍‌ସି; ମାତର୍ ନିମାନ୍‌ କାତା କଇଲେ ସାର୍‌ଦା ଅଇସି।
27 Whoever is greedy for unjust gain brings trouble on his own household, but the one who hates bribes will live. ଲବ୍‌ରା ଲକ୍ ନିଜର୍ ଲକ୍‌ମନ୍‌କେ ଦୁକ୍ ଦେଇସି, ମାତର୍ ଜେ ଲାଚ୍‌ଁ ନ ମାଗେ, ସେ ବଞ୍ଚ୍‌ସି ।
28 The heart of the righteous weighs how to answer, but the mouth of the wicked pours out evil. ଦରମ୍‌ ଲକ୍ ବାବିଚିନ୍ତି କରି ଉତର୍ ଦେଇସି; ମାତର୍ ଦୁସ୍‌ଟ ଲକ୍ ନ ବାବିଚିନ୍ତି କରି ଏନେ ତେନେ କାତା କଇସି ।
29 Our Father is far from the wicked, but he hears the prayer of the righteous. ସବୁବେଲର୍ ମାପ୍‌ରୁ କାରାପ୍‌ ଲକର୍ ଲଗେ ଅନି ଦୁରିକେ ରଇସି; ଆରି ଦରମ୍‌ ଲକର୍ ପାର୍‌ତନା ସେ ସୁନ୍‌ସି ।
30 The light of the eyes brings joy to the heart, and good news refreshes the bones. ଚଚଲ୍ ମୁଁ ରଇଲେ ମନ୍‌କେ ସାର୍‌ଦା କର୍‌ସି; ଆରି, ନିମାନ୍ କାତା ଗାଗଡ୍‌କେ ବପୁ କର୍‌ସି ।
31 The ear that listens to life-giving correction will dwell among the wise. ଜନ୍‌ ଲକ୍ ଜିବନ୍ ପାଇବା କାତାକେ ସୁନ୍‌ସି, ସେ ଗିଆନି ମନର୍ ଲଗେ ବାସା ଅଇ ରଇସି ।
32 Whoever ignores instruction despises himself, but whoever listens to correction gains understanding. ଜନ୍‌ ଲକ୍ କାତା ନ ମାନେ, ସେ ନିଜର୍ ଜିବନ୍‌କେ ଗିନ୍ କର୍‌ସି; ମାତର୍ ଜେ ସିକିଆ‌କେ ସୁନ୍‌ସି, ସେ ବୁଦି ପାଇସି ।
33 The fear of our Father is the instruction of wisdom, and humility comes before honor. ସବୁବେଲର୍ ମାପ୍‌ରୁକେ ଡର୍‌ବାଟା ଗିଆନର୍ ଆରାମ୍ ଅଇସି; ଆରି, ଦରମ୍ ଅଇକରି ରଇବାଟା ନିଜର୍ ମୁଁଟାନେ ଜାନା ପଡ୍‌ସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]