Skip to content
The Believer's Library

Desiya Bible

Proverbs 14 Saa25

Show Saa25 only
Verse × ×
1 The wisest of women builds her house, but foolishness tears hers down with her own hands. ବୁଦି ରଇଲା ମାଇଜି ନିଜର୍ ଗର୍‌କେ ନିମାନ୍ କରି ଜତନ୍ କର୍‌ସି; ମାତର୍ ବୁଦି ନ ରଇଲା ମାଇଜି ଗର୍‌କେ ବାଙ୍ଗାଇ ଦେଇସି ।
2 Whoever walks in uprightness fears our Father, but one whose ways are crooked despises him. ଜେ ନିମାନ୍‌ ସଙ୍ଗ୍ ଚଲାଚଲ୍‌ତି କର୍‌ସି, ସେ ସବୁବେଲର୍ ମାପ୍‌ରୁକେ ଡର୍‌ସି; ମାତର୍ କାରାପ୍ ବାଟେ ଇଣ୍ଡ୍‌ବା ଲକ୍ ତାକେ ଅମାନିଅ କର୍‌ସି ।
3 A fool's mouth is a rod for his own pride, but the lips of the wise protect them. ମୁର୍‌କ ଲକର୍ ଟଣ୍ଡେ ଆଁକାର୍ ବୁଦି ରଇସି; ମାତର୍ ବୁଦି ରଇଲା ଲକର୍ ଟଣ୍ଡ୍ ସେମନ୍‌କେ ରକିଆ କର୍‌ସି ।
4 Where there are no oxen, the manger stays clean, but an abundant harvest comes through the strength of an ox. ଜନ୍ ତେଇ ଗରୁ ନାଇଁ, ତେଇ କୁଣ୍ଡି ନାଇଁ; ମାତର୍ ଗାଇଗରୁର୍ ବପୁରେ ବେସି ଦନ୍‌ସପତି କାମାଇ ଅଇସି ।
5 A faithful witness does not lie, but a false witness breathes out lies. ସତ୍ ଲକ୍ ମିଚ୍ ସାକି ନ କଏ; ମାତର୍ ମିଚ୍ ଲକ୍ ମିଚ୍ କାତା କଇସି ।
6 The scoffer seeks wisdom and finds none, but knowledge comes easily to the discerning. ନିନ୍ଦା କାତା କଉ ଗିଆନ୍ କଜ୍‌ଲେ ପାଇ ନାପାରେ; ମାତର୍ ବୁଦିମାନ୍ ଲକ୍ ଦାପ୍‌ରେ ଗିଆନ୍ ସିକ୍‌ସି ।
7 Stay away from a fool, for you will find no knowledge on his lips. ମୁର୍‌କ ଲକର୍ ଲଗେ ଗାଲେ, ତମେ ଗିଆନ୍ ଇସାବ୍‌ରେ କଇବା କାତା ସୁନି ନାପାରାସ୍‌ ।
8 The wisdom of the prudent is to discern their way, but the foolishness of fools is deceit. ଚାଲାକି ଲକ୍ ବୁଦି ଗିଆନ୍ ସଙ୍ଗେ ନିଜର୍ ବାଟ୍‌କେ ବାବ୍‌ସି ମାତର୍ ମୁର୍‌କ ଲକ୍ ଅଗିଆନ୍ ଇସାବ୍‌ରେ ନାଡାଇ ଅଇସି ।
9 Fools mock the guilt offering, but among the upright there is favor. ବୁଦି ନ ରଇଲା ଲକ୍‌ମନ୍ ଦସ୍‌ କରି ରଇଲେ ମିସା କିଚି ନାଇଁ ବଲିକରି ବାବ୍‌ବାଇ; ମାତର୍ ନିମାନ୍‌ ଲକ୍‌ମନର୍ ଲଗେ ଆସିର୍‌ବାଦ୍ ରଇସି ।
10 The heart knows its own bitterness, and no stranger shares in its joy. ନିଜର୍ ଦୁକ୍‌ ନିଜର୍ ମନ୍‌ ଜାନେ; ଆରି, ଅଚିନା ଲକ୍‌ ତାର୍ ଦୁକ୍ କସ୍‌ଟକେ ନାଜାନତ୍ ।
11 The house of the wicked will be destroyed, but the tent of the upright will flourish. ଦୁସ୍‌ଟ ଲକର୍ ଗର୍ ବାଙ୍ଗି ଜାଇସି; ମାତର୍ ଦରମ୍‌ ଲକ୍‌ମନର୍ ତମୁ ଡାକ୍‌ପୁଟା ଅଇସି ।
12 There is a way that seems right to a person, but its end is the way of death. ନର୍ ଲକର୍ ଆକିରେ କେତେଟା ବାଟ୍ ନିମାନ୍ ଡିସ୍‌ସି; ମାତର୍ ସାରା ସାରି ପଚେ ତେଇ ମରନ୍ ରଇସି ।
13 Even in laughter the heart may ache, and the end of joy may be grief. ଆଁସ୍‌ବା ବେଲେ ମିସା ମନ୍‌ଦୁକ୍ ଅଇସି; ଆରି ସାର୍‌ଦା ସାରି ଗାଲା ପଚେ ଦୁକ୍ ଆଇସି ।
14 The backslider in heart will be filled with the fruit of his ways, and a good person with the fruit of his. ଜେ ଜିବନର୍‌ ବିପଦ୍ ବାଟେ ଇଣ୍ଡି ନିଜର୍ ଚାଲିଚଲନ୍ ବାବ୍‌ରେ ପୁରାପୁରୁନ୍ ଅଇସି; ମାତର୍, ନିମାନ୍ ଲକ୍ ନିଜର୍ ଲଗେ ଜେତ୍‌କି ଆଚେ ସେତ୍‌କିରେ ସାନ୍‌ତି ପାଇସି ।
15 The simple believe anything, but the prudent give thought to their steps. କାରାପ୍ ଲକ୍‌ମନ୍ ସବୁ ବିସଇର୍ କାତାକେ ସତ୍ ବଲିକରି ବିସ୍‌ବାସ୍ କର୍‌ବାଇ; ମାତର୍ ଚତୁର୍ ଲକ୍ ସେ ଜିବା ସବୁ ବାଟ୍‌କେ ନିମାନ୍ କରି ଦେକ୍‌ସି ।
16 The wise fear and turn away from evil, but a fool is reckless and overconfident. ବୁଦି ରଇଲା ଲକ୍‌ ଜାଗର୍‌ତା ସଙ୍ଗେ ରଇସି ଆରି କାରାପ୍ କାମ୍ କର୍‌ବାଟା ଚାଡି ଦେଇସି; ମାତର୍ ମୁର୍‌କ ଲକ୍ ବଡ୍‌ପନ୍ ଅଇ ଟେପର୍ ଅଇ ବୁଲ୍‌ବାଇ ।
17 A quick-tempered person acts foolishly, and one who plots evil schemes is hated. ଜେ ଦାପ୍‌ରେ ରିସା ଅଇସି,ସେ ବୁଦି ନଇଲା କାମ୍ କର୍‌ସି; ଆରି,କାରାପ୍‌ ଚିନ୍‌ତା କର୍‌ବା ଲକ୍‌ମନ୍ ବୁଦି ନଇଲା ଲକର୍ ଅବିସାପ୍ ।
18 The simple inherit foolishness, but the prudent are crowned with knowledge. ଜାଗ୍‌ରତ୍ ନଇଲା ଲକ୍‌ମନ୍ ବୁଦି ନ ରଇଲା ପାରା ଅଦିକାର୍ ପାଇବାଇ; ମାତର୍ ଚତୁର୍ ଲକ୍ ଗିଆନର୍ ମୁକୁଟ୍ ପିନ୍ଦ୍‌ବାଇ ।
19 The evil bow down before the good, and the wicked at the gates of the righteous. କାରାପ୍ ଲକ୍ ନିମାନ୍ ଲକର୍ ଲଗେ ଆରି ଦୁସ୍‌ଟ ଲକ୍‌ମନ୍‌ ଦରମ୍‌ ଲକର୍ ଦୁଆରେ ଜାଇ ସରନ୍ ପସ୍‌ବାଇ ।
20 The poor are shunned even by their neighbors, but the rich have many friends. କାକୁର୍‌ତି ଲକ୍ ନିଜର୍ ସାଇର୍ ଲକର୍ ଟାନେ ଇନ୍ ଅଇବାଇ; ମାତର୍ ସାଉକାର୍ ଲକ୍‌କେ ବେସି ଗତ୍‌ମଇତର୍ ରଇବାଇ ।
21 Whoever despises his neighbor sins, but blessed is the one who is kind to the poor. ଜନ୍‌ ଲକ୍ ସାଇପଡିସାର୍‌ ଲକ୍‌ମନ୍‌କେ ନିସାର୍ କର୍‌ସି, ସେ ପାପ୍ କର୍‌ସି; ମାତର୍ ଜନ୍‌ ଲକ୍ କାକୁର୍‌ତି ଲକ୍‌କେ ଦୟା କର୍‌ସି, ସେ ଆସିର୍‌ବାଦ୍ ପାଇସି ।
22 Do not those who plot evil go astray? But covenant love and faithfulness belong to those who plan good. ଅନିଆଇ ଚିନ୍‌ତା କର୍‌ବା ଲକ୍‌ମନ୍ କାଇ କିଲିବିଲି ନ ଅଅତ୍‌ ? ମାତର୍ ବଲ୍ ଚିନ୍‌ତା କର୍‌ବା ଲକ୍‌ମନର୍ ପାଇଁ ଦୟା ଆରି ସତ୍‌ ରଇସି ।
23 In all hard work there is profit, but mere talk leads only to poverty. ସବୁ ରକାମର୍ କାମ୍ ତେଇ ଲାବ୍ ଆଚେ; ମାତର୍, କାମ୍ ନ କରି ଅବ୍‌କା କାତା କଇଲେ କାକୁର୍‌ତି ଅଇବାର୍ ଅଇସି।
24 The crown of the wise is their wealth, but the foolishness of fools yields only foolishness. ବୁଦି ରଇଲା ଲକ୍‌ମନର୍ ମୁକୁଟ୍ ସେମନର୍ ଦନ୍; ମାତର୍, ମୁର୍‌କ ଲକ୍‌ମନ୍‌କେ ଗିଆନ୍ ନାଇଁ ।
25 A truthful witness saves lives, but one who breathes out lies is treacherous. ଜନ୍ ଲକ୍ ସତ୍‌ ସାକି କଇସି ସେ ବିନ୍ ଲକର୍ ଜିବନ୍‌କେ ରକିଆ କର୍‌ସି; ମାତର୍ ମିଚ୍‌ କାତା କଇବା ଲକ୍‌ମନ୍ ନାଡାଇ ବାଇ ।
26 In the fear of our Father is strong confidence, and his children will have a refuge. ସବୁବେଲର୍ ମାପ୍‌ରୁକେ ଡର୍‌ବାଟା ବିସ୍‌ବାସ୍‌ରେ ଡାଟ୍ ଅଇବାଟା; ଆରି, ତାର୍ ପିଲାମନ୍ ରଇବାକେ ଜାଗା ପାଇବାଇ ।
27 The fear of our Father is a fountain of life, turning a person away from the snares of death. ମରନର୍ ପାନ୍ଦ୍‌ଲଗେ ଅନି ରକିଆ କର୍‌ବାକେ ସବୁବେଲର୍ ମାପ୍‌ରୁକେ ଡର୍‌ବାଟା ଅଇଲାନି ଜିବନର୍ ଚୁଆ ପାନି ପାରା ।
28 A large population is a king's glory, but without people a prince is ruined. ଦେସ୍ ଲଗେ ଲକ୍ ଜବର୍ ଅଇଲେ ରାଜାର୍‌ ମାନ୍‌ମର୍‌ଜିତା ବଡ୍‌ସି ; ଆରି, ଲକ୍‌ମନ୍ ଉନା ଅଇ ଗାଲେ ରାଜା କୁରୁପ୍‌ନାସ୍ ଅଇ ଜାଇସି ।
29 Whoever is slow to anger has great understanding, but a hot temper exalts foolishness. ଜେ ଦାପ୍‌ରେ ରିସା ନ ଅଏ, ସେ ବେସି ବୁଦିମାନ୍; ଆରି, ଜେ ଦାପ୍‌ରେ ରିସା ଅଇସି ସେ ବୁଦି ନଇଲା ପାରା ବଡ୍‌ପନ୍ ଅଇସି ।
30 A tranquil heart gives life to the body, but envy rots the bones. ସାନ୍‌ତିରେ ରଇବା ଲକର୍ ଗାଗଡର୍‌ ଜିବନ୍ ରକାମ୍‌; ଆରି, ଇର୍‌ସା କୁଇଲା ଆଡ୍ ରକାମ୍ ।
31 Whoever oppresses the poor reproaches our Father, their Maker, but whoever is kind to the needy honors him. ଜନ୍‌ ଲକ୍ ଦୁକିସୁକି ଲକ୍‌କେ ତେରେପେତେ କର୍‌ସି, ସେ ତାର୍‌ ଗଡ୍‌ଲା ମାପ୍‌ରୁକେ ନିନ୍ଦା କର୍‌ସି; ଆରି, ଜେ ଗରିବ୍ ଲକ୍‌କେ ଦୟା କର୍‌ସି, ସେ ସବୁବେଲର୍ ମାପ୍‌ରୁକେ ଆଲାଦ୍‌ କର୍‌ସି ।
32 The wicked are brought down by their own evil, but the righteous find refuge even in death. ଦୁସ୍‌ଟ ଲକ୍ ନିଜର୍ କାରାପ୍ କାମ୍‌ କର୍‌ବା ତେଇ ଅନି କେଦି ଦେବାଇ, ମାତର୍ ମରନ୍ ଆଇବା ବେଲେ ଦରମ୍‌ ଲକ୍‌କେ ସାଇଜ ମିଲ୍‌ସି ।
33 Wisdom rests in the heart of the discerning, but even among fools it makes itself known. ଗିଆନ୍ ବୁଦି ରଇଲା ଲକର୍ ମନ୍ ବିତ୍‌ରେ ରଇସି; ମାତର୍, ମୁରକ୍ ଲକର୍ ମନ୍ ବିତ୍‌ରର୍‌ ବାବ୍‌ନା ଜାନା ପଡ୍‌ସି।
34 Righteousness exalts a nation, but sin is a disgrace to any people. ଦରମ୍ ଲକ୍‌ ଦେସ୍‌କେ ବଡାଇବାକେ ଚେସ୍‌ଟା କର୍‌ସି; ମାତର୍ ପାପି ଲକ୍‌ମନ୍ ଇଜତ୍ ଜିକାଇ ଅଇବାଇ ।
35 A king's favor rests on a wise servant, but his wrath falls on one who acts shamefully. ବୁଦି ରଇଲା ଦାଙ୍ଗ୍‌ଡା ରାଜାର୍ ଆସିର୍‌ବାଦ୍‌ ଲକ୍‌ ଅଇସି; ଆରି, ଜାର୍ ଲାଗି ଲାଜ୍ ଆଇସି, ତାକେ ରାଜା ରିସା ଅଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]