Skip to content
The Believer's Library

Desiya Bible

Proverbs 13 Saa25

Show Saa25 only
Verse × ×
1 A wise son heeds his father's instruction, but a scoffer does not listen to rebuke. ବୁଦି ରଇଲା ପିଲା ତାର୍ ବାବାର୍ କାତାକେ ମାନ୍‌ସି; ମାତର୍ ବୁଦି ନଇଲା ପିଲା ବାବାର୍ କାତାକେ ନ ମାନେ ।
2 From the fruit of his mouth a person enjoys good things, but the appetite of the treacherous is for violence. ନର୍‌ଲକ୍ କଇବା ନିମାନ୍‌ କାତାଇ ଅନି ଆସିର୍‌ବାଦ୍ ପାଇସି; ମାତର୍ ବିସ୍‌ବାସେ ବିସ୍ ଦେବା ଲକର୍ ଜିବନ୍ ଦୁକ୍ ପାଇସି ।
3 Whoever guards his mouth protects his life, but one who opens his lips wide comes to ruin. ଜନ୍‌ ଲକ୍ ବାବିଚିନ୍‌ତି କରି କଇସି, ସେ ନିଜର୍ ଜିବନ୍‌କେ ରକିଆ କର୍‌ସି; ମାତର୍ ଜେ, ବାବିଚିନ୍‌ତି କରି କାତା ନ କଏ, ସେ କୁରୁପ୍‌ନାସ୍ ଅଇ ଜାଇସି ।
4 The lazy person craves and gets nothing, but the appetite of the diligent is richly satisfied. ବାଡୁଲକ୍ କେତେକ୍ ବାବ୍‌ଲେ ମିସା କାଇଟା ନ ମିଲେ, ମାତର୍ କାମ୍ କର୍‌ବା ଲକର୍ ଜିବନ୍ ସାର୍‌ଦାରେ ରଇସି ।
5 The righteous hates falsehood, but the wicked brings shame and disgrace. ଦରମ୍ ଲକ୍ ମିଚ୍‌ କାତାକେ ଗିନ୍‌ ଅଇସି; ମାତର୍ ଦୁସ୍‌ଟ ଲକ୍ ବେସି ଗନ୍ଦ୍ ପାରା, ଆରି ସେ ଲାଜ୍ ପାଇସି ।
6 Righteousness guards the one whose way is blameless, but wickedness overthrows the sinner. ଦରମ୍ ନିମାନ୍ ବାଟ୍ ବାଟେ ଇଣ୍ଡ୍‌ବା ଲକ୍‌କେ ରକିଆ କର୍‌ସି; ମାତର୍ କାରାପ୍ ପାପି ଲକ୍‌କେ ଉଲ୍‌ଟାଇ ପାକାଇସି ।
7 One person pretends to be rich, yet has nothing; another pretends to be poor, yet has great wealth. କେ ନିଜ୍‌କେ ସାଉକାର୍‌ ବଲିକରି ଦେକାଇ ଅଇସି, ମାତର୍ ତାକେ କାଇଟା ମିସା ନ ରଏ; ଜେ କି କାକୁର୍‌ତି ପାରା ଅଇ ରଇସି, ତାକେ ବେସି ଦନ୍ ସଁପତି ରଇସି ।
8 A person's wealth may ransom his life, but the poor hears no threat. ନର୍‌ଲକ୍‌ ଜିବନ୍ ବଁଚାଇବା ବାଦୁଲେ ତାର୍ ଦନ୍‌ସପତି ଦେଇ ପାର୍‌ସି; ମାତର୍ କାକୁର୍‌ତି ଲକ୍ ଦମ୍‌କାଇଲେ ମିସା ନ ସୁନେ ।
9 The light of the righteous shines joyfully, but the lamp of the wicked will be snuffed out. ଦରମ୍‌ ଲକର୍ ଦିପ୍‌ ଲାଗ୍‌ତେ ରଇସି; ମାତର୍ ଦୁସ୍‌ଟ ମନର୍‌ ଦିପ୍‌ ଲିବି ଜାଇସି ।
10 Arrogance breeds nothing but strife, but wisdom is with those who seek advice. ଆଁକାର୍ କିରମାର ଉବ୍‌ଜାଇସି; ମାତର୍ ନିମାନ୍ କାତା ସୁନ୍‌ବା ଲକର୍ ଲଗେ ଗିଆନ୍ ଆଚେ ।
11 Wealth gained by fraud dwindles away, but whoever gathers little by little makes it grow. ଲନ୍ଦ୍‌ପନ୍ଦ୍‌ କରି ଅରଜ୍‌ଲା ଦନ୍‌ ସଁପତି ନସ୍‌ଟ ଅଇ ଜାଇସି, ମାତର୍ ନିଜେ କସ୍‌ଟ କରି କାମାଇଲା ଦନ୍ ଅଦିକ୍ ଅଇସି ।
12 Hope deferred makes the heart sick, but desire fulfilled is a tree of life. ଆସା କଲାଟା ଅଲ୍‌ସମ୍ ଅଇଲେ ବେସି କସ୍‌ଟ ଲାଗ୍‌ସି; ମାତର୍ ଆସା କଲାଟା ପୁରାପୁରୁନ୍ ଅଇଲେ ଜିବନ୍ ରଇଲା ଗଚ୍ ପାରା ଲାଗ୍‌ସି ।
13 Whoever despises the word brings ruin on himself, but the one who reveres the commandment will be rewarded. ଜନ୍‌ ଲକ୍ ପର୍‌ମେସରର୍ ବାକିଅକେ ଅମାନିଆଁ କର୍‌ସି, ସେ ନିଜର୍ ଉପ୍‌ରେ ଦୁକ୍ ଆନ୍‌ସି ମାତର୍‌ ଜେ ସିକିଆକେ ଡର୍‌ସି, ସେ ପୁରୁସ୍‌କାର୍‌ ପାଇସି ।
14 The teaching of the wise is a fountain of life, turning a person away from the snares of death. ମରନର୍ ପାନ୍ଦେ ଅନି ରକିଆ କର୍‌ବାକେ ବୁଦି ରଇଲା ଲକର୍ ନିଅମ୍ ଜିବନର୍ ଚୁଆ ପାନି ପାରା ।
15 Good sense wins favor, but the way of the treacherous is their undoing. ବୁଦି ରଇଲା ଲକର୍ କାମ୍‌ ଆସିର୍‌ବାଦ୍‌ ଅଇସି, ମାତର୍ ବିସ୍‌ବାସେ ବିସ୍ ଦେଉର୍‌ ବାଟ୍ କସ୍‌ଟ ।
16 Every prudent person acts with knowledge, but a fool flaunts his foolishness. ସବୁ ଚତୁର୍ ଲକ୍ ବୁଦି ଗିଆନ୍ ସଙ୍ଗେ କାମ୍ କର୍‌ସି; ମାତର୍ କାରାପ୍ ଲକ୍ ସବୁ କାତାକେ କଇ ବୁଲ୍‌ସି ।
17 A wicked messenger falls into trouble, but a faithful envoy brings healing. କାରାପ୍‌ କବର୍‌ କଉ ବିପଦେ ପଡ୍‌ସି; ମାତର୍ ନିମାନ୍ କବର୍‌ କଉ ନିମାନ୍ ରଇସି ।
18 Poverty and shame come to whoever ignores discipline, but the one who heeds correction is honored. ଜନ୍‌ ଲକ୍ ସିକିଆକେ ନ ମାନେ, ସେ କାକୁର୍‌ତି ଅଇସି ଆରି ଲାଜ୍ ପାଇସି; ମାତର୍ ଜେ କାତା ମାନ୍‌ସି, ସେ ମାନ୍ ମର୍‌ଜିତା ପାଇସି ।
19 A desire fulfilled is sweet to the soul, but turning away from evil is detestable to fools. ନିଜର୍ ମନସ୍‌କାମନା ସିଦ୍‌ ଅଇଲେ ମନ୍‌କେ ସୁଆଦ୍ ଲାଗ୍‌ସି; ମାତର୍, ଦୁସ୍‌ଟ ଲକ୍ କାରାପ୍ ଅବିଆସ୍‌କେ ଚାଡ୍‌ବାକେ ଗିନ୍ କର୍‌ବାଇ ।
20 Whoever walks with the wise grows wise, but the companion of fools suffers harm. ବୁଦି ରଇଲା ଲକର୍ ସଙ୍ଗେ ବାଟ୍ ଇଣ୍ଡା, ତେବେ ତମେ ବୁଦି ଗିଆନ୍ ସିକ୍‌ସା; ମାତର୍ ମୁର୍‌କ ଲକର୍‌ ସଙ୍ଗ୍‌ ଚାଲାବୁଲା କଲେ ଦୁକ୍‌ ପାଇସା ।
21 Disaster pursues sinners, but good rewards the righteous. ପାପି ମନର୍ ପଚେ କାରାପ୍ ରଇସି; ମାତର୍ ଦରମ୍‌ ଲକ୍‌ମନ୍‌କେ ଆସିର୍ ବାଦର୍ ଇନାମ୍ ମିଲ୍‌ସି ।
22 A good person leaves an inheritance to his grandchildren, but the sinner's wealth is stored up for the righteous. ନିମାନ୍ ଲକ୍ ନିଜର୍ ନାତି ମନର୍ ପାଇଁ ଅଦିକାର୍ ଚାଡି ଜାଇସି; ମାତର୍ ପାପିମନର୍ ଦନ୍‌କେ ଦରମ୍‌ ଲକର୍ ପାଇଁ ରଇସି ।
23 The unplowed field of the poor could yield abundant food, but it is swept away for lack of justice. କାକୁର୍‌ତି ଲକ୍ ତାସ୍‌ବାସ୍ କଲେ ବେସି ପାଚ୍‌ସି ମାତର୍ ଅନିଆଇ କରି ତାସ୍‌ବାସ୍ କଲେ ସବୁଜାକ ବୁଡି ଜାଇସି ।
24 Whoever withholds the rod hates his son, but the one who loves him is diligent to discipline him. ଜେ କି ଡାଙ୍ଗ୍‌ ସଙ୍ଗ୍ ମାର୍‌ବାକେ ଇଚା ନ କରେ, ସେ ତାର୍ ପିଲାଟକିକେ ଲାଡ୍‌ ମୁଆଁସ୍ କରେ ନାଇଁ; ମାତର୍ ଜେ କି ତାର୍ ପିଲାକେ ଲାଡ୍ କର୍‌ସି ସେ ସବୁବେଲେ ତାର୍ ପିଲାଟକିକେ ସାସ୍‌ତି ଦେଇସି ।
25 The righteous eats to his heart's content, but the belly of the wicked goes hungry. ଦରମ୍‌ ଲକ୍ ମନ୍ ପୁର୍‌ତେ କାଇସି, ମାତର୍ ପାପି ଲକ୍ ଜେତ୍‌କି କାଇଲେ ମିସା ମନ୍ ସୁସ୍‌ତା ନାଇଁ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]