Skip to content
The Believer's Library

Desiya Bible

Proverbs 12 Saa25

Show Saa25 only
Verse × ×
1 Whoever loves discipline loves knowledge, but whoever hates correction is senseless. ଜନ୍ ଲକ୍ କାତା ମାନ୍‌ସି, ସେ ଗିଆନ୍‌କେ ନିମାନ୍‌ ବଲ୍ ପାଇସି; ମାତର୍ ଜେ କାତା ନ ମାନେ, ସେ ପସୁ ସମାନ୍ ।
2 A good man obtains favor from our Father, but he condemns the man who schemes evil. ସତ୍ ଲକ୍ ସବୁବେଲର୍ ମାପ୍‌ରୁର୍ ଲଗେ ଅନି ଆସିର୍‌ବାଦ୍‌ ପାଇସି, ମାତର୍ କାରାପ୍ ଚିନ୍‌ତା କର୍‌ବା ଲକ୍‌ ଦସି ଅଇସି ।
3 No one is established by wickedness, but the root of the righteous will never be moved. କରାପ୍‌ କାମର୍ ଲାଗି କେମିସା ଚୁପ୍‌ଚାପ୍ ନ ଅତ୍‌, ମାତର୍‌ ଦରମ୍‌ ଲକର୍ ମୁଲ୍ କେବେ ମିସା ନ ଉଟ୍‌କେ ।
4 A wife of noble character is her husband's crown, but one who brings shame is like decay in his bones. ବୁଦିରଇଲା ମାଇଁଜି ନିଜର୍ ମୁନୁସର୍ ମୁକୁଟ୍ ପାରା; ମାତର୍ ବୁଦି ନଇଲା ମାଇଁଜି ତାର୍ ମୁନୁସ୍‌କେ ନସ୍‌ଟ କର୍‌ସି।
5 The plans of the righteous are just, but the advice of the wicked is deceitful. ଦରମ୍‌ଲକର୍ ବାବ୍‌ନା ନିକ; ମାତର୍‌ କାରାପ୍‌ ଲକ୍‌ମନର୍ ସିକିଆ ଟିକ୍‌ ନାଇଁ ।
6 The words of the wicked lie in wait for blood, but the speech of the upright rescues the innocent. ଦୁସ୍‌ଟ ଲକ୍‌ମନ୍ ମର୍‌ତେ ମାର୍‌ବାକେ ଜାଗିରଉଁ ବଲିକରି କାତା ବାର୍‌ତା ଅଇବାଇ, ମାତର୍ ଦରମ୍‌ ଲକ୍‌ମନର୍ କାତା ବାର୍‌ତା ସେମନ୍‌କେ ରକିଆ କର୍‌ସି ।
7 The wicked are overthrown and are no more, but the house of the righteous will stand. ଦୁସ୍‌ଟ ଲକ୍‌ମନ୍‌କେ ବେଟି ପିଙ୍ଗି ଦେଇସି ଆରି ନ ରଅତ୍‌ନି, ମାତର୍ ଦରମ୍‌ ଲକ୍‌ମନର୍ ଗର୍ ସବୁବେଲର୍ ପାଇଁ ରଇସି ।
8 A person is praised according to their good sense, but one with a warped mind is despised. ନର୍‌ଲକ୍ ନିଜର୍ ନିମାନ୍ ବୁଦିର୍‌ଲାଗି ବଲ୍‌ରେ ରଇବାଇ, ମାତର୍ ଜେକି ତାର୍ ମନ୍‌ବିତ୍‌ରେ କୁଟ୍‌କାତା ବାବ୍‌ସି, ସେ ନସ୍‌ଟ ଅଇ ଜାଇସି ।
9 Better to be lowly and have a servant than to pretend to greatness and go hungry. ଜନ୍ ଲକର୍ ଲଗେ କାଦି ନାଇ ଆରି ନିଜ୍‌କେ ନିଜେ ଆସିର୍‌ବାଦ୍ କର୍‌ତେ ରଇସି, ସେ ଲକର୍ ବାଦୁଲେ ଜନ୍‌ ଲକ୍‌କେ ଅଲ୍‌ଗା ଲକ୍‌ମନ୍ ଗିନ୍ କର୍‌ବାଇ ଆରି ଦାଙ୍ଗ୍‌ଡା ଆଚେ ସେ ଲକ୍ କରମ୍‌ଟା ।
10 The righteous care for the needs of their animals, but even the mercy of the wicked is cruel. ଦରମ୍‌ଲକ୍ ନିଜର୍ ପସୁର୍‌ ଜିବନ୍‌କେ ଲାଡ୍‌ ମୁଆଁସ୍‌ କର୍‌ସି, ମାତର୍ କାରାପ୍‌ ଲକ୍ ଗିନ୍ କର୍‌ସି ।
11 Whoever works their land will have plenty of food, but whoever chases worthless pursuits lacks sense. ଜେ କି ନିଜର୍ ଜମି ତେଇ ବେସି ଚାସ୍ କାମ୍ କର୍‌ସି, ସେ ବେସି କାଦିକଣ୍ଡା କାମାଇସି; ମାତର୍ ଜେ ବେକାର୍‌ରେ ବୁଲିବୁଲି କରି ରଇସି, ସେ ବୁଦି ନଇଲାଟା ।
12 The wicked crave the plunder of evil men, but the root of the righteous yields fruit. କାରାପ୍‌ ଲକ୍ ବାଡୁଲକର୍ ଜାଲ୍‌କେ ମନ୍‌ କର୍‌ବାଇ; ମାତର୍ ଦରମ୍‌ ଲକର୍ ମୁଲ୍ ପଲ୍ ଦାର୍‌ସି ।
13 An evil man is trapped by his sinful talk, but the righteous escapes from trouble. ଦୁସ୍‌ଟ ଲକ୍‌ ତାର୍ ଟଣ୍ଡର୍ କାରାପ୍ କାତାର୍‌ ଲାଗି ପାନ୍ଦ୍‌ ତେଇ ଅଦର୍‌ସି, ମାତର୍ ଦରମ୍‌ ଲକ୍ ଦୁକ୍‌ କସ୍‌ଟ ଟାନେ ଅନି ରକିଆ ପାଇସି ।
14 From the fruit of their words a person is filled with good things, and the work of their hands comes back to reward them. ନର୍‌ଲକ୍ ନିଜର୍ ଟଣ୍ଡର୍ ନିମାନ୍ କାତା ବାର୍‌ତାର୍ ଲାଗି ନିମାନ୍ ସଙ୍ଗେ ସନ୍‌ତୁସ୍‌ ପାଇବାଇ, ଆରି ନର୍‌ଲକ୍ ଜନ୍‌ଟା କରି ରଇସି ତାର୍ ବାଦୁଲେ ତାକେ ଦିଆ ଅଇସି ।
15 The way of a fool seems right in his own eyes, but the wise listen to advice. ବୁଦି ନ ରଇଲା ଲକର୍ ବାଟ୍ ତାର୍ ପାଇଁ ଟିକ୍‌, ମାତର୍ ଜେ ଗିଆନି, ସେ ଗିଆନର୍ କାତାକେ ନିମାନ୍ ସଙ୍ଗେ ସୁନ୍‌ସି ।
16 A fool shows his anger at once, but the prudent overlook an insult. ବୁଦି ନଇଲା ଲକ୍ ଦାପ୍‌ରେ ରିସା ଅଇସି; ମାତର୍ ଚତୁର୍ ଲକ୍ ଲାଜ୍‌କେ ଲୁଚାଇସି ।
17 Whoever speaks the truth gives honest testimony, but a false witness tells lies. ସତ୍‌ କାତା କଇବାଲକ୍ ଦରମ୍‌ କାତା କଇସି; ମାତର୍ ମିଚ୍‌ରେ ସାକିଦେଉ ମିଚ୍ କାତା କଇସି ।
18 Reckless words pierce like a sword, but the tongue of the wise brings healing. କାର୍ କାର୍ କାତା ବାର୍‌ତା କାଟ୍‌ରା ସଙ୍ଗେ କାଟ୍‌ଲା ପାରା ଲାଗ୍‌ସି; ମାତର୍ ବୁଦି ରଇଲା ଲକର୍ ଜିବ୍ ନିମାନ୍ କାତା କଇସି ।
19 Truthful lips endure forever, but a lying tongue lasts only a moment. ସତ୍‌ କାତା କଇବା ଟଣ୍ଡ୍ ସବୁବେଲେ ରଇସି; ମାତର୍ ମିଚ୍ କଇବା ଜିବ୍ ଅଲପ୍ ଦିନ୍ ରଇସି ।
20 Deceit fills the hearts of those who plot evil, but joy belongs to those who promote peace. କାରାପ୍‌ ବାବ୍‌ନା କର୍‌ବା ଲକର୍ ମନେ ମିଚ୍ ରଇସି; ମାତର୍ ସାନ୍ତିର୍‌ କାତା କଇବା ଲକର୍ ଲଗେ ସାର୍‌ଦା ରଇସି ।
21 No harm overtakes the righteous, but the wicked are full of trouble. ଦରମ୍ ଲକର୍ ପାଇଁ କାଇମିସା ବିପଦ୍ ନ ଗଟେ; ମାତର୍ ଦୁସ୍‌ଟ ଲକ୍ କାରାପ୍ କାମ୍ ଟାନେ ମିସ୍‌ବାଇ ।
22 Lying lips are detestable to our Father, but those who act faithfully are his delight. ମିଚ୍ କଇବା ଲକର୍ ଟଣ୍ଡ୍‌କେ ସବୁବେଲର୍ ମାପ୍‌ରୁ ଗିନ୍ କର୍‌ସି; ମାତର୍ ଜନ୍‌ ଲକ୍‌ମନ୍ ସତ୍ କାତା କଇବାଇ, ସେମନ୍ ତାର୍ ସାର୍‌ଦାର୍‌ ଲକ୍‌ମନ୍ ।
23 The prudent keep their knowledge to themselves, but the heart of fools blurts out foolishness. ଚତୁର୍ ଲକ୍ ଗିଆନ୍‌କେ ଲୁଚାଇସି; ମାତର୍ ମୁର୍‌କ ଲକର୍ ମନ୍ କାରାପ୍ କାତା କଇସି ।
24 Diligent hands will rule, but laziness ends in forced labor. କାମ୍‌ କର୍‌ବାଲକ୍ ସାସନ୍ କରାଇସି; ମାତର୍ ଅଲ୍‌ସୁଆ ଲକ୍ ବେଟି କଟ୍‌ସି।
25 Anxiety weighs down the heart, but a kind word cheers it up. ଚିନ୍‌ତା ଲକ୍‌କେ ନସାଇ ଦେଇସି; ମାତର୍ ନିମାନ୍ କାତା ତାକେ ସାର୍‌ଦା କରାଇସି ।
26 The righteous guide their neighbor, but the way of the wicked leads them astray. ଦରମ୍‌ ଲକ୍ ସାଇପଡିସାର୍ ଲକ୍‌କେ ବାଟ୍ ଦେକାଇସି; ମାତର୍ କାରାପ୍‌ ଲକର୍ ବାଟ୍ ସେମନ୍‌କେ ଅଲ୍‌ଗା ବାଟେ ନେଇସି ।
27 The lazy do not roast their game, but the diligent prize their possessions. ଅଲ୍‌ସୁଆ ଲକ୍ ବେଟ୍ କରି ମାର୍‌ଲା ପସୁର୍ ମାଉଁସ୍‌କେ ନ ରାନ୍ଦେ; ମାତର୍ କାମ୍‌ଦାମ୍ କର୍‌ବା ଲକ୍‌ ବେସି ଦନ୍‌ସପତି କାମାଇସି ।
28 In the path of righteousness there is life, and along that way there is no death. ଦରମ୍ ଲକ୍ ଗାଲାବାଟେ ଜିବନ୍ ରଇସି; ଆରି, ସେ, ସେ ବାଟେ ଗାଲେ ମିସା ମରନ୍ ନ ରଏ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]