Skip to content
The Believer's Library

Desiya Bible

Proverbs 11 Saa25

Show Saa25 only
Verse × ×
1 Dishonest scales are an abomination to our Father, but accurate weights are his delight. ନିମାନ୍ ନଇଁଲା କେଜିକେ ସବୁବେଲର୍ ମାପ୍‌ରୁର୍ ଗିନ୍ କର୍‌ସି । ମାତର୍ ଗୁଣ୍ଡୁ ତାର୍ ନିକଟା ।
2 When pride comes, then comes disgrace, but wisdom comes with the humble. ଆଁକାର୍ ଆଇଲେ ଲାଜ୍ ଲାଗ୍‌ସି; ମାତର୍ ଦରମ୍ ଲକର୍ ଲଗେ ଗିଆନ୍ ରଇସି ।
3 The integrity of the upright guides them, but the crookedness of the treacherous destroys them. ଦରମ୍‌ ଲକ୍‌ମନର୍‌ ବୁଦି ସେମନ୍‌କେ ବାଟ୍‌ ଦେକାଇସି, ମାତର୍ ବିସ୍‌ବାସେବିସ୍‌ ଦେଇ କୁଟ୍‌ କାତା କଉମନ୍‌କେ ବିନାସ୍ କର୍‌ସି ।
4 Wealth does not profit in the day of wrath, but righteousness delivers from death. ରିସାର୍ ଦିନେ ଦନ୍ କାଇ କାମ୍‌କେ ନ ଦେଏ, ମାତର୍ ଦରମ୍ ମରନ୍ ଲଗେଅନି ରକିଆ ପାଇସି ।
5 The righteousness of the blameless makes their way straight, but the wicked falls by his own wickedness. ସାଦୁ ଲକର୍‌ ଦରମ୍ ତାକେ ବାଟ୍ ଦେକାଇସି, ମାତର୍ ଦୁସ୍‌ଟ ନିଜର୍ କାରାପ୍ କାମର୍ ଲାଗି କୁରୁପ୍‌ନାସ୍ ଅଇ ଜାଇସି ।
6 The righteousness of the upright delivers them, but the treacherous are trapped by their own craving. ସାଦୁ ଲକର୍ ଦରମ୍‌ ସେମନ୍‌କେ ଉଦାର୍ କର୍‌ସି, ମାତର୍ ବିସ୍‌ବାସେ ବିସ୍‌ଦେଉମନ୍‌ ନିଜର୍ ନିଜର୍‌ କାରାପ୍ ଅବିଆସ୍ ତେଇ ଦାରା ପଡ୍‌ବାଇ ।
7 When a wicked person dies, his hope perishes, and his confidence in his own strength comes to nothing. ଦୁସ୍‌ଟ ଲକ୍ ମଲେ ତାର୍ ଆସା ନସ୍‌ଟ ଅଇ ଜାଇସି , ଆରି କାରାପ୍ ଲକ୍‌ମନର୍ ଆସା ବର୍‌ସା ବିନସ୍‌ଟ ଅଇ ଜାଇସି ।
8 The righteous is delivered from trouble, and the wicked comes into it in his place. ଦରମ୍‌ ଲକ୍ ଦୁକ୍ କସ୍‌ଟ ଲଗେଅନି ଉଦାର୍ ପାଇସି, ମାତର୍ କରାପ୍‌ ଲକ୍ ଦୁକ୍‌ କସ୍‌ଟ ପାଇସି ।
9 With his mouth the godless destroys his neighbor, but through knowledge the righteous are delivered. ଦରମ୍‌ ନଇଁଲା ଲକ୍‌ ନିଜର୍ ସାଇପଡିସାର୍ ଲକ୍‌ମନ୍‌କେ ନସ୍‌ଟ କର୍‌ସି, ମାତର୍ ଦରମ୍‌ ଲକ୍ ତାର୍ ନିଜର୍ ଗିଆନ୍ ସଙ୍ଗ୍ ଉଦାର୍ ପାଇସି ।
10 When things go well for the righteous, the city rejoices, and when the wicked perish, there are shouts of joy. ଦରମ୍‌ ଲକ୍ ଡାକ୍‌ପୁଟା ଅଇଲେ , ନଅଁରର୍ ଲକ୍ ସାର୍‌ଦା ଅଇବାଇ; ମାତର୍, କରାପ୍‌ ଲକ୍ ବିନାସ୍ ଅଇଲେ, ସାର୍‌ଦା ଅଇବାଇ ।
11 By the blessing of the upright a city is exalted, but by the mouth of the wicked it is torn down. ଦରମ୍‌ଲକର୍ ଆସିର୍‌ବାଦ୍‌ରେ ନଗର ଡାକ୍‌ପୁଟା ଅଇସି, ମାତର୍ ଦୁସ୍‌ଟ ଲକର୍ ଲାଗି ସେଟା ବିନାସ୍ ଅଇସି ।
12 Whoever despises his neighbor lacks sense, but a person of understanding stays silent. ଜେ କି ନିଜର୍ ସାଇ ପଡିସାର୍ ଲକ୍‌ମନ୍‌କେ ଗିନ୍ କର୍‌ସି, ସେ ବୁଦି ନଇଁଲାଟା; ମାତର୍ ବୁଦି ରଇଲା ଲକ୍‌ ଚୁପ୍‌ଚାପ୍‌ ଅଇ ରଇସି ।
13 A gossip goes about revealing secrets, but someone with a trustworthy spirit can keep a secret. ଜେ ବକୁଆ ଅଇ ବୁଲ୍‌ସି, ସେ ନିଜର୍ ମନ୍ ବିତ୍‌ରର୍ କାତାକେ ଉଗାଲି ଦେଇସି, ଜେ ବିସ୍‌ବାସ୍‌ ସଙ୍ଗେ ରଇସି, ସେ ତାର୍ ମନ୍ ବିତ୍‌ରର୍ କାତାକେ ଲୁଚାଇସି ।
14 Where there is no guidance, a people falls, but in an abundance of counselors there is safety. ଟିକ୍ ବୁଜାମାନା ନ ରଇଲେ ଲକ୍‌ମନ୍ ବିନାସ୍ ଅଇବାଇ, ଆରି ବେସି ଲକ୍ ସିକିଆ ଦେଉମନ୍ ରଇଲେ ଲକ୍‌ମନ୍ ନିମାନ୍ ସଙ୍ଗେ ରଇବାଇ ।
15 Whoever puts up security for a stranger will surely suffer for it, but whoever hates shaking hands on a pledge is secure. ଅଚିନା ଲକର୍ ପାଇଁ ଜେ ଜାମିଦାର୍ ଅଇସି, ସେ ସତ୍‌ସେ କସ୍‌ଟ ପାଇସି; ମାତର୍ ଜାମିଦାର୍ ଅଇବାକେ ଜେ ନିଚେ, ସେ ସାନ୍ତି ସଙ୍ଗ୍ ରଇସି ।
16 A gracious woman attains honor, and ruthless men attain riches. ମାପ୍‌ରୁର୍ ଲଗେ ଆସିର୍‌ବାଦ୍ ପାଇଲା ମାଇଁଜି ସନ୍‌ମାନ୍‌ ପାଇସି, ମାତର୍ ଲବ୍‌ରା ଲକ୍‌ମନ୍ ଦନ୍‌ସପତିକେ ଜାଗ୍‌ରତ୍ କରି ସଙ୍ଗଇବାଇ ।
17 A kind person benefits himself, but a cruel person brings trouble on himself. ଦୟା କର୍‌ବା ଲକ୍ ନିଜର୍ ଜିବନ୍‌କେ ନିମାନ୍‌ କର୍‌ସି; ମାତର୍ ଜେ ମୁର୍‌କ ଲକ୍‌, ସେ ନିଜର୍ ଗାଗଡ୍‌କେ କସ୍‌ଟ ଦେଇସି ।
18 The wicked earns deceptive wages, but whoever sows righteousness earns a true reward. ଦୁସ୍‌ଟ ଲକ୍ ମିଚ୍ କାତାକେ କଇ ବୁଲ୍‌ସି, ମାତର୍ ଜେ ଦରମର୍ କାତା କଇ ବୁଲ୍‌ସି, ତାକେ ସତ୍‌ରେ ଇନାମ୍ ପାଇସି ।
19 Whoever is steadfast in righteousness finds life, but whoever pursues evil runs to his own death. ଜନ୍‌ ଲକ୍‌ ଦରମ୍‌ରେ ସତ୍ ଅଇକରି ରଇସି, ସେ ଜିବନ୍ ପାଇସି; ମାତର୍ କାରାପ୍ କାମ୍ କର୍‌ବାକେ ଜେ ଜାଇସି, ସେ ନିଜ୍‌କେ ମରନ୍ ଆନ୍‌ସି ।
20 Those of crooked heart are an abomination to our Father, but those whose ways are blameless are his delight. କୁଟିଆଲ୍ କାତା କଇବା ଲକ୍‌ମନ୍‌କେ ସବୁବେଲର୍ ମାପ୍‌ରୁ ଗିନ୍ କର୍‌ସି, ମାତର୍ ଦରମ୍‌ ଲକ୍‌ମନ୍‌କେ ସେ ସାର୍‌ଦା ଅଇସି ।
21 You can be sure the evil person will not go unpunished, but the children of the righteous will go free. କାରାପ୍ ଲମ୍‌ମନ୍‌ ଆତ୍ ଦାରା ଦାରି ଅଇଲେ ମିସା ଡଣ୍ଡ୍ ପାଇବାଟା ପାଇବାଇ, ମାତର୍ ଦରମ୍ ଲକର୍ କୁଟୁମ୍ ରକିଆ ପାଇବାଇ ।
22 Like a gold ring in a pig's snout is a beautiful woman who shows no discretion. ଗୁସ୍‌ରିର୍ ନାକେ ଜେନ୍‌ତିକି ସୁନାର୍ ନାତ ଜେନ୍ତାରି, ସେରକାମ୍ ନିକ ବିଚାର୍ ନ କର୍‌ବା ସୁନ୍ଦ୍‌ରି ମାଇଁଜି ।
23 The desire of the righteous ends only in good, but the hope of the wicked ends in wrath. ଦରମ୍ ଲକ୍ ବାବ୍‌ଲା କାମ୍ ପୁରା ପୁରୁନ୍ ଅଇସି, ମାତର୍ କରାପ୍‌ କାମ୍ କର୍‌ବା ଲକ୍‌ମନର୍ ବାବ୍‌ନା ପୁରାପୁରୁନ୍ ନ ଅଏ ।
24 One person gives freely, yet grows all the richer; another withholds what is right, only to end up in need. କେ କେ ନିମାନ୍‌ କାମ୍ କର୍‌ବାକେ ବେସି କର୍‌ଚ କରି ବଡ୍‌ ଲକ୍ ଅଇବାଇ, ଆରି କେ କେ ବେସି କର୍‌ଚ ନ କରି ଲବ୍‌ରା ଅଇ ମିସା ତାକର୍ ଅବାବ୍ ଅଇସି ।
25 A generous soul will be enriched, and whoever refreshes others will himself be refreshed. ଜନ୍ ଲକ୍ ଦୁକି ସୁକି ଲକ୍‌ମନ୍‌କେ ଦାନ୍ ଦେଇସି, ସେ ଲକ୍ ଆସିର୍‌ବାଦ୍ ପାଇସି, ଆରି ଜେ ବିନ୍ ଲକ୍‌କେ ପାନି ଚିଚ୍‌ସି, ସେ ନିଜେ ପାନି ଚିଚି ଅଇସି ।
26 The people curse whoever holds back grain, but the one who sells it is blessed. କାଦିକଣ୍ଡାକେ ଜେ ଟୁଲିଆଇ କରି ଚାପି ସଙ୍ଗଇସି, ତାକେ ଲକ୍‌ମନ୍ ସାଇପ୍ ଦେବାଇ, ମାତର୍ ଜନ୍‌ ଲକ୍ ସେଟା ବିକ୍‌ବାଇ, ତାର୍ ଉପ୍‌ରେ ଆସିର୍‌ବାଦ୍ ଆଇସି ।
27 Whoever diligently seeks good seeks favor, but whoever searches for evil, evil will come to him. ଜନ୍‌ ଲକ୍ ଜତନ୍ ସଙ୍ଗେ ବିନ୍ ଲକ୍‌କେ ଉପ୍‌କାର୍ କର୍‌ବାକେ ଇଚା କର୍‌ସି, ସେ ଆସିର୍‌ବାଦ୍‌ ପାଇସି , ଆରି ଜନ୍‌ ଲକ୍ ବିନ୍ ଲକର୍ ପାଇଁ କାରାପ୍ ଚିନ୍‌ତା କର୍‌ବାକେ ଚେସ୍‌ଟା କର୍‌ସି, ତାର୍ ବାବ୍‌ନା ତାକେସେ ଗଟ୍‌ସି ।
28 Whoever trusts in his riches will fall, but the righteous will flourish like green leaves. ଜେ ନିଜର୍ ଦନ୍‌ସପତିକେ ଆସା କରି ରଇସି, ସେ କୁରୁପ୍ ନାସ୍ ଅଇ ଜାଇସି; ମାତର୍ ଦରମ୍ ଲକ୍ କଅଁଲା ପତର୍ ପାରା ଦପ୍‌ଦପା ଅଇ ରଇସି।
29 Whoever brings trouble on his own household will inherit the wind, and the fool will be servant to the wise of heart. ଜେ ନିଜର୍ ଗରର୍ ଲକ୍‌କେ ଦୁକ୍‌ ଦେଇସି, ସେ ପବନ୍ ପାରା ଅଇ ବୁଲ୍‌ସି; ଆରି, ବୁଦିଗିଆନ୍ ନ ରଇଲା ଲକ୍ ଗିଆନି ଲକର୍ ଦାଙ୍ଗ୍‌ଡା ଅଇସି ।
30 The fruit of the righteous is a tree of life, and whoever wins souls is wise. ଦରମ୍‌ ଲକର୍ କାମ୍ ଜିବନ୍ ଦେବା ଗଚ୍ ପାରା, ଆରି ଜେ ଗିଆନି, ସେ ଅଲ୍‌ଗା ଲକ୍‌ମନର୍ ଆତ୍‌ମାକେ ପାଇସି ।
31 If the righteous is repaid on earth, how much more the wicked and the sinner! ଦେକା,ପୁର୍‌ତିବି ତେଇ ଦରମ୍‌ ଲକ୍‌ସେ ଉଦାର୍ ପାଇଲାଇନି, ତେବେ ଦୁସ୍‌ଟ ଲକ୍ ଆରି ପାପ୍ କଲା ଲକ୍‌ମନ୍ କାଇ ଉଦାର୍ ନ ପାଅତ୍ କି?
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]