Skip to content
The Believer's Library

Desiya Bible

Proverbs 10 Saa25

Show Saa25 only
Verse × ×
1 The proverbs of Solomon: A wise son brings joy to his father, but a foolish son brings grief to his mother. ସଲ୍‌ମନର୍ ସିକିଆ । ଗିଆନି ପିଲା ବାବାର୍ ନାଉଁ ରକ୍‌ସି; ମାତର୍ ବୁଦି ନଇଲା ପିଲା ଗର୍‌କେ ଦୁକ୍ ଆନ୍‌ସି ।
2 Treasures gained by wickedness do not profit, but righteousness rescues from death. କାରାପ୍ କାମ୍ କରି ଅରଜ୍‌ଲା ଦନ୍ କାଇ କାମ୍‌କେ ନ ଦେଏ; ମାତର୍ ଦରମ୍ ମରନ୍ ଲଗେଅନି ଉଦାର୍ କର୍‌ସି ।
3 Our Father will not let the righteous go hungry, but he thwarts the craving of the wicked. ସବୁବେଲର୍ ମାପ୍‌ରୁ ଦରମ୍ ଲକ୍‌କେ କେବେ ମିସା ବୁକେ ନ ସୁଆଏ; ମାତର୍ ଦୁସ୍‌ଟ ଲକ୍ କାଇ କାମ୍ କଲେ ମିସା ବଡ୍ ଅଇ ନାପାରେ ।
4 Lazy hands make you poor, but diligent hands bring wealth. ଜନ୍‌ ଲକ୍ ଅଲ୍‌ସୁଆ ଅଇ କାମ୍ କର୍‌ସି, ସେ କାକୁର୍‌ତି ଅଇସି; ମାତର୍ ଜନ୍‌ ଲକ୍ କସ୍‌ଟ କରି କାମାଇସି ସେ ସାଉକାର୍ ଅଇସି ।
5 He who gathers in summer is a prudent son, but he who sleeps during harvest is a son who brings shame. ଜେଟ୍‌ ଦିନେ ଜେ ଦନ୍ ଅରଜି ସଙ୍ଗଇସି, ସେ ବୁଦିମାନ୍ ଲକ୍‌; ମାତର୍ ତାସ୍‌ବାସ୍ କାଟାକାଟି କର୍‌ବା ବେଲେ ଜେ ବାଡୁ ଅଇ ସଇ ରଇସି, ସେ ଲକ୍ କାକୁର୍‌ତି ଅଇସି ।
6 Blessings rest on the head of the righteous, but the mouth of the wicked conceals violence. ଦରମ୍‌ ଲକ୍‌କେ ଆସିର୍‌ବାଦ୍ ଆଇସି; ମାତର୍ ଦୁସ୍‌ଟ ଲକର୍ ଟଣ୍ଡ୍‌ କାରାପ୍‌ କାତା ଡାବ୍‌ସି ।
7 The memory of the righteous is a blessing, but the name of the wicked will rot. ଦରମ୍‌ ଲକ୍‌କେ ଏତାଇବାଟା କେଡେକ୍ ନିମାନ୍‌, ମାତର୍ ଦୁସ୍‌ଟର୍ ନାଉଁ ଲୁଚି ଜାଇସି ।
8 A wise heart accepts commands, but a babbling fool comes to ruin. ଜାର୍ ମନ୍ ବିତ୍‌ରେ ଗିଆନି ଆଚେ, ସେ କାତା ମାନ୍‌ସି; ମାତର୍ ବୁଦି ନ ରଇଲା ଲକ୍ କୁରୁପ୍‌ନାସ୍ ଅଇବାଇ ।
9 Whoever walks in integrity walks securely, but he who makes his ways crooked will be found out. ଦରମ୍‌ ଲକ୍ ନ ଡର୍‌ତେ ଇଣ୍ଡ୍‌ସି, ମାତର୍ ଉପ୍‌ରି କାତା କଇବା ଲକ୍‌ ଦାରା ପଡ୍‌ସି ।
10 Whoever winks causes trouble, and a babbling fool comes to ruin. ଜେ ସତ୍ କାତାକେ ଲୁଚାଇବାକେ ଆଁକି ମାର୍‌ସି, ସେ ଦୁକ୍ ପାଇସି, ଆରି, ବୁଦି ନ ରଇଲା ବକୁଆ ବିନସ୍‌ଟ ଅଇସି ।
11 The mouth of the righteous is a fountain of life, but the mouth of the wicked conceals violence. ଦରମ୍‌ ଲକର୍ ଟଣ୍ଡ୍‌ ଅଇଲାନି ଜିବନର୍ ଜର୍‌ନା ପାନି ପାରା, ମାତର୍ ଦୁସ୍‌ଟଲକ୍ କାରାପ୍‌ କାତା ଡାବ୍‌ସି।
12 Hatred stirs up conflict, but love covers all offenses. ଇଁଙ୍ଗ୍‌ସା ଲାଗାଜାଟି କରାଇସି, ମାତର୍ ଆଲାଦ୍ ସବୁ ଅଦରମ୍‌କେ ଡାବାଇ ଦେଇସି ।
13 On the lips of the discerning, wisdom is found, but a rod is for the back of one who lacks sense. ନିମାନ୍ ଆଲ୍‌ଚନା କର୍‌ବା ଲକର୍ ଟଣ୍ଡେ ଗିଆନ୍ ରଇସି, ମାତର୍ ବୁଦି ନଇଲା ଲକର୍‌ ପିଟିର୍‌ ପାଇଁ ଡାଙ୍ଗ୍ ।
14 The wise store up knowledge, but the mouth of a fool invites ruin. ଗିଆନି ଲକ୍‌ମନ୍ ବିଦିଆ ସିକ୍‌ବାଇ, ମାତର୍ ବୁଦି ନ ରଇଲା ଲକର୍ ଟଣ୍ଡ୍ କେଟ୍‌ଲେ ବିନାସ୍ ଅଇଲା ପାରା ।
15 The wealth of the rich is their fortified city; the ruin of the poor is their poverty. ସାଉକାର୍ ଲକର୍ ଦନ୍ ତାର୍ ନଅଁର୍‌କେ ଡାଣ୍ଟ୍ କର୍‌ସି, କାକୁର୍‌ତି ଲକ୍‌ମନ୍‌କେ କାକୁର୍‌ତି ସେମନ୍‌କେ ବିନାସ୍ କର୍‌ସି ।
16 The wage of the righteous leads to life; the gain of the wicked leads to sin. ଦରମ୍‌ ଲକର୍ କାମ୍ ଜିବନ୍‌ ରଇଲା ପାରା, ମାତର୍‌ ଅଦରମ୍‌ ଲକର୍ କାମାଇଲାଟା ପାପ୍ ।
17 Whoever accepts discipline is on the path to life, but he who ignores correction leads others astray. ନିମାନ୍ ସିକିଆ ଜେ ମାନ୍‌ସି, ସେ ତାର୍ ଜିବନର୍‌ ନିମାନ୍ ବାଟେ ଇଣ୍ଡ୍‌ସି; ମାତର୍ ଜେ ସିକିଆକେ ଦଦାପେଲା କର୍‌ସି, ସେ କାରାପ୍ ବାଟେ ଜାଇସି ।
18 Whoever conceals hatred is a liar, and whoever spreads slander is a fool. ଜେ ଇଁସା କର୍‌ବାଟାକେ ଲୁଚାଇସି, ତାର୍ ଟଣ୍ଡେ ଅନି ମିଚ୍‌ କାତା ବାରଇଲାନି; ଆରି, ଜେ ନିନ୍ଦା କାତା କଇସି, ସେ ମୁର୍‌କ ଲକ୍ ।
19 Where words are many, sin is never absent; but whoever holds his tongue is wise. ବେସି କାତା କଇବା ଲକର୍ ତେଇ ଅଦରମ୍‌ ପୁରାପୁରୁନ୍ ଅଇ ରଇସି, ମାତର୍‌ ଜେ ନିଜର୍ ନିଜର୍ ଟଣ୍ଡ୍‌କେ ଲାଗାମ୍ ଲାଗାଇବାଇ, ସେ ବୁଦିଆ ଲକ୍‌ ।
20 The tongue of the righteous is choice silver; the heart of the wicked is worth little. ଦରମ୍‌ଲକର୍ ଜିବ୍ ନିମାନ୍ ରୁପା ପାରା, ମାତର୍ ଦୁସ୍‌ଟ ଲକର୍ ମନ୍ ମୁଲିଅ ନାଇଁ ।
21 The lips of the righteous nourish many, but fools die for lack of sense. ଦରମ୍‌ ଲକର୍ ଟଣ୍ଡ୍ ବେସି ଲକ୍‌କେ ଲାଲନ୍‌ପାଲନ୍ କର୍‌ସି, ମାତର୍ ବୁଦି ନ ରଇଲା ବକୁଆ ଲକର୍ ଲାଗି ଲକ୍‌ମନ୍ ମର୍‌ବାଇ ।
22 The blessing of our Father brings wealth, and he adds no sorrow with it. ସବୁବେଲର୍ ମାପ୍‌ରୁର୍ ଆସିର୍‌ବାଦର୍ ଲାଗି ଲକ୍ ସାଉକାର୍ କର୍‌ସି, ମାତର୍ ତାର୍ ସଙ୍ଗେ ଦୁକ୍ କସ୍‌ଟ ନ ଦେଏ।
23 Doing wickedness is a game to a fool, but wisdom is the delight of a person of understanding. ଗିଆନ୍ ନଇଲା ଲକ୍ କାରାପ୍ କାମ୍‌ କରି ସାର୍‌ଦା ଅଇସି, ମାତର୍ ଗିଆନି ଲକ୍ ଗିଆନ୍ ପାଇ କରି ସାର୍‌ଦା କର୍‌ସି ।
24 What the wicked dreads will come upon him, but the desire of the righteous will be granted. ଦୁସ୍‌ଟ ଲକ୍ ଜାଇଟା ବାବ୍‌ସି, ସେଟା ସେ ତାକେ ଗଟ୍‌ସି, ମାତର୍ ଦରମ୍‌ ଲକର୍ ମନ୍‌ ଜାଇଟା ବାବ୍‌ସି ସେ ସେଟା ପାଇସି ।
25 When the storm has passed, the wicked are gone, but the righteous are established forever. ସୁରାଗାଲି ଆଇଲେ ଦୁସ୍‌ଟ ଲକ୍ ସେ ଲଗେ ନ ରଏ, ମାତର୍ ଦରମ୍‌ଲକ୍ ସବୁବେଲର୍‌ ପାଇଁ କୁନାଦି ପାରା ଟିଆ ଅଇସି ।
26 Like vinegar to the teeth and smoke to the eyes, so is the sluggard to those who send him. ଜେନ୍ତାର୍‌ ଦାନ୍ତ୍‌କେ ଆମଟ୍ ପାନି ଲାଗ୍‌ଲେ ଆରି ଆକିକେ ଦୁଆଁ ଅଇଲେ, ସେ ରକାମ୍ ପାଟାଇଲା ଲକ୍‌ମନର୍ ଲଗେ ଅଲ୍‌ସୁଆ ସମାଲି ନାପାରେ।
27 The fear of our Father lengthens life, but the years of the wicked will be cut short. ସବୁବେଲର୍ ମାପ୍‌ରୁର୍ ବିସଇକେ ଡର୍‌ଲେ ଦିନ୍ ବଡାଇସି, ମାତର୍ ଦୁସ୍‌ଟ ଲକର୍ ବରସ୍ ଉନା କର୍‌ସି ।
28 The hope of the righteous brings joy, but the expectation of the wicked will perish. ଦରମ୍‌ ଲକର୍ ଆସା ସାଇସାର୍‌ଦା ଅଇସି, ମାତର୍ ଦୁସ୍‌ଟ ଲକର୍ ଆସା ବାଙ୍ଗି ଜାଇସି ।
29 The way of our Father is a refuge for the blameless, but ruin for those who do evil. ସବୁବେଲର୍ ମାପ୍‌ରୁର୍ ବାଟ୍ ଦରମ୍‌ ଲକ୍‌ମନର୍‌ ପାଇଁ ଡାଣ୍ଟ୍ ନଅଁର୍‌; ମାତର୍ କାରାପ୍‌ କାମ୍ କର୍‌ବା ଲକ୍‌ମନର୍ ଲଗେ ସେଟା ବିନାସ୍‌ ଅଇବାଟା ।
30 The righteous will never be shaken, but the wicked will not remain in the land. ଦରମ୍‌ ଲକ୍‌କେ କେବେ ମିସା ଦେସେ ଅନି ନ କେଦତ୍‌; ମାତର୍ ଦୁସ୍‌ଟ ଲକ୍‌ମନ୍ ଦେସେ ବାସା ଅଇ ନାପାରତ୍‌ ।
31 The mouth of the righteous yields wisdom, but the perverse tongue will be cut off. ଦରମ୍‌ ଲକର୍ ଟଣ୍ଡେ ଅନି ଗିଆନ୍ କାତା ବାରଇସି, ମାତର୍ କୁଟ୍ କାତା କଉମନର୍ ଜିବ୍ ବିନାସ୍ ଅଇସି ।
32 The lips of the righteous know what is acceptable, but the mouth of the wicked, only what is perverse. ଦରମ୍‌ ଲକର୍ ଟଣ୍ଡ୍ ନିମାନ୍ କାତା କଇସି, ମାତର୍ ଦୁସ୍‌ଟ ଲକର୍ ଟଣ୍ଡ୍ କୁଟ୍‌ କାତା କଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]