Skip to content
The Believer's Library

Desiya Bible

Proverbs 9 Saa25

Show Saa25 only
Verse × ×
1 Wisdom has built her house; she has hewn out her seven pillars. ଗିଆନ୍ ନିଜର୍ ଗର୍ ତିଆର୍‌ କରିଆଚେ, ସେ ସାତ୍‌ଟା କୁମ୍ ତିଆର୍ କରି ଆଚେ;
2 She has slaughtered her animals; she has mixed her wine; she has also set her table. ସେ ନିଜର୍ ପସୁମନ୍‌କେ ବିନାସ୍ କରିଆଚେ; ସେ ନିଜର୍ ଅଙ୍ଗୁର୍‌ ରସ୍ ମିସାଇ ଆଚେ; ସେ ନିଜର୍ ଟେବୁଲ୍ ମିସା ସଜାଇ ଆଚେ ।
3 She has sent out her young women to call from the highest places of the town: ସେ ନିଜର୍ ଦାସିମନ୍‌କେ ପାଟାଇ ଆଚେ, ସେ ନଗରର୍ ସବୁର୍ ତେଇଅନି ଉଚା ରଇଲା ଜାଗାଇ ଅନି ଡାକି କଇସି,
4 "Whoever is simple, let him come in here!" To the one who lacks sense she says, “ଜନ୍‌ ଲକ୍ ଅବୁଜା, ସେ ଲକ୍ ଏ ଲଗେ ଆସା” ଆରି, ଜନ୍‌ ଲକ୍‌କେ ବୁଦି ନାଇଁ, ତାକେ ସେ କଇସି,
5 "Come, eat my bread and drink the wine I have mixed. “ଆସା, ମର୍ କାଦି କା ଆରି ମିସ୍‌ଲା ଅଙ୍ଗୁର୍‌ ରସ୍ କା ।
6 Leave your simple ways, and live; walk in the way of insight." ଏ ବୁଦି ନଇଲା ଲକ୍‌ମନ୍, ବୁଦି ନଇଲା ଲକ୍‌ମନର୍ ସଙ୍ଗ୍ ଚାଡି କରି ଜିବନ୍ ରକିଆ କରା; ଆରି, ନିମାନ୍ ବାଟେ ଇଣ୍ଡା ।”
7 Whoever corrects a mocker brings abuse on himself, and whoever rebukes a wicked man gets hurt. ଜେ ନିନ୍ଦା କରୁକେ ସିକିଆ ଦେଇସି, ସେ ନିଜେ ଲାଜ୍‌ ଅଇସି; ଆରି, ଜେ ଦୁସ୍‌ଟକେ ଜୁକ୍‌ତି କର୍‌ସି, ସେ ନିଜେ ବଦ୍‌ଲାମ୍‌ ଅଇସି ।
8 Do not rebuke a mocker, or he will hate you; rebuke a wise man, and he will love you. ନିନ୍ଦା କର୍‌ବା ଲକ୍‌କେ ଜୁକ୍‌ତି କରା ନାଇଁ, କଲେ, ସେ ତମ୍‌କେ ଗିନ୍ କର୍‌ସି, ଗିଆନିକେ ଜୁକ୍‌ତି କରା, ତେବେ ସେ ତମ୍‌କେ ଲାଡ୍ କର୍‌ସି ।
9 Instruct a wise man and he will grow wiser; teach a righteous man and he will learn even more. ଗିଆନ୍ ଲକ୍‌କେ ସିକିଆ ଦେଲେ, ସେ ଅଦିକ୍ ଗିଆନ୍‌ ଅଇସି, ଆରି, ଦରମ୍‌ ଲକ୍‌କେ ସିକିଆ ଦେଲେ, ସେ ଜବର୍ ସିକିତ୍ ଅଇସି ।
10 The fear of our Father is the beginning of wisdom, and the knowledge of the Holy One is insight. ସବୁବେଲର୍ ମାପ୍‌ରୁର୍ ବିସଇର୍‌ ଡର୍‌ ଗିଆନ୍ ତେଇ ଅନି ଆରାମ୍, ଆରି, ଦରମ୍‌ ବିସଇକେ ଗିଆନ୍ ଆରି ନିମାନ୍ ବିଚାର୍ ଆଇସି ।
11 For by me your days will be multiplied, and years will be added to your life. କାଇକେବଇଲେ ମର୍ ଲାଗି ତମର୍ ଦିନ୍ ବଡ୍‌ସି, ଆରି, ତମର୍ ଆୟୁସର୍ ବରସ୍ ଅଦିକ୍ ଅଇସି ।
12 If you are wise, you are wise for yourself; if you scoff, you alone will bear it. ତମେ ଗିଆନି ଅଇଲେ, ନିଜର୍ ପାଇଁ ଗିଆନି ଅଇସା; ଜଦି ବିନ୍ ଲକ୍‌କେ ନିନ୍ଦା କର୍‌ସା, ତେବେ ନିଜେ ସେଟା ଚାପାଇ ଅଇସା ।
13 The woman Folly is loud; she is naive and knows nothing. ଗିଆନ୍ ନଇଲା ମାଇଁଜି ବେସି ଟଣ୍ଡାଇ ଅଇସି; ତାକେ ବୁଦି ନାଇଁ, ସେ କାଇଟା ନାଜାନେ ।
14 She sits at the door of her house, on a seat at the highest places of the town, ସେ ତାର୍ ଗରର୍ ବାଟ୍ ଡିଆଗଡି ଆରି ନଅଁରର୍ ଉଚା ଜାଗାଇ ଅଚ୍‌ନା ପାକାଇ ବସି ରଇସି ।
15 calling to those who pass by, who are going straight on their way: ସେ ବାଟେ ସିଦା ଇଣ୍ଡି ଜିବା ସର୍‌ତେ ଲକ୍‌ମନ୍‌କେ ଡାକି କରି କଇସି,
16 "Whoever is simple, let him come in here!" And to the one who lacks sense she says, “ଜାକେ ବୁଦି ନାଇଁ, ସେ ଏ ଲଗେ ଆସ” ବୁଦି ନଇଲା ଲକ୍‌ମନ୍‌କେ ସେ ଏ କାତା କଇସି,
17 "Stolen water is sweet, and bread eaten in secret is pleasant." “ଚରାଇ ଆନ୍‌ଲା ପାନି ବେସି ସୁଆଦ୍‌ ଆରି ଲୁଚାଇ କରି କାଇଲା କାଦି ବେସି ସୁଆଦ୍ ।”
18 But he does not know that the dead are there, that her guests are in the depths of the grave. ମାତର୍ ସେ ଲକ୍ ନାଜାନେ ଜେ, ମଲା ଲକ୍‌ମନ୍ ତେଇ ରଇବାଇ, ଆରି, ସେ ଡାକ୍‌ବା ଲକ୍‌ମନ୍ ପାତାଲ୍‌ପୁରର୍‌ ଡେଙ୍ଗ୍ କାଲ୍‌ ଜାଗାଇ ଆଚତ୍,
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]