Skip to content
The Believer's Library

Desiya Bible

Proverbs 8 Saa25

Show Saa25 only
Verse × ×
1 Does not Wisdom call out, and understanding raise her voice? ଗିଆନ୍ କାଇ ଡାକେ ନାଇଁ ? ବୁଦି କାଇ ଆଉଲି ଅଏ ନାଇଁ ?
2 Atop the heights along the way, where the paths meet, she takes her stand. ସେ ଉଚା ଜାଗାର୍ ପାକାନ୍‌ ଟିପେ ଆରି ଏନର୍ ତେନର୍ ମିସ୍‌ଲା ଡେଲା ବାଟେ ଟିଆ ଅଇ ରଇସି ।
3 Beside the gates, at the entrance to the city, at the doorways she cries aloud: ସେ ନଅଁରର୍ ଦୁଆରେ, ନଅଁର୍ ଟାନେ ପୁର୍‌ବା ବାଟେ, ରଇ ଆଉଲି ଅଇକରି ଡାକି କଇସି,
4 "To you, all people, I call out; my voice reaches all humanity. “ଏ ଲକ୍‌ମନ୍, ମୁଇଁ ତମ୍‌କେ ଡାକ୍‌ଲିନି; ଆରି, ନର୍‌ ଲକ୍‌ମନର୍ ଲଗେ ମର୍ କାତା ଆଚେ ।
5 You who are simple, learn prudence; you who are foolish, gain an understanding heart. ଏ ବୁଦି ନଇଲା ଲକ୍, ଜାଗର୍‌ତାର୍ କାତା ସିକା; ଏ ମୁର୍‌କ ଲକ୍, ତମେ ବାବିଚିନ୍‌ତି କରି କାତାବାର୍‌ତା ଅଇବାଟା ସିକା ।
6 Listen, for I speak of noble things, and everything I say is right. ସୁନା, କାଇକେବଇଲେ ମୁଇଁ ନିମାନ୍ ବିସଇ କଇବି; ମୁଇଁ ଟଣ୍ଡ୍‌ ପୁଟାଇ ସମାନ୍ କାତା କଇବି ।
7 My mouth utters truth, for my lips detest wickedness. କାଇକେବଇଲେ ମର୍ ଟଣ୍ଡ୍ ସତ୍‌ କାତା କଇସି, ଦୁସ୍‌ଟ କାତା ମର୍ ଟଣ୍ଡର୍ ଗିନର୍ ବିସଇ ।
8 All the words of my mouth are righteous; none of them is twisted or crooked. ମୁଇ ସବୁବେଲେ ଦରମ୍‌ କାତା କଇବି; ସେଟା ପାଲ୍‌ତୁ କାତା କି ମିଚ୍ କାତା ନଏଁ।
9 To the one who understands they are all clear, and right to those who find knowledge. ଜେ ସେଟା ବୁଜ୍‌ସି, ତାର୍‌ ତେଇ ସେସବୁ ଟିକ୍‌; ଆରି, ସିକିତ୍ ଳକର୍‌ ତେଇ ସେଟା ନିମାନ୍‌ ।
10 Take my instruction instead of silver, and knowledge rather than choice gold, ରୁପାର୍ ତେଇ ଅନି ମର୍ ସିକିଆ ଆରି ନିମାନ୍ ସୁନାକେ ଚାଡି ଗିଆନ୍‌ ସିକା ।
11 for wisdom is better than jewels, and nothing you desire can compare with her. କାଇକେବଇଲେ ଗିଆନ୍ ମୁକ୍‌ତା ତେଇଅନି ବଡ୍ ଆରି ଜେତେକ୍ ରକାମର୍ ଜିନିସ୍ ଅଇଲେ ମିସା ତାର୍ ସମାନ୍ କରି ନ ଅଏ ।
12 I, Wisdom, dwell with prudence, and I find knowledge and discretion. ମୁଇଁ ଗିଆନ୍, ଜାଗର୍‌ତାକେ ନିଜର୍ ବାସାଅଇଲା ଜାଗା କରି ଆଚି, ଆରି, ଗିଆନ୍ ଆରି ପିଆସ୍ ପାଇ ରଇସି ।
13 The fear of our Father is to hate evil. Pride and arrogance, the evil way, and perverse speech I hate. ସବୁବେଲର୍ ମାପ୍‌ରୁର୍‌ ବିସଇକେ ମୁଇଁ ଡର୍‌ବି, କରାପ୍ କାମ୍‌କେ ଗିନ୍ କର୍‌ବି; ଆଁକାର୍, ବଡ୍‌ପଣିଆ ଆରି କରାପ୍ ବାଟ୍ ଆରି କୁଟିଆଲ୍ ଟଣ୍ଡ୍‌କେ ମୁଇଁ ଗିନ୍ କର୍‌ବି ।
14 Counsel is mine, and sound wisdom; I am understanding; strength is mine. ଆମର୍ ଲଗେ ନିମାନ୍ ସିକିଆ ଆରି ନିମାନ୍ ଗିଆନ୍ ଆଚେ; ମୁଇଁ ନିମାନ୍ ସଙ୍ଗେ ବାବ୍‌ଲି ଆଚି; ଆରି ମର୍‌ ଲଗେ ବପୁ ଆଚେ ।
15 By me kings reign, and rulers decree what is just; ମର୍ ଲାଗି ରାଜାମନ୍ ସାସନ୍ କଲାଇନି ଆରି ବିଚାର୍ କାରିଆମନ୍ ମିସା ନିମାନ୍‌ ବିଚାର୍ କର୍‌ବାଇ ।
16 by me princes govern, and nobles—all who rule with justice. ମର୍ ଲାଗି ସାସନ୍ କରୁମନ୍, ମୁକିଆମନ୍‌ ଆରି ପୁର୍‌ତିବିର୍ ସବୁ ବିଚାର୍ କାରିଆମନ୍ ସାସନ୍ କର୍‌ବାଇ ।
17 I love those who love me, and those who search for me find me. ଜନ୍‌ ଲକ୍‌ମନ୍ ମକେ ଲାଡ୍‌ କଲାଇନି, ମୁଇଁ ସେମନ୍‌କେ ଲାଡ୍‌ କର୍‌ବି, ଆରି ଜନ ଲକ୍‌ମନ୍ ମନ୍‌ଦିଆନ୍ ଦେଇ ମକେ କଜ୍‌ବାଇ, ସେମନ୍ ମକେ ପାଇବାଇ ।
18 With me are riches and honor, enduring wealth and righteousness. ମର୍ ଲଗେ ଦନ୍ ଆରି ମାନ୍ ମର୍‌ଜିତା, ଆରି, ନ ସାର୍‌ବା ଦନ୍ ଆରି ଦରମ୍‌ ଆଚେ ।
19 My fruit is better than gold, than the finest gold, and what I yield surpasses choice silver. ମର୍ ପଲ୍ କାନ୍‌ଟି ସୁନା ତେଇ ଅନି ନିମାନ୍; ଆରି, ମର୍ କାମାନି ଅଦିକ୍ ରୁପା ତେଇଅନି ନିକ ।
20 I walk in the way of righteousness, along the paths of justice, ମୁଇଁ ଦରମ୍‌ ବାଟେ ଆରି ବିଚାରର୍ ବାଟେ ଇଣ୍ଡ୍‌ବି,
21 giving wealth as an inheritance to those who love me, and filling their treasuries. ଆରି ଜନ୍‌ ଲକ୍‌ମନ୍ ମକେ ଲାଡ୍‌ କର୍‌ବାଇ, ସେମନ୍‌କେ ସବୁ ଦନ୍‌ସପତିର୍ ଅଦିକାରି କର୍‌ବି ଆରି ସେମନର୍ ଗରେ ଦନ୍‌ସପତି ପୁରାପୁରୁନ୍ କର୍‌ବି;
22 Our Father brought me forth at the beginning of his way, before his works of old. ସବୁବେଲର୍ ମାପ୍‌ରୁ ନିଜର୍ ବାଟ୍ ଇଣ୍ଡ୍‌ବାକେ ଆରାମ୍ କଲାବେଲେ, ତାକର୍ କାମ୍ କରିବା ଆଗ୍‌ତୁ ପର୍‌ତୁମେ ମକେ ତିଆର୍ କରି ରଇଲା ।
23 From ages past I was established, from the beginning, before the earth began. ପର୍‌ତୁମେ ଅନି କଇବାକେ ଗାଲେ ପୁରୁବ୍ କାଲେ ଆରି କଇବାକେ ଗାଲେ ପୁର୍‌ତିବି ପର୍‌ତୁମ୍ ତିଆର୍ ଅଇବା ଆଗ୍‌ତୁ ଅନି ମୁଇଁ ଗଟନ୍ ଅଇ ଆଚି ।
24 When there were no deep waters I was brought forth, when there were no springs overflowing with water. ଜେଡେ ବେଲେ ଗାଡ୍‌ମନ୍ ନ ରଇଲା ଆରି ଜର୍‌ନା ପାନି ନ ରଇଲା ଆଗ୍‌ତୁ ମୁଇ ଜାତ୍ଅଇ ଆଚି;
25 Before the mountains were settled, before the hills, I was brought forth, ଆରି, ଡଙ୍ଗର୍‌ମନ୍ ଆରି ସାନ୍ ସାନ୍ କୁପ୍‌ଲି‌ ମନ୍ ତିଆର୍ ନ ଅଇବା ଆଗ୍‌ତୁ ମୁଇଁ ଜାତ୍‌ ଅଇ ଆଚି;
26 while he had not yet made the earth and its fields, or the first dust of the world. ସେବେଲେ ବୁଇଁ, କି ପଦା, ଆରି ଜଗତ୍‌ ତେଇ ମଇଦାନ୍ ତିଆର୍ ନ ଅଇବା ଆଗ୍‌ତୁ ମୁଇଁ ସବୁବେଲର୍ ମାପ୍‌ରୁ ଜାତ୍ ଅଇ ଆଚି ।
27 When he set the heavens in place, I was there; when he drew a circle over the face of the deep, ଜେଡେବଲ୍ ସେ ଆକାସମଣ୍ଡଲ୍ ତିଆର୍ କଲା, ସେବେଲେ ମୁଇଁ ତେଇ ରଇଲି, ଜେଡେବଲ୍ ସେ ପାନି ଉପ୍‌ରେ ପାନି ସନ୍ଦି ତିଆର୍ କଲା,
28 when he set the skies in place above, when he established the springs of the deep, ଆରି ଉପ୍‌ରର୍ ଆକାସ୍‌ଣ୍ଡଲ୍‌କେ ଡାଟ୍‌ କଲା ଆରି ଗାଡେ ଅନି ପାନି ବେସି ବାରଇଲା;
29 when he set for the sea its boundary so the waters would not cross their limits, when he marked out the foundations of the earth, ପାନି ଜେନ୍ତାର୍ କି ତାର୍ ଆଦେସ୍ ଅମାନିଅ କରି ନାପାରେ, ସେଟାର୍‌ପାଇଁ ଜେଡେବଲ୍ ସେ ସମ୍‌ଦୁରର୍ ସନ୍ଦି ତିଆର୍ କଲା ଆରି ଜେବେ ଜଗତର୍ କୁନାଦି ଚିନ୍‌ କଲା;
30 then I was beside him as a master craftsman, and I was his daily delight, rejoicing before him always, ସେଡ୍‌କିବେଲେ ମୁଇଁ ତାର୍ ଲଗେ ରାଜ୍ ମେସ୍‌ତୁରି ରଇଲି; ଆରି, ମୁଇଁ ସବୁଦିନ୍ ସାଇ ସାର୍‌ଦା ଅଇ ତାର୍ ମୁଆଟେ ସବୁବେଲେ ସାର୍‌ଦା କଲି ।
31 rejoicing in his whole world, and delighting in the human family. ଆରି, ତାର୍ ପୁର୍‌ତିବି ତେଇ ସାର୍‌ଦା କଲି ଆରି ନର୍‌ ଲକ୍‌ମନର୍ ସଙ୍ଗେ ମର୍ ସାର୍‌ଦା ରଇଲା ।
32 And now, my children, listen to me: blessed are those who keep my ways. ଏଟାର୍‌ପାଇଁ ଏ ମର୍ ପିଲାମନ୍, ମୁଇ କଇବା କାତା ସୁନା, ତେବେ ଜନ୍‌ ଲକ୍‌ମନ୍ ମର୍ ବାଟେ ଇଣ୍ଡ୍‌ବାଇ, ସେମନ୍ କେଡେ କରମର୍ ଲକ୍ ।
33 Listen to instruction and be wise; do not ignore it. ସିକିଆକେ ସୁନି ଗିଆନ୍‌ ଉଆ; ଆରି, ସେଟାକେ ଅମାନିଆ କରା ନାଇଁ ।
34 Blessed is the one who listens to me, watching daily at my gates, waiting beside my doorway. ଜେ ମର୍ କାତା ସୁନ୍‌ସି ଆରି ମର୍ ଦୁଆର୍‌ ଲଗେ ସବୁବେଲେ ଜାଗି ରଇସି, ଆରି ମର୍ ଦୁଆରର୍ କାପାଟ୍‌ ଲଗେ ଗୁଆରି କର୍‌ସି, ସେ ଲକ୍ କେଡେ କରମର୍ ଲକ୍‌ ।
35 For whoever finds me finds life and receives favor from our Father. କାଇକେବଇଲେ ଜେ ମକେ ପାଇସି, ସେ ଜିବନ୍ ପାଇସି ଆରି ସବୁବେଲର୍ ମାପ୍‌ରୁର୍ ଆସିର୍‌ବାଦ୍‌ ପାଇସି ।
36 But whoever misses me harms his own soul; all who hate me love death." ମାତର୍ ଜେ ମର୍ ବିରୁଦେ ପାପ୍ କର୍‌ସି, ସେ ନିଜର୍ ଜିବନ୍‌କେ ନସ୍‌ଟ କର୍‌ସି; ଜନ୍‌ ଲକ୍‌ମନ୍ ମକେ ଗିନ୍ କଲାଇନି, ସେମନ୍ ମର୍‌ବା ବାଟ୍ କଜ୍‌ଲାଇନି ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]