Skip to content
The Believer's Library

Desiya Bible

Proverbs 7 Saa25

Show Saa25 only
Verse × ×
1 My son, keep my words, and store up my commandments within you. ଏ ମର୍ ପିଲା, ମର୍ କାତାସବୁ ପାଲନ୍ କର୍ ଆରି ମର୍ ଆଦେସ୍ ସବୁ ନିଜର୍ ମନ୍ ବିତ୍‌ରେ ମନେ ରକି ର।
2 Keep my commandments and live; guard my teaching as the apple of your eye. ମର୍ ଆଦେସ୍ ସବୁ ପାଲନ୍ କର୍, ତେବେ ତୁଇ ଜିଇସୁ ଆରି ନିଜର୍ ଆଁକି ପୁତ୍‌ଲା ପାରା ମର୍ ସିକିଆ ନାମ୍ ।
3 Bind them on your fingers; write them on the tablet of your heart. ତର୍ ସର୍‌ତେ ଆଙ୍ଗ୍‌ଟି ତେଇ ସେଟା ବାନ୍ଦ୍‌; ତର୍‌ ମନ୍ ବିତ୍‌ରର୍ ପାଟାଇ ସେଟାସବୁ ଲେକି ରକ୍‌ ।
4 Say to wisdom, "You are my sister," and call understanding your dearest friend, ଗିଆନ୍‌କେ କୁଆ “ତୁଇ ମର୍‌ ବଇନି,” ଆରି ନିମାନ୍‌ ବାବ୍‌ନାକେ ତୁଇ ମର୍ ନିଜର୍ ଲକ୍‌ ବଲି କୁଆ ।
5 to keep you from the forbidden woman, from the stranger with her smooth words. ତାର୍‌ପଚେ ସେମନ୍‌ ଅଲ୍‌ଗା ମାଇଁଜି ମନର୍‌ ତେଇଅନି, ଆରି ଚିକ୍‌ନିଆ କାତା କଇ ବୁଲ୍‌ବା ମାଇଁଜି ମନର୍‌ ତେଇଅନି ତମ୍‌କେ ରକିଆ କର୍‌ବାଇ ।
6 For at the window of my house I looked down through my lattice, ମୁଇଁ ମର୍ ଗରର୍‌ ଜର୍‌କାର୍‌ ପାର୍‌ଦା ବାଟେ ଅନି ଦେକ୍‌ତେ ରଇଲି;
7 and I saw among the naive, I noticed among the young men, a youth who lacked sense, ତାର୍‌ପଚେ ମୁଇଁ ଦେକ୍‌ଲି, ଗିଆନ୍‌ ନ ରଇଲା ଲକ୍‌ମନର୍‌ ବିତ୍‌ରେ ଆରି ଦାଙ୍ଗ୍‌ଡା ପିଲାମନର୍‌ ବିତ୍‌ରେ ଅନି ଗଟେକ୍‌ ବୁଦି ନ ରଇଲା ଦାଙ୍ଗ୍‌ଡା ପିଲାକେ ଦେକ୍‌ଲି
8 passing through the street near her corner, taking the road to her house, ସାଇ ବିତ୍‌ରେ ଜାଉଁ ଜାଉଁ ସେ ମାଇଁଜିର୍‌ ଗର୍‌ ବାଟେ ଜିବାର୍ ଦାର୍‌ଲା।
9 in the twilight, as the day faded, in the dark of night and gloom. ସେଡ୍‌କିବେଲେ ଦିନ୍ ସାରି ସଞ୍ଜ୍‌ ଅଇ ମୁଁ ଚିନା ଚିନି ଅଇ ଆନ୍ଦାର୍ ଅଇ ଆଇତେ ରଇଲା ।
10 And there a woman comes to meet him, dressed like a prostitute, with cunning in her heart. ସେଡ୍‌କି ବେଲେ ଗଟେକ୍‌ ମାଇଁଜି ତାର୍‌ ସଙ୍ଗେ ବେଟ୍‌ ଅଇବାକେ ଆଇଲା, ସେ ବେସିଆ ରୁପେ ରଇଲା ଆରି ତାର୍ ମନ୍‌ବିତ୍‌ରେ ବେସି ଚତୁର୍ ରଇଲା ।
11 She is loud and defiant; her feet will not stay at home. ସେ ବେସି ଟଣ୍ଡାଇ ଆରି ମୁଲ୍‌କେ କାତା ନ ମାନେ, ସେ ଚନେକ୍ ମିସା ଗରେ ନ ରଏ ।
12 Now in the street, now in the squares, she lurks at every corner. ସେ କେବେ କେବେ ବାଟ୍ ପାଲି ଜାଗି ରଇସି, କେବେ କେବେ ଡେଲାବାଟେ ରଇସି ଆରି କନାଡି ଜାଗାମନ୍‌କେ ଜାଗି ଲୁଚି ବସି ରଇସି ।
13 She grabs him and kisses him, and with a brazen face she says to him: ସେ ମାଇଁଜି ତାକେ ଦାରି ଚୁମ୍‌ଲା, ଆରି ଲାଜ୍‌ ସରମ୍ ନଇତେ କଇଲା
14 "I had peace offerings to bring; today I have paid my vows. ମଙ୍ଗ୍‌ଲର୍‌ ବଲି ମର୍‌ ଲଗେ ଆଚେ; ମୁଇଁ ଆଜି ମର୍ ମାନତ୍‌ କରି ରଇଲାଟା ସିଦ୍ ଅଇଲା ।
15 So I came out to meet you, to look for you eagerly, and I have found you. ସେଟାର୍‌ପାଇଁ ତକେ ମୁଇଁ ବେଟ୍ ଅଇବାକେ କଜି କଜି ଆଇଲି ଆରି ତୁଇ ମକେ ବେଟ୍ ଅଇଲୁସ୍ ।
16 I have spread my bed with coverings, with colored linens from Egypt. ମୁଇଁ ତିଆର୍ ପିଆର୍ ଅଇ ମିସରର୍‌ ଗଦି ଆରି ‌ କାବ୍‌ରା ଚିତ୍‌ରା ବସ୍‌ତର୍‌ ମର୍ କଟ୍ ତେଇ ଅଚାଇ ଆଚି ।
17 I have perfumed my bed with myrrh, aloes, and cinnamon. ଆରି, ବାସ୍‌ନା ଚିକନ୍‌, ଦୁପ୍‌ ଆରି ଦାରୁଚିନିରେ ମର୍‌ ଅଚନା ବାସ୍‌ନା କରି ଆଚି ।
18 Come, let us drink deep of love until morning; let us lose ourselves in love. ଆଉ, ଆମେ ସାକାଲ୍‌ ପାଇବା ଜାକ ମିଲାମିସା ଅଉଁ ଆରି ସାଇ ସାର୍‌ଦା ସଙ୍ଗେ ରାତି ବିତାଉଁ ।
19 For my husband is not at home; he has gone on a long journey. କାଇକେବଇଲେ ମର୍ ମୁନୁସ୍ ଗରେ ନାଇଁ, ସେ ଦୁର୍‌ ଦେସେ ବୁଲ୍‌ବାକେ ଜାଇ ଆଚେ ।
20 He took a bag of money with him and will not come home until the full moon." ସେ ମୁନେକ୍‌ ଡାବୁ ଦାରି କରି ଗାଲା ଆଚେ, ସେ ପୁର୍‌ନିମା ଅଇଲେ ବାଉଡି ଆଇବାଇ ।
21 With all her persuasive words she sways him; with her smooth lips she draws him in. ଏ ରକାମ୍‌ ସୁଆଦ୍‌ ମୁଦୁର୍ କାତା କଇ ସେ ତାର୍‌ ମନ୍‌କେ ମୁଆଁଲା, ତାର୍ ଟଣ୍ଡର୍‌ ଚିକ୍‌ନା କାତା କଇ ତାକେ ପସାଇଲା ।
22 All at once he follows her, like an ox going to the slaughter, like a deer stepping into a snare, ଜେନ୍‌ତି ଗରୁ ମର୍‌ବାକେ ଜାଇସି ସେ ରକାମ୍ ସିକ୍‌ଲି ସେଙ୍ଗେ ବାନ୍ଦା ଅଇ ରଇବା ଲକ୍ ଦଣ୍ଡ୍ ପାଇବାକେ ଜାଇସି, ସେ ରକାମ୍‌ ସେ ଦାପ୍‌ରେ ତାର୍‌ ପଚେ ପଚେ ଗାଲା ।
23 until an arrow pierces its liver; like a bird darting into a trap, he does not know it will cost him his life. ଆରି, ଜେନ୍‌ତିକି ଚଡଇ ପାନ୍ଦେ ଜିବନ୍‌ ଜାଇସି ବଲି ନାଜାନି ତେଇ ଲାଗ୍‌ବାକେ ଦାପ୍‌ରେ ଜାଇସି, ସେ ରକାମ୍ ସାରାସାରି ବେଲେ ତାର୍‌ କଲଜ୍ ଲଗେ କାଣ୍ଡ୍‌ ବିନ୍ଦ୍‌ଲା ପାରା ବୁସି ଅଇସି ।
24 Now then, my sons, listen to me, and pay attention to what I say. ତେବେ ଏ ମର୍‌ ପିଲାମନ୍‌, ମର୍‌ କାତା ସୁନା ଆରି ମର୍‌ ଟଣ୍ଡର୍‌ କଇବା କାତାକେ ମନ୍‌ ଦିଆନ୍ ଦିଆସ୍ ।
25 Do not let your heart turn aside to her ways; do not wander into her paths. ତମର୍‌ ମନ୍‌ ତାର୍‌ ବାଟେ ନ ଜାଅ, ତମେ ତାର୍‌ ବାଟେ ଜାଆ ନାଇଁ ।
26 For she has brought down many victims; her slain are a mighty multitude. କାଇକେବଇଲେ ସେ ବେସି ଲକ୍‌ମନ୍‌କେ ପାନ୍ଦେ ପସାଇ ଆଚେ, ଅଁ ତାର୍‌ ଲାଗି ବଲିକରି କେତେକ୍ ଲକ୍‌ମନ୍ ମରିଜାଇ ଆଚତ୍ ଏଜ୍‌ଲେ ଏଜି ନଏଁ ।
27 Her house is the road to the grave, going down to the chambers of death. ତାର୍‌ ଗର୍‌ ପାତାଲେ ଜିବା ବାଟ୍‌, ଜନ୍‌ଟା କି ମରନର୍ ଗରେ ନେଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]