Skip to content
The Believer's Library

Desiya Bible

Proverbs 6 Saa25

Show Saa25 only
Verse × ×
1 My son, if you have put up security for your neighbor, if you have shaken hands in pledge for a stranger, ଏ ମର୍ ପିଲା, ଜଦି ତୁଇ ସାଇପଡିସାର୍ ଲକ୍‌ମନର୍ ସଙ୍ଗେ ଲାଗାଜଡା କର୍‌ତେ ରଇସୁ, ଜଦି ବିନ୍‌ ଲକର୍ ପାଇଁ ଦାଇ ଅଇ ରଇସୁ,
2 you have been snared by the words of your mouth, caught by the words of your mouth. ତେବେ ତୁଇ ନିଜର୍ କାତା ବାର୍‌ତା ଅଇବା ତେଇ ପାନ୍ଦେ ଦାରା ପଡି ଆଚୁସ୍‌ ଆରି ତର୍ କଇବା କାତା ଟାନେ ଅନି ଜାନା ପଡ୍‌ଲାନି ।
3 Then do this, my son, and free yourself, for you are now at your neighbor's mercy: go, humble yourself, and plead with your neighbor. ଏ ମର୍‌ପିଲା, ତୁଇ ଏ କାମ୍ କର୍, ନିଜ୍‌କେ ରକିଆ କର୍; କାଇକେବଇଲେ ତୁଇ ତର୍ ସାଙ୍ଗର୍ ଆତେ ଦାରା ପଡି ଆଚୁସ୍; ଜା, ନିଜେ ଦରମ୍ ଅଇ କରି ଉଦାର୍ ପାଇବାକେ ନିଜର୍ ସାଇର୍ ଲକ୍‌କେ ତର୍‌କେ ତର୍ ବାବୁଜିଆ କର୍ ।
4 Give no sleep to your eyes, no slumber to your eyelids. ତୁଇ ତର୍ ଆଁକି କେ ନିଦ୍ କର୍‌ବାକେ ଦେସ୍ ନାଇଁ, କି ତର୍ ଆଁକି ମାଟାକେ ଗୁନ୍‌ବାକେ ଦେସ୍‌ନାଇଁ ।
5 Free yourself like a gazelle from the hand, like a bird from the hand of the trapper. ନିଜ୍‌କେ କଟ୍‌ରା ପାରା ବାନୁଆର୍ ଆତେଅନି, ଚଡଇ ପାରା ଜାଲିଆର୍ ଆତେଅନି ରକିଆ କର୍ ।
6 Go to the ant, you sluggard; consider her ways and be wise. ଏ ଅଲ୍‌ସୁଆ, ତୁଇ ଚାଟିମନର୍ ଲଗେ ଜା, ତାର୍ କାମ୍‌କେ ବାବିଦେକ୍ ଆରି ଗିଆନି ଅ ।
7 Without having any chief, officer, or ruler, ତାର୍ ବିଚାର୍ କର୍‌ତା କି ମୁକିଆ କି ରାଜା ନ ରଇଲେ ମିସା କେ ନ ସିକାଇଲେ ମିସା ସେ ନିଜେସେ ଜାନିକରି ଜେଟ୍‌ବେଲେ ନିଜର୍ ପାଇଁ କାଦି ଟୁଲିଆଇସି,
8 she prepares her bread in summer and gathers her food in harvest. ଆରି, ପସଲ୍ ସମଇରେ କାଦି ଟୁଲିଆଇସି ।
9 How long will you lie there, sluggard? When will you arise from your sleep? ଏ ଅଲ୍‌ସୁଆ, ତୁଇ କେତେ ଦିନ୍‌ ସଇ ରଇସୁ ? ତୁଇ କେଡେ ବେଲେ ନିଦ୍‌ରା ବାଙ୍ଗି ଉଟ୍‌ସୁ ?
10 A little sleep, a little slumber, a little folding of the hands to rest, ଆରି ଚନେକ୍‌ ସଇଲେ, ଆରି ଚନେକ୍ ଗୁନ୍‌ଲେ, ଆରି ଚନେକ୍ ସଇବାକେ ଆତ୍‌ଗଡ୍ ବାଙ୍ଗ୍ ମଡ୍ ଅଇଲେ,
11 and poverty will come upon you like a robber, and scarcity like an armed man. ତମର୍ କାକୁର୍‌ତି ଚର୍ ପାରା ଅଇକରି ଆଇସି, ଆରି, ତର୍ କାକୁର୍‌ତିଆକେ ଆଡ୍‌ବା ଅଦ୍‌ନା ପାରା ତିଆର୍ ଅଇଲା ଲକ୍ ପାରା ଅଇ ଆଇସି ।
12 A worthless person, a wicked man, goes about with crooked speech, କାରାପ୍‌ କାମ୍ କର୍‌ବା ଲକ୍; ଅନିଆଇ କର୍‌ବା ଲକ୍; ମୁଉଁକେ ବୁଲାଇକରି ଇଣ୍ଡ୍‌ସି;
13 winks with his eyes, signals with his feet, points with his fingers, ସେ ଆଁକି ମାର୍‌ସି, ସେ ଗଡ୍ ରମନ୍ଦ୍‌ସି, ସେ ଆଙ୍ଗ୍‌ଟି ଦେକାଇସି।
14 with perverted heart he devises evil, continually sowing discord; ତାର୍ ମନ୍‌ବିତ୍‌ରେ କୁଟ୍ ରଇସି, ସେ ସବୁବେଲେ ଲକ୍‌ମନ୍‌କେ ଅନିଆୟ୍ କର୍‌ବାକେ ଚିନ୍‌ତା କର୍‌ସି; ସେ କିରମାର କରାଇସି ।
15 therefore calamity will come upon him suddenly; in a moment he will be broken beyond healing. ତେବେ ତାକେ ଅଟାତ୍ ବିପଦ୍ ଗଟ୍‌ସି, ଆରି, ସେ କାଇ ଦଣ୍ଡ୍ ଟାନେ ଅନି ମିସା ଉଦାର୍ ପାଇ ନାପାରେ।
16 There are six things our Father hates, seven that are detestable to him: ଚଅଟା ବିସଇକେ ସବୁବେଲର୍ ମାପ୍‌ରୁ ଗିନ୍ କର୍‌ସି; ସାତ୍‌ଟା କାତାକେ ମିସା ସେ ଗିନ୍‌ କର୍‌ସି ।
17 haughty eyes, a lying tongue, and hands that shed innocent blood, ଆଁକ୍‌ରିଆ ଲକର୍ ଆଁକି, ମିଚ୍ କଇବା ଲକର୍ ଜିବ୍ ଆରି ବିନା ଦସ୍‌ କରି ରଇବା ଲକ୍‌କେ ମାର୍‌ବା ଲକର୍ ଆତ୍‌;
18 a heart that devises wicked plans, feet that hurry to run to evil, କାରାପ୍‌ ଚିନ୍‌ତା କର୍‌ବା ଲକର୍ ମନ୍, କାରାପ୍ କାମ୍ କର୍‌ବାକେ ପାଲାଇବା ଲକର୍‌ ଗଡ୍‌;
19 a false witness who breathes out lies, and one who sows discord among brothers. ମିଚ୍ ସାକି ଜେ କି ମିଚ୍ କଇସି ଆରି ଜେ ବାଇମନର୍ ବିତ୍‌ରେ କିରମାର କରାଇସି ।
20 My son, keep your father's commandment, and do not forsake your mother's teaching. ଏ ମର୍ ପିଲା, ତୁଇ ତର୍ ବାବା କଇଲା କାତାକେ ପାଲନ୍ କର୍, ଆରି, ତର୍ ଆୟାର୍‌ ସିକିଆକେ ପାସ୍‌ରି ଦେସ୍‌ନାଇଁ ।
21 Bind them on your heart always; tie them around your neck. ସେଟା ସବୁବେଲେ ତର୍ ମନ୍ ବିତ୍‌ରେ ରଅ, ନିଜର୍ ଗାଲାଇ ପିନ୍ଦା ।
22 When you walk, they will lead you; when you lie down, they will watch over you; and when you awake, they will talk with you. ତୁଇ ଇଣ୍ଡ୍‌ଲା ବେଲେ ସେଟା ତକେ ବାଟ୍‌ ଦେକାଇସି, ଆରି ସଇଲା ବେଲେ ସେଟା ତକେ ଜାଗୁଆଲ୍ ଅଇସି; ଜାଗ୍‌ବାବେଲେ ସେଟା ତମର୍ ସଙ୍ଗ୍ କାତାବାର୍‌ତା ଅଇସି ।
23 For the commandment is a lamp and the teaching a light, and the reproofs of discipline are the way of life, କାଇକେବଇଲେ ସେ ଆଦେସ୍‌ ଅଇଲାନି ବତି ଆରି ସେ ସିକିଆ ଉଜଲ୍ ଆରି ସିକିଆ ପାଇବାଟା ଅଇଲାନି ଜିବନର୍ ଗଟେକ୍ ବାଟ୍;
24 to keep you from the evil woman, from the smooth tongue of the adulteress. ସେ ତକେ ଦୁସ୍‌ଟ ମାଇଁଜିର୍ ଲଗେଅନି ଆରି ବିନ୍ ମାଇଁଜିର୍ ଜିବର୍ ଚଣ୍ଡିକାତା କଇବା ଟାନେ ଅନି ରକିଆ କର୍‌ସି ।
25 Do not desire her beauty in your heart, and do not let her capture you with her eyelashes; ତୁଇ ତାର୍ ସୁନ୍ଦର୍‌କେ ଦେକିକରି ଲାଲାଇ ଅ ନାଇଁ ; ତାର୍ ଚାଆନିରେ ତୁଇ ପସି ଜାଆନାଇଁ ।
26 for the price of a prostitute is only a loaf of bread, but a married woman hunts down a precious life. କାଇକେବଇଲେ ଦାରି କାମର୍ ପାଇଁ ଅରନ୍ ପାନି ଅବାବ୍ ଅଇସି, ଆରି ଦାରି ମାଇଁଜି ଲକ୍‌ମନର୍ ବେସି ମୁଲିଅର୍ ଜିବନ୍‌କେ ପସାଇବାକେ ଉପାଇ କର୍‌ସି ।
27 Can a man carry fire next to his chest and his clothes not be burned? କେ ଜଦି କେବେ ନିଜର୍ ବୁକେ ଜୟ୍ ସଙ୍ଗଇଲେ, ତେବେ କାଇ ତାର୍ ବସ୍‌ତର୍ ପଡି ନ ଜାଏ ?
28 Or can one walk on hot coals and his feet not be scorched? ଆରି କେ କେବେ ଲାଗ୍‌ବା ଇଙ୍ଗ୍‌ରା ଉପ୍‌ରେ ଇଣ୍ଡ୍‌ସି, ତେବେ ତାର୍ ପାଦେ କାୟ୍ ପକା ନ ଅଏ କି ?
29 So is he who sleeps with his neighbor's wife; none who touches her will go unpunished. ବିନ୍ ମାଇଁଜି ମନର୍‌ ସଙ୍ଗେ ଜନ୍‌ ଲକ୍ ଜାଇ ସୁଆବସା କର୍‌ସି, ସେ ସେ ରକାମ୍‌; ଜେ ତାକେ ଚିଇସି, ସେ ଡଣ୍ଡ୍ ପାଇସି ।
30 People do not despise a thief if he steals to satisfy his appetite when he is hungry, ଚର୍ ବୁକ୍‌ଲାଗ୍‌ଲାନି ବଲିକରି ଜିବନ୍ ବଞ୍ଚାଇବାକେ ଜଦି ଚର୍‌ସି, ତେବେ ଲକ୍‌ମନ୍ ତାକେ ଗିନ୍ ନ କରତ୍ ।
31 but if he is caught, he will pay sevenfold; he will give all the goods of his house. ମାତର୍ ସେ ଦାରା ପଡ୍‌ଲେ, ତାକେ ସାତ୍ ଗୁନ୍ ବାଉଡାଇ ଦେବାକେ ପଡ୍‌ସି; ନଇଲେ ତାର୍ ଗରର୍ ସବୁଜାକ ତାକେ ଦେବାକେ ପଡ୍‌ସି ।
32 He who commits adultery lacks sense; he who does it destroys himself. ଜନ୍ ମୁନୁସ୍ ନିଜର୍ ମାଇଁଜିକେ ଚାଡିକରି ଅଲ୍‌ଗା ମାଇଁଜି ମନର୍ ଲଗେ ଜାଇସି ସେ ବେସି କାରାପ୍‌ ଲକ୍; ସେ ନିଜର୍ ଜିବନ୍‌କେ ନସ୍‌ଟ କର୍‌ସି ।
33 He will get wounds and dishonor, and his disgrace will not be wiped away. ସେ କସ୍‌ଟ ଆରି ଲାଜ୍ ପାଇସି; ଆରି, ତାର୍ ଦସ୍ କେବେ ମିସା ନ ଲୁଚେ ।
34 For jealousy makes a man furious, and he will show no mercy in the day of vengeance. କାଇକେବଇଲେ ମାଇଁଜିର୍‌ ପାଇଁ ଇସାତଲା ଅଇଲେ ବେସି ରିସା ଅଇସି; ସେ ରିସା ଅଇଗାଲା ବଇଲେ କେବେ ମିସା କେମା ନ କରେ ।
35 He will accept no compensation; he will refuse no matter how large the bribe. ସେ କେତେକ୍ ବାବୁଜିଆ କଲେ ମିସା ରାଜି ନ ଅଏ; କି ତକେ ବେସି ଲାଚଁ ଦେବି ବଲି କଇଲେ ମିସା ସେ ନ ମାନେ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]