Skip to content
The Believer's Library

Desiya Bible

Proverbs 5 Saa25

Show Saa25 only
Verse × ×
1 My son, pay attention to my wisdom; listen closely to my understanding, ଏ ମର୍ ପିଲା, ମୁଇ କଇବା ଗିଆନ୍‌ କାତାକେ ମନ୍‌ ଦିଆନ୍ ଦେସ୍‌, ମୁଇ କଇବା ବୁଦିର୍‌ କାତାକେ କାନ୍ ଡେରି କରି ସୁନ୍,
2 so that you may guard discretion and your lips may preserve knowledge. ଜେନ୍‌ତିକି ତୁଇ ପିଆସ୍ ଅଇଲାଟା ରକିଆ କରି ପାରୁସ୍‌, ଆରି ତମର୍ ଟଣ୍ଡ୍ ବୁଦି ଗିଆନର୍ କାତା କଇ ପାର୍‌ସି ।
3 For the lips of the forbidden woman drip honey, and her mouth is smoother than oil, କାଇକେବଇଲେ ପାଦ୍‌ରି ମାଇଜିମନ୍ ସୁଆଦ୍ ମୁଦୁର୍ କାତା କଇବାଇ, ତାର୍ ମୁଁ ଚିକ୍‌ ଚିକି ଜାଇତେ ରଇସି ।
4 but in the end she is bitter as poison, sharp as a double-edged sword. ମାତର୍ ତାର୍ ସାରାସାରି ଦସା ପିତା ଗଚର୍ ରସ୍‌ପାରା, ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ପାରା ତିପ୍ ତିପା।
5 Her feet go down to death; her steps take hold of the grave. ସେ ମରନ୍‌ ବାଟେ ଜାଇସି; ତାର୍ ପାଦ୍ ସିଦା ମସ୍‌ନେ ସେ ଅଦର୍‌ସି;
6 She gives no thought to the path of life; her ways wander, and she does not know it. ସେଟାର୍‌ପାଇଁ ସେ ତାର୍ ଜିବ୍‌ନେ ନିକ ବାଟ୍ ନ ମିଲେ; ସେ କେନେ ଗାଲେ ମିସା ଉପ୍‌ରେ ଉପ୍‌ରେ ଅଇସି, ମାତର୍ ସେ ସେଟା ନାଜାନେ।
7 And now, my sons, listen to me, and do not turn away from the words of my mouth. ସେଟାର୍‌ପାଇଁ ଏ ମର୍ ପିଲାମନ୍, ମର୍ କାତାକେ ସୁନା ଆରି ମର୍‌ କଇଲା ବାକିଅକେ ପାସ୍‌ରି ଜାଆ ନାଇଁ ।
8 Keep your way far from her, and do not go near the door of her house, ବିନ୍ ମାଇଁଜି ମନର୍ ଟାନେ ଅନି ତମେ ଦୁରିକେ ରୁଆ ଆରି ତାର୍ ଗରର୍ ଦୁଆରେ କି ଗରେ ଜାଆ ନାଇଁ ।
9 lest you give your honor to others and your years to one who is cruel, କେଜାନେ ଅଲ୍‌ଗା ଲକ୍‌ମନ୍ ତମର୍ ଇଜତ୍‌ ଜିକ୍‌ବାଇ ଆରି ବେଣ୍ଡିଆ ବେଲେ ମୁର୍‌କ ଲକ୍‌ମନ୍ ତକେ ମର୍‌ତେ ମାର୍‌ବାଇ ।
10 lest strangers take their fill of your strength, and your hard-earned labors go to the house of a foreigner, କେଜାନେ ଚିନା ଜାନା ନଇଲା ଲକ୍‌ମନ୍ ତମର୍ ବପୁ ସଙ୍ଗେ ମିସ୍‌ବାଇ ଆରି ତମର୍ ଅରଜ୍‌ଲା ଦନ୍‌କେ ବିନ୍‌ ଦେସ୍‌ମନର୍ ଗରେ ସଙ୍ଗଇବାଇ;
11 and at your end you groan, when your flesh and body are consumed, ଆରି ତର୍ ବଇସ୍ ସାରି ଆଇବା ସମୟ୍‌ରେ ତର୍ ମାଉସ୍ ଆରି ଗାଗଡ୍‌ ନସ୍‌ଟ ଅଇ ଆଇସି, ତୁଇ କେଜାନେ କାନ୍ଦ୍‌ସୁ,
12 and you say, "How I hated discipline, and my heart despised correction! ଆରି କଇସୁ, ମୁଇ ସିକିଆ କେନ୍‌ତି ଗିନ୍‌ କଲି! ଆରି, ମର୍ ମନ୍ ନିମାନ୍ କାତାକେ କେନ୍‌ତି ସୁନେ ନାଇଁ !
13 I did not listen to the voice of my teachers or heed my instructors. ମୁଇଁ ମର୍ ମାସଟର୍ ମନର୍ କାତା ନ ମାନ୍‌ଲି ଆରି ଜନ୍‌ଲକ୍‌ ମନ୍ ମକେ ସିକିଆ ଦେଲାଇ, ସେମନର୍ କାତାକେ ମୁଇଁ ନ ସୁନ୍‌ଲି,
14 I was at the brink of utter ruin in the midst of the assembled congregation." ମୁଇଁ କୁଟୁମ୍‌ ଆରି ମଣ୍ଡଲିର୍‌ ସବୁ ରକାମ୍‌ ଟାନେ ଅରିଆନ୍‌ରେ ପଡ୍‌ଲି ।
15 Drink water from your own cistern, flowing water from your own well. ତୁଇ ନିଜର୍ ଆଣ୍ଡିର୍ ପାନି କା, ଆରି ନିଜର୍ କୁଇଁ କାଲର୍ ପାନି କା ।
16 Should your springs overflow in the streets, your streams of water in the public squares? ତର୍ ଜର୍‌ନା ପାନି କାଇ ବାଆରେ ଏନେ ତେନେ ବିଚି ଅଇସି ? ଆରି ରାଜାର୍ ଡାଣ୍ଡ୍‌ବାଟେ କାଇ ଗାଡ୍ ବଇ ଜାଇସି ?
17 Let them be yours alone, and not shared with strangers. ସେଟା ମାତର୍ ତର୍‌ଟା ଅଅ, ତମର୍ ଅଚିନା ଲକ୍‌ମନ୍‌କେ ନ ଅ ।
18 May your fountain be blessed, and rejoice in the wife of your youth, ତମର୍ ଜର୍‌ନା ପାନି ଦନିଅ ଅ, ଆରି, ତୁଇ ଦାଙ୍ଗ୍‌ଡା ବେଲେ ବିବା ଅଇଲା ମାଇଜିର୍ ସଙ୍ଗେ ସାର୍‌ଦା କର୍ ।
19 a loving doe, a graceful deer. May her love satisfy you always; may you be captivated continually by her love. ଆଲାଦର୍‌ ସୁନ୍ଦର୍ ଡଙ୍ଗରର୍ କଟ୍‌ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍‌ତି କର; ଆରି, ତାର୍ ଆଲାଦ୍‌ରେ ତୁଇ ସବୁବେଲେ ଲାଲାଇ ଅଇ ରଅ ।
20 Why then, my son, should you be captivated by a forbidden woman and embrace another man's wife? ଏ ମର୍ ପିଲା, ଅଲ୍‌ଗା ମାଇଁଜି ମନ୍‌କେ ତୁଇ କାଇକେ ଲାଲ୍‌ସା କଲୁସ୍‌ନି ? ଆରି ଅଲ୍‌ଗା ମାଇଁଜିର୍ ପାନ୍ଦେ ତୁଇ କାଇକେ ପଡ୍‌ସୁ ?
21 For a man's ways are before the eyes of our Father, and he examines all the man's paths. କାଇକେବଇଲେ ନର୍‌ଲକ୍ କାଇଟା କଲାନି କାଇଟା ନାଇଁ ସେଟା ସବୁବେଲର୍ ମାପ୍‌ରୁ ଦେକ୍‌ଲାନି ଆରି ସେ ତାର୍‌ ସବୁ ବାଟ୍ ସମାନ୍ କର୍‌ସି ।
22 The wicked are caught by their own wrongdoing and held fast in the cords of their sin. ଦୁସ୍‌ଟ ଲକର୍ ଅପ୍‌ରାଦ୍ ନିଜର୍‌ଟା ନିଜ୍‌କେ ଦାର୍‌ସି, ସେ ନିଜେ ପାପ୍‌ କଲା ପାନ୍ଦେ ପଡ୍‌ସି ।
23 He will die for lack of discipline, and he will go astray because of his great foolishness. ସେ ବୁଦି ଗିଆନ୍ ନ ସିକି କରି ମରି ଜାଇସି, ଆରି ନିଜର୍ କାରାପ୍ ବୁଦିର୍ ଲାଗି ନସ୍‌ଟ ଅଇ ଜାଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]