Skip to content
The Believer's Library

Desiya Bible

Proverbs 4 Saa25

Show Saa25 only
Verse × ×
1 Listen, my children, to a father's instruction; pay attention, and gain understanding. ଏ ମର୍ ପିଲାମନ୍, ବାବାର୍ ସିକିଆକେ ମାନା ଆରି ନିମାନ୍ କାତା କଇବାଟାକେ ମନ୍‌ଦିଆନ୍ ଦିଆସ୍‌,
2 I am giving you sound teaching, so do not abandon my instruction. କାଇକେବଇଲେ ମୁଇଁ ତମ୍‌କେ ନିମାନ୍ ସିକିଆ ଦେଲିନି, ମର୍ ଆଦେସ୍‌କେ ପାସ୍‌ରା ନାଇଁ।
3 For I too was a son to my father, tender and the only beloved of my mother. ମୁଇଁ ତର୍ ବାବାର୍ ପିଲା ରଇଲି, ଆରି, ଆୟାର୍‌ ଆଁକି ତେଇ କଅଁଲା ଆରି ଲାଡର୍‌ ପିଲା ରଇଲି ।
4 He taught me and said, "Let your heart hold on to my words; keep my commands and you will live. ବାବା ମକେ ସିକିଆ ଦେଇ କଇଲା, ତୁଇ ମର୍ କଇଲା କାତାକେ ସବୁବେଲେ ଏତାଆ, ଆରି ମର୍ ଆଦେସ୍‌ ସବୁ ପାଲନ୍ କରା, ତେବେ ତମେ ନିକ ସଙ୍ଗେ ଜିଇସା ।
5 Get wisdom, get understanding; do not forget, and do not turn away from the words of my mouth. ଗିଆନ୍ ଅର୍‌ଜନ୍ କରା, ନିକ ବିଚାର୍ କରା, ସେଟା ପାସର୍‌ ନାଇଁ, ଆରି, ମୁଇଁ କଇ ରଇବା ବାକିଅକେ ଅମାନିଆଁ କରା ନାଇଁ ।
6 Do not forsake her, and she will protect you; love her, and she will watch over you. ତାକେ ଚାଡା ନାଇଁ; ତାର୍‌ପଚେ ସେ ତମ୍‌କେ ପାଲନ୍‌ କର୍‌ସି; ତାକେ ଲାଡ୍‌ କରା, ତାର୍‌ପଚେ ସେ ତମ୍‌କେ ରକିଆ କର୍‌ସି ।
7 The beginning of wisdom is this: get wisdom; and with all you acquire, get understanding. ଗିଆନ୍ ଅଇଲାନି ସବୁଟାନେ ଅନି ବଡ୍, ସେଟାର୍‌ପାଇଁ ଗିଆନ୍ ସିକା, ଆରି, ତମର୍ ସବୁ ମୁଲିଅ ତେଇଅନି ନିମାନ୍ ବାବ୍‌ନା ଅଦିକ୍ ମୁଲିଅ ।
8 Cherish her, and she will lift you high; embrace her, and she will bring you honor. ତାକେ ବସ୍‌ତର୍ ପାରା ପିନ୍ଦା, ସେ ତମ୍‌କେ ସାଉକାର୍ କର୍‌ସି; ତାର୍ ସଙ୍ଗେ ଆଲାଦ୍ ସଙ୍ଗେ ରଇଲେ, ସେ ତର୍ ନାଉଁକେ ଡାକ୍‌ପୁଟା କର୍‌ସି ।
9 She will set a garland of grace on your head; she will present you with a crown of glory." ସେ ତମର୍ ମୁଣ୍ଡେ ଆସିର୍‌ବାଦର୍ ମୁକୁଟ୍ ପିନ୍ଦାଇସି; ସେ ତମ୍‌କେ ସୁନ୍ଦର୍‌ ରଇଲା ମୁକୁଟ୍ ଦେଇସି ।
10 Listen, my son, and receive my words, and the years of your life will be many. ଏ ମର୍ ପିଲା, ସୁନ୍, ମର୍ କାତା ଦାର୍; ସେନ୍ତାର୍ ଆଲେ ତର୍ ଆୟୁସ୍ ବଡ୍‌ସି ।
11 I have taught you the way of wisdom; I have led you along straight paths. ମୁଇଁ ତକେ ଗିଆନର୍ ବାଟେ ଇଣ୍ଡ୍‌ବାକେ ସିକିଆ ଦେଲିନି, ମୁଇଁ ତକେ ସତ୍‌ବାଟେ ଇଣ୍ଡ୍‌ବା ବିସୟରେ ସିକାଇଲିନି ।
12 When you walk, your steps will not be held back; and when you run, you will not stumble. ତମେ ଇଣ୍ଡ୍‌ବା ବେଲେ କାଇ ଦୁକ୍ କସ୍‌ଟ ନ ଆସେ, ଆରି, ପାଲାଇବା ବେଲେ ତମେ ଜୁଟିଆଇ ନ ଉଆସ୍‌ ।
13 Hold on to instruction, do not let go; guard her, for she is your life. ମର୍‌ ସିକିଆକେ ମନେ ରକି ରୁଆ; ସେଟାକେ ପାସ୍‌ରି ଜାଆ ନାଇଁ; ସେଟାକେ ମାନା; କାଇକେବଇଲେ ସେଟା ଆକା ତମର୍ ଜିବନ୍ ।
14 Do not set foot on the path of the wicked, and do not walk in the way of evildoers. କାରାପ୍ ବାଟ୍ ବାଟେ ଜାଆ ନାଇଁ ଆରି ପାପ୍‌ ଲକ୍‌ମନର୍‌ ବାଟ୍ ବାଟେ ଇଣ୍ଡା ନାଇଁ ।
15 Avoid it, do not travel on it; turn away from it and pass on by. ସେଟାକେ ପାସ୍‌ରି ଜାଆ, ଆରି ସେ ବାଟ୍ ଦେଇ କରି ମିସା ଜାଆ ନାଇଁ; ସେ ବାଟ୍ ଚାଡିଦେଇ ବିନ୍‌ ବାଟେ ଜାଆ ।
16 For they cannot sleep unless they do wrong; they are robbed of rest unless they make someone stumble. କାଇକେବଇଲେ କାରାପ୍ କାମ୍ ନ କଲେ ସେମନ୍‌ ନ ସଅତ୍‌, ଆରି କାକେ ଅନିସ୍‌ଟ ନ କଲେ ସେମନ୍‌କେ ଗୁନ୍ ନ ଆସେ ।
17 They feed on the bread of wickedness and drink the wine of violence. କାଇକେବଇଲେ ସେମନ୍‌ ଦୁସ୍‌ଟ କାମ୍ କର୍‌ବା କାଦି କାଇତେ ରଇବାଇ; ଆରି କାରାପ୍‌ କର୍‌ବା ଅଙ୍ଗୁର୍ ରସ୍ ସେମନ୍ କାଇବାଇ ।
18 But the path of the righteous is like the light of dawn, shining brighter and brighter until the full light of day. ମାତର୍ ଦରମ୍‌ ଲକର୍‌ ବାଟ୍ ସାକାଲିଆର୍‌ ଉଜଲ୍ ରକାମ୍, ଜନ୍‌ଟାକି ମଇଦାନ୍ ଜାକ ଅଦିକ୍‌ ଅଦିକ୍‌ ଉଜଲ୍ ଅଇସି ।
19 The way of the wicked is like deep darkness; they do not know what makes them stumble. ମାତର୍ ଦୁସ୍‌ଟମନର୍ ବାଟ୍ ଆନ୍ଦାର୍‌ ପାରା; ସେମନ୍‌ କନ୍ତେଇ ମିସା ଜୁଟ୍‌ଆଇ ଅଇ ଅଦର୍‌ବାଇ, ସେଟା ସେମନ୍ ନାଜାନତ୍ ।
20 My son, pay attention to my words; listen closely to my sayings. ଏ ମର୍ ପିଲା, ମର୍ କାତାକେ ମନ୍‌ ଦିଆନ୍ ଦେସ୍‌; ମୁଇ କଇବା କାତାକେ କାନ୍ ଡେରି ସୁନ୍‌ ।
21 Never lose sight of them; keep them deep within your heart. ସେଟା ତମର୍ ଆଁକି ଟାନେ ରଅ; ସେଟା ତମର୍ ମନ୍ ବିତ୍‌ରେ ଜତନ୍ କରି ସଙ୍ଗଇ ରୁଆ ।
22 For they are life to those who find them, and healing to their whole body. କାଇକେବଇଲେ ସେଟା ଜନ୍‌ ଲକ୍‌ମନ୍‌ ପାଇବାଇ, ସେମନର୍ ପାଇଁ ସେଟା ଜିବନ୍ ଆରି ସବୁ ତମର୍ ଗାଗଡ୍‌ ନିମାନ୍ ରଇସି।
23 Above all else, guard your heart, for everything you do flows from it. ତମର୍ ମନ୍‌କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ ।
24 Keep crooked speech from your mouth, and keep deceitful lips far from you. ତମେ କୁଟ୍‌ କାତା କଇବାଟା ଚାଡି ଦିଆସ୍, ଆରି ପାଲ୍‌ତୁ କାତା କଇବାଟା ଚାଡି ଦିଆସ୍ ।
25 Let your eyes look straight ahead; fix your gaze directly before you. ତମର୍ ଆଁକି ଆଗ୍‌ତୁ ଦେକ୍‌ ଆରି ତମର୍ ଆକିମାଟା ସଲ୍‌କେ ଦେକ୍‌ ।
26 Give careful thought to the path for your feet, and all your ways will be secure. ତମେ ନିଜର୍ ପାଦ୍ ସିଦା କରି ମାଣ୍ଡା ଆରି ତମର୍ ସବୁ ବାଟ୍ ନିକ ଅଅ ।
27 Do not turn to the right or the left; keep your foot away from evil. ଉଜା ବାଟେ କି ଡେବ୍‌ରି ବାଟେ ଜାଆ ନାଇଁ, ଆରି ତମର୍ ପାଦ୍ କାରାପ୍ ତେଇ ଅନି ଦୁରିକେ ରଅ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]