Skip to content
The Believer's Library

Desiya Bible

Proverbs 3 Saa25

Show Saa25 only
Verse × ×
1 My son, do not forget my teaching, but let your heart keep my commandments, ଏ ମର୍ ପିଲା, ତୁଇ ମର୍ ସିକିଆକେ ପାସର୍ ନାଇଁ; ମାତର୍ ତମର୍ ମନ୍ ମର୍ ଆଦେସ୍ ସବୁ ପାଲନ୍ କର ।
2 for they will add length of days and years of life and peace to you. କାଇକେବଇଲେ ସେ ଅନୁସାରେ ଆୟୁସ୍ ବଡ୍‌ସି ଆରି ସବୁ ଦିନର୍ ପାଇଁ ଜିବନର୍ ସାନ୍ତି ବଡ୍‌ସି ।
3 Do not let covenant love and faithfulness leave you; bind them around your neck, write them on the tablet of your heart. ଦୟା ଆରି ସତ୍‌ ତମ୍‌କେ ଚାଡି ନ ଦେଅ; ନିଜର୍ କଁଟେ ମିସ୍‌ତେ ବାନ୍ଦା ଆରି ନିଜର୍ ମନର୍‌ ପାଟା ଲଗେ ଲେକା ।
4 So you will find favor and a good reputation with our Father and with people. ସେନ୍‌ତି କଲେ, ତମେ ପର୍‌ମେସରର୍ ଆରି ନର୍‌ଲକର୍ ଆଁକି ଲଗେ ଅନି ଆସିର୍‌ବାଦ୍‌ ପାଇସା ଆରି ନିମାନ୍‌ ବିଚାର୍ କର୍‌ସା ।
5 Trust in our Father with all your heart, and do not lean on your own understanding. ତମେ ମନ୍‌ପରାନ୍ ଦେଇ ସବୁବେଲର୍ ମାପ୍‌ରୁର୍ ଲଗେ ବିସ୍‌ବାସ୍ କରା ଆରି ନିଜର୍ ବୁଦି ସଙ୍ଗ୍‌ କରା ନାଇଁ ।
6 In all your ways know him, and he will make your paths straight. ତମେ ଜେନେ ଗାଲେ ମିସା ତାକେ ମନେ ଏତାଆ; ତାର୍‌ପଚେ ସେ ତମର୍ ଇଣ୍ଡ୍‌ବା ବାଟ୍‌ ସଲକ୍‌ କର୍‌ସି ।
7 Do not be wise in your own eyes; fear our Father, and turn away from evil. ତମେ ନିଜେ ନିଜେ ଗିଆନି ଉଆ ନାଇଁ; ସବୁବେଲର୍ ମାପ୍‌ରୁକେ ଡରା ଆରି କାରାପ୍ ଲଗେ ଅନି ଦୁରିକେ ରୁଆ ।
8 This will bring healing to your body and refreshment to your bones. ସେଟା କଲେ ତମର୍ ଗାଗଡର୍ ପାଇଁ ନିକ ଅଇସି ଆରି ଆଡର୍ ପାଇଁ ରସ୍ ପାରା ଅଇସି ।
9 Honor our Father with your wealth and with the firstfruits of all your produce, ତମେ ତମର୍ ଦନ୍ ଆରି ସବୁ ପର୍‌ତୁମ୍ ପଲ୍‌ଲା ପଲ୍‌ ସବୁବେଲର୍‌ ମାପ୍‌ରୁକେ ଦେଇ ଆଲାଦ୍‌ କରା ।
10 then your barns will be filled with plenty, and your vats will overflow with new wine. ତାର୍‌ପଚେ ତମର୍ ବଣ୍ଡାର୍ ଗରେ ବେସି ଦନ୍‌ସଁପତି ଅଇସି ଆରି ତମର୍ ଅଙ୍ଗୁର୍ କୁଣ୍ଡେ ନୁଆ ଅଙ୍ଗୁର୍ ରସ୍ ପୁରୁନ୍ ଅଇ ଉଚ୍‌ଲି ଜାଇସି ।
11 My son, do not despise the discipline of our Father or be weary of his correction, ଏ ମର୍ ପିଲା, ସବୁବେଲର୍ ମାପ୍‌ରୁର୍ ସାସନ୍‌କେ ପାସର୍ ନାଇଁ ଆରି ତାର୍ ସାସନ୍‌ରେ ଅମାନିଅ ଅ ନାଇ ।
12 for our Father disciplines the one his heart loves, just as a father disciplines the son he delights in. କାଇକେବଇଲେ ବାବା ତାର୍ ଲାଡର୍ ପିଲାକେ, ଜେନ୍‌ତି ମାରିଦାରି କରି ଡରାଇସି ସେ‌ ରକାମ୍ ସବୁବେଲର୍ ମାପ୍‌ରୁ ତାର୍ ଲାଡର୍ ପିଲାକେ ସାସନ୍ କର୍‌ସି ।
13 Blessed is the one who finds wisdom, and the one who gains understanding, ଜନ୍ ଲକ୍ ବୁଦି ଗିଆନ୍ ସିକ୍‌ସି, ସେ କେଡେ କରମର୍ ଲକ୍ ।
14 for the gain from her is better than gain from silver, and her profit better than gold. କାଇକେବଇଲେ ରୁପାର୍ ବେପାର୍ ଟାନେ ଅନି ତାର୍ ବେପାର୍ ନିମାନ୍, ଆରି ନିମାନ୍ ସୁନା ଲଗେଅନି ତାର୍ ମୁଲିଅ ଅଦିକ୍ ।
15 She is more precious than jewels, and nothing you desire can compare with her. ଗିଆନ୍‌ ମୁକ୍‌ତା ଟାନେ ଅନି ଅଦିକ୍ ଦାମ୍, ଆରି ତମର୍ କାଇମିସା ମୁଲିଅର୍‌ ଜିନିସ୍ ତାର୍ ପାରା ଅଇବାକେ ଜଗିଅ ନାଇଁ ।
16 Long life is in her right hand; in her left hand are riches and honor. ତାର୍ ଉଜା ଆତେ ବେସି ଆଇସ୍ ଅଇସି, ତାର୍ ଡେବ୍‌ରି ଆତେ ଦନ୍ ସଁପତି ଆରି ସନ୍‌ମାନ୍ ରଇସି ।
17 Her ways are pleasant, and all her paths are peace. ତାର୍ ବାଟ୍ ସବୁ ନିମାନ୍ ବାଟ୍ ଆରି ତାର୍ ସବୁ ରାସ୍‌ତା ସୁସ୍‌ତା ।
18 She is a tree of life to those who take hold of her; those who hold her fast are called blessed. ଜନ୍‌ଲକ୍ ତାର୍ ଲଗେ ଜିବାଇ, ସେମନର୍ ପାଇଁ ସେ ଜିବନର୍ ଗଚ୍ ପାରା; ଜନ୍ ଲକ୍‌ ସେଟା ଦାରି ସଙ୍ଗଇବାଇ, ସେମନ୍‌ କରମର୍‌ ଲକ୍ ।
19 Our Father by wisdom founded the earth; by understanding he established the heavens; ସବୁବେଲର୍ ମାପ୍‌ରୁ ଗିଆନ୍ ସଙ୍ଗ୍ ପୁର୍‌ତିବି ତିଆର୍ କଲା, ସେ ବୁଦି ସଙ୍ଗେ ଆକାସ୍ ମଣ୍ଡଲ୍ ସୁସ୍‌ତିର୍ କଲା ।
20 by his knowledge the depths burst open, and the clouds drop down the dew. ତାର୍ ଗିଆନ୍‌ରେ ଡେଙ୍ଗ୍ ଜାଗାଇ ଅନି ପାନି ଉଚ୍‌ଲି ବାରଇସି, ଆରି, ମେଗ୍ ଲଗେ ଅନି କାକର୍ ଟପା ଅଇ ଅଦର୍‌ସି ।
21 My son, do not lose sight of these; keep sound wisdom and discretion, ଏ ମର୍ ପିଲା, ଏ ସବୁ ତମେ ପାସ୍‌ରା ନାଇଁ, ତମେ ଗିଆନ୍ ଆରି ତାର୍ ପୁରାପୁରୁନ୍ ପିଆସ୍ କଲା ଇଜତ୍ ରକିଆ କର୍ ।
22 and they will be life for your soul and an adornment for your neck. ସେଟା ତର୍ ପାରାନର୍ ଜିବନ୍ ଆରି ସେଟା ତର୍ ପାଇଁ ଗାଲାର୍ ମାଲି ଅଇସି ।
23 Then you will walk on your way securely, and your foot will not stumble. ସେନ୍ତାର୍ ଆଲେ ତମେ ନିଜର୍ ବାଟେ ନ ଡର୍‌ତେ ଇଣ୍ଡ୍‌ସା, ଆରି, ତମର୍ ଗଡ୍ ଜୁଟିଆଇ ନ ଅଏ ।
24 If you lie down, you will not be afraid; when you lie down, your sleep will be sweet. ସଇଲା ବେଲେ ତମ୍‌କେ କସ୍‌ଟ ନ ଅଏ, ଉଁ, ତମେ ସଇସା ଆରି ତମେ ନିମାନ୍ ସଙ୍ଗ୍ ନିଦ୍ ଆଇସି ।
25 Do not be afraid of sudden terror, or of the ruin of the wicked when it comes, ଅଟାତ୍ ଉବଜ୍‌ବା ଦୁକ୍‌କେ କି ଦୁସ୍‌ଟମନ୍‌ ବିନାସ୍‌ କର୍‌ବା ଜଜ୍‌ନାକେ ଡରା ନାଇଁ ।
26 for our Father will be your confidence and will keep your foot from being caught. କାଇକେବଇଲେ ସବୁବେଲର୍ ମାପ୍‌ରୁ ତମର୍ ସାଆବର୍‌ସା ଅଇସି, ସେ ତମର୍ ବିପଦ୍ ବେଲେ ରକିଆ କର୍‌ସି ।
27 Do not withhold good from those who deserve it, when it is in your power to do it. ଜଦି ଗଟେକ୍ ଲକ୍‌କେ ଉପ୍‌କାର୍ କର୍‌ବା ସକ୍‌ତି ତମର୍ ଆତେ ରଇଲେ, ଦାନ୍ କର୍‌ବା ଲକ୍‌ମନ୍‌କେ ମନା କରା ନାଇଁ ।
28 Do not say to your neighbor, "Go, and come back, and tomorrow I will give it"—when you have it with you. ଜଦି ନିଜର୍ ଲଗେ ଜିନିସ୍ ରଇଲେ, ଜାଆ, ଆରିତରେକ୍ ଆସା, ମୁଇ କାଲିକେ ଦେବି, ଏନ୍ତାରି ବଲି ତମର୍ ସାଇପଡିସାର୍ ଲକ୍‌କେ କୁଆ ନାଇଁ ।
29 Do not plot evil against your neighbor, who lives trustingly beside you. ତମର୍ ସାଇର୍‌ ଲକ୍ ତମର୍ ପାକେ ନ ଡର୍‌ତେ ବାସା ଅଇ ରଇଲେ ତାକର୍ ବିରୁଦେ ଅନିସ୍‌ଟ ଚିନ୍ତା କରା ନାଇଁ ।
30 Do not quarrel with anyone for no reason, when he has done you no harm. କେ ଜଦି ତମର୍ କେତି ନ କଲେ, ଚୁଚାଇ ତାକର୍ ସଙ୍ଗ୍ ବିରଦ୍ କରା ନାଇଁ ।
31 Do not envy a violent man, and do not choose any of his ways, ଗଣ୍ଡ୍‌ଗଲ୍ କର୍‌ବା ଲକ୍‌ମନ୍‌କେ ରିସା ଉଆ ନାଇଁ, ଆରି, ତାକର୍ କନ୍ ମିସା ବାଟ୍‌କେ ଇଣ୍ଡା ନାଇଁ ।
32 for the devious person is detestable to our Father, but he takes the upright into his confidence. କାଇକେବଇଲେ କାରାପ୍ ଲକ୍‌ମନ୍‌କେ ସବୁବେଲର୍ ମାପ୍‌ରୁର୍ ଗିନ୍‌ କର୍‌ସି, ମାତର୍ ଦରମ୍‌ ଲକ୍‌ମନର୍ ତେଇ ମାପ୍‌ରୁ ସାର୍‌ଦା ଅଇସି ।
33 The curse of our Father is on the house of the wicked, but he blesses the home of the righteous. ପାପ୍ କଲା ଗରେ ସବୁବେଲର୍ ମାପ୍‌ରୁର୍ ଅବିସାପ୍ ରଇସି, ମାତର୍ ସେ ଦରମ୍ ଲକ୍ ବାସା ଅଇଲା ଗର୍‌କେ ଆସିର୍‌ବାଦ୍ କର୍‌ସି ।
34 Toward the mockers he is scornful, but to the humble he gives grace. ଏଲେ ମିସା ସେ ନିନ୍ଦା କର୍‌ବା ଲକ୍‌ମନ୍‌କେ ନିନ୍ଦା କର୍‌ସି, ମାତର୍‌ ସେ ଦରମ୍ ଲକ୍‌ମନ୍‌କେ ଆସିର୍‌ବାଦ୍ କର୍‌ସି ।
35 The wise will inherit honor, but fools get only disgrace. ଗିଆନି ଲକ୍‌ମନ୍ ସନ୍‌ମାନର୍ ଅଦିକାରି ଅଇବାଇ, ମାତର୍ ଗିଆନ୍ ନ ରଇଲା ଲକ୍‌ମନର୍ ଲାଜ୍‌ମର୍‌ଜିତା ଜାଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]