Skip to content
The Believer's Library

Desiya Bible

Proverbs 2 Saa25

Show Saa25 only
Verse × ×
1 My son, if you receive my words and store up my commandments within you, ଏ ମର୍ ପିଲା, ତୁଇ ଜଦି ମର୍ କାତା ସୁନ୍‌ସୁ ଆରି ମର୍ ଆଦେସ୍ ପାଲନ୍‌ କର୍‌ସୁ;
2 making your ear attentive to wisdom and turning your heart toward understanding; ଜଦି ଗିଆନର୍ କାତା ସୁନ୍‌ସା ଆରି ବୁଜ୍‌ବାକେ ଚେସ୍‌ଟା କର୍‌ସା;
3 yes, if you call out for insight and raise your voice for understanding, ଉଁ ଜଦି ତମେ ନିମାନ୍‌ ବାବ୍‌ନା ସଙ୍ଗ୍‌ ବାବ୍‌ସା ଆରି ବୁଦି ପାଇବାକେ ଗୁଆରି କର୍‌ସା;
4 if you seek it like silver and search for it as for hidden treasure, ଜଦି ରୁପାକେ କଜ୍‌ଲା ପାରା କଜ୍‌ସା ଆରି ଲୁଚି ରଇଲା ଦନ୍ ପାରା ତାକେ କଜ୍‌ସା;
5 then you will understand the fear of our Father and find the knowledge of our Father. ତେବେ ତମେ ସବୁବେଲର୍ ମାପ୍‌ରୁକେ ଡର୍‌ବା ବିସଇ ବୁଜି ପାର୍‌ସା ଆରି ପର୍‌ମେସରର୍ ଗିଆନ୍ ପାଇସା ।
6 For our Father gives wisdom; from his mouth come knowledge and understanding. କାଇକେବଇଲେ ସବୁବେଲର୍ ମାପ୍‌ରୁ ଗିଆନ୍ ଦେଇସି, ତାର୍ ଟଣ୍ଡେ ଅନି ଗିଆନ୍ ଆରି ବୁଦିର୍ କାତା ବାରଇସି ।
7 He stores up sound wisdom for the upright; he is a shield to those who walk in integrity, ସେ ସତ୍ ଲକର୍ ପାଇଁ ଗିଆନ୍ ଦେଇସି, ସେ ଦରମ୍‌ ଲକ୍‌ମନର୍ ପାଇଁ ଆଡ୍‌ବା ଆଡ୍‌ନା ପାରା ।
8 guarding the paths of justice and watching over the way of his faithful ones. ଜେନ୍ତିକି ସେ ନିଆଇର୍ ବାଟ୍ ରକିଆ କରି ପାର୍‌ସି ଆରି ତାର୍‌ ସାଦୁ ଲକ୍‌ମନର୍‌ ଇଣ୍ଡ୍‌ବା ବାଟ୍ ସମାଲ୍‌ସି ।
9 Then you will understand righteousness and justice and fairness—every good path. ସେଟାର୍‌ପାଇଁ ତମେ ଦରମଟା, ନିମାନ୍ ବିଚାର୍ କର୍‌ବାଟା, ନିଆଇ କର୍‌ବାଟା ଆରି ମଙ୍ଗଲର୍ ସବୁ ବାଟ୍ ଜାନ୍‌ସା ।
10 For wisdom will enter your heart, and knowledge will be pleasant to your soul; କାଇକେବଇଲେ ଗିଆନ୍ ତମର୍ ଗର୍‌ବେ ପୁର୍‌ସି, ଆରି, ବିଦିଆ ତମର୍ ଜିବନ୍‌କେ ସାନ୍‌ତି କର୍‌ସି ;
11 discretion will watch over you, and understanding will guard you, ପିଆସ୍ ସଙ୍ଗେ ତମେ ବୁଦି ଆକା ତମ୍‌କେ ଉଦାର୍ କର୍‌ସି ।
12 rescuing you from the way of evil, from men who speak twisted things, ତାର୍‌ପଚେ ଜନ୍‌ ଲକ୍‌ମନ୍ ବେକାର୍‌ କାତା କଇବାଇ,
13 who abandon the paths of uprightness to walk in the ways of darkness, ଜନ୍‌ ଲକ୍‌ମନ୍ ଆନ୍ଦାର୍ ବାଟେ ଜିବାର୍ ଆଇବାର୍‌ କର୍‌ବାଇ ଆରି ନିମାନ୍‌ ବାଟ୍‌କେ ଚାଡି ଦେବାଇ;
14 who delight in doing evil and rejoice in the perversity of evil, ଜନ୍ ଲକ୍‌ମନ୍ କାରାପ୍ କାମ୍ କର୍‌ବାକେ ସାର୍‌ଦା ଅଇବାଇ ଆରି ଦୁସ୍‌ଟମନର୍ ପାଲ୍‌ତୁ କାତାକେ ଦାର୍‌ବାଇ;
15 whose paths are crooked, and who are devious in their ways. ଜନ୍ ଲକ୍‌ମନ୍ ନିଜର୍ ନିଜର୍ ଇଣ୍ଡ୍‌ବା ବାଟେ କାରାପ୍ ଚିନ୍‌ତା ଆରି ନିଜର୍ ବାଟ୍ ଚାଡିକରି ବିନ୍ ବାଟେ ଇଣ୍ଡ୍‌ବାଇ, ଏ ରକାମ୍‌ଲକ୍‌ମନ୍‌ କାରପ୍ କାମ୍ କର୍‌ବା ଲକ୍ ମନର୍ ବାଟେ ଅନି ତମ୍‌କେ ଉଦାର୍ କର୍‌ସି ।
16 Wisdom will rescue you also from the forbidden woman, from the stranger with her smooth words, ଆରି, ଜନ୍ ମାଇଁଜି ସୁଆଦ୍ ମୁଦୁର୍‌ କାତା କଇସି, ଜନ୍ ମାଇଁଜି ନିଜର୍ ମୁନୁସ୍‌କେ ଚାଡିକରି ପର୍‌ମେସରର୍ ନିୟମ୍‌କେ ପାସ୍‌ରି କରି ଅଲ୍‌ଗା ମୁନୁସ୍ ମନର୍ ସଙ୍ଗେ ବୁଲ୍‌ସି ୫:୩
17 who forsakes the companion of her youth and forgets the covenant of her Father. ତାର୍ ଗର୍ କୁରୁପ୍‌ନାସ୍ ଅଇ ଜାଇସି
18 For her house sinks down to death, and her paths to the dead. ଆରି ଜାର୍ ମନ୍‌ ବିନ୍ ମାଇଁଜିମନ୍‌କେ ଆଁକି ପାକାଇସି, ସେ ବାଟେ ଗାଲେ କେ ମିସା ବାଉଡି ଆସି ନାପାରେ ଆରି ଜିବନର୍ ବାଟ୍ ଆରି ପାଇ ନାପାରେ,
19 None who go to her return, nor do they reach the paths of life. ଏରକାମ୍ ବିନ୍ ମାଇଁଜି ମନର୍ ଲଗେ ଅନି ତମ୍‌କେ ଉଦାର୍ କରା ଅଇସି ।
20 So you will walk in the way of the good and keep to the paths of the righteous. ସେଟାର୍‌ପାଇଁ ତମେ ସତ୍ ଲକ୍‌ମନର୍ ବାଟେ ଇଣ୍ଡା ଆରି ଦରମ୍ ଲକ୍‌ମନର୍ ବାଟେ ଜାଆ,
21 For the upright will live in the land, and those of integrity will remain in it; କାଇକେବଇଲେ ଦରମ୍‌ ଲକ୍‌ମନ୍ ଦେସ୍ ବିତ୍‌ରେ ବାସା କରି ରଇବାଇ, ଆରି ସତ୍‌ ନିମାନ୍ ଲକ୍‌ ସିତି ସାନ୍‌ତି ସଙ୍ଗେ ରଇବାଇ।
22 but the wicked will be cut off from the land, and the treacherous will be torn away from it. ମାତର୍ କରାପ୍‌ ଲକ୍‌ମନ୍ ଦେସ୍ ବିତ୍‌ରେ ଅନି ବିନାସ୍ ଅଇବାଇ ଆରି ବିସ୍‌ବାସେ ବିସ୍‌ ଦେଉମନ୍‌କେ ଦେସ୍ ବିତ୍‌ରେ ଅନି କେଦି ଦେବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]