Skip to content
The Believer's Library

Desiya Bible

Proverbs 2 Saa25

Side by side with the Father's Heart Bible™

ଗିଆନି ଲକର୍‌ ଇନାମ୍‌

1ଏ ମର୍ ପିଲା, ତୁଇ ଜଦି ମର୍ କାତା ସୁନ୍‌ସୁ ଆରି ମର୍ ଆଦେସ୍ ପାଲନ୍‌ କର୍‌ସୁ; 2ଜଦି ଗିଆନର୍ କାତା ସୁନ୍‌ସା ଆରି ବୁଜ୍‌ବାକେ ଚେସ୍‌ଟା କର୍‌ସା; 3ଉଁ ଜଦି ତମେ ନିମାନ୍‌ ବାବ୍‌ନା ସଙ୍ଗ୍‌ ବାବ୍‌ସା ଆରି ବୁଦି ପାଇବାକେ ଗୁଆରି କର୍‌ସା; 4ଜଦି ରୁପାକେ କଜ୍‌ଲା ପାରା କଜ୍‌ସା ଆରି ଲୁଚି ରଇଲା ଦନ୍ ପାରା ତାକେ କଜ୍‌ସା; 5ତେବେ ତମେ ସବୁବେଲର୍ ମାପ୍‌ରୁକେ ଡର୍‌ବା ବିସଇ ବୁଜି ପାର୍‌ସା ଆରି ପର୍‌ମେସରର୍ ଗିଆନ୍ ପାଇସା । 6କାଇକେବଇଲେ ସବୁବେଲର୍ ମାପ୍‌ରୁ ଗିଆନ୍ ଦେଇସି, ତାର୍ ଟଣ୍ଡେ ଅନି ଗିଆନ୍ ଆରି ବୁଦିର୍ କାତା ବାରଇସି । 7ସେ ସତ୍ ଲକର୍ ପାଇଁ ଗିଆନ୍ ଦେଇସି, ସେ ଦରମ୍‌ ଲକ୍‌ମନର୍ ପାଇଁ ଆଡ୍‌ବା ଆଡ୍‌ନା ପାରା । 8ଜେନ୍ତିକି ସେ ନିଆଇର୍ ବାଟ୍ ରକିଆ କରି ପାର୍‌ସି ଆରି ତାର୍‌ ସାଦୁ ଲକ୍‌ମନର୍‌ ଇଣ୍ଡ୍‌ବା ବାଟ୍ ସମାଲ୍‌ସି । 9ସେଟାର୍‌ପାଇଁ ତମେ ଦରମଟା, ନିମାନ୍ ବିଚାର୍ କର୍‌ବାଟା, ନିଆଇ କର୍‌ବାଟା ଆରି ମଙ୍ଗଲର୍ ସବୁ ବାଟ୍ ଜାନ୍‌ସା । 10କାଇକେବଇଲେ ଗିଆନ୍ ତମର୍ ଗର୍‌ବେ ପୁର୍‌ସି, ଆରି, ବିଦିଆ ତମର୍ ଜିବନ୍‌କେ ସାନ୍‌ତି କର୍‌ସି ; 11ପିଆସ୍ ସଙ୍ଗେ ତମେ ବୁଦି ଆକା ତମ୍‌କେ ଉଦାର୍ କର୍‌ସି । 12ତାର୍‌ପଚେ ଜନ୍‌ ଲକ୍‌ମନ୍ ବେକାର୍‌ କାତା କଇବାଇ, 13ଜନ୍‌ ଲକ୍‌ମନ୍ ଆନ୍ଦାର୍ ବାଟେ ଜିବାର୍ ଆଇବାର୍‌ କର୍‌ବାଇ ଆରି ନିମାନ୍‌ ବାଟ୍‌କେ ଚାଡି ଦେବାଇ; 14ଜନ୍ ଲକ୍‌ମନ୍ କାରାପ୍ କାମ୍ କର୍‌ବାକେ ସାର୍‌ଦା ଅଇବାଇ ଆରି ଦୁସ୍‌ଟମନର୍ ପାଲ୍‌ତୁ କାତାକେ ଦାର୍‌ବାଇ; 15ଜନ୍ ଲକ୍‌ମନ୍ ନିଜର୍ ନିଜର୍ ଇଣ୍ଡ୍‌ବା ବାଟେ କାରାପ୍ ଚିନ୍‌ତା ଆରି ନିଜର୍ ବାଟ୍ ଚାଡିକରି ବିନ୍ ବାଟେ ଇଣ୍ଡ୍‌ବାଇ, ଏ ରକାମ୍‌ଲକ୍‌ମନ୍‌ କାରପ୍ କାମ୍ କର୍‌ବା ଲକ୍ ମନର୍ ବାଟେ ଅନି ତମ୍‌କେ ଉଦାର୍ କର୍‌ସି । 16ଆରି, ଜନ୍ ମାଇଁଜି ସୁଆଦ୍ ମୁଦୁର୍‌ କାତା କଇସି, ଜନ୍ ମାଇଁଜି ନିଜର୍ ମୁନୁସ୍‌କେ ଚାଡିକରି ପର୍‌ମେସରର୍ ନିୟମ୍‌କେ ପାସ୍‌ରି କରି ଅଲ୍‌ଗା ମୁନୁସ୍ ମନର୍ ସଙ୍ଗେ ବୁଲ୍‌ସି ୫:୩ 17ତାର୍ ଗର୍ କୁରୁପ୍‌ନାସ୍ ଅଇ ଜାଇସି 18ଆରି ଜାର୍ ମନ୍‌ ବିନ୍ ମାଇଁଜିମନ୍‌କେ ଆଁକି ପାକାଇସି, ସେ ବାଟେ ଗାଲେ କେ ମିସା ବାଉଡି ଆସି ନାପାରେ ଆରି ଜିବନର୍ ବାଟ୍ ଆରି ପାଇ ନାପାରେ, 19ଏରକାମ୍ ବିନ୍ ମାଇଁଜି ମନର୍ ଲଗେ ଅନି ତମ୍‌କେ ଉଦାର୍ କରା ଅଇସି । 20ସେଟାର୍‌ପାଇଁ ତମେ ସତ୍ ଲକ୍‌ମନର୍ ବାଟେ ଇଣ୍ଡା ଆରି ଦରମ୍ ଲକ୍‌ମନର୍ ବାଟେ ଜାଆ, 21କାଇକେବଇଲେ ଦରମ୍‌ ଲକ୍‌ମନ୍ ଦେସ୍ ବିତ୍‌ରେ ବାସା କରି ରଇବାଇ, ଆରି ସତ୍‌ ନିମାନ୍ ଲକ୍‌ ସିତି ସାନ୍‌ତି ସଙ୍ଗେ ରଇବାଇ। 22ମାତର୍ କରାପ୍‌ ଲକ୍‌ମନ୍ ଦେସ୍ ବିତ୍‌ରେ ଅନି ବିନାସ୍ ଅଇବାଇ ଆରି ବିସ୍‌ବାସେ ବିସ୍‌ ଦେଉମନ୍‌କେ ଦେସ୍ ବିତ୍‌ରେ ଅନି କେଦି ଦେବାଇ ।

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]