Skip to content
The Believer's Library

Desiya Bible

Proverbs 1 Saa25

Show Saa25 only
Verse × ×
1 The proverbs of Solomon, son of David, king of Israel: ଦାଉଦର୍ ପିଲା ଇସ୍‌ରାଏଲର୍ ରାଜା ସଲ୍‌ମନ୍ ରାଜାର୍ ନିମାନ୍ ସିକିଆ;
2 To know wisdom and instruction, to understand words of insight, ଗିଆନ୍ ଆରି ନିମାନ୍ ସିକିଆ ବୁଜ୍‌ବାକେ; ଗିଆନର୍ ବାକିଅ ଏତାଇବାକେ;
3 to receive instruction in wise conduct, in righteousness, justice, and fairness, ନିମାନ୍ ଚାଲିଚଲନ୍, ଦରମ୍‌ଟା ଆରି ନିମାନ୍ ଏତାଇବାଟା ଆରି ନିଆଇ ବିସଇରେ ଗଟେକ୍ ଆଦେସ୍‌ ପାଲନ୍ କର୍‌ବାକେ ପାର୍‌ସି;
4 to give prudence to the simple, knowledge and discretion to the young, ଦରମ୍ ଲକ୍‌ମନ୍‌କେ ଜାଗର୍‌ତା ଆରି ଦାଙ୍ଗ୍‌ଡା ଲକ୍‌କେ ବିଦିଆ ଆରି ସବୁ ବିସଇ ଜାନି ପିଆସ୍ ଅଇଗାଲା ଆଚେ;
5 let the wise also hear and increase in learning, and let the one who understands gain guidance, ଜନ ରକାମ୍ ଗିଆନି ଲକ୍ ସେଟା ସୁନିକରି ଅଦିକ୍ ଗିଆନ୍ ସିକ୍‌ସି ଆରି ବୁଦିମାନ୍ ଲକ୍ ନିମାନ୍ ସିକିଆ ପାଇସି;
6 to understand a proverb and a parable, the words of the wise and their riddles. ଆରି ଗଟେକ୍ ସିକିଆର୍ କାତା ଆରି ଉଦାଅରନର୍‌ କାତା ଆରି ଗିଆନିମନର୍ କାତା ଆରି ସେମନର୍ ମନ୍ ବିତ୍‌ରର୍ କାତା ବୁଜି ପାର୍‌ସା ।
7 The fear of our Father is the beginning of knowledge; fools despise wisdom and instruction. ସବୁବେଲର୍ ମାପ୍‌ରୁର୍ ବିସଇକେ ଡର୍‌ବାଟା ସେ ଗିଆନ୍ ଲଗେ ଅନି ଆରାମ୍; ମାତର୍ ବୁଦି ନ ରଇଲା ଲକ୍ ଗିଆନ୍ ଆରି ନିମାନ୍ ସିକିଆକେ ଗୁର୍‌ନା କର୍‌ବାଇ ।
8 Listen, my son, to your father's instruction, and don't turn away from your mother's teaching, ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍‌ ସିକିଆକେ ଅମାନିଆଁ କର୍ ନାଇଁ ।
9 for they are a graceful garland for your head and pendants for your neck. କାଇକେବଇଲେ ସେ ତର୍‌ ମୁଣ୍ଡେ ପିନ୍ଦ୍‌ବା ଆସିର୍‌ବାଦର୍ ମୁକୁଟ୍ ଆରି ଗାଲାଇ ପିନ୍ଦ୍‌ବା ମାଲି ପାରା ଅଇସି ।
10 My son, if sinners entice you, do not give in. ଏ ମର୍ ପିଲା, ଜଦି ପାପି ଲକ୍‌ମନ୍ ତକେ ପୁସ୍‌ଲାଇଲେ ତୁଇ ପୁସ୍‌ଲାଇ ଅ ନାଇଁ ।
11 If they say, "Come with us, let us lie in wait for blood, let us ambush the innocent without cause; ସେମନ୍ କେବେ କଇବାଇ, ଆମର୍‌ ସଙ୍ଗ୍ ଆଉ ଆମେ ମିସି ଲକ୍‌ମନ୍‌କେ ମର୍‌ତେ ମାର୍‌ବାକେ ଜୁ, କାଇ ଦସ୍‌ ନ କଲା ଲକ୍‌ମନ୍‌କେ ମିସା ଦାର୍‌ବାକେ ଲୁଚି ରଉଁ;
12 like the grave let us swallow them alive, and whole, like those who go down to the pit; ପାତାଲର୍ ନିଆଇଁ ମୁଇଁ ସେମନ୍‌କେ ମର୍‌ତେ ମାରି ଆରି କାଲ୍ ବିତ୍‌ରେ ତପି ରଇବା ଲକ୍‌ମନର୍ ପାରା ସେମନ୍‌କେ ସର୍‌ତେ ଲକ୍‌କେ କୁରୁପ୍‌ନାସ୍ କର୍‌ବି;
13 we will find all kinds of precious goods, we will fill our houses with plunder; ତାର୍‌ପଚେ ଆମେ ସବୁ ରକାମର୍‌ ଦନ୍ ସଁପତି ପାଇବାର୍ ଅଇସି, ଆରି ଚରାଇ ଆନ୍‌ଲା ଜିନିସ୍ ପତର୍ ସଙ୍ଗେ ଆମର୍ ଗର୍ ମନ୍‌କେ ପୁରା ପୁରୁନ୍ କରି ଦେଉଁ,
14 throw in your lot with us; we will all share one purse," ତୁଇ ଆମର୍ ଦଲ୍ ତେଇ ମିସ୍‌ସୁ; ଆମେ ସବୁ ଲକ୍ ମିସି କରି ଗଟେକ୍ ଅଇବାର୍ ଅଇସି ।
15 my son, do not walk in the way with them; hold back your foot from their paths, ଏ ମର୍ ପିଲା, ତୁଇ ସେମନର୍ ସଙ୍ଗ୍ ସେ ବାଟେ ଜା ନାଇଁ, ସେମନର୍ ସଙ୍ଗେ ନ ଜାଇ ବିନ୍ ବାଟେ ଜା;
16 for their feet run to evil, and they hurry to shed blood. କାଇକେବଇଲେ ସେମନର୍ ପାଦ୍ କାରାପ୍ କାମ୍ କର୍‌ବାକେ ପାଲାଇସି ଆରି ନର୍ ମାର୍‌ବାକେ ଦାପ୍‌ରେ ମନ୍ କର୍‌ବାଇ।
17 For a net spread out before any bird's eyes catches nothing; କନ୍‌ ମିସା ଚଡଇର୍ ମୁଆଁଟେ ଜାଲ୍ ଅଡ୍‌ବାଟା ବେକାର୍ ଅଇ ଜାଇସି ।
18 but these lie in wait for their own blood; they ambush their own lives. ସେମନ୍ ନିଜର୍ ନିଜର୍ ବିନାସ୍ କର୍‌ବାକେ ଜାଗି ରଇବାଇ ଆରି ନିଜର୍ ଜିବନ୍ ପରାନ୍‌କେ ଦାର୍‌ବାକେ ନାଜାନ୍‌ଲା ପାରା ଲୁଚି ରଇବାଇ ।
19 Such are the ways of everyone greedy for unjust gain; it takes away the life of its possessors. ସବୁ ଦନ୍ ଆସାଇ ମନର୍ ଦସା ଅଇଲାନି ଏଟା; ସେଟା ଦନର୍ ମୁକିଆ ମନର୍ ଜିବନ୍‌କେ ବିନାସ୍ କର୍‌ସି ।
20 Wisdom cries aloud in the street; in the open squares she lifts her voice. ଗିଆନର୍‌ ଲକ୍‌ ବାଟ୍‌ ଲଗେ ଅନି ଆଉଲି ଅଇ ଡାକ୍‌ସି; ସେ ଡେଲା ବାଟେ ଅନି ନିଜର୍ ଆଉଲି ସୁନାଇସି;
21 At the head of the noisy streets she calls out; at the entrance of the city gates she speaks: ସେ ଲକ୍‌ମନ୍‌କେ ସଦ୍‌ରେ ଡାକ୍‌ସି; ନଅଁର୍ ଡାଣ୍ଡେ ଜବର୍‌ଲକ୍ ରଇବା ଜାଗା ଲଗେ ଅନି ନିଜର୍ କାତା ଆଉଲି ଅଇ କଇସି;
22 "How long, simple ones, will you love being simple? How long will mockers delight in their mocking and fools hate knowledge? ଏ ଅମାନିଆଁ ଲକ୍‌ମନ୍, କେତେ ଦିନ୍ କାରାପ୍ କାମ୍‌କେ ନିମାନ୍‌ କଇସା ? ଏ ନିନ୍ଦା କର୍‌ବା ଲକ୍‌ମନ୍, କେତେ ଦିନ୍ ନିନ୍ଦା କାତାକେ ସନ୍‌ତୁସ୍‌ଟ ଅଇ ରଇସା ? ଏ ଅବୁଦିଆ ଲକ୍‌ମନ୍, ଆରି କେତେ ଦିନ୍ ସିକିଆକେ ଗିନ୍ କର୍‌ସା ?
23 If you respond to my correction, I, Wisdom, will pour out my spirit on you; I will make my words known to you. ମୁଇଁ କଇବା କାତା ସୁନି ମନ୍ ବାଉଡାଆ; ଦେକା, ମୁଇଁ ତମର୍ ଉପ୍‌ରେ ମର୍ ଆତ୍‌ମା ଡାଲିଦେବି, ମର୍ ବାକିଅ ସବୁ ତମ୍‌କେ ଜାନାଇବି ।
24 Because I have called and you refused, I stretched out my hand and no one paid attention, ସେଟାର୍‌ପାଇଁ ମୁଇଁ ତମ୍‌କେ ଡାକ୍‌ଲି, ମାତର୍‌ ତମେ ସୁନାସ୍‌ ନାଇଁ; ମୁଇ ତମ୍‌କେ ଆଦର୍‌ କଲାକେ ମିସା ନାମାସ୍‌ ନାଇଁ;
25 and you ignored all my counsel and rejected all my correction, ମାତର୍ ତମେ ମର୍ ସବୁ ସିକିଆକେ ଦିଆନ୍‌ ଦିଆସ୍‌ ନାଇଁ, ଆରି ମର୍ ଗଟେକ୍ ମିସା‌ କଇବା କାତାକେ ମାନାସ୍‌ ନାଇଁ;
26 I also will laugh at your calamity; I will mock when terror overtakes you, ସେଟାର୍‌ପାଇଁ ମୁଇଁ ମିସା ତମର୍ ବିପଦ୍‌ ବେଲେ ଆଁସ୍‌ବି, ତମ୍‌କେ ଦୁକ୍ ଆଇଲେ କିଜାଇତେ ରଇବି ।
27 when terror overtakes you like a storm and your calamity comes like a whirlwind, when distress and anguish come upon you. ଜେଡେବେଲେ ବାଉପବନ୍ ପାରା ତମ୍‌କେ ଦୁକ୍ ଆଇସି ଆରି ସୁରାଗାଲି ପାରା ତମ୍‌କେ ବିପଦ୍ ଆଇସି; ଜେଡେବେଲେ ଦୁକ୍ କସ୍‌ଟ ତମ୍‌କେ ଗଟ୍‌ସି;
28 Then they will call on me, but I will not answer; they will seek me earnestly but will not find me, ସେଡ୍‌କିବେଲେ ସେମନ୍ ମକେ ଡାକ୍‌ବାଇ, ମାତର୍ ମୁଇଁ ସେମନ୍‌କେ ପାଚାରି ନ ଦେକି; ସେଡ୍‌କିବେଲେ ମକେ ବେସି କଜ୍‌ବାଇ, ମାତର୍ ମକେ ପାଇ ନାପାରତ୍‌ ।
29 because they hated knowledge and did not choose the fear of our Father, କାଇକେବଇଲେ ସେମନ୍ ସିକିଆକେ ଗିନ୍ କଲାଇ ଆରି ସବୁବେଲର୍ ମାପ୍‌ରୁର୍ ବାକିଅକେ ଡରତ୍‌ ନାଇଁ;
30 they rejected my counsel and despised all my correction. ସେମନ୍ ମୁଇଁ କଇଲା କାଇ କାତାକେ ମିସା ମାନତ୍‌ ନାଇଁ ଆରି ମୁଇ ଦେବା ସିକିଆକେ ‌ ମନ୍‌ଦିଆନ୍‌ ଦେଅତ୍‌ ନାଇଁ ।
31 So they will eat the fruit of their own way and have their fill of their own schemes. ସେଟାର୍‌ପାଇଁ ସେମନ୍ ନିଜର୍ ନିଜର୍ କାମ୍ ଇସାବେ ଡଣ୍ଡ୍ ପାଇବାଇ, ଆରି ନିଜର୍ ନିଜର୍ କାରାପ୍‌ ବୁଦିର୍‌ ଲାଗି କୁରୁପ୍‌ନାସ୍‌ ଅଇବାଇ।
32 For the waywardness of the simple will kill them, and the complacency of fools will destroy them; ଉଁ ବୁଦି ନଇଲା ଲକ୍‌ମନ୍‌ ବିପଦ୍‌ ବାଟେ ଇଣ୍ଡ୍‌ଲେ ସେମନ୍‌କେ ବିପଦ୍‌ ଆଇସି ଆରି ବୁଦି ନଇଲା ଲକ୍‌ମନର୍‌ ସୁକ୍ ପାଇବାଟାକେ ନସାଇ ଦେଇସି ।
33 but whoever listens to me will dwell secure and be at ease, without dread of disaster." ମାତର୍ ଜନ୍ ଲକ୍ ମର୍‌ କାତା ସୁନ୍‌ସି, ତାକେ ବିପଦ୍‌ ନ ଆସେ ଆରି ସେ ନ ଡର୍‌ତେ ରଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]