Skip to content
The Believer's Library

Desiya Bible

Proverbs 19 Saa25

Show Saa25 only
Verse × ×
1 Better is a poor person who walks in his integrity than one whose words are crooked and is a fool. ଜନ୍ କାକୁର୍‌ତି ଲକ୍ ନିଜେ ସିଦ୍‌ ଅଇବାକେ ଇଣ୍ଡ୍‌ସି, ସେ କୁଟିଆଲ୍‌ ଆରି ମୁର୍‌କ ଲକର୍ ଟାନେ ଅନି ନିମାନ୍ ।
2 Also, desire without knowledge is not good, and whoever acts in haste misses the way. ମାତର୍ ଜିବନ୍‌ରେ ବୁଦି ନଇଲେ ନିମାନ୍ ନାଇଁ; ଆରି, ଜେ ଦାପ୍‌ରେ ପାଦ୍ ପାକାଇସି, ସେ ପାପ୍ କର୍‌ସି ।
3 A person's own foolishness ruins his way, yet his heart rages against our Father. ନର୍‌ଲକର୍ ଉଲ୍‌ଟା ବୁଦିର୍‌ ଲାଗି ତାର୍ ଇଣ୍ଡ୍‌ବା ବାଟ୍ ଉଲ୍‌ଟା ଅଇସି, ଆରି ତାର୍‌ ମନ୍ ସବୁବେଲର୍ ମାପ୍‌ରୁର୍ ବିରଦ୍‌ରେ ରିସା ଅଇସି ।
4 Wealth adds many friends, but the poor is separated from his friend. ଦନ୍ ବେସି ସାଙ୍ଗାରିମନ୍‌କେ କଜ୍‌ସି; ମାତର୍ କାକୁର୍‌ତି ଲକ୍ ନିଜର୍ ସାଙ୍ଗାରିମନର୍ ତେଇଅନି ଅଲ୍‌ଗା ଅଇସି ।
5 A false witness will not go unpunished, and one who breathes out lies will not escape. ମିଚ୍ ସାକି ଦେବା ଲକ୍ ଡଣ୍ଡ୍ ପାଇସି; ଆରି ମିଚ୍ କାଆ କଇବା ଲକ୍ ରକିଆ ପାଇ ନାପାରେ ।
6 Many seek the favor of a generous person, and everyone is a friend to one who gives gifts. ବେସି ଲକ୍ ସାଇଜ କର୍‌ବା ଲକର୍ ଆସିର୍‌ବାଦର୍ ପାଇଁ ପାର୍‌ତନା କର୍‌ବାଇ, ଆରି ବେସି ଲକ୍ ଦାନ୍ ଦେବା ଲକର୍‌ ସଙ୍ଗାରି ଅଇବାଇ ।
7 All the brothers of a poor person hate him; how much more do his friends keep far from him! He calls after them, but they are gone. କାକୁର୍‌ତି ବାଇର୍ ସବୁ ବାଇମନ୍ ତାକେ ଗୁର୍‌ନା କର୍‌ବାଇ; ତାର୍ ସାଙ୍ଗମନ୍ ତାର୍‌ ଲଗେ ଅନି ଦୁରିକେ ନ ଜାଅତ୍‌ ! ସେ ମିସ୍‌ବାକେ ଚେସ୍‌ଟା କର୍‌ସି, ମାତର୍ ସେମନ୍ ତେଇ ନ ରଅତ୍‌ ।
8 Whoever gets wisdom loves his own soul; whoever guards understanding will find good. ଜନ୍ ଲକ୍ ବୁଦି ପାଇସି, ସେ ନିଜର୍ ଜିବନ୍‌କେ ଲାଡ୍ କର୍‌ସି; ଜେ ବିବେଚନା ରକିଆ କର୍‌ସି, ସେ ଆସିର୍‌ବାଦ୍‌ ପାଇସି ।
9 A false witness will not go unpunished, and one who breathes out lies will perish. ମିଚ୍ ସାକି ଦେଉ ଡଣ୍ଡ୍ ପାଇସି; ଆରି, ମିଚ୍‌ କଉ ବିନାସ୍ ଅଇସି ।
10 Luxury is not fitting for a fool—much less for a servant to rule over princes. ମୁର୍‌କର୍ ଚଲାଚଲ୍‌ତି ନିକ ନଏ; ସାଉକାର୍‌ମନର୍ ଉପ୍‌ରେ ଦାଙ୍ଗ୍‌ଡାମନ୍‌ ସାସନ୍ କର୍‌ବାଟା ନିମାନ୍ ବିସଇ ନଏ ।
11 The good sense of a person makes him slow to anger, and it is his glory to overlook an offense. ନର୍‌ଲକର୍ ନିମାନ୍ ବୁଦି ତାକେ ରିସା ନ ଅଇବାକେ ସାନ୍‌ତି କର୍‌ସି; ଆରି, ଦସ୍‌ ଚାଡ୍‌ବାଟା ତାର୍‌ ପାଇଁ ନିମାନ୍
12 A king's wrath is like the roaring of a lion, but his favor is like dew on the grass. ରାଜାର୍ ରିସା ସିଅଁବାଗ୍ ଅଡର୍‌ଲା ପାରା; ମାତର୍ ତାର୍ ଦୟା ଗାଁସ୍ ଉପ୍‌ରେ ରଇଲା କାକର୍ ପାରା ।
13 A foolish son is ruin to his father, and a wife's quarreling is a continual dripping. ମୁର୍‌କ ପିଲା ତାର୍ ବାବାକେ ଦୁକ୍ କରାଇସି; ଆରି ମାଇଁଜିର୍ ସଙ୍ଗ୍ କିରମାର ଅଇବାଟା ତିପ୍‌ଲା ପାନି ପାରା ।
14 House and wealth are an inheritance from one's ancestors, but a prudent wife is from our Father. ଗର୍ ଆରି ଦନ୍ ଆନିଦାଦିମନର୍ ଲଗେ ଅନି ପାଇବାର୍ ଅଦିକାର୍; ମାତର୍ ବୁଦି ମତି ମାଇଁଜି ମାପ୍‌ରୁର୍ ଲଗେ ଅନି ପାଇବାଇ ।
15 Laziness casts into deep sleep, and an idle person will go hungry. ଅଲ୍‌ସୁଆ ଲକ୍‌କେ ଗୁନ୍ ଡାବି ଅଇ ଆଇସି; ଆରି, ଅଲ୍‌ସୁଆ ଲକ୍ ବୁକେ ମର୍‌ସି ।
16 Whoever keeps the commandment keeps his life; whoever despises his ways will die. ମାପ୍‌ରୁର୍ ଆଦେସ୍ ମାନ୍‌ବା ଲକ୍‌ ନିଜର୍ ଜିବନ୍ ରକିଆ କର୍‌ସି; ମାତର୍ ନିଜର୍ ବାଟ୍ ବିସଇରେ ଜେ ଜାଗ୍‌ରତ୍ ନ ଅଏ, ସେ ମର୍‌ସି ।
17 Whoever is generous to the poor lends to our Father, and our Father will repay him for his deed. ଜେ କାକୁର୍‌ତି ଲକ୍‌କେ ଦୟା କର୍‌ସି, ସେ ସବୁବେଲର୍ ମାପ୍‌ରୁକେ ରୁନ୍‌ ଦେଇସି; ଆରି, ସେ ତାର୍ ନିମାନ୍ କାମର୍ ପଲ୍‌ ବାଉଡାଇ ଦେଇସି ।
18 Discipline your son while there is hope, and do not set your heart on his destruction. ନିଜର୍ ପିଲାକେ ସାସନ୍ କରା, କାଇକେବଇଲେ ତାର୍ ଉପ୍‌ରେ ତମର୍ ଆସା ଆଚେ; ଆରି, ତମର୍ ମନ୍ ତାକେ ବିନାସ୍ କର୍‌ବାକେ ଇଚା ନ କର ।
19 A person of great wrath must pay the penalty; for if you rescue him, you will only have to do it again. ବେସି ରିସା ଅଇବା ଲକ୍ ସାସ୍‌ତି ପାଇସି, କାଇକେବଇଲେ ତମେ ତାକେ ଗଟେକ୍ ତର୍ ରକିଆ କଲେ, ସେଟା ତମ୍‌କେ ଆରିତରେକ୍ କର୍‌ବାକେ ପଡ୍‌ସି ।
20 Listen to counsel and accept discipline, that you may gain wisdom in the days to come. ସାରାସାରି ବେଲେ ତମେ ଜେମ୍‌ତିକି ଗିଆନ୍ ବାନ୍ ଉଆ, ସେଟାର୍‌ ପାଇଁ ଆଦେସ୍‌କେ ସୁନା ଆରି ନିମାନ୍ ସିକିଆ ମାନା ।
21 Many are the plans in a person's heart, but it is the counsel of our Father that will stand. ନର୍‌ଲକର୍ ମନ୍ ବିତ୍‌ରେ ବିନ୍‌ବିନ୍‌ ରକାମର୍ ଏତ୍ ରଇସି, ମାତର୍ ସବୁବେଲର୍ ମାପ୍‌ରୁ ଆଦେସ୍‌ ତିର୍ କର୍‌ସି ।
22 What is desired in a person is covenant love, and a poor person is better than a liar. ନର୍‌ଲକର୍ ବାବ୍‌ନା ତାର୍ ଦୟା ରକାମ୍‌ ଆରି ମିଚ୍ କଇଲା ଲକର୍ ଲଗେ ଅନି କାକୁର୍‌ତି ଲକ୍ ବଡ୍‌ ।
23 The fear of our Father leads to life, and whoever has it rests satisfied, untouched by harm. ସବୁବେଲର୍ ମାପ୍‌ରୁର୍ ବିସଇକେ ଡରି ଜିବନ୍ ଜାପନ୍ କର୍‌ବାଟା, ସେଟା ଜନ୍ ଲକର୍ ପାକେ ରଇସି, ସେ ସାନ୍‌ତିରେ ବାସା କର୍‌ସି; ବିପଦ୍ ତାର୍‌ ଲଗେ ନ ଜାଏ ।
24 The sluggard buries his hand in the dish and will not even bring it back to his mouth. ଅଲସୁଆ ନିଜର୍ ତାଲା ତେଇ ଆତ୍ ବୁଡାଇଲେ, ଆରି ତରେକ୍ ସେଟା ତାର୍ ଟଣ୍ଡେ ନେବାକେ ମୁଲ୍‌କେ ଇଚା ନ କରେ ।
25 Strike a mocker, and the simple will learn prudence; reprove a person of understanding, and he will gain knowledge. ନିନ୍ଦା କରୁକେ ଡାଙ୍ଗ୍‌ ସଙ୍ଗ୍ ମାର୍‌ଲେ, ବୁଦି ନଇଲା ଲକ୍ ଜାଗର୍‌ତା ସଙ୍ଗ୍‌ ସିକିଆ ପାଇସି; ମାତର୍ ବୁଦି ରଇଲା ଲକ୍‌କେ ସିକିଆ ଦେଲେ, ସେ ଗିଆନ୍ ବୁଜ୍‌ସି ।
26 Whoever does violence to his father and drives away his mother is a son who brings shame and disgrace. ଜନ୍‌ ପିଲା ତାର୍ ବାବାର୍ ଦନ୍‌ ନସ୍‌ଟ କର୍‌ସି, ଆରି ଆୟାକେ କେଦି ଦେଇସି, ସେ ଲାଜ୍ ଆରି ଅପ୍‌ମାନ୍ ଅଇସି।
27 Stop listening to instruction, my son, and you will stray from the words of knowledge. ଏ ମର୍ ପିଲା, ଜନ୍ ସିକିଆ ତକେ ଗିଆନର୍ କାତାଇ ଅନି ତକେ ବୁଲ୍‌କାଇସି, ସେଟା ନ ସୁନ୍‌ ।
28 A worthless witness mocks at justice, and the mouth of the wicked gulps down wickedness. ମିଚ୍‌ ସାକି ନିଆଇକେ ନିନ୍ଦା କର୍‌ସି ଆରି ଦୁସ୍‌ଟର୍ ଟଣ୍ଡ୍‌ ଅଦରମ୍‌କେ ବେସି ଇଚା କର୍‌ସି।
29 Punishment is prepared for mockers, and beatings for the backs of fools. ନିନ୍ଦା କର୍‌ବା ଲକର୍‌ ପାଇଁ ଡଣ୍ଡ୍ ଆରି ମୁର୍‌କ ଲକର୍ ପିଟି ପାଇଁ ମାଡ୍ ତିଆର୍ ଅଇ ଆଚେ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]