Skip to content
The Believer's Library

Desiya Bible

Proverbs 20 Saa25

Show Saa25 only
Verse × ×
1 Wine is a mocker, strong drink a brawler, and whoever staggers under it is not wise. ଅଙ୍ଗୁର୍ ରସ୍ ନିନ୍ଦା କର୍‌ସି, ମଦ୍ ଲାଗାଜଡା କରାଇସି; ଜନ୍‌ ଲକ୍‌ମନ୍‌କି ସେଟା କାଇ କରି ବାଟ୍‌ ବାନା ଅଇବାଇ, ସେ ଲକ୍‌କେ ଅଲପ୍ ବୁଦି ଗିଆନ୍ ମିସା ନାଇଁ ।
2 The terror of a king is like the growl of a lion; whoever provokes him to anger forfeits his own life. ରାଜା ଜେନ୍‌ତିକି ସିଅଁ ପାରା ଗୁର୍‌ମୁର୍‌ସି; ଆରି ବେସି ଗରବ୍ କର୍‌ସି, ମାତର୍ ସେ ନିଜର୍ ଜିବନର୍ ବିରୁଦେ ପାପ୍ କର୍‌ସି ।
3 It is an honor for a person to keep clear of strife, but every fool is quick to quarrel. ଲାଗାଜଡା ଟାନେ ଅନି ଦୁରିକେ ଅଇବାଟା ଅଇଲାନି ଲକ୍‌ମନର୍ ପାଇଁ ନିକ, ମାତର୍ ବୁଦି ନ ରଇଲା ଲକ୍‌ମନ୍ ସବୁ କୁଟ୍ କାତା କଇବାଇ ।
4 A lazy person will not plow in autumn; so at harvest he looks for a crop and finds nothing. ବାଡୁ ଲକ୍ ବେସି ସିତ୍ କଲାନି ବଲିକରି ଅଲ୍‌ ନ ନେଏଁ, ସେଟାର୍‌ ପାଇଁ ତାସ୍ ପାଚ୍‌ବା ବେଲେ ସେ କଜି ବୁଲ୍‌ଲେ ମିସା କାଇଟା ନ ମିଲେ ।
5 The purposes of a person's heart are deep waters, but one who has understanding draws them out. ଲକ୍‌ମନର୍ ମନର୍ ବାବ୍‌ନା ଡେଙ୍ଗ୍ ପାନି ପାରା, ମାତର୍ ଗିଆନି ଲକ୍ ସେଟାକେ ଡୁମି ପାର୍‌ସି ।
6 Many a person proclaims his own loyal love, but a faithful one—who can find? ବେସି ଲକ୍‌ମନ୍ ମୁଇଁ ବେସି ନିକ୍ ବଲିକରି ନିଜର୍ ନିଜର୍ ଗୁନ୍ ଚଲନ୍ କଇ ବୁଲ୍‌ବାଇ; ମାତର୍ ସତ୍‌ ଲକ୍‌କେ କେ ପାଇ ପାର୍‌ସି ?
7 The righteous walk in their integrity; blessed are their children after them! ଜନ୍ ଲକ୍ ଦରମ୍ ସଙ୍ଗେ ଚାଲିଚଲନ୍ କର୍‌ସି, ସେଟା ଦେକି କରି ତାର୍ ପିଲାଟକି ମିସା ଆସିର୍‌ବାଦ୍ ପାଇବାଇ ।
8 A king seated on the throne of judgment winnows out all evil with his eyes. ଜନ୍ ରାଜା ବିଚାର୍ କର୍‌ବା ସବା ଲଗେ ବସ୍‌ସି, ସେ ନିଜର୍ ଆଁକିର୍‌ କାରାପ୍ ଜିନିସ୍‌ମନ୍‌ ବାର୍‌କରାଇ ଦେଇସି ।
9 Who can say, "I have kept my heart pure; I am cleansed from my sin"? ମୁଇଁ ମର୍ ମନ୍‌କେ ସୁକଲ୍‌ କରି ଆଚି, ମୁଇଁ ପାପ୍‌ ଟାନେ ଅନି ଦୁରିକେ ଅଇ ଆଚି, ବଲିକରି ଏଟା କେ କଇ ପାର୍‌ସି ?
10 Unequal weights and unequal measures—our Father detests them both. ବିନ୍‌ବିନ୍‌ ରକାମର୍‌ ଗୁଣ୍ଡୁ ଆରି ବିନ୍ ବିନ୍ ରକାମର୍‌ ତାଗ୍‌ଡି ଦୁଇଟା ଜାକ ସମାନ୍ ସଙ୍ଗେ ସବୁବେଲର୍ ମାପ୍‌ରୁର୍ ଲଗେ ଗିନର୍ ବିସୟ୍ ।
11 Even a child is known by his actions, by whether his conduct is pure and upright. ତମର୍ କାମ୍ ନିକ ଆରି ନିମାନ୍ ସଙ୍ଗେ କଲାସ୍‌ନି କି ନାଇଁ ଗଟେକ୍ ପିଲା ମିସା ନିଜର୍ କାମର୍‌ ଲାଗି ନିଜର୍ ପରିଚଇ ଦେଇସି ।
12 The hearing ear and the seeing eye—our Father made them both. ସୁନ୍‌ବା କାନ୍ ଆରି ଦେକ୍‌ବା ଆଁକି ଏ ଦୁଇଟାକେ ଜାକ ସବୁବେଲର୍ ମାପ୍‌ରୁ ତିଆର୍ କଲା ଆଚେ ।
13 Do not love sleep, or you will grow poor; open your eyes, and you will have plenty of bread. ଗୁନ୍‌କେ ନିମାନ୍‌ ବଲି ବାବା ନାଇଁ, ନଇଁଲେ ତମେ କାକୁର୍‌ତି ଅଇସା; ତମର୍ ଆଁକି ସଙ୍ଗ୍ ନିକ ଦେକା, ସେନ୍‌ତାର୍ ଆଲେ ତମେ କାଇବା କାଦି ସାନ୍‌ତି ପାଇସା ।
14 "Worthless, worthless!" says the buyer—then off he goes and boasts of his bargain. ଗେନ୍‌ବା ଲକ୍ କଇସି, ନିକଟା ନଏଁ, ନିକଟା ନଏଁ, ମାତର୍ ବାଟେ ଇଣ୍ଡ୍‌ବା ବେଲେ ବଡ୍‌ପନ୍ ଦେକାଇ ଅଇସି ।
15 There is gold and an abundance of jewels, but lips that speak knowledge are a rare treasure. ସୁନା ଆଚେ ଆରି ବେସି ଦାମ୍ ରଇଲା ପାକ୍‌ନା ମିସା ଆଚେ ମାତର୍ ଗିଆନ୍ କାତା କଇବା ଟଣ୍ଡ୍ କେବେ ନ ସାର୍‌ବା ସୁନା ।
16 Take the garment of one who puts up security for a stranger; hold it as a pledge when he does so for foreigners. ଅଚିନା ଲକର୍ ସଙ୍ଗେ ଜେ ମିସ୍‌ସି, ତାର୍ ବସ୍‌ତର୍ ନିଆଁ; ଆରି ଜେ କି ବିନ୍ ଦେସର୍‌ ଲକର୍ ପାଇଁ ଜାମିନ୍ ଅଇସି, ତାକେ ବାନ୍ଦା ସଙ୍ଗୁଆ ।
17 Bread gained by deceit tastes sweet, but afterward the mouth is full of gravel. କାରାପ୍ କାମ୍‌ କରି କାମାଇଲା ଦନ୍‌ସପତି ଲକ୍‌ମନ୍‌କେ କାଇଟା ପାରା ନ ଲାଗେ; ମାତର୍ ପଚେ ତାର୍ ଟଣ୍ଡେ ପାକ୍‌ନା ଗଡି ବର୍‌ତି ଅଇସି ।
18 Plans are established by counsel; so wage war only with wise guidance. ସିକିଆର୍‌ ଲାଗି ସବୁ ବିସଇ ତିର୍‌ ଅଇସି; ଆରି, ତମେ ନିମାନ୍ ଆଦେସର୍ ଲାଗି ଜୁଇଦ୍ କରା ।
19 A gossip betrays a confidence; so do not keep company with a babbler. ଜେ ଚୁଗ୍‌ଲି କାତା ଅଇକରି ବୁଲ୍‌ସି, ସେ ଚାପି ଅଇଲା କାତାକେ କଇ ବୁଲ୍‌ସି ; ସେଟାର୍‌ ପାଇଁ ଜେ ନିଜର୍ ଟଣ୍ଡ୍‌କେ ମେଲା କର୍‌ସି, ତାର୍ ସଙ୍ଗେ କାତା ବାର୍‌ତା କରା ନାଇଁ ।
20 Whoever curses his father or mother—his lamp will be snuffed out in deepest darkness. ଜେ ଜଦି ନିଜର୍ ଆୟାବାବାକେ ଆନ୍‌ଦୁରିଆ କର୍‌ସି, ତାକେ ସବୁ ଗର୍‌ ଜାକ ଆନ୍ଦାର୍ ଅଇ ଜାଇସି ।
21 An inheritance gained too quickly at the start will not be blessed in the end. ପର୍‌ତୁମ୍‌ କାଇ ଆଲେ କାମ୍‌ ଦାପ୍‌ରେ ମିଲ୍‌ସି; ମାତର୍ ସେ କାମ୍ ଲଗେ ସାରାସାରି ଜାକ ଆସିର୍‌ବାଦ୍ ନ ମିଲେ ।
22 Do not say, "I will pay back evil for evil." Wait for our Father, and he will deliver you. ମୁଇଁ କାରାପ୍ କାମର୍ ବାଦୁଲେ ତାକେ ମୁଇଁ ଡଣ୍ଡ୍ ଦେବି, ତମେ ଏରକାମ୍ କାତା କୁଆନାଇଁ, ସବୁବେଲର୍ ମାପ୍‌ରୁକେ ସରନ୍ ପସା, ସେ ତମ୍‌କେ ଉଦାର୍ କର୍‌ସି ।
23 Our Father detests unequal weights, and dishonest scales are no good. ବିନ୍ ବିନ୍ ରକାମର୍ କେଜି ଗୁଣ୍ଡ୍‌ ସବୁବେଲର୍ ମାପ୍‌ରୁର୍ ଲଗେ ଗିନର୍ ବିସୟ୍, ଆରି ବେସି ବେକାର୍ ଗୁଣ୍ଡୁ ଦର୍‌କାର୍‌ ନାଇଁ
24 A person's steps are directed by our Father; how then can anyone understand his own way? ନର୍ ଲକ୍‌ମନ୍ ସବୁବେଲର୍‌ ମାପ୍‌ରୁର୍ ଟାନେ ଅନି ଇଣ୍ଡ୍‌ବାଟା ନିମାନ୍ ଆଚେ; ତେବର୍‌ ପାଇଁ ଲକ୍‌ମନ୍‌ କେମ୍‌ତି କରି ନିଜର୍ ବାଟ୍‌କେ ବୁଜି ପାର୍‌ସି ?
25 It is a trap to rashly dedicate something and only later reconsider the vow. ଏଟା ସୁକଲ୍ ବଲିକରି ଦାପ୍‌ରେ ବାବ୍‌ବାଟା ଆରି ମାନତ୍ କଲା ପଚେ ବିଚାର୍‌ କର୍‌ବା ଲକ୍‌ମନର୍ ପାଇଁ ଚାରିବେଟ୍‌ତି ପାନ୍ଦ୍ ପାରା ।
26 A wise king winnows out the wicked and drives the threshing wheel over them. ଗିଆନି ରାଜା ଦୁସ୍‌ଟ ଲକ୍‌ମନ୍‌କେ ତଲେ ଡୁଲାଇ ସଗଡ୍ ଚକ୍ ଚାପାଇସି ।
27 The human spirit is the lamp of our Father, searching every inmost part. ଲକ୍‌ମନର୍ ଆତ୍‌ମା ସବୁବେଲର୍ ମାପ୍‌ରୁର୍ ଉଜଲ୍, ସେଟା ମନ୍‌ବିତ୍‌ରର୍ ସବୁ ବିସୟ୍‌କେ ଦେକ୍‌ତେ ରଇସି ।
28 Loyal love and faithfulness preserve a king; by loyal love his throne is upheld. ଦୟା ଆରି ସତ୍‌ ବିଚାର୍ ରାଜାକେ ରକିଆ କର୍‌ସି; ଆରି, ଦୟାର୍ ଲାଗି ତାର୍ ସିଆଁସନ୍‌ ସବୁ ଦିନର୍ ପାଇଁ ରଇସି ।
29 The glory of the young is their strength, but the splendor of the old is gray hair. ଦାଙ୍ଗ୍‌ଡା ପିଲାମନର୍ ବପୁ ସେମନର୍ ସଜାଇ ଅଇବାଟା, ଡକ୍‌ରାଲକର୍ ପାଚ୍‌ଲା ଚେଣ୍ଡି ସେମନର୍ ପାଇଁ ସୁନ୍ଦର୍‌ ।
30 Wounding blows scrub away evil, and beatings cleanse the inmost parts. ଗାଗଡ୍‌କେ କସ୍‌ଟ ଦେବାଟା କାରାପ୍ ବିସଇକେ ଦୁର୍‌ କର୍‌ସି, ଆରି ଦୁକ୍‌ତେ ମାର୍‌ଲେ ମନ୍ ବିତ୍‌ରେ ବାଦି ଜାଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]