Side by side with the Father's Heart Bible™ 1ଜେ ନିଜ୍କେ ବିନ୍ ଲକାର୍ ତଃୟିହୁଣି ଅଃଲ୍ଗା କଃରେଦ୍ ସେ ନିଜାର୍ ଇଚା ଚେସ୍ଟା କଃରେଦ୍ ଆର୍ ସେ ସଃବୁ ରଃକମାର୍ ବଃଲ୍ ଗିଆନ୍ ବିରୁଦ୍ କଃରେଦ୍।
2ମୁର୍କ୍ ଲକ୍ ବୁଦିୟେ ସଃଲ୍ମତ୍ ନୟି , ଅଃବ୍କା ନିଜାର୍ କଃତାୟି ହଃକା ସେ ସଃଲ୍ମତ୍।
3ଦୁସ୍ଟ୍ ଆୟିଲେକ୍ ଅଃମାନ୍ୟା ଆସେଦ୍ ଆର୍ ଅପ୍ମାନ୍ ସଃଙ୍ଗ୍ ଗୁର୍ନା ଆସେଦ୍।
4ମାନାୟିର୍ ଟଣ୍ଡାର୍ କଃତା ଗବିର୍ ହାଣି ହର୍ ଆର୍ ଗିଆନାର୍ ଆରୁମ୍ ହାଣିର୍ ମୁଆଳ୍ ହର୍।
5ଦୁସ୍ଟର୍ ମୁମେଟ୍ କଃର୍ତାର୍ ଆର୍ ବିଚାର୍ କଃର୍ତାବଃଳ୍ ଦଃର୍ମିକେ ଅଃନ୍ୟାୟି କଃର୍ତାର୍ ବଃଲ୍ ନାୟି।
6ମୁର୍କ୍ ଲକାର୍ ଟଣ୍ଡ୍ ମାଡ୍ଗଳ୍ ବାଟ୍ ବାରି ଜାୟିଦ୍ ,ଆର୍ ତାର୍ ଟଣ୍ଡ୍ ମାଡ୍ କାଉଁକେ କୁଦେଦ୍।
7ମୁର୍କ୍ଲକାର୍ ଟଣ୍ଡ୍ ନାସ୍ ଅଃଉତାର୍ ମୁଳ୍ ବିସୟ୍ , ଆର୍ ତାର୍ ଜିବନାର୍ ହାନ୍ଦା ହର୍।
8କାନେ କାନେ କଃଉତା ଲକାର୍ କଃତା ଅଃମ୍ବ୍ରତ୍ ହର୍, ସେରି ହେଟ୍ ବିତୁର୍ ହଃତେକ୍ ଚାଲି ଜାୟିଦ୍।
9ନିଜାର୍ କାମେ ଜାର୍ ଅଃଳ୍ସ୍ ସେ ନାସ୍ ଗଃଟାଉତା ମାନାୟ୍।
10ଇସ୍ୱରାର୍ ନାଉ ଅଃଟୁଆ ଜାଗୁଆଳିମେଳ୍, ଦଃର୍ମି ଲକ୍ ସେତି ଜାୟି ରଃକ୍ୟା ହାୟିଦ୍। 11ମାଜନାର୍ ଦଃନ୍ ତାର୍ ଅଃଟୁଆ ବଃସ୍ତି, ଆର୍ ତାର୍ ଜାଣ୍ତା ଇସାବେ ଉଚ୍ କଃତି ହର୍।
12ଗଃର୍ବ୍ କଃଲେକ୍ ବିନାସ୍ ଆସେଦ୍ , ଆର୍, ନାମର୍ତା ହଃକା ମାୟିନ୍ ଅୟିଦ୍।
13ଜେ ସୁଣ୍ତା ଆଗ୍ତୁ ଉତୁର୍ ଦଃୟିଦ୍ ସେରି ତାର୍ ଗିନେ ଅଗିଆନି ଆର୍ ଲାଜାର୍ କଃତା।
14ମାନାୟିର୍ ଜିବନ୍ ତାର୍ ଦୁକ୍ ସଃମ୍ବାଳୁ ହାରେ,ମଃତର୍ ବାଙ୍ଗ୍ଲା ଜିବନ୍କେ କେ ସଃମ୍ବାଳେଦ୍।
15ବୁଦିଆଲକାର୍ ମଃନ୍ ଗିଆନ୍ ଅଃର୍ଜେଦ୍ ,ଆର୍ ଗିଆନିର୍ କାନ୍ ଗିଆନ୍ କଜେଦ୍।
16ମାନାୟିର୍ ପୁରିସ୍କାର୍ ତାର୍ ଗିନେ ବାଟ୍ ତିଆର୍ କଃରେଦ୍,ଆର୍ ବଃଡ୍ ଲକାର୍ ଚଃମେ ତାକେ ଆଣେଦ୍।
17ଜୁୟି ଲକ୍ ହଃର୍ତୁ ନିଜାର୍ ଗଃଣ୍ଡ୍ଗଳ୍ ଜାଣାୟିଦ୍ ,ସେ ଦଃର୍ମି ଦଃକାଜାୟିଦ୍ ,ମଃତର୍ ତାର୍ ଲଃଗାର୍ ଲକ୍ ଆସି ତାକେ ବିଚାର୍ କଃରି ବୁଜେଦ୍।
18ଦୁଇଲକାର୍ ଜଗ୍ଳା ତଃୟି କେଳିବାଚ୍ଲେକ୍ ସଃବୁ ତିର୍ କଃରା ଜାୟିଦ୍।
19ନିଜାର୍ ବାଇକେ ଉହ୍କାର୍ କଃରା, ସେ ତକେ ଗଃଳାର୍ ଅଃଟୁଆ କଃତି ହର୍ ସେ ରଃକ୍ୟା କଃରେଦ୍, ମଃତର୍ ଜଦି ତାକେ ବିରଦ୍ କଃଲେକ୍ ତାର୍ ଦୁଆର୍ ଡାହେଦ୍।
20ମାନାୟିର୍ ହେଟ୍ ତାର୍ ଟଣ୍ଡାର୍ ହଃଳେ ବଃର୍ତି ଅୟିଦ୍, ଆର୍ ସେ ନିଜାର୍ ଟଣ୍ଡେ ଅଃର୍ଜ୍ଲାର୍ ସଃଲ୍ମତ୍ ଅୟିଦ୍। 21ମଃର୍ନ୍ ଆର୍ ଜିବନ୍ ଜିବାର୍ ଆୟ୍ତେ ;ଜୁୟିମଃନ୍ ତାକେ ଜାଣ୍ତି ସେମଃନ୍ ତାର୍ ହଃଳ୍ ବଗ୍ତି।
22ଜୁୟି ଲକ୍ ମାୟିଜି ହାୟିଦ୍ ସେ ନିକ ଜିନିସ୍ ହାୟିଦ୍, ସେ ଇସ୍ୱରାର୍ ତଃୟିହୁଣି ଦଃୟା ଅୟିଦ୍।
23ଇନସ୍ତା ଲକ୍ ଗଃଉଆରି କଃରେଦ୍ ;ମଃତର୍ ଦଃନି ଲକ୍ ଅଃଟୁଆ ଉତୁର୍ ଦଃୟିଦ୍।
24ଜେ ଅଃନେକ୍ ମିତ୍ର କଃରେଦ୍ ସେ ନିଜାର୍ ନାସ୍ କଃରୁକେ ସେରି କଃରେଦ୍; ମଃତର୍ ଗଟେକ୍ ଲାଡ୍କାରି ଆଚେ ଜେ ବାଇ ତଃୟିହୁଣି ଅଃଦିକ୍ ଲଃଗେ ଲାଗିକଃରି ରଃୟିଦ୍।