Skip to content
The Believer's Library

Desiya Bible

Isaiah 35 Saa25

Show Saa25 only
Verse × ×
1 The wilderness and the dry land will be glad; the desert will rejoice and blossom like the crocus. ମରୁବାଲି ବୁଇଁ ଆରି ପଡିଆ ରଇଲା ଜାଗା ସାର୍‌ଦା ଅଇବାଇ; ଆରି, ମରୁବାଲି ବୁଇଁ ଗୁଲାପି ପୁଲ୍ ପାରା ପୁଟ୍‌ସି ।
2 It will blossom abundantly and rejoice with joy and singing. The glory of Lebanon will be given to it, the splendor of Carmel and Sharon. They will see the glory of our Father, the majesty of our Father. ସେଟା ବେସି ସାର୍‌ଦା ଅଇସି, ଆରି ସାର୍‌ଦାର୍ ଗିତ୍ ଗାଇ କରି ସାଇସାର୍‌ଦା ଅଇବାଇ; ଲିବାନନର୍‌ ଉଜଲ୍‌, କର୍‌ମିଲ୍ ଆରି ସାରନର୍‌ ସନ୍‌ମାନ୍‌ ତାକେ ଦିଆ ଅଇସି; ସବୁବେଲର୍ ମାପ୍‌ରୁର୍ ଉଜଲ୍ ଆରି ଆମର୍ ମାପ୍‌ରୁର୍ ମଇମା ଦେକ୍‌ବାଇ ।
3 Strengthen the weak hands, and steady the buckling knees. ତମେ ଦୁର୍‌ବଲ୍ ଆତ୍‌କେ ଡାଟ୍‌ କରା ଆରି ତର୍‌ତର୍ ଅଇବା ମାଣ୍ଡିକେ ନିମାନ୍‌ କରା ।
4 Say to those with an anxious heart, "Be strong; do not fear! Look, your Father will come with justice, with our Father's retribution. He will come and save you." ଡର୍‌ବା ଲକ୍‌ମନ୍‌କେ କୁଆ, ସାସ୍ ଦାରିକରି ରୁଆ, ଡରା ନାଇ, ଦେକା, ସବୁବେଲର୍ ମାପ୍‌ରୁ ତମର୍ ବାଦ୍‌ଲା ସଙ୍ଗ୍, ତମେ କଲା କାମର୍ ବୁତି ଦେଇସି; ସେ ଆସି ତମ୍‌କେ ଉଦାର୍ କର୍‌ସି ।
5 Then the eyes of the blind will be opened, and the ears of the deaf unstopped. ସେଡ୍‌କିବେଲେ କାଣାଲକ୍ ମନ୍ ଆଁକି ଦେକ୍‌ବାଇ ଆରି ବଇରା ଲକ୍‌ମନ୍ ସୁନ୍‌ବାଇ ।
6 Then the lame will leap like a deer, and the tongue of the mute will sing for joy. For waters will break forth in the wilderness, and streams in the desert. ସେଡ୍‌କିବେଲେ ଚଟା ଲକ୍‌ମନ୍ କଟ୍‌ରା ଡେଗଇ ପାଲାଇଲା ପାରା ପାଲାଇବାଇ ଆରି ଗୁଲା ଲକ୍‌ମନ୍ କାତା ଅଇବାଇ; କାଇକେବଇଲେ ପାନି ନ ବାରଇବା ଲଗେ ପାଜ୍‌ରା ପାନି ବାରଇସି ଆରି ମରୁବାଲି ବୁଏଁ ଗାଡ୍ ବଇ ଜାଇସି ।
7 The burning sand will become a pool, and the thirsty ground springs of water; in the haunt where jackals lie down, the grass will become reeds and rushes. ଆରି ମରୁବାଲି ବୁଇଁର୍ ପାନି ଆଁଟ୍‌ତେ ଜାଇସି ଆରି ସୁକ୍‌ଲା ବୁଇଁ ବନ୍ ଅଇ ଜାଇସି; ଗଦ ଡୁର୍‌କା ମନର୍ ରଇବା ଜାଗା ମନ୍‌କେ ଗାଁସ୍ ଆଁକ୍‌ରି ବନ୍ ଅଇ ଜଲାଜିକର୍‌ ଅଇ ଜାଇସି, ।
8 And a highway will be there, a road, and it will be called the Way of Holiness. The unclean will not travel it; it belongs to the one who walks the way—even fools will not go astray. ଆରି, ତେଇ ଗଟେକ୍ ରାଜାର୍‌ ଗରର୍ ଦୁଆରେ ଡାଣ୍ଡ୍ ଆରି ଗଟେକ୍ ବାଟ୍ ଅଇସି, ସେଟା ସୁକଲ୍ ବାଟ୍ ବଲିକରି ଡାକା ଅଇସି; ସେଟା ଅବ୍‌କା ସେମନର୍ ପାଇଁ ସେ ଅଇସି, ମାତର୍ କେ ମିସା ଅସୁକଲ୍ ଲକ୍ ସେ ବାଟ୍‌ ବାଟେ ଇଣ୍ଡି ନ ଜାଅତ୍‌; କୁଟିଆଲ୍‌ମନ୍ ଆରି ବୁଦି ନ ରଇଲା ଲକ୍‌ମନ୍ ମିସା ବାଟ୍‌ବାନା ନ ଅଉତ୍‌ ।
9 No lion will be there, nor will any ravenous beast travel on it; they will not be found there. But the redeemed will walk there, ତେଇ ଗଟେକ୍ ମିସା ସିଅଁ ବାଗ୍ ନ ରଅତ୍‌ କି ସେ ଉପ୍‌ରେ ଜିବ୍‌ଜନ୍‌ତୁ ମନ୍ ମିସା ଜାଇ ନାପାରତ୍, ସେମନ୍ ତେଇ ଦେକାଇ ମିସା ଅଇ ନାପାରତ୍; ମାତର୍ ଉଦାର୍ ପାଇବା ଲକ୍‌ମନ୍ ତେଇ ଇଣ୍ଡି ପାର୍‌ବାଇ ।
10 and the ransomed of our Father will return. They will come to Zion with singing, everlasting joy upon their heads; gladness and joy will overtake them, and sorrow and sighing will flee away. ଆରି, ସବୁବେଲର୍ ମାପ୍‌ରୁର୍ ଦରମ୍ ଲକ୍‌ମନ୍ ଜିରୁ ସାଲାମେ ଆଇବାଇ ଆରି ଗିତ୍ ଗାଇଗାଇ କରି ସିନଇ ପର୍‌ବତେ କେଟ୍‌ବାଇ ଆରି ସବୁବେଲର୍‌ ସାର୍‌ଦା ସେମନର୍ ମନେ ରଇଜାଇସି, ଆରି ଦୁକ୍ ଆରି କସ୍‌ଟ ଦୁର୍ ଅଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]