Skip to content
The Believer's Library

Desiya Bible

Isaiah 21 Saa25

Show Saa25 only
Verse × ×
1 The oracle of the wilderness of the sea. Like whirlwinds sweeping the Negev, it comes from the wilderness, a fearsome land. ସମ୍‌ଦୁରର୍ ସାରାସାରିର୍ କଣ୍ଡିର୍ ବିସଇର୍ କାତା । ସେଟା ଦକିନ୍‌ ଦିଗର୍ ମରୁବାଲି ବୁଏଁ ଅନି ବେସି ବାଉ ପବନ୍ ପାରା ସାରାସାରି କଣ୍ଡିଅନି, ଗଟେକ୍ ସଗ୍‌ତି ରଇଲା ଦେସେ ଅନି ଆଇଲାନି ।
2 A harsh vision has been shown to me: the betrayer betrays, and the destroyer destroys. Go up, Elam! Lay siege, Media! I have put an end to all the groaning she caused. ଗଟେକ୍ ଦୁକର୍‌ ବିସଇ ଆମର୍‌ ପାଇଁ ଦେକା ଅଇଲା ଆଚେ ; ବିସ୍‌ବାସେ ବିସ୍ ଦେଲାପାରା କଲାନି ଆରି ଚର୍ ଚରାଇଲାନି । ଏ ଏଲମ୍ , ଉପ୍‌ରେ ଜା, ଏ ମାଦିଏ, ମନାକର୍‌; ମୁଇ ତେଇର୍ ଆଉଲିକେ ନସ୍‌ଟ କରିଆଚି ।
3 Therefore my body is gripped with anguish; pangs have seized me, like the pangs of a woman in labor. I am too doubled over to hear, too terrified to see. ସେଟାର୍‌ପାଇଁ ବଲିକରି ମର୍ ଆଁଟାର୍ ଦୁକ୍‌କସ୍‌ଟକେ ପୁରା ପୁରୁନ୍ ଅଇଲା ଆଚେ ; ମାଇଜିମନ୍‌କେ ପିଲା ଜନମ୍ ଅଇବା ବେଲର୍‌ ଦୁକାପାରା ମକେ ଦୁକ୍‌ଲାନି; ମୁଇଁ କସ୍‌ଟରେ ଆଚିଜେ , ମୁଇଁ ସୁନି ନାପାର୍‌ଲିନି ; ମୁଇଁ ଏଡେକ୍‌ମାଡ୍ ଦାନ୍ଦାଜେ , ମୁଇଁ ଦେକି ନାପାର୍‌ଲିନି ।
4 My heart staggers; horror overwhelms me. The twilight I longed for has turned to trembling for me. ମର୍‌ ଗାଗଡ୍ ତର୍‌ତରି ଗାଲାନି, ଏ କସ୍‌ଟ ମକେ ବେସି ଡରାଇଲାନି; ଜନ୍‌ ସଞ୍ଜ୍‌କେ ମୁଇଁ ବାଚି ରଇଲି , ସେଟା ମକେ ଡରାଇଲାନି ।
5 They set the table, they spread the rugs, they eat, they drink. Rise up, you princes! Oil the shields! ସେମନ୍ ଅଚ୍‌ନା ଅଚାଇବାଇ, ସମନ୍ ଜାଗୁଆଲ୍‌କେ ବାଚ୍‌ବାଇ କର୍‌ବାଇ , ସେମନ୍ କାଇବାଇ ପିଇବାଇ, ଏ ସଇନମନର୍ ମୁକିଆ ମନ୍‌, ଉଟା , ମାର୍‌ଲେ ସରି ଆଡ୍‌ବାଟାକେ ଚିକନ୍ ଲାଗାଇ ଜାଗ୍‌ରତ୍‌ କରା ।
6 For this is what the Sovereign Father said to me: "Go, station the watchman; let him report what he sees. କାଇକେ ବଇଲେ, ମାପ୍‌ରୁ ମକେ ଏ କାତା କଇଲା ଆଚେ, ଜାଆ, ଗଟେକ୍ ଜାଗୁଆଲ୍‌କେ ବାଚା ସେ ଜନ୍‌ଟା ଦେକ୍‌ଲା ଆଚେ, ସେଟାକେ ଜାନାଅ;
7 When he sees riders, horsemen in pairs, riders on donkeys, riders on camels, let him watch closely, very closely." ଆରି ସେ ଜେଡେବେଲେ ଗଟେକ୍‌ ଦଲର୍‌ ସନିଅମନ୍‌, ଦୁଇ ଦୁଇଟା ଗଡାଇ ଚଗି, ଗଟେକ୍‌ ଦଲ୍ ଗଦ ତେଇ ଚଗିକରି ଆଇଲାଇନି ଆରି ଗଟେକ୍‌ ଦଲ୍ ଉଟ୍‌ଟାନେ ବସିକରି ଆଇବାଟା ଦେକ୍‌ସା, ସେଡ୍‌କିବେଲେ ସେ ବେସି ଜାଗର୍‌ତା ସଙ୍ଗେ କାନ୍‌ ଡେରି କରି ସୁନ୍‌ସି।
8 Then the watchman cried out: "A lion! Upon the watchtower, O Sovereign Father, I stand continually by day, and at my post I keep watch all through the nights." ତାର୍‌ପଚେ ସେ ସିଅଁ ବାଗର୍‌ ପାରା ଉଁକାରି କରି କଇଲା, ଏ ମାପ୍‌ରୁ , ମୁଇଁ ଦିନ୍‌ବେଲେ ସବୁବେଲେ ଦୁଆରେ ଟିଆ ଅଇ ରଇବି ଆରି କେତେରାତି ଅଇଲାନି ମୁଇଁ ତମର୍ ପାଚୁରି ପାଲି ଜାଗିକରି ଆଚି;
9 And look—here come riders, horsemen in pairs! And he answered, "Fallen, fallen is Babylon, and all the carved images of her gods lie shattered on the ground." ଆରି, ଦେକା, ତେଇ ଗଟେକ୍ ଦଲର୍‌ ସଇନମନ୍‌ ଦୁଇ ଦୁଇ ଲକ୍ ଅଇକରି ଗଡାଇ ଚଗିକରି ଆଇଲାଇନି । ଆରି ସେ କବର୍ ଜାନାଇଲା, ବାବିଲ୍ ଗଡ୍‌ କୁରୁପ୍‌ନାସ୍ ଅଇଗାଲା ଆରି ସେମନ୍ ଆତେ ତିଆର୍ କରି ରଇବା ସବୁଜାକ ମୁର୍‌ତି ବାଙ୍ଗିରୁଜି କୁରୁପ୍‌ନାସ୍ ଅଇଗାଲା ।
10 O my threshed people, child of my threshing floor, what I have heard from the Father of heaven's armies, I declare to you. ଏ ମର୍ ଇସ୍‌ରାଇଲର୍ ଲକ୍‌ମନ୍, ତମେ ଗଁକେ ମାଣ୍ଡାଇ ଉଡାଲି କରି ବାଚା ଅଇ ରଇବାଟା, ମାତର୍ ମୁଇଁ ଏବେ ତମ୍‌କେ ସୁବ୍‌ କବର୍ ଜାନାଇଲି, ଜନ୍‌ଟାକି ସବୁର୍‌ ତେଇଅନି ବପୁ ରଇବା ମାପ୍‌ରୁ ଇସ୍‌ରାଏଲର୍ ପର୍‌ମେସରର୍ ଲଗେଅନି ସୁନି ଆଚି, ସେଟା ତମ୍‌କେ ମୁଇ ଜାନାଇଲିନି ।
11 An oracle about Dumah. Someone calls to me from Seir: "Watchman, what of the night? Watchman, what of the night?" ଏଟା ଦୁମା ବିସଇରେ ଗଟେକ୍ କବର୍ । କେ କି ଗଟେକ୍ ଲକ୍ ଆସି ସେଇର୍ ତେଇ ଅନି ଡାକି ମକେ କଇଲାଇନି, ଏ ଜାଗାଇ କେତେ ରାତି ଅଇଲା, କେତେ ରାତି ଅଇଲା ? ଏ ଜାଗାଇ କେତେ ରାତି ଅଇଲା ?
12 The watchman says, "Morning comes, and also the night. If you would inquire, then inquire; come back again." ଜାଗୁଆଲି କଇଲା, ସାକାଲ୍ ପାଇଲାନି , ମାତର୍ ରାତି ମିସା ଅଇ ଆଇଲାନି; ତମେ ଜେବେ ପାଚାର୍‌ସା, ପାଚାରା; ତମେ ବାଉଡି କରି, ଆସା ।
13 The oracle concerning Arabia. In Arabia's thickets you will spend the night, you Dedanite caravans. ଆରବ୍ ବିଅସଇରେ କବର୍ । ଏ ଦଦାନିଅ ନଅଁରର୍ ଜିବା ଲକ୍‌ମନ୍, ତମେ ଆରବର୍ ବନ୍ ବିତ୍‌ରେ ରାତି ସାରା ଇଣ୍ଡ୍‌ସା ।
14 Bring water to the thirsty; you who live in the land of Tema, bring bread to the fugitive. ଜନ୍‌ଲକ୍‌କେ ସସ୍ ଅଇତେ ରଇଲା, ତାର୍ ଲଗେ ପାନି ଆନ୍‌ଲାଇ; ତେମା ଦେସର୍ ଲକ୍‌ମନ୍ କାଦି ନେଇକରି ଲୁଚି ପାଲାଇବା ଲକ୍‌ମନର୍ ସଙ୍ଗେ ଜାଇକରି ମିସ୍‌ଲାଇ।
15 For they have fled from the swords—from the drawn sword, from the bent bow, and from the weight of battle. କାଇକେ ବଇଲେ ଲକ୍‌ମନ୍ କାଣ୍ଡା ତେଇ ଅନି ରକିଆ ପାଇବାକେ, ତିପ୍‌ତିପା କାଣ୍ଡା ତେଇ ଅନି, ଦୁନୁକାଣ୍ଡ୍‌ ତେଇ ଅନି ଆରି, ଜୁଇଦର୍ ସବୁଜାକ ବିପଦେ ଅନି ରକିଆ ପାଇବାକେ ପାଲାଇଲାଇ।
16 For the Sovereign Father told me: "Within a year, as a hired worker counts it, all Kedar's glory ends. ସେଟାର୍‌ପାଇଁ ସବୁବେଲର୍ ମାପ୍‌ରୁ ମକେ କଇଲା ଆଚେ , ସେ ବରସ୍‌ ଗତି କଟ୍‌ବା ବରସ୍ ସାର୍‌ଲା, ଗଟେକ୍ ବର୍‌ସେ କେଦାର୍ କୁଟୁମର୍ ପବୁ କୁରୁପ୍‌ନାସ୍ ଅଇଜାଇସି ।
17 The remaining archers, Kedar's warrior sons, will be few, for our Father has spoken." ଆରି, କେଦାର୍ ବଁସର୍ ବପୁ ରଇବା ଲକ୍‌ମନର୍ ବିତ୍‌ରେ ଅନି ଉନା ଲକ୍ ଦୁନୁ ଦାରିକରି ରଇବାଇ; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଇସ୍‌ରାଏଲ୍ ଦେସର୍ ପର୍‌ମେସର୍ ଏ କାତା କଇଲାନି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]