Skip to content
The Believer's Library

Desiya Bible

Proverbs 31 Saa25

Show Saa25 only
Verse × ×
1 The words of King Lemuel—an oracle his mother taught him: ଲମୁଏଲ୍‌ ରାଜାର୍‌ କାତା; ଆରି, ତାର୍‌ ଆୟା ତାକେ ଜାଇଟା ସିକାଇ ରଇଲା, ସେ ସିକିଆ ।
2 What, my son? What, son of my womb? What, son of my vows? ଏ ମର୍‌ ପିଲା, ମର୍‌ ପେଟର୍ ପିଲା, ଏ ମର୍‌ ମାନତ୍‌ କରି ମାଙ୍ଗି ରଇବା ପିଲା, ମୁଇଁ ତକେ କାଇଟା ବଲିକରି କଇବି ?
3 Do not give your strength to women, or your ways to those who destroy kings. ତୁଇ ମାଇଁଜି ମନ୍‌କେ ନିଜର୍‌ ବପୁ ଦେସ୍‌ନାଇଁ, ଆରି ରାଜାମନ୍ ସେବାଟେ ଜାଇକରି ଜେନ୍‌ତି କୁରୁପ୍‌ନାସ୍‌ ଅଇବାଇ, ସେ ବାଟେ ଜାଆ ନାଇଁ ।
4 It is not for kings, Lemuel—not for kings to drink wine, or for rulers to crave strong drink. ଏ ଲମୁଏଲ୍‌, ରାଜାମନର୍‌ ଅଙ୍ଗୁର୍‌ ରସ୍‌ କାଇବାଟା ଟିକ୍‌ନାଇଁ, ରାଜାମନର୍‌ କାଇବା ନିଅମ୍ ନାଇଁ; ଆରି ସାସନ୍ କାରିଆମନ୍ ଅଙ୍ଗୁର୍ ରସ୍‌ କନ୍‌ତି ଆଚେ ବଲିକରି ପାଚାର୍‌ବାଟା ମିସା ଟିକ୍‌ନାଇଁ ।
5 For if they drink, they will forget what is decreed and pervert the rights of all the oppressed. ସେମନ୍‌ କାଇଲେ, ନିଅମ୍‌ ପାସ୍‌ରି ଜାଇକରି ଦୁକିସୁକି ଲକ୍‌ମନର୍ ବିଚାର୍ କର୍‌ବାଟା କାରାପ୍ କରି ଦେବାଇ।
6 Give strong drink to one who is perishing, and wine to those in bitter distress. ମର୍‌ବୁ ବଲ୍‌ବା ଲକ୍‌କେ ମଦ୍‌ ଦିଆସ୍‌ ଆରି ମନ୍‌ ବିତ୍‌ରେ ଦୁକ୍ ରଇବା ଲକ୍‌ମନ୍‌କେ ଅଙ୍ଗୁର୍‌ ରସ୍‌ ଦିଆସ୍‌ ।
7 Let them drink and forget their poverty, and remember their misery no more. ସେ ଲକ୍‌ କାଇ କରି ନିଜର୍‌ ଦୁକ୍‌ କସ୍‌ଟକେ ପାସ୍‌ରି ଜାଅ, ଆରି ନିଜର୍ ମନ୍ ବିତ୍‌ରେ ଦୁକ୍ କସ୍‌ଟ ନ ବଗ ।
8 Open your mouth for the voiceless, for the rights of all who are left destitute. ଗୁଲା ଲକର୍‌ ବାଟେ ଆରି ଟୁରା ଟୁରି ଲକର୍‌ ବାଟେ ଅଇକରି, କାତା କୁଆ ।
9 Open your mouth, judge righteously, and defend the rights of the poor and needy. ଆଉଲି ଅଇ ସତ୍‌ ବିଚାର୍‌ କର୍‌, ଆରି ଦୁକି ଆରି ଗରିବ୍‌ ଲକ୍‌ମନର୍‌ ନିମାନ୍‌ ବିଚାର୍‌ କର୍‌ ।
10 A woman of valor—who can find her? She is far more precious than jewels. ଗୁନ୍‌ଚଲନ୍ ରଇଲା ମାଇଁଜି କେ ପାଇ ପାର୍‌ସି? ସେ ମତି ମୁକ୍‌ତାର୍‌ ତେଇଅନି ଅଦିକ୍ ମୁଲିଅର୍‌ ଦନ୍ ପାଇସି ।
11 The heart of her husband trusts in her, and he will lack nothing of value. ମୁନୁସର୍‌ ମନ୍ ତାର୍‌ ଲଗେ ଆକା ଆସା ବର୍‌ସା କର୍‌ସି, ଆରି ସେ କାଇ କାମ୍‌ କଲେ ମିସା ଉନା ନ ଅଏ ।
12 She does him good and not harm, all the days of her life. ସେ ତାର୍ ଜିଇବା କାଇବା ଜାକ ତାର୍ ମୁନୁସ୍‌କେ କାଇ କସ୍‌ଟ ନ ଦେଇ ଉନତି କର୍‌ସି ।
13 She seeks out wool and flax, and works with willing hands. ସେ ମେଣ୍ଡା ରମ୍‌ ଆରି ମସିନା କଜି ସୁସ୍‌ତା ସଙ୍ଗେ ନିଜର୍‌ ଆତେ କାମ୍‌ କର୍‌ସି ।
14 She is like the merchant ships, bringing her food from afar. ସେ ବେପାର୍‌ବାଟ୍‌ କର୍‌ବା ଜାଜ୍‌ ପାରା; ସେ ଦୁର୍‌କେ ଅନି ନିଜର୍‌ କାଦିକଣ୍ଡା କଜି ଆନ୍‌ସି ।
15 She rises while it is still night, provides food for her household, and portions for her servant girls. ଆରି ସେ ସାକାଲ୍ ସାକାଲ୍ ଉଟ୍‌ସି ଆରି ନିଜର୍‌ ଗରର୍ ସବୁକେ କାଇବାକେ ଦେଇସି ଆରି ଚାକ୍‌ରାନି ମନ୍‌କେ କାମ୍ ତିଆର୍‌ସି ।
16 She considers a field and buys it; from the fruit of her hands she plants a vineyard. ସେ ବାଡର୍‌ ବିସଇ ଟିକିନିକି ବୁଜି କରି ଗେନ୍‌ସି, ସେ ନିଜେ ବାଡେ, ଅଙ୍ଗୁର୍‌ ମାଲ୍‌ ରପ୍‌ସି ।
17 She wraps herself in strength and makes her arms strong. ସେ ନିଜର୍ ଆଁଟା ଡାଟ୍ କର୍‌ବାକେ ବାନ୍ଦି ଅଇସି ଆରି ନିଜର୍‌ ଆତେ ବପୁ ଲାଗାଇସି।
18 She perceives that her trading is profitable; her lamp does not go out at night. ସେ ବେବାର୍ ବାଟ୍‌ କରି ଲାବ୍‌ କର୍‌ସି, ସେଟା ସେ ବୁଜ୍‌ଜି; ଆରି, ରାତିର୍‌ବେଲେ ତାର୍‌ ଗରର୍ ଦିପ୍ ନ ଲିବାଏ ।
19 She puts her hands to the spinning staff, and her hands grasp the spindle. ସେ ନିଜର୍‌ ଆତେ ସୁତା ବେଟ୍‌ସି ଆରି ଲୁଗା ବୁନ୍‌ସି ।
20 She opens her hand to the poor and reaches out her hands to the needy. ସେ ଦୁକି ଲକ୍‌ମନ୍‌କେ ଲବ୍ ନ କର୍‌ତେ ଦେଇସି ଆରି କାକୁର୍‌ତି ଲକ୍‌ମନ୍‌କେ ଜିବନ୍ ଦୁକାଇସି ।
21 She has no fear for her household when it snows, for all her household are clothed in scarlet. ସେ ବେସି ସିତ୍‌କେ ମିସା ନିଜର୍‌ ଗର୍‌କୁଟୁମର୍ ଲାଗି ବଲିକରି ନ ଡର୍‌ତେ କାମ୍ କର୍‌ସି; କାଇକେବଇଲେ ତାର୍‌ ସବୁ ଗର୍‌କୁଟୁମର୍ ଲକ୍‌ମନ୍ ଉସୁମ୍‌ ବସ୍‌ତର୍ ପିନ୍ଦ୍‌ବାଇ।
22 She makes coverings for herself; her clothing is fine linen and purple. ସେ ନିଜର୍ ପାଇଁ କାବ୍‌ରା ଚିତ୍‌ରା ରଙ୍ଗ୍‌ର ବସ୍‌ତର୍ ବୁନ୍‌ସି, ଆରି ସେ ଦବ୍‌ଲା ଜିନ୍‌ଜିନା ପାତଲ୍ ଲୁଗା ଆରି ଜାମ୍‌କଲିଆ ରଙ୍ଗର୍ ବସ୍‌ତର୍ ପିନ୍ଦ୍‌ସି ।
23 Her husband is known in the gates, when he sits among the elders of the land. ତାର୍‌ ମୁନୁସ୍‌ ଦେସର୍‌ ନେତାମନର୍‌ ସଙ୍ଗେ ନଅଁରର୍ ଦୁଆରର୍ ସଦର୍ ଦାଣ୍ଡେ ବସି ରଇଲା ବେଲେ ଜାନା ପଡ୍‌ସି ।
24 She makes linen garments and sells them, and supplies sashes to the merchants. ସେ ଦବ୍‌ଲା ବସ୍‌ତର୍‌ ତିଆର୍‌ କରି ବିକ୍‌ସି, ଆରି ବେବାରିମନ୍‌କେ ଆଁଟାବେଡା ମିସା ବିକ୍‌ସି ।
25 Strength and dignity are her clothing, and she laughs at the days to come. ବପୁ ଆରି ଗୁନ୍‌ଚଲନ୍ ଆକା ତାର୍ ବସ୍‌ତର୍‌ ପାରା, ଆରି ଆଇବା ଦିନ୍‌ମନ୍‌କେ ସେ କାଇଟାକେ ମିସା ନ ଡରେ ।
26 She opens her mouth with wisdom, and faithful instruction is on her tongue. ସେ ବାବିବିଚାରି କରି କାତା କଇସି; ସେ ସବୁବେଲେ ସୁଆଲ୍ ସୁତର୍ ସଙ୍ଗେ ସିକିଆ ଦେଇସି ।
27 She watches over the ways of her household and does not eat the bread of idleness. ସେ ନିଜର୍‌ ଗର୍‌କୁଟୁମର୍‌ ଚାଲିଚଲନ୍‌କେ ମନ୍‌ଦିଆନ୍ ଦେଇସି, ଆରି ସେ କାମ୍ ନ କଲେ ସରି ନ କାଏ ।
28 Her children rise up and call her blessed; her husband also, and he praises her: ତାର୍‌ ପିଲାଟକିମନ୍‌ ଉଟିକରି ତାକେ ଦନିଅବାଦ୍ ବଲିକରି କଇବାଇ ଆରି ତାର୍‌ ମୁନୁସ୍‌ ମିସା ସେ ରକାମ୍ ବଡିଆ ବଡିଆ ବଲିକରି ସାର୍‌ଦାର୍ କାତା କଇସି;
29 "Many daughters have done valiantly, but you surpass them all." ବେସି ଦାଙ୍ଗ୍‌ଡି ମନର୍ ଲଗେ ଗୁନ୍‌ଚଲନ୍ ଆଚେ, ମାତର୍ ସେ ସର୍‌ତେ ଦାଙ୍ଗ୍‌ଡିମନର୍ ତେଇ ଅନି ତୁଇ ଅଦିକ୍ ସୁନ୍ଦର୍‌ ।
30 Charm is deceptive and beauty is fleeting, but a woman who reveres our Father—she will be praised. ବେସି ସୁନ୍ଦର୍‌ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍‌, ମାତର୍‌ ଜନ୍‌ ମାଇଁଜି ସବୁବେଲର୍‌ ମାପ୍‌ରୁକେ ଡର୍‌ସି, ସେ ଆସିର୍‌ବାଦ୍‌ ପାଇସି ।
31 Give her the fruit of her hands, and let her works praise her in the gates. ତାର୍‌ କଲାକାମର୍‌ ଆସିର୍‌ବାଦର୍ ପଲ୍‌ ତାକେସେ ଦିଆସ୍‌, ଆରି ତାର୍‌ ନିଜର୍‌ କାମ୍‌ ଇସାବ୍‌ରେ ନଅଁରର୍ ଦୁଆରେ ତାକେ ଆସିର୍‌ବାଦ୍ କରା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]