Skip to content
The Believer's Library

Desiya Bible

Proverbs 30 Saa25

Show Saa25 only
Verse × ×
1 The words of Agur son of Jakeh—the oracle. The man declares: I am weary, O my Father; I am weary, O my Father, and worn out. ଜାକିରର୍‌ ପିଲା ଆଗୁରର୍‌ କାତାର୍ ଅରତର୍ ବିସଇ । ସେ ନର୍‌ଲକ୍‌ ଇତିଏଲ୍‌କେ, କଇବାକେ ଗାଲେ ଇତିଏଲ୍‌ ଆରି ଉକଲ୍‌କେ କଇସି,
2 Surely I am too brutish to be a man; I do not have the understanding of a man. କଇବାକେ ଗାଲେ ମୁଇଁ ଗଟେକ୍ ନର୍‌ଲକର୍‌ ବିତ୍‌ରେ ଅନି ଗଟେକ୍ ବୁଦି ନଇଁଲା ଲକ୍‌ ପାରା, ଆରି ମକେ ନର୍‌ଲକର୍‌ ପାରା ବୁଜ୍‌ବା ସକ୍‌ତି ନାଇଁ ।
3 I have not learned wisdom, nor do I have knowledge of the Holy One. ମୁଇଁ କାଇ ବୁଦି ଗିଆନ୍‌ ସିକି ନାଇଁ, କି କାଇ ଦରମ୍‌ ବିସଇରେ ମୁଇଁ ସିକି ନାଇଁ ।
4 Who has ascended to heaven and come down? Who has gathered the wind in the hollow of his hands? Who has wrapped the waters in a garment? Who has established all the ends of the earth? What is his name, and what is his son's name? Surely you know! କେ ସର୍‌ଗେ ଜାଇ କରି ଉତ୍‌ରି ଆଇଲା ଆଚେ ? କେ ନିଜର୍‌ ଆତ୍‌ ମୁଟାଇ ପବନ୍‌କେ ଦାରିଆଚେ ? କେ ନିଜର୍‌ ଲୁଗା ସଙ୍ଗେ ପାନିକେ ବାନ୍ଦି ରକି ଆଚେ କି ? କେ ପୁର୍‌ତିବିକେ ସନ୍ଦିକରି ଆଚେ? ତାର୍‌ ନାଉଁ କାଇ ନାଉଁ? ଆରି ତାର୍‌ ପିଲାର୍‌ ନାଉଁ କାଇ ନାଉଁ ? ଜଦି ଜାନୁସ୍ ତେବେ କଅ!
5 Every word of our Father proves true; he is a shield to those who take refuge in him. ପର୍‌ମେସରର୍‌ ସବୁ ବାକିଅକେ ପରିକା କରି ସିଦ୍‌ ଅଇଲା ଆଚେ; ଜନ୍‌ ଲକ୍‌ମନ୍‌ ତାକେ ଆସା ବର୍‌ସା କର୍‌ବାଇ, ସେ ସେମନର୍‌ ଆଡ୍‌ନା ପାରା ।
6 Do not add to his words, or he will rebuke you and prove you a liar. ମାପ୍‌ରୁର୍‌ ବାକିଅତେଇ କାଇଟା ମିସା ମିସାଆ ନାଇଁ, ମିସାଇଲେ ସେ ତମ୍‌କେ ନିନ୍ଦା କର୍‌ସି, ଆରି ତମେ ମିଚ୍ କାତା କଇବା ଲକ୍ ବଲିକରି ଜାନା ପଡ୍‌ସା ।
7 Two things I ask of you; do not withhold them from me before I die: ମୁଇଁ ତମର୍‌ ଲଗେ ଏ ଦୁଇଟା ବର୍‌ ମାଙ୍ଗିଆଚି, ମୁଇଁ ମର୍‌ବା ଆଗ୍‌ତୁ ମକେ ସେଟା ଦେବାକେ ମନା କର୍‌ନାଇଁ ।
8 Keep falsehood and lies far from me; give me neither poverty nor riches; feed me only the bread that is my portion, କାରାପ୍ କାତା ଆରି ମିଚ୍‌ କାତା କଇବାକେ ମର୍ ଟଣ୍ଡେ ଦେଏ ନାଇଁ; ମକେ ବେସି ଗରିବ୍ କି ସାଉକାର୍‌ କର୍ ନାଇଁ, ମର୍ ବାଗେ ଜେତ୍‌କି ଆଚେ, ସେତ୍‌କି ଦେଇକରି ପର୍‌ତି ପାଲନ୍ କର୍।
9 for if I am full, I may deny you and say, "Who is God?" or if I am poor, I may steal and profane the name of my God. ଜଦି ଦନ୍ ଅଦିକ୍ ଅଇଲେ ତକେ ପାସ୍‌ରି ଜାଇକରି, ସବୁବେଲର୍‌ ମାପ୍‌ରୁ କେ? ବଲିକରି କଇବି ଆରି ଗରିବ୍‌ ଅଇଲେ ଚରି କର୍‌ବି ଆରି ମର୍‌ ପର୍‌ମେସରର୍‌ ନାଉଁକେ ମିଚ୍‌ ବଲିକରି କଇବି ।
10 Do not slander a servant to his master, or he will curse you and you will be found guilty. କନ୍ ମିସା ଦାସ୍‌କେ ମାଲିକର୍‌ ମୁଆଁଟେ କାଇବଲିକରି କୁଆ ନାଇଁ, ନଇଁଲେ ତମ୍‌କେ ଅବିସାପ୍ ଦେଇସି ଆରି ତମେ ଦସି ବଲାଇ ଅଇସା ।
11 There is a generation that curses its father and does not bless its mother. ଜେ ନିଜର୍‌ ବାବାକେ ଅବିସାପ୍‌ ଦେଇସି, ଆରି ନିଜର୍‌ ଆୟାକେ ଆସିର୍‌ବାଦ୍‌ ନ କରତ୍, ଏ ରକାମ୍‌ କେତେ ଲକ୍‌ମନ୍ ଆଚତ୍‌ ।
12 There is a generation clean in its own eyes yet not washed of its filth. ନିଜେ ଦେକ୍‌ବା ଇସାବ୍‌ରେ ନିକ, ଏ ରକାମ୍‌ ଗଟେକ୍‌ ବଁସ୍‌ ଆଚତ୍‌, ଏବ୍‌କେ ଜାକ ସେମନ୍‌ ନିଜର୍ ମୁର୍‌କିକେ ଦଇ ଅଅତ୍ ନାଇଁ ।
13 There is a generation—how proud its eyes, how scornful its glances! ଏ ରକାମ୍‌ ଗଟେକ୍‌ ବଁସ୍‌ ଆଚତ୍‌, ସେମନ୍ ନିଜର୍ ଇସାବ୍‌ରେ ବେସି ବଡ୍ ବଲିକରି ବାବ୍‌ବାଇ ! ଆରି ସେମନ୍ ଅଲ୍‌ଗା ଲକ୍‌ମନ୍‌କେ ଆଁକି ବଡ୍ ବଡ୍ କରି ଦେକ୍‌ଲାଇନି ।
14 There is a generation whose teeth are swords, whose fangs are knives, to devour the poor from the earth and the needy from among mankind. ପୁର୍‌ତିବିର୍ ତେଇ ଜେନ୍‌ତି ଲକ୍‌ମନ୍ ଆଚତ୍‌ ଦୁକିସୁକି ଲକ୍‌ମନ୍‌କେ ମରାଇବାକେ, ଜନ୍‌ ଲକ୍‌ମନର୍‌ ଦାନ୍ତ୍‌ ବିସ୍‌ ରକାମ୍‌ ଆରି ତିପ୍‌ତିପା‌ କାଟ୍‌ରା ପାରା, ଏ ରକାମ୍‌ ବଁସ୍‌ ଆଚତ୍‌ ।
15 The leech has two daughters: "Give" and "Give." Three things are never satisfied; four never say, "Enough": ଜଁକ୍‌କେ ଦୁଇଟା ଟକି ଆଚତ୍‌, ସେମନ୍ କଇବାଇ ଦିଆ, ଦିଆ ବଲିକରି । ଏନ୍ତାରି ତିନ୍‌ଟା ଜିନିସ୍ ଆଚତ୍‌, କେବେ ମିସା ସାନ୍ତିନାଇଁ, ଆରି ଚାର୍‌ଟା ଜିନିସ୍‌ କେବେ ମିସା ନ କଅତ୍‌, ବେସି ଅଇଲା ବଲିକରି ।
16 The grave, the barren womb, the land never satisfied with water, and the fire that never says, "Enough." ମସନ୍‌ ଆରି ବାଞ୍ଜିମାଇଜି ସାନ୍‌ତିରେ ରଇ ନାପାରତ୍‌; ସୁକ୍‌ଲା ବୁଏଁ ଜେତେକ୍ ପାନି ରକଇଲେ ମିସା ଆରି ଜୟ୍‌, ନ କଏ, ବେସି ଅଇଲା ବଲିକରି।
17 The eye that mocks a father and scorns to obey a mother—the ravens of the valley will pluck it out, and the young vultures will eat it. ଜନ୍‌ ଆଁକି ନିଜର୍ ବାବାକେ ଇଜତ୍ ଜିକ୍‌ସି ଆରି ଆୟାର୍‌ କାତାକେ ନ ମାନେ, ତାକେ କୁଆମନ୍ ଆସି କାଇ ପାକାଇବାଇ ଆରି ଗିଦଲ୍ ଚଡଇପିଲାମନ୍‌ ସେମନ୍‌କେ କାଇ ପାକାଇବାଇ ।
18 Three things are too wonderful for me; four I do not understand: ତିନ୍‌ଟା କାତାକେ ମକେ କାବା ଲାଗି ଗାଲା, ମାତର୍‌ ଚାର୍‌ଟା କାତାକେ ମୁଇଁ ଜାନି ନାପାର୍‌ଲି;
19 the way of an eagle in the sky, the way of a serpent on a rock, the way of a ship in the heart of the sea, and the way of a man with a young woman. ଆକାସେ ଗିଦଲ୍ ଚଡଇ ପାରା ଉଡ୍‌ବାଟା, ପାକ୍‌ନା ବିତ୍‌ରେ ସାଁପ୍‌ ପୁର୍‌ବାଟା, ସମ୍‌ଦୁରେ ଜାଆଜ୍‌ ଜିବାଟା, ଦାଙ୍ଗ୍‌ଡି ଟକିର୍‌ ଲଗେ ଦାଙ୍ଗ୍‌ଡାମନ୍‌ ଜିବାଟା ।
20 This is the way of an adulteress: she eats and wipes her mouth and says, "I have done no wrong." ସେ ରକାମ୍‌ ଦାରି ମାଇଁଜିର୍‌ କାମ୍‌, ସେ କାଇ କରି ମୁଁ ପୁଚି ଦେଇ କରି କଇସି, ମୁଇଁ କାଇ ମିସା କାରାପ୍‌ କାମ୍ କରି ନାଇଁ ।
21 Under three things the earth trembles; under four it cannot bear up: ତିନ୍‌ଟା ବିସଇର୍‌ ଅଜନ୍‌ରେ ପୁର୍‌ତିବି ଦୁଲ୍‌ଦୁଲି ଜାଇସି, ଆରି ଚାର୍‌ଟା ବିସଇର୍‌ ବଜ୍‌କେ ମିସା, ସେ ସମାଲି ନାପାରେ;
22 a servant when he becomes king, and a fool when he is filled with food; ଗଟେ ଦାଙ୍ଗ୍‌ଡା ରାଜା ଅଇଲେ ତାର୍‌ ଦାଇତ୍ ସମାଲି ନାପାରେ ଆରି ଗଟେକ୍ ମୁର୍‌କ କାଦି କାଇ କରି ସାନ୍‌ତି ରଇ ନାପାରେ; ଗଟେକ୍‌ ଇଚା ନଇଲା ମାଇଜିକେ ବିବା ଅଇଲେ ମିସା ସେନ୍ତାରି ସେ ତାର୍‌ ବଜ୍‌;
23 an unloved woman when she finally marries, and a servant girl when she displaces her mistress. ଦାସି ମାଲିକ୍‌ନି ଅଇସି ଏଟା ତାର୍ କାମ୍‌ ।
24 Four things on earth are small, yet they are exceedingly wise: ପୁର୍‌ତିବି ତେଇ ଚାର୍‌ଟା ଜିବ୍‌ଜନ୍‌ତୁ ଆଚତ୍ ସେମନ୍ ବେସି ଗିଆନି ।
25 the ants are a people not strong, yet they store up their food in the summer; ଚାଟିମନ୍‌ ଦୁର୍‌ବଲ୍‌ଟା ମନ୍‌, ଅଇଲେ ମିସା ଜେଟ୍‌ବେଲେ କାଦି ଟୁଲିଆଇବାଇ ।
26 the rock badgers are a people not mighty, yet they make their homes in the cliffs; ସିମା ମୁସା ବପୁ ନାଇଁ, ଅଇଲେ ମିସା ସେମନ୍ ପାକ୍‌ନା ତେଇ ନିଜର୍‌ ନିଜର୍‌ ଗର୍‌ ତିଆର୍‌ କର୍‌ବାଇ ।
27 the locusts have no king, yet all of them advance in ranks; ଚିଟ୍‌କାମନର୍‌ ରାଜା ନାଇଁ, ଅଇଲେ ମିସା ମାନ୍ଦା ମାନ୍ଦା ଅଇ ଜିବାଇ ।
28 the lizard you can catch in your hands, yet it is found in kings' palaces. ଜିଟିପିଟିକେ ଆତ୍‌ ସଙ୍ଗ୍‌ ଦାରି ଅଇସି, ଅଇଲେ ମିସା ସେ ରାଜାର୍ ମେଡ୍‌ ଗରେ ବାସା ଅଇ ରଇସି ।
29 Three things are stately in their stride; four are stately in their walk: ଆରି ତିନ୍‌ଟା ଜିବ୍‌ଜନ୍ତୁ ସୁନ୍ଦର୍‌ ବାବ୍‌ରେ ଇଣ୍ଡ୍‌ବାଇ, ଆରି ଚାର୍‌ଟା ପସୁ ମିସା ସୁନ୍ଦର୍‌ ସଙ୍ଗେ ଇଣ୍ଡ୍‌ବାଇ;
30 the lion, mightiest among beasts, which turns back before nothing; ସିଅଁ ସବୁ ପସୁ ମନର୍ ବିତ୍‌ରେ ଅନି ବେସି ବପୁ ସେଟାର୍‌ ପାଇଁ ସେ କାକେ ମିସା ନ ଡରେ ।
31 the strutting rooster, the male goat, and a king whose army is with him. ଗାଲି ଗାଞ୍ଜା; ଚେଲି ଆରି ରାଜା, କାର୍‌ ବିରଦ୍‌ରେ ମିସା ନ ଉଟତ୍‌ ।
32 If you have been foolish, exalting yourself, or if you have schemed evil, put your hand over your mouth. କେବେ ଜଦି ତମେ ବଡ୍‌ ଅଇବାକେ କାରାପ୍ କାମ୍ କର୍‌ତେ ରଇସା, ନଇଲେ ଅଲ୍‌ଗା ଲକ୍‌କେ କାରାପ୍ ବାବ୍‌ତେ ରଇସା, ସେନ୍‌ତାର୍ ଆଲେ ତମର୍ ଟଣ୍ଡ୍‌କେ ଚୁପ୍ କରି ଦିଆସ୍ ।
33 For pressing milk produces curds, pressing the nose produces blood, and pressing anger produces strife. କାଇକେବଇଲେ ଜେନ୍‌ତିକି ଦୁଦ୍‌କେ ଆଁଟାଲେ କିର୍‌ସା ବାରଇସି ଆରି ନାକ୍‌କେ ରେତ୍‌ଲେ ବନି ବାରଇସି, ସେ ରକାମ୍ ରିସା ଲକ୍‌କେ ରିସା କଲେ ଲାଗାଜଡା କରାଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]