Skip to content
The Believer's Library

Desiya Bible

Proverbs 29 Saa25

Show Saa25 only
Verse × ×
1 Whoever is often corrected yet refuses to listen will suddenly be broken beyond healing. ଜନ୍‌ ଲକ୍‌ ତର୍‌କେ ତର୍‌ ସିକିଆ ପାଇଲେ ମିସା, ସେ ନ ସୁଦ୍‌ରି ମନ୍‌କେ ଡାଟ୍ କର୍‌ସି, ସେ ନିକ ନ ଅଇ କରି, ଅଟାତ୍ ନସ୍‌ଟ ଅଇ ଜାଇସି ।
2 When the righteous flourish, the people rejoice, but when the wicked rule, the people groan. ଦରମ୍‌ ଲକ୍‌ ଅଦିକ୍ ଅଇଲେ, ଲକ୍‌ମନ୍‌ ସାର୍‌ଦା ଅଇବାଇ; ମାତର୍‌ ଦୁସ୍‌ଟ ଲକ୍‌ ଅଦିକାର୍‌ ପାଇଲେ, ଲକ୍‌ମନ୍‌ ଦୁକ୍ କରି କାନ୍ଦ୍‌ବାଇ ।
3 A man who loves wisdom brings joy to his father, but a companion of prostitutes squanders his wealth. ଜନ୍‌ ଲକ୍‌ ଗିଆନ୍‌କେ ଲାଡ୍‌ କର୍‌ସି, ସେ ତାର୍‌ ବାବାକେ ସାର୍‌ଦା କର୍‌ସି; ମାତର୍‌ ଜେ ବେସିଆ ମନର୍ କାମେ ବୁଡି ଆଚେ, ସେ ନିଜର୍‌ ସଁପତି ଉଡାଇ ଦେଇସି ।
4 By justice a king gives a land stability, but one who is greedy for bribes tears it down. ରାଜା ନିମାନ୍‌ ବିଚାର୍‌ କର୍‌ବାର୍‌ ଲାଗି ଦେସ୍‌ ସୁସ୍‌ତା ରଇସି; ମାତର୍‌ ଜେ ଦାନ୍ ଦକିନା ପାଇବାକେ ଲାଲ୍‌ସା, ତାର୍ ଦେସ୍ ବୁଡି ଜାଇସି ।
5 A man who flatters his neighbor spreads a net for his feet. ଜନ୍‌ ଲକ୍‌ ନିଜର୍‌ ସାଇର୍‌ ଲକର୍‌ ବିରଦ୍‌ରେ ଚିକନ୍ ଚାକନ୍ କାତା କଇସି, ସେ ତାର୍‌ ପାଦର୍‌ ପାଇଁ ଜାଲ୍‌ ପାକାଇସି ।
6 An evil man is snared by his own sin, but the righteous sing and rejoice. କାରାପ୍‌ ଲକର୍‌ ବାଟେ ପାନ୍ଦ୍ ରଇସି; ମାତର୍‌ ଦରମ୍‌ଲକ୍‌ ଗିତ୍‌ ଗାଇ କରି ସାର୍‌ଦା କର୍‌ସି ।
7 The righteous care about justice for the poor, but the wicked have no such understanding. ଦରମ୍‌ଲକ୍‌ କାକୁର୍‌ତି ଲକର୍‌ ଦୁକ୍ କସ୍‌ଟକେ ଚିନ୍‌ତା କର୍‌ବାଇ; ମାତର୍‌ କାରାପ୍‌ ଲକ୍ ସେ ଦୁକ୍ କସ୍‌ଟକେ ନାଜାନତ୍ ।
8 Mockers set a city ablaze, but the wise calm the anger. ନିନ୍ଦାକର୍‌ବା ଲକ୍‌ ନଅଁର୍‌କେ ଜୁଇଦ୍‌ ଲାଗାଇବାଇ; ମାତର୍‌ ବୁଦି ରଇବାଲକ୍ ରିସାକେ ସାନ୍‌ତି କର୍‌ବାଇ ।
9 When a wise man goes to court with a fool, the fool rages and scoffs, and there is no peace. ବୁଦି ରଇଲା ଲକ୍ ଆରି ମୁର୍‌କ ଲକ୍ ଲାଗାଜଡା ଅଇଲେ, ସେ ରିସା ଅଇଲେ କି ସାର୍‌ଦା କଲେ ମିସା, ସେ ଜାଗାଇ ସାନ୍‌ତି ନ ରଏ ।
10 The bloodthirsty hate the blameless and seek to kill the upright. ନର୍‌ମାର୍‌ବା ଲକ୍‌ମନ୍‌ ଦରମ୍‌ ଲକ୍‌ମନ୍‌କେ ଗିନ୍ କର୍‌ବାଇ; ଆରି ସେମନ୍‌ ଦରମ୍ ଲକର୍ ଜିବନ୍ ନେବାକେ ଚେସ୍‌ଟା କର୍‌ବାଇ ।
11 A fool vents all his anger, but a wise man holds it back and keeps himself calm. ବୁଦି ନଇଲା ଲକ୍‌ ତାର୍‌ ସବୁ କିଚି ରିସା ଅଇ ବାର୍‌କରାଇସି; ମାତର୍ ଗିଆନି ଲକ୍ ସମାଲି କରି ରଇସି ।
12 If a ruler listens to lies, all his officials become wicked. ସାସନ୍ କାରିଆ ଜେଡେବଲ୍ ମିଚ୍ କାତାକେ କାନ୍ ଡେର୍‌ସି, ତେବେ ତାର୍ ଦାଙ୍ଗ୍‌ଡାମନ୍ ଦୁସ୍‌ଟ ଅଇବାଇ ।
13 The poor man and the oppressor have this in common: our Father gives sight to the eyes of both. ଚନେକ୍, ସବୁବେଲର୍ ମାପ୍‌ରୁ ସବୁର୍ ଆକି ଉଜଲ୍ କର୍‌ସି ।
14 If a king judges the poor with fairness, his throne will be established forever. ଜନ୍ ରାଜା ବିସ୍‌ବାସ୍ ସଙ୍ଗେ କାଉର୍‌ତ ଲ୍‌ମନର୍ ବିଚାର୍ ର୍‌ସି, ତାର୍ ରାଜ୍ ଗାଦି ସବୁବେଲେ ସୁସ୍‌ତିର୍ ରସି ।
15 The rod and a word of correction give wisdom, but a child left to himself brings shame to his mother. ନିମାନ୍ ବଚାର୍ ଆରି ଦିଆନ୍ ଦେବାଟା ଗାନ୍ ଦେସ; ମାତର୍ ପଲାକେ ତାର୍ ଇଚାରେ ଚାଡ ଦେଲେ ସେ ତାର୍ ଆୟାଏ ଲାଜ୍ ରାସ ।
16 When the wicked flourish, wrongdoing flourishes, but the righteous will see the wicked's downfall. ଦୁସ୍‌ଟ ଲକ୍‌ମନ୍ ଜବର୍ ଅଇଲେ, ଅନିଆଇ ବଡ୍‌ସି; ମାତର୍ ଦରମ୍ ଲ୍‌ମନ୍ ସେମନର୍ ବନାସ୍ ଅବାଟା ଦେକ୍‌ବାଇ ।
17 Discipline your son, and he will give you peace; he will bring delight to your heart. ନିଜର୍ ପିଲାକେ ସାସ୍‌ତ ଦେଲେ, ସେ ତମ୍‌କେ ସାନ୍ତି ଦେସି; ଆରି, ସେ ତମର୍ ଜିବନ୍‌କେ ସୁକ୍ ଦେଇସି ।
18 Where there is no revelation, the people run wild, but blessed is the one who keeps the law. ମାପ୍‌ରୁ ସିକିଆ ଅବାବ୍ ଅଇଲେ ଲକ୍‌ମନ୍ ବିନସ୍‌ଟ ଅଇବାଇ; ମାତର୍ ଜନ୍ ଲକ୍ ଆଦେସ୍ ନାମ୍‌ବା, ସେ ନିମାନ୍ ।
19 A servant cannot be corrected by words alone; though he understands, he will not obey. କାତା କଇଲେ ଦାଙ୍ଗ୍‌ଡା ନ ଚାଡେ; କାଇକେବଇଲେ ସେ ବୁଜ୍‌ଲେ ମିସା ମନ୍ ଦିଆନ୍ ନ ଦେଏ ।
20 Do you see a man who is hasty with his words? There is more hope for a fool than for him. ତମେ କାଇ କାତାକେ ଚଚଁଲ୍ ଲକ୍‌କେ ଦେକି ଆଚାସ୍‌ ? ତାର୍ ବାଦୁଲେ ମୁର୍‌କ ଲକର୍ ଲଗେ ଆସା କର୍‌ବାଟା ନିମାନ୍ ।
21 Pamper a servant from childhood, and in the end he will become like an heir. ଜେ ପିଲା ଦିନେ ଅନି ତାର୍ ଦାଙ୍ଗ୍‌ଡାକେ ଆଲାଦ୍ କର୍‌ସି, ସାରାସାରିପଚେ ସେ ଦାଙ୍ଗ୍‌ଡା ତାର୍ ପିଲା ପାରା ଅଇ ବାରଇସି ।
22 An angry man stirs up strife, and a hot-tempered man commits many sins. ବେସି ରିସା ଲକ୍‌ ଲାଗାଜଡା କରାଇସି, ଆରି ଜେ ଗରୁ ବଲି ଦେକାଇ ଅଇସି ସେ ବେସି ପାପ୍‌ କାମ୍ କରାଇସି ।
23 A man's pride brings him low, but a humble spirit gains honor. ନର୍‌ଲକର୍‌ ଆଁକାର୍, ତାର୍‌ଟା ତାକେସେ ନସ୍‌ଟ କର୍‌ସି; ମାତର୍‌ ଜାର୍‌ ଆତ୍‌ମା ବିନତି କର୍‌ସି ସେ ସନ୍‌ମାନ୍ ପାଇସି ।
24 An accomplice of a thief is his own enemy; he hears the curse but says nothing. ଜେ ଚର୍‌ମନର୍ ସଙ୍ଗେ ମିସାବିଡା କର୍‌ସି ସେ ଲକ୍‌ ନିଜର୍ ଜିବନ୍‌କେ ଗିନ୍ କର୍‌ସି, ସେ ରାନ୍‌ ପାକାଇ ରଇଲା କାତା ସୁନି ରଇସି, ଆରି କାକେ ମିସା ନ କଏ ।
25 Fear of man lays a snare, but whoever trusts in our Father is kept safe. ଲକ୍‌ମନ୍‌କେ ଡର୍‌ବାଟା ଗଟେକ୍ ପାନ୍ଦ୍‌ପାରା; ମାତର୍‌ ସବୁବେଲର୍‌ ମାପ୍‌ରୁକେ ଜେ ଆସା କରି ରଇସି, ସେ ରକିଆ ପାଇସି ।
26 Many seek a ruler's favor, but justice for a person comes from our Father. ସବୁ ଲକ୍‌ମନ୍ ସାସନ୍‌ କାରିଆର୍ ଟାନେ ଅନି ଦୟା ପାଇବାକେ ଇଚା କର୍‌ବାଇ ମାତର୍‌ ନର୍‌ଲକର୍‌ ବିଚାର୍‌ ସବୁବେଲର୍‌ ମାପ୍‌ରୁ କର୍‌ସି ।
27 An unjust man is detestable to the righteous, and an upright person is detestable to the wicked. ଅଦରମ୍ ଲକ୍‌ ଦରମ୍‌ ଲକ୍‌କେ ଗିନ୍ କର୍‌ସି, ଆରି ଅଦରମ୍ ଲକ୍‌ମନ୍ ଦରମ୍ ଲକ୍ ମନ୍‌କେ ରିସା ଅଇବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]