Skip to content
The Believer's Library

Desiya Bible

Proverbs 28 Saa25

Show Saa25 only
Verse × ×
1 The wicked flee when no one pursues, but the righteous are as bold as a lion. କେ ନ କେଦ୍‌ଲେ ମିସା ଦୁସ୍‌ଟ ଲକ୍‌ ପାଲାଇସି; ମାତର୍ ଦରମ୍ ସଙ୍ଗେ ରଇବା ଲକ୍ ସିଅଁ ପାରା ବିସ୍‌ବାସ୍ ଅଇକରି ଟିଆ ଅଇ ରଇସି ।
2 When a land rebels, it has many rulers, but with a man of understanding and knowledge, it stays stable. ଦେସ୍‌ ବିତ୍‌ରେ ଅଦରମ୍‌ ବଡି ଜିବାକେ ବେସି ମୁକିଆମନ୍ ଅଇଲାଇନି; ମାତର୍ ବୁଦିଗିଆନ୍ ରଇଲା ଲକ୍‌ମନ୍ ଆଇତେ ରଇଲେ ସେ ଦେସ୍ ସବୁଦିନେ ନିକ ସଙ୍ଗେ ଚାଲ୍‌ସି ।
3 A poor man who oppresses the helpless is like a driving rain that leaves no food. ଜନ୍ କାକୁର୍‌ତିଆ ଲକ୍ ଗରିବ୍‌ ଲକର୍ ଜିନିସ୍‌କେ ଚରାଇ ଆନ୍‌ସି, ସେ ତାସ୍‌ବାସ୍ ନସ୍‌ଟ କରି ଦେବା ବର୍‌ସା ପାନି ପାରା; ତେଇ କାଇବା ପିଇବାକେ ମିସା ନ ମିଲେ ।
4 Those who forsake the law praise the wicked, but those who keep the law strive against them. ନିଅମ୍‌ ନ ମାନ୍‌ବା ଲକ୍‌ମନ୍ କାରାପ୍‌ ଲକ୍‌ମନ୍‌କେ ଆସିର୍‌ବାଦ୍ କର୍‌ବାଇ, ଆରି ଆଦେସ୍‌ ମାନ୍‌ବା ଲକ୍‌ମନ୍ ସେମନର୍ ସଙ୍ଗେ ବିରଦ୍‌ ଅଇବାଇ ।
5 Evil people do not understand justice, but those who seek our Father understand it fully. କାରାପ୍ ଲକ୍‌ମନ୍ ନିଆୟ୍‌ ବୁଜି ନାପାରତ୍‌ ମାତର୍ ସବୁବେଲର୍ ମାପ୍‌ରୁକେ ମାନ୍‌ତେ ରଇବା ଲକ୍‌ମନ୍ ସବୁ ବିସୟ୍ ବୁଜ୍‌ବାଇ ।
6 Better is a poor man who walks with integrity than a rich man crooked in his ways. ଦୁଇଟା ବାଟ୍ ବାଟେ ଇଣ୍ଡ୍‌ବା କୁଟ୍‌ଆଲ୍ ଲକ୍‌ ସାଉକାର୍ ଅଇବା ବାଦୁଲେ ନିଜର୍ ସତ୍‌ ବୁଦିରେ ଚାଲିକରି ଗରିବ୍‌ ରଇବାଟା ନିକ ।
7 Whoever keeps the law is a son with understanding, but a companion of gluttons shames his father. ଜେ ନିଅମ୍‌ ମାନ୍‌ସି, ସେ ଗିଆନି ଲକ୍‌; ଆରି ଜେ କାଉରାମନର୍ ସଙ୍ଗେ ମଇତର୍ ଅଇସି, ସେ ନିଜର୍ ବାବାକେ ଲାଜ୍ କରାଇସି।
8 Whoever multiplies his wealth by interest and unjust gain gathers it for one who is generous to the poor. ଜନ୍‌ ଲକ୍ ଅଡି ସଙ୍ଗେ ଦନ୍‌ ଅରଜ୍‌ସି ସେ କାକୁର୍‌ତି ଲକର୍ ପାଇଁ ଦୟା କର୍‌ବାକେ ଅରଜ୍‌ସି ।
9 If anyone refuses to listen to the law, even his prayer is detestable. ଜନ୍‌ ଲକ୍ ନିଅମ୍‌ କାତା ସୁନ୍‌ବାକେ ମନ୍ ନ କରେ, ସେ ପାର୍‌ତନା କର୍‌ବାକେ ଗିନ୍ ଗର୍‌ସି ।
10 Whoever leads the upright astray down an evil path will fall into his own pit, but the blameless will inherit good things. ଜନ୍ ଲକ୍ ଦରମ୍ ଲକ୍‌କେ କାରାପ୍ ବାଟେ ନେବାକେ ଚେସ୍‌ଟା କର୍‌ସି, ସେ ସତ୍‌ରେ କାଲେ ଅଦର୍‌ସି; ମାତର୍ ଦରମ୍‌ ଲକ୍ ଆସିର୍‌ବାଦ୍ ପାଇସି।
11 A rich man is wise in his own eyes, but a poor man with understanding sees right through him. ସାଉକାର୍ ଲକ୍ ତାର୍ ଇସାବ୍‌ରେ ଗିଆନି ବଲିକରି ବାବ୍‌ତେ ରଇସି; ମାତର୍ ବୁଦି ରଇଲା କାକୁର୍‌ତିଆ ଲକ୍‌ ସାଉକାର୍ ଲକର୍ ମନ୍ ବିତ୍‌ରର୍ କାତା ଜାନ୍‌ସି ।
12 When the righteous triumph, there is great glory, but when the wicked rise, people go into hiding. ଦରମ୍ ଲକ୍ ଜିତ୍‌ଲେ ସରି ଡାକ୍‌ପୁଟା ଅଇସି; ମାତର୍ କାରାପ୍‌ ଲକ୍‌ମନ୍ ଉନତି ଅଇଲେ ସରି ଲକ୍‌ମନ୍‌ ନିଜ୍‌କେ ଲୁଚାଇ ବାଇ
13 Whoever conceals his sins will not prosper, but whoever confesses and turns from them will find mercy. ଜେ ନିଜର୍ ପାପ୍‌କେ ମନ୍‌ବିତ୍‌ରେ ଲୁଚାଇସି, ସେ କେମା ନ ପାଏ; ମାତର୍ ଜନ ଲକ୍‌ ମାନିକରି ଚାଡ୍‌ସି, ସେ ଦୟା ପାଇସି ।
14 Blessed is the one who always remains reverent, but whoever hardens his heart will fall into calamity. ଜନ୍‌ ଲକ୍ ସବୁବେଲେ ଡର୍‌ସି, ସେ କେଡେ କରମର୍ ଲକ୍‌; ମାତର୍ ଜେ ନିଜର୍ ମନ୍‌କେ ଡାଟ୍ କର୍‌ସି, ସେ ବିପଦେ ପଡ୍‌ସି ।
15 Like a roaring lion or a charging bear is a wicked ruler over a helpless people. ଜେନ୍‌ତିକି ଅଡ୍‌ରି ବୁଲ୍‌ବା ସିଅଁ ବାଗ୍‌ ଆରି ପାଲାଇ ବୁଲ୍‌ବା ବାଲୁ ପାରା, କାକୁର୍‌ତିଆ ମନର୍ ପାଇଁ ଗଟେକ୍ କାରାପ୍‌ ସାସନ୍ କାରିଆ ସେ ରକାମ୍‌ ।
16 A ruler who lacks understanding is a cruel oppressor, but whoever hates unjust gain will prolong his days. ଜନ୍‌ ମୁକିଆକେ ବୁଦିଗିଆନ୍ ନ ରଏ, ସେ ଅଦିକ୍ ଅନିଆଇ କର୍‌ସି, ମାତର୍ ଜେ ଦେବାକେ ଲବ୍ ନ କରେ, ସେ ବେସି ଦିନ୍ ବଁଚ୍‌ସି ।
17 A man weighed down by the guilt of bloodshed will be a fugitive until death; let no one support him. ଜନ୍‌ ଲକ୍ କନ୍‌ଆଲେ ଲକ୍‌କେ ମାର୍‌ଲା ବଲିକରି ଦସି ଅଇସି, ସେ କାଲେ ଅଦର୍‌ସି; ତାକେ କେ ମିସା ରକିଆ କରାନାଇଁ ।
18 Whoever walks in integrity will be kept safe, but whoever is crooked in his ways will suddenly fall. ଜନ୍ ଲକ୍ ନିମାନ୍ ବାଟେ ଇଣ୍ଡ୍‌ସି, ସେ ଉଦାର୍‌ ପାଇସି; ମାତର୍ ଜେ କାରାପ୍ ବାଟେ ଜାଇସି ସେ ଅଟାତ୍ କୁରୁପ୍‌ନାସ୍ ଅଇ ଜାଇସି ।
19 Whoever works his land will have plenty of bread, but whoever chases empty pursuits will have plenty of poverty. ନିଜର୍ ଜମିଟାନେ ଜେ ବେସି ତାସ୍ କାମ୍ କର୍‌ସି ସେ ଲକ୍ ବେସି କାଦି କଣ୍ଡା ପାଚାଇସି; ଆରି ଜେ, କାରାପ୍ ଲକର୍ ସଙ୍ଗେ ଜାଇସି, ସେ ବେସି କାକୁର୍‌ତି ଅଇ ଜାଇସି ।
20 A faithful man will abound with blessings, but whoever rushes to get rich will not go unpunished. କାତା ମାନ୍‌ବା ଲକ୍‌ ବେସି ଆସିର୍‌ବାଦ୍ ପାଇସି; ମାତର୍ ଜେ ସାଉକାର୍ ଅଇବାକେ ବେସି ଚେସ୍‌ଟା କର୍‌ସି, ସେ ଡଣ୍ଡ୍ ପାଇବାଟା ପାଇସି ଆକା ।
21 Showing partiality is not good, yet for a piece of bread a man will do wrong. ଲକର୍ ମୁଉଁକେ ଦେକି କରି ବିଚାର୍ କର୍‌ବାଟା ବଲ୍‌ ନାଇଁ କି ଅଲପର୍ ଆସାର୍ ପାଇଁ କାରାପ୍‌ କାମ୍ କର୍‌ବାଟା ବଲ୍‌ ନାଇଁ ।
22 A stingy man rushes after wealth and does not know that poverty will overtake him. କାରାପ୍ ବାବ୍‌ନାର୍‌ ଲକ୍ ଦନ୍ ସଁପତିର୍‌ ପଚେ ପାଲାଇବାଇ, ମାତର୍ ତାକେ କେବେ ଆଲେ ମିସା କାକୁର୍‌ତି ଅଇବି ବଲିକରି ନାଜାନେ ।
23 Whoever rebukes a man will in the end find more favor than one who flatters with his tongue. ଲକ୍‌କେ ଚିକନ୍ ଚାକାନ୍‌ କାତା କଇବା ବାଦୁଲେ ନିକ ଅଅ, ବଲିକରି ନିନ୍ଦା କର୍‌ବା ଲକ୍ ସାରା ସାରି ପଚେ ଅଦିକ୍ ଆସିର୍‌ବାଦ୍ ପାଇସି ।
24 Whoever robs his father or mother and says, "It is no sin," is a companion to one who destroys. ଜେ ନିଜର୍ ଆୟାବାବାର୍ ଜିନିସ୍ ଚରାଇ ନେଇକରି କଇସି, ସେ ଟାନେ କାଇ ପାପ୍‌ ନାଇଁ, ସେଟା ସବୁ ଜାକ ନସ୍‌ଟ ଅଇଜାଇସି ।
25 A greedy man stirs up strife, but whoever trusts in our Father will be enriched. ବେସି ଆସା କର୍‌ବା ଲକର୍ ଜିବନ୍ ଲାଗା ଜଡା କରାଇସି, ମାତର୍ ଜେ ସବୁବେଲର୍ ମାପ୍‌ରୁକେ ଆସା ବର୍‌ସା କର୍‌ସି ସେ ଗାଗଡ୍‌ ଅଇସି ।
26 Whoever trusts in his own heart is a fool, but whoever walks in wisdom will be kept safe. ଜେ ନିଜ୍‌କେ ଆସାବର୍‌ସା କର୍‌ସି, ସେ କାରାପ୍ ଲକ୍; ମାତର୍ ଜେ ବୁଦିଗିଆନ୍ ଇସାବ୍‌ରେ ଚାଲାବୁଲା କର୍‌ସି, ସେ ରକିଆ ପାଇସି ।
27 Whoever gives to the poor will lack nothing, but whoever closes his eyes to them will receive many curses. ଗରିବ୍ ଲକ୍‌କେ ଜେ ଦାନ୍ ଦେଇସି, ତାକେ କେବେ ମିସା ଉନା ନ ଅଏ; ମାତର୍ ଜେ ଦେକ୍‌ଲା ନ ଦେକ୍‌ଲା ପାରା ଅଇସି ସେ ଅବିସାପ୍ ପାଇସି ।
28 When the wicked rise, people go into hiding, but when they perish, the righteous flourish. କାରାପ୍‌ ଲକ୍ ସାଉକାର୍ ଅଇଲେ, ଲକ୍‌ମନ୍ ନିଜ୍‌କେ ଲୁଚାଇବାଇ; ମାତର୍ ସେମନ୍ କୁରୁପ୍‌ନାସ୍‌ ଅଇଲେ, ଦରମ୍ ଲକ୍‌ମନ୍ ଅଦିକ୍ ଅଇବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]