Skip to content
The Believer's Library

Desiya Bible

Proverbs 27 Saa25

Show Saa25 only
Verse × ×
1 Do not boast about tomorrow, for you do not know what a day may bring. ତମେ କାଲିର୍ କାତାକେ ବାବିକରି ଗରବ୍ କାତା କୁଆ ନାଇଁ; କାଇକେବଇଲେ ଗଟେକ୍ ଦିନ୍ ବିତ୍‌ରେ କାଇଟା ଗଟ୍‌ସି, ସେଟା ତମେ ନାଜାନାସ୍‌ ।
2 Let someone else praise you, and not your own mouth; a stranger, and not your own lips. ବିନ୍‌ ଲକ୍ ତମ୍‌କେ ଆସିର୍‌ବାଦ୍ କରତ୍ ମାତର୍ ତମେ ନିଜ୍‌କେ ନିଜେ କଇ ଉଆ ନାଇଁ; ଅଲ୍‌ଗା ଲକ୍ କଅତ୍‌, ମାତର୍ ତମେ ନିଜେ କଇ ଉଆ ନାଇଁ ।
3 A stone is heavy and the sand a burden, but a fool's provocation is heavier than both. ପାକ୍‌ନା ଆରି ବାଲି ବେସି ଅଜନ୍‌; ମାତର୍ ବୁଦି ନ ରଇଲା ଲକ୍, ସେ ଦୁଇଟାନେ ଅନି ଅଦିକ୍ ଅଜନ୍‌ ।
4 Wrath is cruel and anger is overwhelming, but who can stand before jealousy? ରିସା ଅଇବାଟା ବଡେ ବଏଁକାର୍ କାକେ ମିସା ବୁଡାଇ ଦେଇସି; ମାତର୍ ବେସି ରିସା ଅଇବା ଲକର୍ ଲଗେ କେ ଟିଆଅଇ ପାର୍‌ସି ?
5 Open rebuke is better than love that stays hidden. ଲୁଚ୍‌ତେ ଲାଡ୍ ଆଲାଦ୍ କର୍‌ବା ବାଦୁଲେ ସବୁର୍ ମୁଆଁଟେ ଲାଗ୍‌ବାଟା ନିକ ।
6 A friend's wounds are faithful, but an enemy's kisses are deceitful. ମଇତର୍ ଆମ୍‌କେ ନିନ୍ଦା କଲେମିସା ବିସ୍‌ବାସ୍‌ କର୍‌ବାର୍ ଅଇସି, ମାତର୍ ସତ୍‌ରୁ ଚୁମ୍‌ଲେ ମିସା ଲାଡ୍‌ମୁଆଁସ୍ ନ ରଏ ।
7 A well-fed person tramples honeycomb, but to the hungry even what is bitter tastes sweet. ପେଟ୍‌ପୁରି ରଇବା ଲକ୍‌କେ ମୁଁ ଚିକନ୍ ମିସା ପିତା ଲାଗ୍‌ସି; ମାତର୍ ବୁକ୍ ଲାଗ୍‌ବା ଲକ୍‌କେ ପିତାଟା ମିସା ସୁଆଦ୍ ଲାଗ୍‌ସି ।
8 A man who strays from his home is like a bird that strays from its nest. ଜନ୍ ଲକ୍ ନିଜର୍ ଜାଗା ଚାଡିକରି ଏନେ ତେନେ ପାଲାଇ ବୁଲ୍‌ସି, ସେ ବାସା ବାନ୍ଦିକରି ଗୁଡାଇ ନ ରଇ ଉଡି ବୁଲ୍‌ବା ଚଡଇ ପାରା ।
9 Oil and incense gladden the heart, and the sweetness of a friend comes from heartfelt counsel. ଚିକନ୍ ଆରି ବାସ୍‌ନା ଜିନିସ୍‌, ମନ୍‌କେ ସାର୍‌ଦା କର୍‌ସି, ସେ ରକାମ୍ ମଇତର୍‌ ତାର୍‌ ମନ୍‌ବିତ୍‌ରେ ଅନି କଇତେ ରଇବା କାତା ନିକ ଲାଗ୍‌ସି ।
10 Do not forsake your friend or your father's friend, and do not go to your brother's house when disaster strikes; better a neighbor nearby than a brother far off. ନିଜର୍ ବନ୍ଦୁବାନ୍ଦବ୍‌କେ ଆରି ଆୟାବାବାର୍ ବନ୍ଦୁବାନ୍ଦବ୍‌କେ ପର୍ କରାନାଇଁ; ତମ୍‌କେ ବିପଦ୍ ରଇଲେ ନିଜର୍ ବାଇଗରେ ମିସା ଜାଆ ନାଇଁ; ଦୁରେ ରଇବା ବାଇର୍ ବାଦୁଲେ ସାଇପଡିସାର୍‌ ଲକ୍‌ବାକ୍ ନିକ ।
11 Be wise, my son, and make my heart glad, so that I can answer anyone who taunts me. ଏ ମର୍‌ ପିଲା, ଗିଆନି ଅ ଆରି ମର୍ ମନ୍‌କେ ସାର୍‌ଦା କର୍, ସେନ୍‌ତାର୍ ଅଇଲେ ମକେ ନିନ୍ଦା କର୍‌ବା ଲକ୍‌ମନ୍‌କେ କଇ ପାର୍‌ବି।
12 The prudent sees danger and takes cover, but the simple keep going and pay the price. ଚତୁର୍ ଲକ୍ ବିପଦ୍ ଆଇଲେ ସରି ଦେକିକରି ଲୁଚି ଦେଇସି; ମାତର୍ ଜାଗର୍‌ତା ନଇଲା ଲକ୍ ଆଗ୍‌ତୁ ଜାଇକରି ଦୁକ୍ କସ୍‌ଟ ପାଇସି ।
13 Take the garment of one who puts up security for a stranger; hold it as collateral when he does so for a foreign woman. ଅଚିନା ଲକ୍‌ମନର୍ ସଙ୍ଗେ ଜେ ଜାମିନ୍ ଅଇସି, ତାର୍ ବସ୍‌ତର୍ ମିସା ନେବାଇ; ଆରି ଜେ ଅଲ୍‌ଗା ମାଇଁଜିକେ ଆଁକି କର୍‌ସି; ତାକେ ବାନ୍ଦାକରି ସଙ୍ଗୁଆ ।
14 Whoever blesses his neighbor with a loud voice early in the morning, it will be taken as a curse. ତମେ ତମର୍ ବନ୍ଦୁମନ୍‌କେ ସାକାଲ୍ ସାକାଲ୍ ଆଉଲି ଅଇ ନମସ୍‌କାର୍ କରି ଉଟାଇବାଟା, ସେଟା ଅବିସାପ୍ ଅଇପାର୍‌ସି ।
15 A quarrelsome wife is like a constant dripping on a rainy day. ବେସି ପାନି ମାର୍‌ଲେ ଅଦର୍‌ବା ପାନି ଟପା ଆରି ଟଣ୍ଡାଇ ମାଇଁଜି, ଏ ଦୁଇ ଲକ୍ ସମାନ୍‌ସେ ।
16 Restraining her is like restraining the wind, or grasping oil with the right hand. ଜେ ଟଣ୍ଡାଇ ମାଇଁଜିକେ ଅଟ୍‌କାଇସି, ସେ ପବନ୍‌କେ ଅଟ୍‌କାଇଲା ପାରା ଆରି ତାର୍ ଉଜା ଆତେ ଚିକନ୍ ଡାଲିଅଇ ଦାର୍‌ଲା ପାରା ।
17 Iron sharpens iron, and one person sharpens another. ଜେନ୍‌ତିକି ଲୁଆ ଲୁଆକେ ଲାଗନ୍‌ କର୍‌ସି, ସେ ରକାମ୍ ଗଟେକ୍ ଲକ୍ ମଇତରର୍ ମୁଁକେ ଚଁଚଲ୍ କରାଇସି ।
18 Whoever tends a fig tree will eat its fruit, and whoever guards his master will be honored. ଜେ ଡୁମ୍‌ରି ଗଚ୍‌କେ ଜତନ୍‌ କର୍‌ସି ସେ ସିତିର୍ ପଲ୍ କାଇସି, ଜେ ନିଜର୍ ସାଉକାରର୍ କାତା ମାନିକରି ଚଲ୍‌ସି, ସେ ମାନ୍ ମର୍‌ଜିତା ପାଇସି ।
19 As water reflects the face, so the heart reflects the person. ଜେନ୍‌ତିକି ନିର୍‌ମଲ୍ ପାନି ଟାନେ ନିଜର୍ ଚାଇଁ ଡିସ୍‌ସି, ସେ ରକାମ୍ ନିଜର୍ ଗାଗଡ୍ ଆକା ନିଜର୍ ଗାଗଡର୍ ଗୁନ୍‌ଚଲନ୍‌ ଜାନି ପାର୍‌ସି ।
20 The grave and Destruction are never satisfied, and a person's eyes are never satisfied. ଜେନ୍ତି କି ପାତାଲ୍ ଆରି କୁରୁପ୍‌ନାସ୍ ଅଇବା ଜାଗା କେବେ ମିସା ସାନ୍‌ତି ନାଇଁ । ସେ ରକାମ୍ ଲକ୍‌ମନର୍ ଆକିକେ ମିସା ସାନ୍‌ତି ନାଇଁ ।
21 The crucible is for silver and the furnace for gold, and a person is tested by the praise he receives. ଅର୍‌କି ଟାନେ ରୁପା, ଜାଗ୍‌ନି ଟାନେ ସୁନା ପରିକା କର୍‌ବାଇ ସେ ରକାମ୍ ଲକ୍‌ମନ୍ ଆସିର୍‌ବାଦ୍‌ ଟାନେ ପରିକା ଅଇବାଇ ।
22 Though you grind a fool in a mortar with a pestle, along with the grain, his foolishness will not leave him. ତମେ ବୁଦି ନ ରଇଲା ଲକ୍‌କେ ଗଁ କୁଟ୍‌ବା କୁଟ୍‌ନିଟାନେ କୁଟ୍‌ଲେ ମିସା ତାର୍ କାରାପ୍ ବୁଦି ନ ଚାଡେ ।
23 Know well the condition of your flocks, and give careful attention to your herds. ତମେ ତମର୍ ମେଣ୍ଡା ରାସିକେ ଜାନ୍‌ବାକେ ଜାଗର୍‌ତା ଉଆ, ଆରି ତମର୍ ଗରୁ ଗଟାନି ବିସୟ୍‌ରେ ଜାନ୍‌ବାକେ ମନ୍ ଦିଆନ୍ ଦିଆସ୍ ।
24 For riches do not last forever, nor does a crown endure to every generation. କାଇକେବଇଲେ ଦନ୍ ସଁପତି ସବୁଦିନେ ନ ରଏ ଆରି ମୁକୁଟ୍‌ କାଇ ପିଡିର୍ ଉପ୍‌ରେ ପିଡି ରଇସିକି ?
25 When the grass is gone and the new growth appears and the mountain herbs are gathered, ଗାଁସ୍‌କେ କାଟ୍‌ଲେ ସରି କଁଲି ଗାଁସ୍ ବାରଇସି ଆରି ପର୍‌ବତ୍ ମନର୍ ଗାଁସ୍‌କେ ଟୁଲିଆଇ ଅଇସି ।
26 the lambs will provide your clothing, and the goats will provide the price of a field; ମେଣ୍ଡା ପିଲାମନ୍ ତମ୍‌କେ ବସ୍‌ତର୍ ଦେବାଇ ଆରି ଚେଲିମନ୍‌ ତମର୍ ବାଡର୍ ତାସ୍‌ପାରା ଅଇବାଇ ।
27 and there will be enough goats' milk for your food, for the food of your household and to sustain your servant girls. ଆରି ଚେଲିଦୁଦ୍ ଏତେକ୍ ଅଇସିଜେ ଆମର୍ ଗର୍‌କୁଟୁମର୍ ସର୍‌ତେ ଲକ୍ କାଇବାଇ ଆରି ଆମର୍‌ ଚାକ୍‌ରାନି ମନର୍ ପାଇଁ ମିସା ଚଲ୍‌ବାକେ ଅଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]