Skip to content
The Believer's Library

Desiya Bible

Proverbs 26 Saa25

Show Saa25 only
Verse × ×
1 Like snow in summer and like rain at harvest, honor is not fitting for a fool. ଜେଟ୍‌ମାସେ ଜେନ୍‌ତିକି କାକର୍‌ ପାକାଇସି ଆରି ତାସ୍ ପାଚ୍‌ବା ବେଲେ ବର୍‌ସା ମାରାଇସି ସେରକାମ୍ କାରାପ୍ ଲକ୍‌କେ ମାନ୍ ମର୍‌ଜିତା ନ ମିଲେ ।
2 Like a fluttering sparrow or a darting swallow, an undeserved curse does not come to rest. ଅବିସାପ୍ ତମ୍‌କେ କେତି କରି ନାପାରେ, ଜଦି ତମେ ସେଟା ପାଇବାକେ ଜଗିଅ ନଇଁଲେ । ସେମନ୍ ଗର୍ ଚେଟିଆ ଚଡଇ ଆରି ତାରାଲି ଚଡଇମନର୍ ପାରା ଉଡି ଜିବାଇ ଆରି କେବେ ମିସା ସୁସ୍‌ତା ନ ଅଅତ୍ ।
3 A whip for the horse, a bridle for the donkey, and a rod for the backs of fools. ଗଡାକେ ମାର୍‌ବାକେ କର୍‌ଡା ଦର୍‌କାର୍; ମାଇଗଦକେ ଲାଗାମ୍‌ ଲାଗାଇବାର୍, ମୁର୍‌କ ଲକର୍ ପିଟିକେ ଟେଙ୍ଗ୍ ଦର୍‌କାର୍ ।
4 Do not answer a fool according to his foolishness, or you yourself will be like him. କାରାପ୍ ଲକ୍‌କେ ତାର୍ କାରାପ୍ କାତାର୍ ପାଇଁ ଉତର୍ ଦିଆସ୍ ନାଇଁ, ଉତର୍ ଦେଲେ ତମେ ମିସା ତାର୍ ପାରାସେ ଅଇସା ।
5 Answer a fool according to his foolishness, or he will be wise in his own eyes. ମୁର୍‌କ ଲକ୍‌କେ କେନ୍‌ତି କଇଲେ ସେନ୍‌ତିସେ ଉତର୍ ଦିଆସ୍ ନଇଲେ ମୁଇଁ ବେସି ଗିଆନିଟା ବଲିକରି କଇସି ।
6 Whoever sends a message through a fool cuts off his own feet and drinks down violence. ମୁର୍‌କ ଲକ୍‌କେ ଜେ କବର୍ କଇବାକେ ପାଟାଇସି ସେ ନିଜର୍ ଗଡେ ନିଜେ କୁରାଡି ମାରି ଅଇ ଦୁକ୍‌ ପାଇସି ।
7 Like the legs of a lame man hanging useless is a proverb in the mouth of fools. ଚଟା ଲକର୍ ଗଡ୍ ଜେନ୍‌ତି ଲିଡ ଲାଡା, ମୁର୍‌କ ଲକର୍ ଟଣ୍ଡେ ସେନ୍ତାରି ସିକିଆ ।
8 Like binding a stone in a sling is giving honor to a fool. ଜେନ୍‌ତିକି ଗପେନା ତେଇ ପାକ୍‌ନା ପୁରାଇଲେ ମାର୍‌ସି, ସେ ରକାମ୍‌ ମୁର୍‌କ ଲକ୍‌କେ ମାନ୍ ମର୍‌ଜିତା ଦେବାଟା ।
9 Like a thornbush in the hand of a drunkard is a proverb in the mouth of fools. ମାତୁଆଲ୍ ଲକ୍ ଦାରି ରଇବା କାଟା ଜେନ୍‌ତି, କାରାପ୍ ଲକର୍ ଟଣ୍ଡର୍ ସିକିଆ ମିସା ସେ ରକାମ୍‌ ।
10 Like an archer who wounds everyone is one who hires a fool or hires any passerby. ବାନୁଆଁ ଜେନ୍‌ତି ସବୁକେ ମାରି କରି ଚିନ୍‌ଚତର୍‌ କରି ଦେଇସି ସେରକାମ୍ ସେ ଲକ୍, ଜେ କାରାପ୍ ଲକ୍‌କେ ବୁତି ଦେଇସି ଆରି ଜେ ବାଟେ ଜିବା ଲକ୍‌କେ ମିସା ଡାକିକରି ବୁତି ଦେଇସି ।
11 As a dog returns to its vomit, so a fool repeats his foolishness. କୁକୁର୍ ଜେନ୍‌ତି ବାତି କରି ଆରିତରେକ୍ କାଇସି, ସେ ରକାମ୍ ତର୍‌କେ ତର୍ କାରାପ୍ କାମ୍ କର୍‌ବା ଲକ୍ ।
12 Do you see someone wise in his own eyes? There is more hope for a fool than for him. ଜେ କି ମୁଇଁ ନିଜ୍‌କେ ନିଜେ ଚତୁର୍ ବଲି ବାବ୍‌ଲାନି, ସେ ରକାମ୍ ଲକ୍‌କେ ତମେ ଦେକି ଆଚାସ୍ କି ? ତାର୍ ଟାନେ ଅନି ମୁର୍‌କ ଲକର୍ ଟାନେ ବେସି ଆସା ଆଚେ ।
13 The lazy person says, "There is a lion in the road! A lion in the streets!" ବାଡୁ ଲକ୍ କଇସି, ବାଟେ ସିଅଁ ବାଗ୍ ଆଚେ, ଡେଲା ବାଟେ ସିଅଁ ବାଗ୍ ଆଚେ ।
14 As a door turns on its hinges, so the lazy person turns on his bed. ଜେନ୍‌ତି କାବ୍‌ଜା ସଙ୍ଗେ କାପାଟ୍ ଏନେ ତେନେ ଅଇସି, ସେ ରକାମ୍ ବାଡୁ ଲକ୍ ଅଚ୍‌ନାଇ ସଇକରି ଅଲସ୍ ମେଲି ଅଇତେ ରଇସି ।
15 The lazy person buries his hand in the dish; it wearies him to bring it back to his mouth. ବାଡୁଲକ୍ ତାଲାଇ ବାତ୍ ଚକ୍‌ଟିକରି ଟଣ୍ଡେ କାଇବାକେ ମିସା କସ୍‌ଟ ଲାଗ୍‌ସି ।
16 The lazy person is wiser in his own eyes than seven who answer wisely. ସାତ୍‌ଟା ନିକ ଗିଆନି ବାବିବିଚାରି କରି ଉତର୍ ଦେବା ଲକର୍‌ ଟାନେ ଅନି ମିସା ବାଡୁଲକ୍ ମୁଇଁ ଗିଆନି ।
17 Like grabbing a dog by the ears is a passerby who meddles in a quarrel not his own. ଜନ୍ ଲକ୍ ଇଣ୍ଡ୍‌ବା ବାଟେ ଜାଉଁ ଜାଉଁ ନିଜର୍ ଚିନାଜାନା ନ ରଇଲା ଲକର୍‌ ସଙ୍ଗେ ଲାଗାଜଡା ଅଇବାକେ ରିସା ଅଇସି, ସେ କୁକୁରର୍ କାନ୍ ଦାରୁ ପାରା ଅଇସି ।
18 Like a madman shooting firebrands, arrows, and death, ଜୟ୍‌ ଲାଗି ରଇବା କାଣ୍ଡ୍‌ ଆରି ମର୍‌ବା କାଣ୍ଡ୍ ପିଙ୍ଗ୍‌ତେ ରଇବା ବାୟାଲକ୍ ଜେନ୍‌ତି ।
19 so is the one who deceives his neighbor and says, "I was only joking!" ନିଜର୍ ସାଇ ପଡିସାର୍ ଲକ୍‌କେ ଜେ ଏନେତେନେ କଇକରି ନାଡାଇସି, ମୁଇଁ ତକେ ମଜା କର୍‌ତେ ରଇଲି ସେ ଲକ୍ ସେ ରକାମ୍ ।
20 Without wood a fire goes out, and without a gossip a quarrel dies down. ଦାରୁ ସାରିଗାଲେ ଜୟ୍ ଲିବି ଜାଇସି, କାନ୍‌ମତ୍‌ରା ନ ରଇଲେ ଲାଗାଜଡା ଅଇବାଟା କମି ଜାଇସି ।
21 As charcoal to embers and wood to fire, so a quarrelsome person kindles strife. ଜେନ୍‌ତିକି ରାଗ୍‌ରଗା ଜୟ୍ ଇଙ୍ଗ୍‌ରାକେ ଆଙ୍ଗାର୍ ଆରି ଜୟ୍‌କେ ଦାରୁ ଲଡା, ସେ ରକାମ୍ ଲାଗାଜଡା ଅଦିକ୍ କର୍‌ବାକେ ଟେପ୍‌ରିଆ ଲକ୍‌ ଦର୍‌କାର୍ ।
22 The words of a gossip are like choice morsels; they sink down into the inmost parts. ଚଣ୍ଡିକାତା କଇବା ଲକର୍ କାତା ଅମ୍‌ରୁତ୍ ପାରା ଲାଗ୍‌ସି, ସେଟା ଆତ୍‌ନି ପଟା ବିତ୍‌ରେ ଜାଇସି ।
23 Like a glaze covering an earthen pot are smooth lips with an evil heart. ଉପ୍‌ରେ ସୁଆଦ୍ ମୁଦୁର୍ କାତା କଇସି ମାତର୍ ମନ୍‌ବିତ୍‌ରେ କାରାପ୍ ବାବ୍‌ନା ବାବ୍‌ଟା ଜେନ୍‌ତି, ରୁପା ଟାନେ ଲାଗାଇ ରଇବା ମାଟି ଆଣ୍ଡି ସେ ସେମ୍‌ତି।
24 An enemy disguises himself with his lips, but in his heart he harbors deceit. ଗିନ୍‌କର୍‌ବା ଲକ୍ ନିଜର୍ ଟଣ୍ଡେ ଆଁକାର୍ ବାବ୍‌ସି, ଆରି ମନ୍ ବିତ୍‌ରେ କୁଟ୍ ପାଁଚ୍‌ସି ।
25 When he speaks graciously, do not believe him, for seven abominations fill his heart. ସେ ସୁଆଦ୍ ମୁଦୁର୍ କାତା କଇଲେ ତାର୍ କାତାକେ ଦାରା ନାଇଁ, କାଇକେବଇଲେ ତାର୍ ଲଗେ ସାତ୍‌ଟା ଗିନର୍‌ ବିସଇ ରଇସି ।
26 Though his hatred is hidden by deceit, his wickedness will be exposed in the assembly. ତାର୍ ରିସା କପଟ୍‌କେ ଜାନ୍‌ଲେ ଆକା ତାର୍ କାରାପ୍ କାତା ସୁବୁ ଲକର୍ ମୁଆଁଟେ ଜାନା ପଡ୍‌ସି ।
27 Whoever digs a pit will fall into it, and a stone rolls back on the one who rolls it. ଜେ ଅଲ୍‌ଗା ଲକର୍ ପାଇଁ କାଲ୍ କୁନ୍‌ସି ସେ କାଲେ ସେସେ ଅଦର୍‌ସି; ଜେ ପାକ୍‌ନା ଗୁଡ୍‌ଗୁଡାଇସି ସେ ପାକ୍‌ନା ତାକେସେ ଚାପ୍‌ସି ।
28 A lying tongue hates those it crushes, and a flattering mouth works ruin. ମିଚ୍ କଇବା ଜିବ୍ ଅଲ୍‌ଗା ଲକ୍‌କେ ମିସା ନସ୍‌ଟ କର୍‌ସି ଆରି ନିଜ୍‌କେ ଗିନ୍ କର୍‌ସି; ଆରି ଉପ୍‌ରେ ଉପ୍‌ରେ ଚିକନ୍ ଚାକାନ୍ କାତା କଇସି ମାତର୍ ବିତ୍‌ରେ ବିତ୍‌ରେ କୁଟ୍ ପାଁଚ୍‌ସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]