Skip to content
The Believer's Library

Desiya Bible

Proverbs 22 Saa25

Side by side with the Father's Heart Bible™

1ବେସି ଦନ୍‌ସଁପ୍‌ତି ବାଦୁଲେ ନାଉଁ ଅରଜ୍‌ବାଟା ନିକ, ଆରି ସୁନା ରୁପା ବାଦୁଲେ ଲାଡ୍ ମୁଆଁସ୍ ଆରି ଆସିର୍‌ବାଦ୍ ପାଇବାଟା ନିକ । 2ସାଉକାର୍ ଲକ୍ ଆରି ଗରିବ୍‌ ଲକ୍ ଗଟେକ୍ ଲଗେ ମିସ୍‌ବାଇ; କାଇକେବଇଲେ ସବୁବେଲର୍ ମାପ୍‌ରୁ ସର୍‌ତେ ଲକ୍‌କେ ତିଆର୍‌ କଲା ଆଚେ । 3ଚତୁର୍ ଲକ୍ ବିପଦ୍ ଆଇଲେ ସରି ଲୁଚି ଦେବାଇ; ମାତର୍ ମୁର୍‌କ ଲକ୍ ଆଗ୍‌ତୁ ଜାଇ କସ୍‌ଟ ପାଇବାଇ । 4ଦରମ୍ ସଙ୍ଗେ ରଇବାଟା ସବୁବେଲର୍ ମାପ୍‌ରୁର୍ ବିସୟ୍‌କେ ଡର୍‌ବା ଇନାମର୍ ଦନ୍ ଆରି ମାନ୍ ମର୍‌ଜିତା ସଙ୍ଗେ ଜିଉନା କର୍‌ବାଟା। 5କୁଟିଆଲ୍ କାତା କଉମନର୍ ବାଟେ କାଟା ଆରି ପାନ୍ଦ୍ ରଇସି; ଜେ ନିଜର୍ ଜିବନ୍‌କେ ରକିଆ କର୍‌ସି ସେ ସବୁର୍ ତେଇ ଅନି ଦୁରିକେ ରଇସି । 6ପିଲାମନ୍‌କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍‌; ତେବର୍‌ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍‌ରି ନ ଜାଅତ୍‌ । 7ସାଉକାର୍‌ ଲକ୍ ଗରିବ୍ ଲକ୍‌କେ ସାସନ୍ କର୍‌ସି, ଆରି ରୁନି ଅଇକରି ତାର୍‌ ଲଗେ ଗତି କଟ୍‌ସି । 8ଜେ କାରାପ୍‌ ବିଅନ୍ ବୁନ୍‌ସି, ସେ ବିପଦର୍ ତାସ୍ କାଟ୍‌ସି ଆରି ତାର୍ ରିସାର୍ ଡାଙ୍ଗ୍‌ ବାଙ୍ଗି ଜାଇସି। 9ଜେ ଦୟା ସଙ୍ଗେ ଦେକ୍‌ସି, ସେ ଆସିର୍‌ବାଦ୍ ପାଇସି; କାଇକେବଇଲେ ତାର୍ କାଇବା କାଦି, ବୁକେ ସସେ ରଇଲା ଲକ୍‌କେ ବାଟାକରି ଦେଇସି । 10ନିନ୍ଦା କାତା କଉମନର୍ ସଙ୍ଗେ ରୁଆ ନାଇଁ, ତେଇ କୁନ୍ଦି ଉବଜ୍‌ସି, ଆରି, ବିରଦି ଆରି ଲାଜ୍ ପାଇବାଟା ବନ୍ଦ୍‌ ଅଇସି । 11ଜନ୍ ଲକର୍ ମନ୍ ବିତ୍‌ରେ ନିମାନ୍‌ ରଇସି, ଜାର୍ ଟଣ୍ଡେ ଅନି ଆସିର୍‌ବାଦର୍ କାତା ବାରଇସି, ତାକେ ରାଜା ମିସା ମଇତର୍ ଅଇସି। 12ସବୁବେଲର୍ ମାପ୍‌ରୁର୍ ଆଁକି ଗିଆନି ଲକ୍‌କେ ରକିଆ କର୍‌ସି, ମାତର୍ ବିସ୍‌ବାସେ ବିସ୍ ଦେଉ ମନର୍ କାତାକେ ଲେଉଟାଇ ଦେଇସି। 13ବାଡୁ ଲକ୍ କଇସି, ବାଇଲେ ସିଅଁ ବାଗ୍ ଜାଗି ଆଚେ; ମୁଇଁ ବାଟେ ମରିଜିବି। 14ଦାରି ମାଇଜିକେ ଆଁକି ପାକାଇବାଟା ଡେଙ୍ଗ୍ କାଲ୍‌ ପାରା, ସବୁବେଲର୍ ମାପ୍‌ରୁକେ ଗିନ୍ କର୍‌ବା ଲକ୍ ସେ କାଲେ ଅଦର୍‌ବାଇ । 15ପିଲାମନର୍ ଲଗେ ଗିଆନ୍ କାତା ନ ରଏ ତେବର୍ ପାଇଁ ଡାଙ୍ଗ୍‌ ସଙ୍ଗେ ମାରି ସିକାଇଲେ ସେ କାରାପ୍ କାତାମନ୍ ଚାଡି ଦେଇସି । 16ଜନ୍ ଲକ୍ ନିଜେ ସାଉକାର୍ ଅଇବି ବଲିକରି ଗରିବ୍ ଲକର୍ ଦନ୍‌ସପତିକେ ଟକାବଣ୍ଡା କର୍‌ସି; ଆରି ଜେ ସାଉକାର୍‌ ଲକ୍‌କେ ଦାନ୍ କର୍‌ସି, ତାକେ ସବୁବେଲେ ଉନାସେ ଅଇସି ।

ତିରିସ୍‌ଟା ଗିଆନ୍ କାତା

17ତମେ କାନ୍ ଡେରି କରି ଗିଆନି ଲକର୍ କାତାକେ ସୁନା; ଆରି ମର୍ ଗିଆନ୍‌କେ ମନ୍‌ଦିଆନ୍ ଦିଆସ୍‌ । 18ଜେନ୍‌ତିକି ତମେ ସେ ସିକିଆକେ ମନ୍ ବିତ୍‌ରେ ରକ୍‌ଲେ ଆରି ତମେ ତମର୍ ଟଣ୍ଡେ ଅନି ଗିଆନର୍ କାତା କଇଲେ, ସେଟା ସାର୍‌ଦା ଅଇସି । 19ସବୁବେଲର୍ ମାପ୍‌ରୁର୍ ଲଗେ ତମର୍ ଆସା ବର୍‌ସା ରଇସି ସେଟାର୍‌ପାଇଁ ବଲିକରି ମୁଇଁ ଆଜି ସେ ସବୁ କାତାକେ ଜାନାଇଲିନି । 20ମୁଇ ତମର୍ ଲଗେ ତିରିସ୍‌ଟା ଗିଆନର୍ କାତା ଲେକ୍‌ଲି ଇତି ନିମାନ୍ ବୁଦି ଆରି ଗିଆନ୍ ପୁରାପୁରୁନ୍ ଆଚେ, 21ଜେନ୍‌ତିକି ତମେ ସେମନ୍‌କେ ସତ୍‌ ବାବ୍‌ରେ ଉତର୍ ଦେଇ ପାର୍‌ସା, ସେଟାର୍‌ ପାଇଁ କାଇ ମୁଇଁ ତମର୍‌ ପାଇଁ ଦଦାପେଲା ଅଇ ଗିଆନ୍ ସିକ୍‌ବାକେ ନିମାନ୍‌ ବାକିଅ ଲେକି ନାଇଁ ? 22ଗରିବ୍ ବଲିକରି ଗରିବ୍ ଲକର୍ ଦନ୍‌ସପତିକେ ଚାଡାଆ ନାଇଁ, ନଗରର୍ ଦୁଆରେ ଦୁକି ଲକ୍‌ମନର୍ ଜିନିସ୍‌କେ ଚାଡାଆ ନାଇଁ । 23କାଇକେବଇଲେ ସବୁବେଲର୍ ମାପ୍‌ରୁ ତାକର୍ ବାଟେ ଅଇକରି ବିରଦ୍ କର୍‌ସି, ଆରି ଜନ୍ ଲକ୍‌ମନ୍ ସେମନର୍ ଦନ୍ ସଁପତିକେ ଚାଡାଇବାଇ, ସେମନର୍ ଜିବନ୍‌କେ ସବୁବେଲର୍ ମାପ୍‌ରୁ ନେଇ ଜାଇସି । 24ଟେପ୍‌ରିଆ ଲକର୍ ସଙ୍ଗେ ମଇତର୍‌ ଉଆ ନାଇଁ ଆରି ରିସା ଅଇବା ଲକର୍‌ ସଙ୍ଗେ ବାଟ୍ ଇଣ୍ଡା ନାଇଁ; 25ସେନ୍‌ତାର୍ କଲେ, ତମେ ମିସା ତାର୍ ଅବିଆସ୍ ସିକି କରି ତମର୍ ନିଜର୍ ପାଇଁ ପାନ୍ଦ୍ ଅଡ୍‌ଲା ପାରା ଅଇସା । 26ଜନ୍ ଲକ୍‌ମନ୍ ବାଦ୍‌ ମାର୍‌ବାଇ ଆରି ରୁନ୍ ଲାଗାଇ ଅଇବାଇ ସେମନର୍‌ ପାରା ତମେ ଉଆ ନାଇଁ । 27ତେବେ ତମର୍‌ ଲଗେ ଦେବାକେ କାଇଟା ନାଇଁ, ସେନ୍‌ତାର୍ ଆଲେ ସେ କାଇକେ ତମର୍ ଅଚାଇଲା ଅଚ୍‌ନାକେ ନେଇସି ? 28ତମର୍ ଆନିଦାଦିମନ୍ ପୁର୍‌ବେ ଜନ୍ ଇଡି ବାନ୍ଦି ଆଚତ୍ ସେଟାକେ ଗୁଚାଆ ନାଇଁ । 29ତମେ କାଇ କାକେ ନିଜର୍ ବେବାର୍‌ ବାଟ୍‌ ଟାନେ ତର୍‌ବର୍ ଅଇବାଟା ଦେକି ଆଚାସ୍ ? ସେ ରାଜାମନର୍ ମୁଆଟେ ଟିଆ ଅଇସି । ସେ ଗରିବ୍ ଲକର୍ ଲଗେ ଟିଆ ନ ଅଏ ।

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]