Skip to content
The Believer's Library

Desiya Bible

Proverbs 22 Saa25

Show Saa25 only
Verse × ×
1 A good name is to be chosen rather than great riches, and favor is better than silver or gold. ବେସି ଦନ୍‌ସଁପ୍‌ତି ବାଦୁଲେ ନାଉଁ ଅରଜ୍‌ବାଟା ନିକ, ଆରି ସୁନା ରୁପା ବାଦୁଲେ ଲାଡ୍ ମୁଆଁସ୍ ଆରି ଆସିର୍‌ବାଦ୍ ପାଇବାଟା ନିକ ।
2 The rich and the poor meet together; our Father is the Maker of them all. ସାଉକାର୍ ଲକ୍ ଆରି ଗରିବ୍‌ ଲକ୍ ଗଟେକ୍ ଲଗେ ମିସ୍‌ବାଇ; କାଇକେବଇଲେ ସବୁବେଲର୍ ମାପ୍‌ରୁ ସର୍‌ତେ ଲକ୍‌କେ ତିଆର୍‌ କଲା ଆଚେ ।
3 The prudent sees danger and takes cover, but the simple keep going and pay the price. ଚତୁର୍ ଲକ୍ ବିପଦ୍ ଆଇଲେ ସରି ଲୁଚି ଦେବାଇ; ମାତର୍ ମୁର୍‌କ ଲକ୍ ଆଗ୍‌ତୁ ଜାଇ କସ୍‌ଟ ପାଇବାଇ ।
4 The reward for humility and the fear of our Father is riches and honor and life. ଦରମ୍ ସଙ୍ଗେ ରଇବାଟା ସବୁବେଲର୍ ମାପ୍‌ରୁର୍ ବିସୟ୍‌କେ ଡର୍‌ବା ଇନାମର୍ ଦନ୍ ଆରି ମାନ୍ ମର୍‌ଜିତା ସଙ୍ଗେ ଜିଉନା କର୍‌ବାଟା।
5 Thorns and snares lie in the path of the crooked; whoever guards his soul stays far from them. କୁଟିଆଲ୍ କାତା କଉମନର୍ ବାଟେ କାଟା ଆରି ପାନ୍ଦ୍ ରଇସି; ଜେ ନିଜର୍ ଜିବନ୍‌କେ ରକିଆ କର୍‌ସି ସେ ସବୁର୍ ତେଇ ଅନି ଦୁରିକେ ରଇସି ।
6 Train up a child in the way he should go, and even when he is old he will not depart from it. ପିଲାମନ୍‌କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍‌; ତେବର୍‌ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍‌ରି ନ ଜାଅତ୍‌ ।
7 The rich rules over the poor, and the borrower is slave to the lender. ସାଉକାର୍‌ ଲକ୍ ଗରିବ୍ ଲକ୍‌କେ ସାସନ୍ କର୍‌ସି, ଆରି ରୁନି ଅଇକରି ତାର୍‌ ଲଗେ ଗତି କଟ୍‌ସି ।
8 Whoever sows injustice will reap calamity, and the rod of his fury will fail. ଜେ କାରାପ୍‌ ବିଅନ୍ ବୁନ୍‌ସି, ସେ ବିପଦର୍ ତାସ୍ କାଟ୍‌ସି ଆରି ତାର୍ ରିସାର୍ ଡାଙ୍ଗ୍‌ ବାଙ୍ଗି ଜାଇସି।
9 Whoever has a generous eye will be blessed, for he shares his bread with the poor. ଜେ ଦୟା ସଙ୍ଗେ ଦେକ୍‌ସି, ସେ ଆସିର୍‌ବାଦ୍ ପାଇସି; କାଇକେବଇଲେ ତାର୍ କାଇବା କାଦି, ବୁକେ ସସେ ରଇଲା ଲକ୍‌କେ ବାଟାକରି ଦେଇସି ।
10 Drive out the scoffer, and strife goes with him; quarreling and abuse will cease. ନିନ୍ଦା କାତା କଉମନର୍ ସଙ୍ଗେ ରୁଆ ନାଇଁ, ତେଇ କୁନ୍ଦି ଉବଜ୍‌ସି, ଆରି, ବିରଦି ଆରି ଲାଜ୍ ପାଇବାଟା ବନ୍ଦ୍‌ ଅଇସି ।
11 Whoever loves a pure heart and speaks graciously will have the king as his friend. ଜନ୍ ଲକର୍ ମନ୍ ବିତ୍‌ରେ ନିମାନ୍‌ ରଇସି, ଜାର୍ ଟଣ୍ଡେ ଅନି ଆସିର୍‌ବାଦର୍ କାତା ବାରଇସି, ତାକେ ରାଜା ମିସା ମଇତର୍ ଅଇସି।
12 The eyes of our Father keep watch over knowledge, but he overturns the words of the traitor. ସବୁବେଲର୍ ମାପ୍‌ରୁର୍ ଆଁକି ଗିଆନି ଲକ୍‌କେ ରକିଆ କର୍‌ସି, ମାତର୍ ବିସ୍‌ବାସେ ବିସ୍ ଦେଉ ମନର୍ କାତାକେ ଲେଉଟାଇ ଦେଇସି।
13 The lazy person says, "There is a lion outside! I will be killed in the streets!" ବାଡୁ ଲକ୍ କଇସି, ବାଇଲେ ସିଅଁ ବାଗ୍ ଜାଗି ଆଚେ; ମୁଇଁ ବାଟେ ମରିଜିବି।
14 The mouth of forbidden women is a deep pit; whoever draws our Father's anger will fall into it. ଦାରି ମାଇଜିକେ ଆଁକି ପାକାଇବାଟା ଡେଙ୍ଗ୍ କାଲ୍‌ ପାରା, ସବୁବେଲର୍ ମାପ୍‌ରୁକେ ଗିନ୍ କର୍‌ବା ଲକ୍ ସେ କାଲେ ଅଦର୍‌ବାଇ ।
15 Foolishness is bound up in the heart of a child, but the rod of discipline drives it far away. ପିଲାମନର୍ ଲଗେ ଗିଆନ୍ କାତା ନ ରଏ ତେବର୍ ପାଇଁ ଡାଙ୍ଗ୍‌ ସଙ୍ଗେ ମାରି ସିକାଇଲେ ସେ କାରାପ୍ କାତାମନ୍ ଚାଡି ଦେଇସି ।
16 Whoever oppresses the poor to enrich himself, or gives to the rich, will come only to poverty. ଜନ୍ ଲକ୍ ନିଜେ ସାଉକାର୍ ଅଇବି ବଲିକରି ଗରିବ୍ ଲକର୍ ଦନ୍‌ସପତିକେ ଟକାବଣ୍ଡା କର୍‌ସି; ଆରି ଜେ ସାଉକାର୍‌ ଲକ୍‌କେ ଦାନ୍ କର୍‌ସି, ତାକେ ସବୁବେଲେ ଉନାସେ ଅଇସି ।
17 Listen carefully to the words of the wise, and apply your heart to my knowledge, ତମେ କାନ୍ ଡେରି କରି ଗିଆନି ଲକର୍ କାତାକେ ସୁନା; ଆରି ମର୍ ଗିଆନ୍‌କେ ମନ୍‌ଦିଆନ୍ ଦିଆସ୍‌ ।
18 for it will be pleasant if you keep them within you, if all of them are ready on your lips. ଜେନ୍‌ତିକି ତମେ ସେ ସିକିଆକେ ମନ୍ ବିତ୍‌ରେ ରକ୍‌ଲେ ଆରି ତମେ ତମର୍ ଟଣ୍ଡେ ଅନି ଗିଆନର୍ କାତା କଇଲେ, ସେଟା ସାର୍‌ଦା ଅଇସି ।
19 So that your trust may be in our Father, I have made them known to you today, even to you. ସବୁବେଲର୍ ମାପ୍‌ରୁର୍ ଲଗେ ତମର୍ ଆସା ବର୍‌ସା ରଇସି ସେଟାର୍‌ପାଇଁ ବଲିକରି ମୁଇଁ ଆଜି ସେ ସବୁ କାତାକେ ଜାନାଇଲିନି ।
20 Have I not written for you thirty sayings of counsel and knowledge, ମୁଇ ତମର୍ ଲଗେ ତିରିସ୍‌ଟା ଗିଆନର୍ କାତା ଲେକ୍‌ଲି ଇତି ନିମାନ୍ ବୁଦି ଆରି ଗିଆନ୍ ପୁରାପୁରୁନ୍ ଆଚେ,
21 to teach you what is right and true, so that you may give a true answer to those who sent you? ଜେନ୍‌ତିକି ତମେ ସେମନ୍‌କେ ସତ୍‌ ବାବ୍‌ରେ ଉତର୍ ଦେଇ ପାର୍‌ସା, ସେଟାର୍‌ ପାଇଁ କାଇ ମୁଇଁ ତମର୍‌ ପାଇଁ ଦଦାପେଲା ଅଇ ଗିଆନ୍ ସିକ୍‌ବାକେ ନିମାନ୍‌ ବାକିଅ ଲେକି ନାଇଁ ?
22 Do not rob the poor because he is poor, or crush the afflicted at the gate, ଗରିବ୍ ବଲିକରି ଗରିବ୍ ଲକର୍ ଦନ୍‌ସପତିକେ ଚାଡାଆ ନାଇଁ, ନଗରର୍ ଦୁଆରେ ଦୁକି ଲକ୍‌ମନର୍ ଜିନିସ୍‌କେ ଚାଡାଆ ନାଇଁ ।
23 for our Father will plead their cause and will rob of life those who rob them. କାଇକେବଇଲେ ସବୁବେଲର୍ ମାପ୍‌ରୁ ତାକର୍ ବାଟେ ଅଇକରି ବିରଦ୍ କର୍‌ସି, ଆରି ଜନ୍ ଲକ୍‌ମନ୍ ସେମନର୍ ଦନ୍ ସଁପତିକେ ଚାଡାଇବାଇ, ସେମନର୍ ଜିବନ୍‌କେ ସବୁବେଲର୍ ମାପ୍‌ରୁ ନେଇ ଜାଇସି ।
24 Do not befriend a man given to anger, and do not go with a hot-tempered man, ଟେପ୍‌ରିଆ ଲକର୍ ସଙ୍ଗେ ମଇତର୍‌ ଉଆ ନାଇଁ ଆରି ରିସା ଅଇବା ଲକର୍‌ ସଙ୍ଗେ ବାଟ୍ ଇଣ୍ଡା ନାଇଁ;
25 or you will learn his ways and entangle yourself in a snare. ସେନ୍‌ତାର୍ କଲେ, ତମେ ମିସା ତାର୍ ଅବିଆସ୍ ସିକି କରି ତମର୍ ନିଜର୍ ପାଇଁ ପାନ୍ଦ୍ ଅଡ୍‌ଲା ପାରା ଅଇସା ।
26 Do not be one of those who give pledges, who put up security for debts. ଜନ୍ ଲକ୍‌ମନ୍ ବାଦ୍‌ ମାର୍‌ବାଇ ଆରି ରୁନ୍ ଲାଗାଇ ଅଇବାଇ ସେମନର୍‌ ପାରା ତମେ ଉଆ ନାଇଁ ।
27 If you have nothing to pay with, why should your bed be taken from under you? ତେବେ ତମର୍‌ ଲଗେ ଦେବାକେ କାଇଟା ନାଇଁ, ସେନ୍‌ତାର୍ ଆଲେ ସେ କାଇକେ ତମର୍ ଅଚାଇଲା ଅଚ୍‌ନାକେ ନେଇସି ?
28 Do not move the ancient boundary stone that your fathers set up. ତମର୍ ଆନିଦାଦିମନ୍ ପୁର୍‌ବେ ଜନ୍ ଇଡି ବାନ୍ଦି ଆଚତ୍ ସେଟାକେ ଗୁଚାଆ ନାଇଁ ।
29 Do you see a man skillful in his work? He will stand before kings; he will not stand before ordinary men. ତମେ କାଇ କାକେ ନିଜର୍ ବେବାର୍‌ ବାଟ୍‌ ଟାନେ ତର୍‌ବର୍ ଅଇବାଟା ଦେକି ଆଚାସ୍ ? ସେ ରାଜାମନର୍ ମୁଆଟେ ଟିଆ ଅଇସି । ସେ ଗରିବ୍ ଲକର୍ ଲଗେ ଟିଆ ନ ଅଏ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]