Skip to content
The Believer's Library

Desiya Bible

Isaiah 62 Saa25

Show Saa25 only
Verse × ×
1 For Zion's sake I will not keep silent, and for Jerusalem's sake I will not rest, until her righteousness shines out like the dawn, and her salvation like a blazing torch. ସିଅନର୍ ଦରମ୍ ଉଜଲ୍ ପାରା ଆରି ତାର୍ ଉଦାର୍ ପାଇବା ବତିର୍ ନିଆଇ ନ ଡିସେ, ସେ ଜାକ ଆମେ ତାର୍ ପାଇଁ ଚୁପ୍ ଚାପ୍ ନ ଅଇ ରଇ, ଆରି ଜିରୁସାଲମର୍ ପାଇଁ ସୁସ୍‌ତା ନ କରି ।
2 The nations will see your righteousness, and all kings your glory; and you will be called by a new name that our Father himself will give you. ଆରି ବିନ୍ ଦେସର୍ ଲକ୍‌ମନ୍ ତର୍ ଦରମ୍ ଆରି ସବୁ ରାଜାମନ୍ ତର୍ ମଇଁମା ଦେକ୍‌ବାଇ; ଆରି, ତୁଇ ସବୁବେଲର୍ ମାପ୍‌ରୁର୍ ଟଣ୍ଡେଅନି ଗଟେକ୍‌ ନୁଆଁ ନାଉଁ ସଙ୍ଗେ ଡାକ୍‌ପୁଟା ଅଇସୁ ।
3 You will be a crown of beauty in the hand of our Father, a royal crown in the hand of our Father. ଆରି, ତମେ ସବୁବେଲର୍ ମାପ୍‌ରୁର୍ ଆତେ ଗଟେକ୍ ମୁକୁଟ୍ ପାରା ଆରି ତର୍‌ ପର୍‌ମେସରର୍ ଲଗେ ଗଟେକ୍‌ ରାଜାର୍ ମୁକୁଟ୍‌ ପାରା ଅଇସା ।
4 No longer will they call you Forsaken, nor name your land Desolate; but you will be called Hephzibah—My Delight Is in Her—and your land Beulah—Married; for our Father's heart delights in you, and your land will be married. ତୁଇ ଚାଡି ଦିଆ ଜାଇ ରଇବା ଲକ୍‌ ବଲି ଆରି ଡାକି ନ ଅଉସ୍, କି ତର୍ ଦେସ୍ ଟୁରିଦେସ୍ ବଲି ଆରି ଡାକି ନ ଅଏ; ମାତର୍ ତୁଇ ଇପ୍‌ସିବା ତମର୍ ଲଗେ ସନ୍‌ତସ୍ ଆରି ତର୍ ଦେସ୍ ବିୟଲା ବିବାଅଇ ଆଚାସ୍ ବଲିକରି ତମର୍ ନାଉଁରେ ଉଡ୍‌ରା ଅଇସି; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ତମର୍ ଲଗେ ସାର୍‌ଦା ଅଇସି ଆରି ତର୍ ଦେସ୍ ବିବା ଅଇଲାଟା ଅଇସି ।
5 For as a young man marries a young woman, so will your sons marry you; and as a bridegroom rejoices over his bride, so will your Father rejoice over you. ଦାଙ୍ଗ୍‌ଡା ଲକ୍ ଜେନ୍‌ତିକି ଡିଣ୍ଡା ଟକିକେ ବିବା ଅଇସି; ସେ ରକାମ୍ ତମର୍ ପିଲାମନ୍ ତକେ ବିବା କର୍‌ବାଇ; ଆରି, କନିଆ ଦାଙ୍ଗ୍‌ଡା ଜେନ୍‌ତିକି କନିଆ ଦାଙ୍ଗ୍‌ଡିକେ ସାର୍‌ଦା କର୍‌ସି, ସେ ରକାମ୍ ତମର୍ ପର୍‌ମେସର୍ ତମ୍‌କେ ସାର୍‌ଦା କର୍‌ସି ।
6 On your walls, Jerusalem, I have posted watchmen; all day and all night they will never be silent. You who remind our Father, give yourselves no rest, ଏ ଜିରୁସାଲମ୍, ମୁଇଁ ତମର୍ ପାଚୁରି ଉପ୍‌ରେ ଜାଗୁଆଲ୍‌ମନ୍‌କେ ବାଚି ଆଚି ; ସେମନ୍ ଦିନ୍ ରାତି ଚୁପ୍ ଅଇ ନ ରଅତ୍ ।
7 and give him no rest until he establishes Jerusalem and makes her praised throughout the earth. ଏ ସବୁବେଲର୍ ମାପ୍‌ରୁକେ ଏତାଇବା ଲକ୍‌ମନ୍, ସେଜାକ ଜିରୁସାଲମ୍‌କେ ତିଆର୍ ନ କରତ୍ ଆରି ପୁର୍‌ତିବି ବିତ୍‌ରେ ତାକେ ମଇମା ନ କରତ୍, ସେଡ୍‌କକିବେଲ୍ ଜାକ ତମେ ପୁଣ୍ଡାଆ ନାଇଁ, କି ତାକେ ପୁଣ୍ଡ୍‌ବାକେ ମିସା ଦିଆସ୍ ନାଇଁ ।
8 By his right hand Our Father has sworn, and by the arm of his strength: "Never again will I hand your grain to your enemies as food, nor will foreigners drink the new wine you toiled for; ସବୁବେଲର୍ ମାପ୍‌ରୁ ତାର୍ ଉଜାଆତ୍ ଆରି ବପୁ ଆତ୍ ସଙ୍ଗେ ପର୍‌ମାନ୍ କଲା ଆଚେ, ଜେନ୍‌ତି ମିସା ମୁଇଁ ତର୍ ତାସ୍ ତର୍ ସତ୍‌ରୁମନର୍ କାଦି କାଇବାକେ ନ ଦେଇ ଜାଇଟାର୍ ପାଇଁ ତୁଇ କସ୍‌ଟ କରି ଆଚୁସ୍, ତର୍ ସେ ଅଙ୍ଗୁର୍‌ ରସ୍ ବିନ୍ ଦେସର୍ ଲକ୍ ଆରି ନ କାଅତ୍ ।
9 but those who harvest it will eat it and praise our Father, and those who gather it will drink it in the courts of my sanctuary." ମାତର୍ ଜନ୍‌ ଲକ୍‌ମନ୍ ସେଟା ଜମାଇ ଆଚତ୍, ସେମନ୍ ସେଟା କାଇକରି ସବୁବେଲର୍ ମାପ୍‌ରୁର୍ ମଇମା କର୍‌ବାଇ ଆରି ଜନ୍‌ ଲକ୍‌ମନ୍ ସେଟା ଜମାଇ ଆଚତ୍, ସେମନ୍ ମର୍ ସୁକଲ୍‌ ଜାଗାର୍ ମଜା ଦୁଆରେ ସେଟା କାଇବାଇ ।
10 Pass through, pass through the gates! Prepare the way for the people. Build up, build up the highway; clear away the stones; raise a banner over the peoples. ତମେ ଜାଆ, ନଗର୍ ଦୁଆର୍‌ ବାଟେ ଜାଆ; ଲକ୍‌ମନର୍ ପାଇଁ ବାଟ୍ ତିଆର୍ କରା, ଉଚ୍‌ କରା ରାସ୍‌ତା ବଡ୍ କରା; ପାକ୍‌ନା ମନ୍ ସବୁ ବେଟି କରି ଜମାଆ; କୁଟୁମର୍ ସବୁ ଲକର୍‌ ପାଇଁ ଗଟେକ୍‌ ଚିରାଲ୍ ଟେକା ।
11 Look, our Father has proclaimed to the ends of the earth: Say to daughter Zion, "Look, your salvation is coming; look, his reward is with him, and his payment before him." ଦେକା ସବୁବେଲର୍ ମାପ୍‌ରୁ ପୁର୍‌ତିବି ସାରା ଏଟା ଜାନାଇଲା ଆଚେ, ତୁମେ ସିଅନର୍ ଲକ୍‌ମନ୍‌କେ କୁଆ, ଦେକା, ତମର୍ ଉଦାର୍ ପାଇବା ବେଲା ଆଇଲାନି, ଦେକ୍, ତାର୍ ଇନାମ୍ ତାର୍ ଲଗେ ଆଚେ ଆରି ତାର୍ କଲା କାମର୍ ବୁତି ମିସା ଦେବାକେ ତାର୍ ଲଗେ ଆଚେ ।
12 And they will be called The Holy People, The Redeemed of our Father; and you will be called Sought Out, A City Not Forsaken. ଆରି, ଲକ୍‌ମନ୍ ସେମନ୍‌କେ ସୁକଲ୍ ଲକ୍‌ ବଲି ଡାକ୍‌ବାଇ, ଆରି ସବୁବେଲର୍ ମାପ୍‌ରୁକେ ଉଦାର୍ କାରିଆ ବଲି ଡାକ୍‌ବାଇ; ଆରି, ତମେ ସବୁବେଲର୍ ମାପ୍‌ରୁର୍‌ ଆଲାଦର୍‌ ଲକ୍‌, ନ ଚାଡ୍‌ଲା ନଅଁର୍‌ ବଲି ଡାକ୍‌ପୁଟା ଅଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]