Skip to content
The Believer's Library

Desiya Bible

Isaiah 25 Saa25

Show Saa25 only
Verse × ×
1 You are my Father; I will exalt you, I will praise your name, for you have done wonderful things—plans formed long ago, faithful and sure. ଏ ସବୁବେଲର୍ ମାପ୍‌ରୁ , ତୁଇ ମର୍ ପର୍‌ମେସର୍ ; ମୁଇଁ ତକେ ଆଦର୍ କର୍‌ବି, ମୁଇଁ ତର୍ ନାଉଁରେ ମଇମା କର୍‌ବି ; କାଇକେ ବଇଲେ କାବାଅଇ ଜିବା କାମ୍‌ କର୍‌ବା ସବୁବେଲର୍ ମାପ୍‌ରୁ, କଇବାକେ ଗାଲେ , ପୁରବ୍ କାଲେ ଜଜ୍‌ନା ସବୁକେ ବିସ୍‌ବାସ୍ ସଙ୍ଗେ ଆରି ସତ୍ ବାବ୍‌ରେ ସାଦନ୍ କରି ଆଚାସ୍ ।
2 For you have turned a city into a heap of rubble, a fortified town into a ruin; the palace of foreigners is a city no more—it will never be rebuilt. ଜେନ୍‌ତିକି ତୁଇ ନଅଁର୍‌ମନ୍‌କେ କାଚ୍‌ରା ଗାଦି, ପାଚୁରି ଟେକି ରଇବା ନଅଁରର୍‌ ପାଚୁରି ବାଙ୍ଗାଇ ଦେଇ ଆଚୁସ୍‌; ବିନ୍‌ ଦେସି ମେଡ୍‌ ଗର୍‌କେ ନସ୍‌ଟ କରିଆଚୁସ୍‌; ସେଟା ଆରି କେବେ ମିସା ଗଡି ନ ଅଏ ।
3 Therefore a strong people will honor you; the city of ruthless nations will fear you. ସେଟାର୍‌ପାଇଁ ବଲିକରି ବପୁ ରଇବା ଲକ୍‌ମନ୍ ତକେ ମଇଁମା କର୍‌ବାଇ ଆରି ନିସ୍‌ଟୁର୍ କୁଟୁମ୍ ମନର୍ ନଅଁର୍‌ମନ୍‌ ତକେ ଡରି ଜିବାଇ ।
4 For you have been a refuge to the poor, a refuge to the needy in their distress, a shelter from the storm and a shade from the heat; for the breath of the ruthless is like a storm against a wall. କାଇକେ ବଇଲେ ଗରିବ୍ ଲକ୍‌ମନ୍ ଆରି କାକୁର୍‌ତି ଲକ୍‌ମନର୍ ଡାଣ୍ଟ୍ ଡେଙ୍ଗ୍ ଗର୍‌, ଆରି ସେମନ୍ କାକୁର୍‌ତି ସଙ୍ଗେ ଆଚତ୍। ତୁଇ ସେମନ୍‌କେ ଡର୍‌ବା ତେଇ ଅନି ସାସ୍ ଦେସ୍ ଆରି ବେସି କାରାଟାନେ ରଇବା ଲକ୍‌ମନ୍‌କେ ସିତ୍‌ଲା ଦେସ୍। ଅମାନିଆଁ ବିରଦି ଲକ୍‌ମନ୍ ସିତ୍‌ ବେଲେ ମାରାମାରିକେ ଉଟ୍‌ବାଇ।
5 Like heat in a parched land, you subdue the uproar of foreigners; as heat is subdued by the shadow of a cloud, so the song of the ruthless is silenced. ଜେନ୍‌ତିକି ତର୍ ସୁକ୍‌ଲା ଦେସର୍ ମର୍‌ଡି ପାରା ବିନ୍‌ ଦେସର୍ ଆଉଲି ବନ୍ଦ୍ କର୍‌ସି, ମାତର୍ ଏ ମାପ୍‌ରୁ, ଆମର୍ ସତ୍‌ରୁମନ୍‌କେ ଚୁପ୍ କରାଉ । ତମେ ଅମାନିଆଁ ଲକ୍‌ମନ୍ ଆଉଲି ଅଇବାଟାକେ ଚୁପ୍‌ କରାଇସି , ଜେନ୍‌ତିକି ମେଗ୍ ଗରମ୍ ଦିନ୍‌କେ କାକର୍ କର୍‌ସି ।
6 On this mountain the Father of heaven's armies will prepare for all peoples a feast of rich food, a feast of aged wine—the finest of meats and the best of well-aged wines. ଇତି ସିଅନ୍ ପର୍‌ବତ୍ ଉପ୍‌ରେ ସବୁର୍‌ ତେଇଅନି ବପୁ ରଇବା ସବୁବେଲର୍ ମାପ୍‌ରୁ ପୁର୍‌ତିବିର୍ ସବୁଜାକ ଦେସ୍ ପାଇଁ ଗଟେକ୍ ବଜି ରାନ୍ଦାଇସି, ଗଟେକ୍ ସାଉକାର୍ ଲକର୍ ପାରା କାଦି ଆରି ବେସି ଅଙ୍ଗୁର୍ ରସର୍ ବଜି କର୍‌ସି ।
7 And on this mountain he will swallow up the shroud that enfolds all peoples, the veil that is spread over all nations. ସବୁ ଦେସ୍ ଉପ୍‌ରେ ଜୁଲ୍‌ତେ ରଇବା ମେଗ୍‌କେ କେଦି ଦେଇସି ଆରି , ସବୁ ଦେସ୍‌ ଉପ୍‌ରେ ଡାବି ଅଇବା ବସ୍‌ତର୍ ବିଚି ଅଇଲା ଆଚେ , ସେଟା ଏ ଡଙ୍ଗର୍ ଉପ୍‌ରେ କୁରୁପ୍‌ନାସ୍ କର୍‌ସି ।
8 He will swallow up death forever; and the Sovereign Father will wipe away the tears from every face, and he will remove the reproach of his people from all the earth—for our Father has spoken. ସବୁର୍‌ ତେଇଅନି ବପୁ ରଇବା ସବୁବେଲର୍ ମାପ୍‌ରୁ କେବେ ନ ସାର୍‌ବା ମରନ୍‌କେ କୁରୁପ୍‌ନାସ୍ କର୍‌ସି ! ସେ ସବୁ ଲକର୍ ଆଁକିର୍ ଆସୁପାନିକେ ପୁଚି ଦେଇସି ଆରି ସାରା ଦେସ୍‌ଜାକ ତାର୍ ଲକ୍‌ମନ୍‌କେ ଇଜତ୍‌କେ ଦୁର୍ କର୍‌ସି । ଏଟା ପର୍‌ବୁ ନିଜେ କଇଲା ଆଚେ ।
9 And in that day it will be said, "Look, this is our Father; we waited for him, and he saved us. This is the Father; we waited for him—let us rejoice and be glad in his salvation." ଆରି, ସେ ଦିନେ ଏ କାତା କଇବା ଅଇସି, ଦେକା ଏଟା ଆମର୍ ପର୍‌ମେସର୍; ଆମେ ସବୁଲକ୍‌ଜାକ ତାକେ ଜାଗି ଆଚୁ ଆରି ସେ ଆମ୍‌କେ ଉଦାର୍ କର୍‌ସି; ଏ ଅଇଲାନି ସବୁ ବେଲର୍ ମାପ୍‌ରୁ; ଆମେ ତାକେ ଜାଗିକରି ଆଚୁ , ଆମେ ତାର୍ ଲାଗି ତିଆର୍ ଅଇ ରଇବା ମୁକ୍‌ତି ଲଗେ ସାର୍‌ଦା ଅଇକରି ଆସା ବକ୍‌ରା ଅଇବୁ ।
10 For the hand of our Father will rest on this mountain, but Moab will be trampled down in its place, as straw is trampled down in a manure pit. କାଇକେ ବଇଲେ ସିଅନ୍ ପର୍‌ବତ୍‌କେ ସବୁବେଲର୍ ମାପ୍‌ରୁର୍ ରକିଆ କର୍‌ସି, ଆରି ଜେନ୍‌ତିକି କତ୍‌ ଗାଦି ଲଗେ କାଚ୍‌ରା ପିଙ୍ଗା ଅଇସି , ସେ ରକାମ୍ ମଆବ ସେ ଜାଗାଇ ନସ୍‌ଟ ଅଇ ଜାଇସି ।
11 He will spread out his hands within Moab as a swimmer spreads out his hands to swim, but he will bring down their pride along with the craftiness of their hands. ଆରି, ପଅଁର୍‌ବା ଲକ୍ ଜେନ୍‌ତିକି ପଅଁର୍‌ବାକେ ଆତ୍‌ ମାର୍‌ସି , ମଆବର୍‌ ସେ ରକାମ୍ ସେ ତେଇ ମିସା ନିଜର୍ ଆତ୍ ମାର୍‌ସି; ମାତର୍ ତାର୍ ଗରବର୍ ଲାଗି କୁରୁପ୍‌ନାସ୍ ଅଇସି ।
12 The high walls of your fortress he will bring down, lay low, and cast to the ground, into the dust. ଆରି , ସେ ଉଚ୍ ପାଚୁରି ପାରା ଡାଟ୍ ପାଚୁରିକେ କୁରୁପ୍‌ନାସ୍ କରି ବସ୍‌ଲାଇ ଦେଲା ଆଚେ ଆରି ସେଟାକେ କୁରୁପ୍‌ନାସ୍‌ କରି ମାଟି ତେଇ ମିସାଇ ଦେଲାଆଚେ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]