Skip to content
The Believer's Library

Desiya Bible

Isaiah 26 Saa25

Show Saa25 only
Verse × ×
1 That day this song will be sung in Judah's land: We have a strong city; he sets salvation as walls and outworks. ଗଟେକ୍ ଦିନ୍ ଆଇସି ଜେଡେବେଲେ ଲକ୍‌ମନ୍‌ ଜିଉଦା ଦେସେ ଗଟେକ୍ ଗିତ୍ ଗାଇବାଇ, ଆମର୍ ବପୁରଇବା ନଅଁର୍ ଆଚେ! ମାପ୍‌ରୁ ନିଜେ ତେଇର୍ ପାଚୁରିକେ ଆରି ମୁଣ୍ଡାକେ ଉଦାର୍‌ କର୍‌ସି ।
2 Open the gates, that the righteous nation may enter—the nation that keeps faith. ସତ୍‌କେ ପାଲନ୍ କର୍‌ବା ଦରମ୍ କୁଟୁମ୍ ଜେନ୍‌ତିକି ପୁରି ପାର୍‌ବାଇ , ସେଟାର୍ ପାଇଁ ତମେ ନଅଁରର୍ କାପାଟ୍‌ମନ୍ ସବୁ ମେଲା କରି ଦିଆସ୍‌ ।
3 You keep him in perfect peace whose mind is fixed on you, because he trusts in you. ଏ ମାପ୍‌ରୁ ଜାର୍‌ମନ୍ ତମର୍ ଲଗେ ରଇସି , ତମେ ତାକେ ପୁରାପୁରୁନ୍ ବାବ୍‌ରେ ସାନ୍ତି ସଙ୍ଗେ ସଙ୍ଗଇସା ; କାଇକେ ବଇଲେ ସେ ତମ୍‌କେ ଆସା କରି ଆଚେ ।
4 Trust in our Father forever, for our Father is the everlasting Rock. ତମେ ସବୁବେଲେ ସବୁବେଲର୍ ମାପ୍‌ରୁର୍ ଲଗେ ଆସା ରକା; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଆମ୍‌କେ ସବୁବେଲେ ରକିଆ କର୍‌ବାକେ ବଡ୍ ରାଙ୍ଗ୍‌ନି ପାକ୍‌ନା ଆଚେ।
5 For he has brought low the inhabitants of the height, the lofty city. He lays it low, lays it low to the ground, casts it down to the dust. ଜନ୍ ଲକ୍‌ମନ୍ ଗରବ୍ କର୍‌ତେ ରଇଲାଇ ସେମନ୍‌କେ ଦରମ୍ କଲାଆଚେ । ସେ ବାସା କରି ରଇବା ବପୁ ନଅଁର୍‌କେ କୁରୁପ୍‌ନାସ୍ କଲା ଆଚେ ଆରି ସେଟାକେ ମାଟି ତେଇ ମିସାଇ ଦେଲାଆଚେ ।
6 The foot tramples it down—the feet of the poor, the steps of the needy. ଜନ୍‌ ଲକ୍‌ମନ୍ ତେରେପେତେ ଅଇତେ ରଇଲାଇ, ସେମନ୍ ଏବେ ଉପ୍‌ରେ ଇଣ୍ଡ୍ ବାଇ ଆରି ତାକେ ପାଦ୍‌ ସଙ୍ଗେ ମାଣ୍ଡି ପାକାଇବାଇ ।
7 The path of the righteous is level; you make smooth the way of the righteous. ଦରମ୍‌ ଲକ୍‌ମନର୍ ବାଟ୍ ସିଦା; କଇବାକେ ଗାଲେ, ତମେ ଦରମର୍‌ ବାଟ୍ ଦେକାଇଲାସ୍‌ନି ।
8 In the path of your judgments, our Father, we wait for you; your name and your renown are the desire of our soul. ଏ ସବୁବେଲର୍ ମାପ୍‌ରୁ ଆମେ ତମର୍ ଇସାବ୍‌ରେ ଚାଲ୍‌ବୁ ଆରି ତକେ ଆକା ଆସା କରି ରଇବୁ; ତୁଇ କାଇଟା ବଲି କରି କଇଲୁସ୍‌ନି ।
9 At night my soul longs for you; within me my spirit seeks you eagerly. For when your judgments reach the earth, those living in the world learn what is right. ରାତିର୍ ବେଲେ ମୁଇଁ ମର୍ ଜିବନ୍ ପରାନ୍ ଦେଇକରି ତକେ ଏତାଇଲିନି; ଜେଡେବେଲେ ତୁଇ ପୁର୍‌ତିବିକେ ଆରି ତାର୍ ଲକ୍‌ମନର୍ ବିଚାର୍‌ନା କର୍‌ସି, ସେଡ୍‌କି ବେଲେ ସେ ସବୁଲକ୍‌ମନ୍ ଜାନ୍‌ବାଇଜେ ଦରମର୍ ସିକିଆ ବଇଲେ କାଇଟା ।
10 If favor is shown to the wicked, he does not learn righteousness; in the land of uprightness he deals corruptly and does not see the majesty of our Father. କରାପ୍ ଲକ୍‌ମନ୍‌କେ ଦୟା କଲେ ମିସା ସେ ଦରମ୍‌ କାଇଟା ବଲିକରି ନାଜାନତ୍‌ ଦରମ୍‌ ଦେସେ ଗାଲେ ମିସା ସେ କରାପ୍‌ କାମ୍ କର୍‌ବାଇ ଆରି ସବୁବେଲର୍ ମାପ୍‌ରୁର୍ ମଇମାକେ ଚିନି ନାଜାନତ୍ ।
11 Our Father, your hand is lifted up, but they do not see it. Let them see your zeal for your people and be ashamed. Let the fire reserved for your adversaries consume them. ଏ ସବୁବେଲର୍ ମାପ୍‌ରୁ, ତର୍ ଆତ୍ ଉଟାଇ ଆଚୁସ୍, ଅଇଲେ ମିସା ସେମନ୍ ଦେକି ନାପାର୍‌ଲାଇନି, ମାତର୍ ଲକ୍‌ମନର୍ ଲଗେ ତର୍ ଆଲାଦ୍ ଦେକି ସେମନ୍ ଲାଜ୍ ଅଇ ଜିବାଇ; ଉଁ, ଜଇ ତର୍ ବିରୁଦି ଲକ୍‌ମନ୍‌କେ ପଡାଇ ଦେଇସି ।
12 Our Father, you will establish peace for us, for you have indeed accomplished all our works for us. ଏ ସବୁବେଲର୍ ମାପ୍‌ରୁ , ତୁଇ ସେମନର୍ ପାଇଁ ସାନ୍ତି ତିଆର୍ କର୍‌ସୁ ; କାଇକେ ବଇଲେ ତୁଇ ଆମର୍‌ ପାଇଁ ବଲିକରି ଆମେ ଜାଇଟା ମନ୍‌ କଲୁନି ସେ କାମ୍ ପୁରା କରି ଆଚୁସ୍‌ ।
13 Our Father, other lords besides you have ruled over us, but your name alone we remember. ଏ ସବୁବେଲର୍ ମାପ୍‌ରୁ , ଆମର୍ ପର୍‌ମେସର୍ , ତକେ ଚାଡି ଦେଲେ ଆମ୍‌କେ ଅଲ୍‌ଗା ମାପ୍‌ରୁମନ୍ ସାସନ୍ କର୍‌ତେ ରଇଲାଇ, ମାତର୍ ଅବ୍‌କା ତର୍ ନାଉଁକେ ସେ ଆମେ ଉପାସନା କର୍‌ବୁ ।
14 They are dead, they will not live; they are departed spirits, they will not rise; for you brought destruction on them and wiped out all remembrance of them. ସେମନ୍ ମରି ଗାଲାଇ ଆଚତ୍, ସେମନ୍ ଆରି ନ ଜିଅତ୍‌; ସେମନ୍ ମରି ଗାଲାଇ ଆଚତ୍ , ସେମନ୍ ଆରି ନ ଉଟତ୍‌ ନି ; ସେଟାର୍‌ପାଇଁ ତୁଇ ସେମନର୍ କଲାକାମର୍ ସାସ୍‌ତି ଦେଇକରି ସେମନ୍‌କେ ନସ୍‌ଟ କରି ଆଚୁସ୍‌ ଆରି ସେମନ୍‌ ମନେ ଏତାଇ ନାପାରତ୍‌ ।
15 You have made the nation grow, our Father, you have made the nation grow; you are glorified; you have enlarged all the borders of the land. ଏ ସବୁବେଲର୍ ମାପ୍‌ରୁ , ତୁଇ ଏ ଦେସର୍ ଲକ୍‌ମନ୍‌କେ ବଡ୍ କରି ଆଚୁସ୍‌, ଏ ଦେସର୍ ଲକ୍‌ମନ୍‌କେ ବଡ୍ କରି ଆଚୁସ୍; ତୁଇ ମଇଁମା ପାଇ ଆଚୁସ୍ ଆରି ଚାରି ବେଟ୍‌ତିର୍‌ ସନ୍ଦିକେ ବଡାଇ ଆଚୁସ୍, ଆରି ସେଟା ତକେ ସନ୍‌ମାନ୍ ଦେଲାନି ।
16 Our Father, in distress they sought you; they poured out a whispered prayer when your discipline was upon them. ଏ ସବୁବେଲର୍ ମାପ୍‌ରୁ ତର୍ ଲକ୍‌ମନ୍‌କେ ଡଣ୍ଡ୍ ଦେଲୁସ୍‌ ଆରି ଦୁକ୍‌ ସେମନ୍‌କେ ରଇଲାବେଲେ ତକେ ସାନ୍‌ତି ବାବ୍‌ରେ ପାର୍‌ତନା କଲାଇ ।
17 Like a pregnant woman who writhes and cries out in her labor pains when she is about to give birth, so were we before you, our Father. ଜେନ୍‌ତିକି ଗଟେକ୍ ମାଇଜି ପିଲା ଜନମ୍ କର୍‌ବାବେଲେ ବେସି ଦୁକ୍‌ସି, ସେରକାମ୍ ଏ ସବୁବେଲର୍ ମାପ୍‌ରୁ ଆମେ ତର୍ ଇସାବ୍‌ରେ ଆଚୁ।
18 We were pregnant, we writhed, but we gave birth only to wind. We have brought no deliverance to the earth, and the inhabitants of the world have not been born. ଆମେ କସ୍‌ଟ ଆରି କସ୍‌ଟକେ ପାଇଲୁଆଚୁ, ମାତର୍ ଆମେ କାଇଟା ମିସା ଜାତ୍‌ କରି ନ ରଇଲୁ । ଆମେ ଦେସ୍‌ ଉଦାର୍ ପାଇବାକେ ସାଦନ୍ କରୁ ନାଇଁ; ଆମେ କାଇଟା ମିସା କରୁ ନାଇଁ ।
19 Your dead will live; their bodies will rise. Awake and sing for joy, you who dwell in the dust! For your dew is the dew of dawn light, and the earth will give birth to the departed spirits. ଜନ୍‌ ଲକ୍‌ମନ୍ ମଲାଇ ଆଚତ୍ ସେମନ୍ ଆର୍‌ତରେକ୍ ଜିବନ୍ ଅଇକରି ଉଟ୍‌ବାଇ! ସେ ଲକ୍‌ମନର୍ ମଲା ଗାଗଡ୍ ଆର୍‌ତରେକ୍ ଜିବନ୍ ଅଇକରି ଉଟ୍‌ସି । ଜନ୍ ଲକ୍‌ମନ୍ ମରିକରି କବର୍ ତେଇ ଡୁଲି ଆଚତ୍ , ସେମନ୍ ଉଟିକରି ସାଇସାର୍‌ଦା ସଙ୍ଗେ ଗିତ୍‌ନାଟ୍ କର୍‌ବାଇ। ଜେନ୍‌ତିକି ଜିକ୍‌ମିକି ଜାଇତେ ରଇବା ସସିର୍‌ ପାନି ପୁର୍‌ତିବିକେ ସୁନ୍ଦର୍ କର୍‌ସି, ସେ ରକାମ୍‌ ସବୁବେଲର୍ ମାପ୍‌ରୁ ଜନ୍‌ ଲକ୍‌ମନ୍ ବେସି ଆଗ୍‌ତୁ ମରି ଆଚତ୍ ସେମନ୍‌କେ ଆର୍‌ତରେକ୍ ଜିବନ୍ ଦେଇକରି ବଁଚାଇସି ।
20 Come, my people, enter your rooms and shut your doors behind you; hide yourselves for a little while until the wrath has passed by. ଏ ମର୍ ଲକ୍‌ମନ୍ , ତମେ ଗରେ ଜାଆ ଆରି କାପାଟ୍ ଡାବି ଅଇକରି ଚୁପ୍ ଅଇଦିଆସ୍‌ । ପର୍‌ମେସରର୍ ରିସା ଅଲପ୍ ଉନା ଅଇବାଜାକ କେତେ ସମଇ ଲୁଚିକରି ରୁଆ ।
21 For look, our Father is coming out from his place to punish the people of the earth for their sins, and the earth will disclose the blood shed upon it and will no longer cover those slain in it. କାଇକେ ବଇଲେ ଦେକା ପୁର୍‌ତିବି ତେଇ ବାସା ଅଇ ପାପ୍‌କରି ରଇବା ଲକର୍ ପାଇଁ ସବୁବେଲର୍ ମାପ୍‌ରୁ ତାର୍ ଜାଗାଇ ଅନି ସାସ୍‌ତି ଦେବାକେ ଆଇଲାନି, ପୁର୍‌ତିବି ତେଇ ଲୁଚ୍‌ତେ ମାରାମାରି କର୍‌ତେ ରଇବାଟା ଜାନା ପଡ୍‌ସି ଆରି ମର୍‌ତେ ମାରି ରଇବା ଲକ୍‌କେ ଆରି ଲୁଚାଇ ନାପାରାସ୍ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]