Skip to content
The Believer's Library

Desiya Bible

Isaiah 27 Saa25

Show Saa25 only
Verse × ×
1 In that day our Father will punish, with his fierce, great, mighty sword, Leviathan the fleeing serpent—Leviathan the twisting serpent—and he will slay the sea monster. ସେ ଦିନେ ସବୁବେଲର୍ ମାପ୍‌ରୁ ନିଜର୍ ବପୁ ଆରି ମାର୍‌ବା ତିପ୍‌ତିପା କାଣ୍ଡା ଦାରିକରି ପାଲାଇବା ସାଁପ୍‌ ଲେବିଆତନ୍‌କେ ତାର୍ କଲାକାମର୍ ଡଣ୍ଡ୍ ଦେଇସି ; ଆରି,ସେ ଗାଡ୍ ବିତ୍‌ରେ ରଇବା ବଡ୍ ଜନ୍ତୁ ମନ୍‌କେ କୁରୁପ୍ ନାସ୍ କର୍‌ସି।
2 In that day—sing of it: a pleasant vineyard! ସେ ଦିନେ ସବୁବେଲର୍ ମାପ୍‌ରୁ ତାର୍ ଗଟେକ୍ ସୁନ୍ଦର୍ ଅଙ୍ଗୁର୍‌ବାଡ୍ ବିସୟ୍‌ରେ ଗିତ୍ କଇସି।
3 "I, your Father, am its keeper; moment by moment I water it. So that no one can harm it, I guard it night and day. ମୁଇଁ ସବୁବେଲର୍ ମାପ୍‌ରୁ ତାର୍‌ ଉପ୍‌ରେ ନଜର୍ କର୍‌ତେ ରଇବି ଆରି ଏଟାକେ ସବୁବେଲେ ଜତନ୍ କର୍‌ବି । ମୁଇଁ ଏଟାକେ ଦିନ୍‌ରାତି ଜାଗି କରି ରଇବି, ଜେନ୍‌ତି କି କେ ମିସା ଏଟାକେ ନସ୍‌ଟ ନ କରତ୍ ।
4 I am not angry. If only there were briers and thorns to confront me in battle, I would march against them, I would burn them all together. ମୁଇଁ କେବେ ମିସା ଅଙ୍ଗୁର୍ ବାଡ୍‌କେ ରିସା ଅଇ ନାଇଁ। ଜେବେ କାନ୍‌କଲି ଆରି କାଟା ଗଚ୍‌ମନ୍ ଜୁଇଦର୍ ପାଇଁ ଆମର୍ ଅଲ୍‌ଗା ଅଇତାଇ! ସେନ୍ତାର୍ ଆଲେ ମୁଇ ସେଟାକେ ମିସାଇ କରି ପଡାଇ ଦେବି ।
5 Or let them take hold of my protection, let them make peace with me—yes, let them make peace with me." ମାତର୍ ମର୍‌ ଲକ୍‌ମନର୍ ସତ୍‌ରୁମନ୍ ମକେ ରକିଆ କର୍‌ବାକେ ମନ୍‌ କର୍‌ବାକେ ଇଚା କର୍‌ବାଇ, ସେନ୍ତାର୍ ଆଲେ ସେମନ୍ ମର୍‌ ସଙ୍ଗେ ସୁସ୍‌ତା ଅଇ ରଅତ୍ । ଉଁ , ସେମନ୍ ମର୍ ସଙ୍ଗେ ସାନ୍‌ତିରେ ରଅତ୍ ।
6 In days to come Jacob will take root, Israel will blossom and bud and fill the whole world with fruit. ଆଇବା ଦିନ୍‌ମନ୍‌କେ ଜାକୁବର୍ ବଁସ୍ ଇସ୍‌ରାଏଲର୍ ଲକ୍‌ମନ୍ ଗଚ୍‌ପାରା ମୁଲ୍ ଅଇବାଇ ଆରି ସେମନ୍ ପୁଲ୍ ପୁଟାଇବାଇ । ସେମନ୍ ପାଚାଇତେ ରଇବା ପଲ୍ ପୁର୍‌ତିବି ତେଇ ବର୍‌ତି ଅଇ ଜାଇସି ।
7 Has he struck them down as he struck those who struck them? Or were they slain as their slayers were slain? ତାର୍ ଜାଗୁଆଲ୍ ମନ୍‌କେ ସେ ଜନ୍‌ ରକାମ୍ ମାର୍‌ଲା ଆଚେ, ସେ ରକାମ୍ ସେ କାଇ ତାକେ ମାର୍‌ଲା ଆଚେ? ଆରି, ତାର୍‌ଲାଗି ମରି ରଇବା ଲକ୍‌ମନର୍ ପାରା ସେ କାଇ ମରି ଆଚେ କି?
8 By driving her away, by sending her into exile, you contended with her; he removed her with his fierce blast when the east wind blew. ସବୁବେଲର୍ ମାପ୍‌ରୁ ତାକର୍ ଲକ୍‌ମନ୍‌କେ ଉଦାର୍ କର୍‌ବାକେ ବନ୍ଦି କରି ପାଟାଇଲା । ଆରି ସେମନ୍‌କେ ପୁରୁବ୍ ଦିଗେଅନି ଜବର୍‌ ପବନ୍ ଆସି ଉଡାଇ ଦାରି ଗାଲା ।
9 So by this the guilt of Jacob will be atoned for, and this will be the full fruit of taking away his sin: when he makes all the altar stones like crushed chalk, no Asherah poles or incense altars will be left standing. ମାତର୍ ଇସ୍‌ରାଏଲର୍ ପାପ୍‌କେ କେମା କରାଅଇସି ଜେଡେବେଲେକି ପାପର୍ ଜଗିଅବେଦି କଣ୍ଡା ପାକ୍‌ନା ପାରା ବିଲି ଜାଇସି, ଆରି ଆସେରାର୍‌ ମୁର୍‌ତି ଆରିନ ବେଲ୍ ଦେବ୍‌ତାର୍ ମୁର୍‌ତି ମନ୍ ଉଟି ନାପାରତ୍ ଚିନ୍‌ବିନ୍ ଅଇ ଜିବାଇ ।
10 The fortified city stands alone, a homestead deserted and abandoned like the wilderness; there the calf grazes, there it lies down and strips its branches bare. ନଅଁର୍ କୁରୁପ୍‌ନାସ୍ ଅଇବାକେ ଗାଲାନି । ଏଟା ଗଟେକ୍ କାଇଟା ନ ରଇବା ବୁଇଁ ପାରା ଅଇସି। ଏଟା ସାନ୍ ବାଚି ମନର୍ ପାଇଁ ଚାର୍‌ବା ପଡିଆ ପାରା ଅଇଲା ଆଚେ ଜନ୍ ପଡିଆଇକି ସେମନ୍ ସୁସ୍‌ତା ସଙ୍ଗେ ବସିକରି ଚାରାଇବାଇ ।
11 When its branches dry out, they are broken off; women come and light fires with them. For this is a people without understanding; therefore their Maker shows them no compassion, and the One who formed them shows them no favor. ଗଚ୍‌ମନର୍ ଡାଲ୍ ସବୁଜାକ ସୁକି ଜାଇସି ଆରି ବାଙ୍ଗି ଜାଇସି, ଆରି ମାଇଜିମନ୍ ତେଇର୍ ସୁକ୍‌ଲା ଦାରୁକେ ଆନ୍‌ବାଇ । କାଇକେ ବଇଲେ ଲକ୍‌ମନ୍‌କେ କଣ୍ଡେକ୍‌ ମିସା ବୁଦି ନାଇ, ସେମନ୍‌କେ ଗଡି ରଇବା ମାପ୍‌ରୁ ମିସା ସେମନ୍‌କେ ଦୟା ନ କରେ କି ସେମନ୍‌କେ ଆସିର୍‌ବାଦ୍ ନ କରେ।
12 In that day our Father will thresh from the Euphrates to the Brook of Egypt, and you will be gathered one by one, children of Israel. ସେ ଦିନେ ପରାତ୍ ଗାଡେ ଅନି ମିସରର୍ ସନ୍ଦି ଜାକ ସବୁବେଲର୍ ମାପ୍‌ରୁ ଇସ୍‌ରାଇଲର୍ ଲକ୍‌ମନ୍‌କେ ଗଟେକ୍ ଗଟେକ୍ ଲକ୍‌କେ କଜି ଟୁଲିଆଇସି, ଜେନ୍‌ତିକି ଗଉଁକେ ଚାଉଲ୍ ଲଗେ ଅନି ବାଚି କରି ବେଗ୍‌ଲାଇସି।
13 On that day a great trumpet will sound, and those dying in the land of Assyria and those driven out to the land of Egypt will come and worship our Father on the holy mountain in Jerusalem. ସେ ଦିନ୍ ଆଇଲା ପଚେ ଅସୁରର୍‌ ବନ୍ଦି ରଇଲା ଲକ୍ ଆରି ମିସର୍ ଦେସେ ଅନି ବାଚି ରଇବା ଇସ୍‌ରାଏଲର୍ ଲକ୍‌ମନ୍‌କେ ଡାକ୍‌ବାକେ ଗଟେକ୍ ବଡ୍‌ ମଇରି ପୁକ୍‌ବାଇ । ସେମନ୍ ଜିରୁସାଲମେ , ତାର୍ ସୁକଲ୍ ପର୍‌ବତେ ମାପ୍‌ରୁର୍ ଉପାସନା କର୍‌ବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]