Skip to content
The Believer's Library

Desiya Bible

Isaiah 27 Saa25

Side by side with the Father's Heart Bible™

ଇସ୍‌ରାଏଲର୍ ଉଦାର୍

1ସେ ଦିନେ ସବୁବେଲର୍ ମାପ୍‌ରୁ ନିଜର୍ ବପୁ ଆରି ମାର୍‌ବା ତିପ୍‌ତିପା କାଣ୍ଡା ଦାରିକରି ପାଲାଇବା ସାଁପ୍‌ ଲେବିଆତନ୍‌କେ ତାର୍ କଲାକାମର୍ ଡଣ୍ଡ୍ ଦେଇସି ; ଆରି,ସେ ଗାଡ୍ ବିତ୍‌ରେ ରଇବା ବଡ୍ ଜନ୍ତୁ ମନ୍‌କେ କୁରୁପ୍ ନାସ୍ କର୍‌ସି।

2ସେ ଦିନେ ସବୁବେଲର୍ ମାପ୍‌ରୁ ତାର୍ ଗଟେକ୍ ସୁନ୍ଦର୍ ଅଙ୍ଗୁର୍‌ବାଡ୍ ବିସୟ୍‌ରେ ଗିତ୍ କଇସି।

3ମୁଇଁ ସବୁବେଲର୍ ମାପ୍‌ରୁ ତାର୍‌ ଉପ୍‌ରେ ନଜର୍ କର୍‌ତେ ରଇବି ଆରି ଏଟାକେ ସବୁବେଲେ ଜତନ୍ କର୍‌ବି । ମୁଇଁ ଏଟାକେ ଦିନ୍‌ରାତି ଜାଗି କରି ରଇବି, ଜେନ୍‌ତି କି କେ ମିସା ଏଟାକେ ନସ୍‌ଟ ନ କରତ୍ ।

4ମୁଇଁ କେବେ ମିସା ଅଙ୍ଗୁର୍ ବାଡ୍‌କେ ରିସା ଅଇ ନାଇଁ। ଜେବେ କାନ୍‌କଲି ଆରି କାଟା ଗଚ୍‌ମନ୍ ଜୁଇଦର୍ ପାଇଁ ଆମର୍ ଅଲ୍‌ଗା ଅଇତାଇ! ସେନ୍ତାର୍ ଆଲେ ମୁଇ ସେଟାକେ ମିସାଇ କରି ପଡାଇ ଦେବି ।

5ମାତର୍ ମର୍‌ ଲକ୍‌ମନର୍ ସତ୍‌ରୁମନ୍ ମକେ ରକିଆ କର୍‌ବାକେ ମନ୍‌ କର୍‌ବାକେ ଇଚା କର୍‌ବାଇ, ସେନ୍ତାର୍ ଆଲେ ସେମନ୍ ମର୍‌ ସଙ୍ଗେ ସୁସ୍‌ତା ଅଇ ରଅତ୍ । ଉଁ , ସେମନ୍ ମର୍ ସଙ୍ଗେ ସାନ୍‌ତିରେ ରଅତ୍ ।

6ଆଇବା ଦିନ୍‌ମନ୍‌କେ ଜାକୁବର୍ ବଁସ୍ ଇସ୍‌ରାଏଲର୍ ଲକ୍‌ମନ୍ ଗଚ୍‌ପାରା ମୁଲ୍ ଅଇବାଇ ଆରି ସେମନ୍ ପୁଲ୍ ପୁଟାଇବାଇ । ସେମନ୍ ପାଚାଇତେ ରଇବା ପଲ୍ ପୁର୍‌ତିବି ତେଇ ବର୍‌ତି ଅଇ ଜାଇସି ।

7ତାର୍ ଜାଗୁଆଲ୍ ମନ୍‌କେ ସେ ଜନ୍‌ ରକାମ୍ ମାର୍‌ଲା ଆଚେ, ସେ ରକାମ୍ ସେ କାଇ ତାକେ ମାର୍‌ଲା ଆଚେ? ଆରି, ତାର୍‌ଲାଗି ମରି ରଇବା ଲକ୍‌ମନର୍ ପାରା ସେ କାଇ ମରି ଆଚେ କି?

8ସବୁବେଲର୍ ମାପ୍‌ରୁ ତାକର୍ ଲକ୍‌ମନ୍‌କେ ଉଦାର୍ କର୍‌ବାକେ ବନ୍ଦି କରି ପାଟାଇଲା । ଆରି ସେମନ୍‌କେ ପୁରୁବ୍ ଦିଗେଅନି ଜବର୍‌ ପବନ୍ ଆସି ଉଡାଇ ଦାରି ଗାଲା ।

9ମାତର୍ ଇସ୍‌ରାଏଲର୍ ପାପ୍‌କେ କେମା କରାଅଇସି ଜେଡେବେଲେକି ପାପର୍ ଜଗିଅବେଦି କଣ୍ଡା ପାକ୍‌ନା ପାରା ବିଲି ଜାଇସି, ଆରି ଆସେରାର୍‌ ମୁର୍‌ତି ଆରିନ ବେଲ୍ ଦେବ୍‌ତାର୍ ମୁର୍‌ତି ମନ୍ ଉଟି ନାପାରତ୍ ଚିନ୍‌ବିନ୍ ଅଇ ଜିବାଇ ।

10ନଅଁର୍ କୁରୁପ୍‌ନାସ୍ ଅଇବାକେ ଗାଲାନି । ଏଟା ଗଟେକ୍ କାଇଟା ନ ରଇବା ବୁଇଁ ପାରା ଅଇସି। ଏଟା ସାନ୍ ବାଚି ମନର୍ ପାଇଁ ଚାର୍‌ବା ପଡିଆ ପାରା ଅଇଲା ଆଚେ ଜନ୍ ପଡିଆଇକି ସେମନ୍ ସୁସ୍‌ତା ସଙ୍ଗେ ବସିକରି ଚାରାଇବାଇ ।

11ଗଚ୍‌ମନର୍ ଡାଲ୍ ସବୁଜାକ ସୁକି ଜାଇସି ଆରି ବାଙ୍ଗି ଜାଇସି, ଆରି ମାଇଜିମନ୍ ତେଇର୍ ସୁକ୍‌ଲା ଦାରୁକେ ଆନ୍‌ବାଇ । କାଇକେ ବଇଲେ ଲକ୍‌ମନ୍‌କେ କଣ୍ଡେକ୍‌ ମିସା ବୁଦି ନାଇ, ସେମନ୍‌କେ ଗଡି ରଇବା ମାପ୍‌ରୁ ମିସା ସେମନ୍‌କେ ଦୟା ନ କରେ କି ସେମନ୍‌କେ ଆସିର୍‌ବାଦ୍ ନ କରେ।

12ସେ ଦିନେ ପରାତ୍ ଗାଡେ ଅନି ମିସରର୍ ସନ୍ଦି ଜାକ ସବୁବେଲର୍ ମାପ୍‌ରୁ ଇସ୍‌ରାଇଲର୍ ଲକ୍‌ମନ୍‌କେ ଗଟେକ୍ ଗଟେକ୍ ଲକ୍‌କେ କଜି ଟୁଲିଆଇସି, ଜେନ୍‌ତିକି ଗଉଁକେ ଚାଉଲ୍ ଲଗେ ଅନି ବାଚି କରି ବେଗ୍‌ଲାଇସି।

13ସେ ଦିନ୍ ଆଇଲା ପଚେ ଅସୁରର୍‌ ବନ୍ଦି ରଇଲା ଲକ୍ ଆରି ମିସର୍ ଦେସେ ଅନି ବାଚି ରଇବା ଇସ୍‌ରାଏଲର୍ ଲକ୍‌ମନ୍‌କେ ଡାକ୍‌ବାକେ ଗଟେକ୍ ବଡ୍‌ ମଇରି ପୁକ୍‌ବାଇ । ସେମନ୍ ଜିରୁସାଲମେ , ତାର୍ ସୁକଲ୍ ପର୍‌ବତେ ମାପ୍‌ରୁର୍ ଉପାସନା କର୍‌ବାଇ ।

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]