Skip to content
The Believer's Library

Desiya Bible

Isaiah 24 Saa25

Show Saa25 only
Verse × ×
1 Look—our Father lays the earth waste and leaves it empty; he twists its surface and scatters its inhabitants. ଦେକା ସବୁବେଲର୍ ମାପ୍‌ରୁ ପୁର୍‌ତିବି ତେଇ କାଇଟା ମିସା ନ ଚାଡେ ସବୁକେ କୁରୁପ୍‌ନାସ୍‌ କର୍‌ବାକେ ଗାଲାନି । ଆରି ସେ ପୁର୍‌ତିବିକେ ଉଲ୍‌ଟାଇ ଦେଇକରି ତେଇ ରଇବା ଲକ୍‌ମନ୍‌କେ ଚିନ୍‌ବିନ୍ କର୍‌ସି ।
2 It will be the same for the people as for the priest, for the servant as for his master, for the maid as for her mistress, for the buyer as for the seller, for the lender as for the borrower, for the creditor as for the debtor. ତେଇ ଲକ୍‌ମନର୍ , ଜାଜକର୍‌; ଆରି ଗତିଦାଙ୍ଗ୍‌ଡାମନର୍ ଆରି ସାଉକାର୍‌ମନର୍; ଗତିଦାଙ୍ଗ୍‌ଡିମନର୍‌ ସାଉକାର୍‌ନିମନର୍, ଗେନ୍‌ବା ଲକର୍, ବିକ୍‌ବା ଲକ୍‌ମନର୍ ମିସା ; ଉଦାର୍‌କାରିଆ, ଡାବୁ ଇସାବ୍ କରୁ ,ଗରିବ୍‌ ଲକ୍‌; ଅଡିକେ ସଙ୍ଗେ ଡାବୁ ଦେଉମନ୍ , ସେ ରକାମ୍ ଡାବୁ ନେଇକରି ଅଡି ଡାବୁ ଦେଉ ଲକର୍ ପାଇଁ ଏ ରକାମ୍ ଗଟ୍‌ସି ।
3 The earth will be utterly laid waste and utterly plundered, for our Father has spoken this word. ପୁର୍‌ତିବି ପୁରାପୁରୁନ୍ ସଙ୍ଗ୍ କାଇଟା ମିସା ନ ଚାଡେ କୁରୁପ୍ ନାସ୍ ଅଇଜାଇସି ; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଏଟା କଇଲା ଆଚେ ।
4 The earth mourns and withers; the world fades and withers; the exalted ones of the earth fade away. ପୁର୍‌ତିବି ଦୁକ୍‌ ଅଇକରି ସୁକି ଗାଲାନି ,ଜଗତ୍‌ସାରା ଜାଉଁଲି ଜାଇ ସୁକି ଗାଲାନି , ପୁର୍‌ତିବି ତେଇ ବାସା କରି ରଇବା ଲକ୍‌ମନ୍‌କେ ମୁଉଁ ସୁକି ଦେଲାଇନି ।
5 The earth lies defiled beneath its inhabitants, for they have disobeyed the teachings, violated the statute, and broken the everlasting covenant. ପୁର୍‌ତିବି ଟାନେ ବାସାକରି ରଇବା ଲକ୍‌ମନର୍ ପାଦ୍‌ତଲେ ଅସୁକଲ୍ ଅଇଗାଲା ଆଚେ, କାଇକେ ବଇଲେ ସେମନ୍ ନିଅମ୍‌କେ ମାନତ୍ ନାଇଁ , ରିତିନିତିକେ ମାନତ୍‌ ନାଇ ସବୁଦିନ୍ ରଇବା ନିଅମ୍‌କେ ଅମାନିଆଁ କଲାଇ ଆଚତ୍ ।
6 Therefore a curse devours the earth, and those who dwell in it bear their guilt; therefore the earth's inhabitants are burned away, and few people are left. ସେଟାର୍‌ପାଇଁ ସବୁବେଲର୍ ମାପ୍‌ରୁ ପୁର୍‌ତିବିକେ ଅବିସାପ୍‌ ଦେଇଦେଲା ଆଚେ ଆରି ତେଇ ବାସା ଅଇ ରଇବା ଲକ୍‌ମନ୍‌ ଦସି ଅଇ ଆଚତ୍ ; ସେଟାର୍‌ପାଇଁ ପୁର୍‌ତିବି ତେଇ ବାସା ଅଇ ରଇବା ଲକ୍‌ମନ୍ ପଡି ମସ୍‌ରି ଜାଇ ଆଚତ୍‌ ଆରି ଉନା ଲକ୍‌ ଆଚତ୍ ।
7 The new wine mourns, the vine grows weak; all the merrymakers sigh. ନୁଆଁ ଅଙ୍ଗୁର୍ ରସର୍ ସୁଆଦ୍ ଉନା ଅଇ ଗାଲାନି, ଅଙ୍ଗୁର୍ ମାଲ୍ ସୁକି ଜାଉଁଲି ଗାଲାନି, ସାଇସାର୍‌ଦା ସଙ୍ଗେ ରଇବା ଲକ୍‌ମନ୍ ଏବେ ଦୁକ୍‌ରେ ଆଚତ୍ ।
8 The joy of the tambourines is stilled, the uproar of the revelers has ceased, the joy of the lyre is stilled. ଆରି ଗିନି ବାଜାଇ କରି ସାଇସାର୍‌ଦା କର୍‌ବାଟା ଉନା ଅଇ ଗାଲାନି, ସାର୍‌ଦା ସଙ୍ଗେ ଗିତ୍ ଗାଇବା ଲକ୍‌ମନର୍ ସର୍ ବଦ୍‌ଲି ଗାଲାନି ଡୁଡୁଙ୍ଗାର୍ ସବଦ୍ ଆରି ସୁନା ଜାଏ ନାଇନି ।
9 No longer do they drink wine with song; strong drink turns bitter to those who drink it. ଲକ୍‌ମନ୍ ସାଇସାର୍‌ଦା ସଙ୍ଗେ ଆରି ଅଙ୍ଗୁର୍‌ରସ୍ ନ କାଅତ୍‌ନି, ଅଙ୍ଗୁର୍‌ରସ୍ କାଇ ସାର୍‌ଦା କର୍‌ତେ ରଇଲା ଲକ୍‌ମନ୍‌କେ ସେଟା ଏବେ ପିତା ଲାଗ୍‌ସି ।
10 The city of chaos is shattered; every house is shut up, with no way in. ନଅଁର୍ ମନ୍‌କେ ଅସାନ୍‌ତି ଆଇଲା ଆଚେ, କନ୍ ଲକ୍‌ମିସା ଗରେ ଜାଇ ନାପାରତ୍ ସେଟାର୍ ପାଇଁ ସବୁର୍ ଗରର୍ କାପାଟେ କୁଚି ଦେଇ ଦେଲାଇ ଆଚତ୍ ।
11 In the streets there is an outcry over the wine; all gladness has gone dark, the joy of the earth is driven away. ଅଙ୍ଗୁର୍ ରସର୍ ପାଇଁ ବଲିକରି ସବୁଲକ୍‌ମନ୍ ସଡକ୍ ତେଇ ଆଉଲି ଅଇବାଇ, ସବୁ ରକାମର୍ ସାଇସାର୍‌ଦା ସାରି ଗାଲା ଆଚେ, ଦେସ୍ ବିତ୍‌ରର୍ ସାର୍‌ଦା ଦିରେ ଦିରେ ଉନା ଅଇ ଗାଲାନି ।
12 Only desolation is left in the city; the gate is battered to ruins. ନଅଁର୍ କୁରୁପ୍‌ନାସ୍ ଅଇ ଗାଲାଆଚେ ଆରି ଦୁଆରର୍ କାପାଟ୍‌ମନ୍ ବାଙ୍ଗି କୁଟ୍‌କୁଟା ଅଇଗାଲା ଆଚେ ।
13 For so it will be throughout the earth, among the peoples: like an olive tree beaten bare, like the grapes left behind when the harvest is done. କାଇକେ ବଇଲେ ଜେନ୍‌ତିକି ଜିତ୍‌ ଗଚର୍ ପଲ୍ ଦୁନି କରି ଜେନ୍ତାରି ଜଡାଇବାର୍‌ ଅଇସି ଆରି ଅଙ୍ଗୁର୍ କଲି ଜଡ୍‌ଲେ ଜେନ୍ତାରି ରୁଣ୍ଡାଇବାର୍ ଅଇସି , ସେରକାମ୍ ପୁର୍‌ତିବି ସାରାର୍ କୁଟୁମ୍ ମନ୍‌କେ ସେନ୍ତାରି ଗଟ୍‌ସି ।
14 They lift up their voices, they sing for joy; over the majesty of our Father they cry aloud from the west. ଆରି ଜେତ୍‌କି ଲକ୍ ରଇଲାଇ ସେମନ୍ ବେସି ଆଉଲି ଅଇବାଇ, ଏମନ୍ ସାର୍‌ଦା କରି ଆଉଲି ଅଇବାଇ; ସବୁବେଲର୍ ମାପ୍‌ରୁର୍ ମଇମାର୍ ପାଇଁ ସେମନ୍ ପଚିମ୍‌ ଦିଗେ ଅନି ବେସି ଆଉଲି ଅଇବାଇ ।
15 Therefore in the east give glory to our Father; on the shores of the sea, glorify the name of our Father, the God of Israel. ସେଟାର୍ ପାଇଁ ତମେ ପୁରୁବ୍‌ ଦେସେ ସବୁବେଲର୍ ମାପ୍‌ରୁକେ, କଇବାକେ ଗାଲେ, ଇସ୍‌ରାଏଲ୍ ଦେସର୍ ପର୍‌ମେସର୍ ସବୁବେଲର୍ ମାପ୍‌ରୁର୍ ନାଉରେ ମଇଁମା, ସମ୍‌ଦୁରର୍ ମଜାର୍ ରଇବା କୁପ୍‌ଲି ତେଇ ବାସା ଅଇ ରଇଲା ଲକ୍‌ମନ୍‌କେ ଜାଇ କରି ଜାନା।
16 From the ends of the earth we hear songs: "Glory to the Righteous One!" But I said, "I waste away, I waste away—woe to me! The treacherous betray; with treachery the treacherous betray." ଦରମ୍ ଲକ୍‌ମନ୍ ସୁନ୍ଦର୍ ଦିସ୍‌ବାଇ, ଏ ଗିତ୍ ଆମେ ପୁର୍‌ତିବିର୍ ସାରାସାରି ଅନି ସୁନା ଗାଲାନି । ମାତର୍ ମୁଇ କଇଲି , ମୁଇ ଦିରେ ଦିରେ ନସି ଆଇଲିନି , ମୁଇ ଦିରେ ଦିରେ ନସି ଆଇଲିନି ! ମୁଇ ଗଟେକ୍ ଦୁକି ଲକ୍ ! ବିସ୍‌ବାସେ ବିସ୍ ଦେଉମନ୍ ବେସି ବିସ୍‌ବାସେ ବିସ୍ ଦେଇ ଆଚତ୍; ଉଁ ବିସ୍‌ବାସେ ବିସ୍ ଦେଉମନ୍ ବେସି ବିସ୍ ଦେଇ ଆଚତ୍ ।
17 Terror and pit and snare are upon you, you who dwell on the earth! ଏ ପୁର୍‌ତିବି ଟାନେ ବାସା ଅଇ ରଇବା ଲକ୍‌ମନ୍ , ତମର୍ ପାଇଁ ଡର୍‌ବା ବିସୟ୍, ଡେଙ୍ଗ୍‌କାଲ୍ ଆରି ପାନ୍ଦ୍ ତିଆର୍ ଅଇଲା ଆଚେ ।
18 Whoever flees at the sound of the terror will fall into the pit, and whoever climbs out of the pit will be caught in the snare. For the windows of heaven are opened, and the foundations of the earth tremble. ଆରି, ଏ ରକାମ୍ ଗଟ୍‌ସି , କେ ଜଦି ସବଦ୍ ସୁନି ଡରିକରି ପାଲାଇସି, ସେ ଗାତ୍‌ଟାନେ ଅଦର୍‌ସି ; କେ ଗାତ୍‌ଟାନେ ଅନି ଉଟି କରି ବାରଇ ଆଇଲେ , ସେ ପାନ୍ଦେ ଦାରା ପଡ୍‌ସି; କାଇକେ ବଇଲେ ଉପ୍‌ରର୍ କିଡ୍‌କି ସବୁଜାକ କୁଲା ଆଚେ ଆରି ପୁର୍‌ତିବିର୍ ମୁଲ୍‌ ସବୁଜାକ ଗଜ୍‌ଗଜି ଗାଲାନି ।
19 The earth is utterly broken apart, the earth is torn apart, the earth is violently shaken. ପୁର୍‌ତିବି ପୁରାପୁରୁନ୍‌ ତାଡ୍ ତାଡ୍ ଅଇଲାନି, ପୁର୍‌ତିବି ପୁରାପୁରୁନ୍ ତାଡ୍ ତାଡ୍ ଅଇ ତର୍‌ଲି ଗାଲାନି, ପୁର୍‌ତିବି ବେସି ତର୍‌ତରି ଗାଲାନି ।
20 The earth staggers like a drunkard, it sways like a hut; its rebellion lies heavy upon it, and it falls and will not rise again. ପୁର୍‌ତିବି ତେଇ ରଇବା ମାତ୍‌ଲା ଲକ୍ ପାରା ଏନେ ତେନେ ଅଇସି ଆରି ପିରିଚାଉନି କୁଡିଆ ଗର୍‌ ପାରା ଏନେତେନେ ଆଲ୍‌ଜୁଲ୍ ଅଇସି; ଆରି ତାର୍ ପାପ୍‌ ତାକେ ବଜ୍ ଅଇସି , ତାର୍‌ପଚେ ସେ ଅଦ୍‌ରି ଜାଇସି, ଆରି ସେ ନ ଉଟେନି ।
21 On that day our Father will punish the host of the heights in the heights, and the kings of the earth on the earth. ଆରି, ସେଦିନେ ସବୁବେଲର୍ ମାପ୍‌ରୁ ଉପ୍‌ରେ ରଇବା ସଇନମନ୍‌କେ ଆରି ବୁଏଁ ବାସା ଅଇ ରଇବା ରାଜାମନର୍ କଲା କାମର୍ ସାସ୍‌ତି ଦେଇସି ।
22 They will be herded together like prisoners into a pit; they will be locked up in a dungeon, and after many days they will be punished. ତାର୍‌ପଚେ ଜେନ୍‌ତିକି ଜଇଲ୍‌ ରଉମନ୍ କୁଇସାଲେ ଗଟେକ୍‌ ଲଗେ ରୁଣ୍ଡିକରି ରଇବାଇ, ସେ ରକାମ୍ ସେମନ୍ ଗଟେକ୍‌ଟାନେ ରୁଣ୍ଡିକରି ବନ୍ଦି ଗରେ କୁରୁପ୍ ନାସ୍ ଅଇବାଇ, ଆରି ବେସି ଦିନ୍ ଗାଲାପଚେ ସେମନର୍ ବିଚାର୍‌ନା କରା ଜାଇସି
23 Then the moon will be ashamed and the sun put to shame, for the Father of heaven's armies reigns on Mount Zion and in Jerusalem, and before his elders his glory shines. ସେଡ୍‌କିବେଲେ ଜନ୍ ଉଜଲ୍ ନ ଦେଏ ଜାଗର୍‌ତା ଆରି ବେଲ୍ କାରା ନ ଦେଏ କାଇକେ ବଇଲେ ସବୁର୍‌ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ ସିଅନ୍ ପର୍‌ବତେ ଆରି ଜିରୁସାଲମେ ଆରି ତାର୍ ନେତାମନର୍‌ ମୁଆଟେ ବେସି ବପୁର୍ ତାରାସ୍ ସଙ୍ଗେ ସାସନ୍ କର୍‌ସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]