Skip to content
The Believer's Library

Desiya Bible

Ecclesiastes 6 Saa25

Show Saa25 only
Verse × ×
1 There is an evil I have seen under the sun, and it weighs heavily on humanity: ଆକାସ୍ ତଲେ ମୁଇଁ ଗଟେକ୍ ଦୁକର୍ ବିସୟ୍ ଦେକ୍‌ଲି ଆଚି, ଆରି ସେଟା ଲକ୍‌ମନର୍ ପାଇଁ ବେସି ବଜ୍ ।
2 A man God gives wealth, riches, and honor, lacking nothing his soul desires—yet God doesn't let him eat from it; a stranger eats it instead. This is fleeting, a miserable sickness. ପର୍‌ମେସର୍ କାକେ କାକେ ଏ ଦନ୍‌ସପତି ଦେଇସି ଜେ, ସେ କାଇପିଇକରି ସାର୍‌ଦା କଲେ ମିସା କାଇଟା ମିସା ଅବାବ୍ ନ ଅଏ, ଅଇଲେ ମିସା ସେଟାକେ କାଇପିଇ କରି ସାର୍‌ଦା କର୍‌ବାଟାକେ ଦଣ୍ଡ୍ ନ ଦେଏ, ମାତର୍ କାରାପ୍‌ ଲକ୍ ସେନ୍‌ତାରି କାଇପିଇ କରି ଉଡାଇସି; ଏଟା ବେକାର୍‌ସେ; କରାପ୍ କାମ୍ ପାରା ।
3 If a man fathers one hundred children and lives many years—however long his life—but his soul isn't satisfied with good things, and he isn't even buried, I say a stillborn child is better off than he is. ଜେବେ ଗଟେକ୍ ଲକ୍ ସଏଟା ପିଲା ଜନମ୍ କରି ବେସିଦିନ୍ ବଞ୍ଚିକରି ରଇସି, ମାତର୍ ତାର୍ ଜିବନ୍ କେବେ ମିସା ସୁକ୍‌ସାନ୍‌ତି ନାଇଁ, ଆରି ସେ ଜେବେ ମଲେ ଜଦି ମସ୍‌ନେ ତପା ନ ଜାଏ, ତେବେ ମୁଇଁ କଇଲିନି, ତାର୍‌ଟାନେ ଅନି ପିଲାଟକି ନ ପାଇବାଟା ବଲ୍;
4 It comes in vapor and goes into darkness; darkness covers its name. କାଇକେବଇଲେ ସେଟା ପବନ୍‌ ପାରା ଅଇକରି ଆଇସି ଆରି ଆନ୍ଦାର୍ ବାଟେ ଜାଇସି, ଆରି ତେଇର୍ ନାଉଁ ଆନ୍ଦାରେ ଡାବିଅଇ ଦେଇସି;
5 Though it never saw the sun or knew anything, it has more rest than that man. ଆରି, ସେଟାକେ ବେଲ୍ ନ ଦେକେ କି ନାଜାନେ ମିସା, ସେ ଲକ୍ ଜାଗିକରି ସୁକ୍‌ପାଇସି;
6 Even if he lives 1,000 years twice over without ever enjoying good, don't all go to the same place? ଆରି ସେ ଲକ୍ କାଇ ବଲ୍‌କାମ୍ ନ କରି ଦୁଇ ଅଜାର୍‌ ବରସ୍ ବଁଞ୍ଚ୍‌ଲେ ମିସା ସବୁଲକ୍‌ଜାକ ଗଟେକ୍ ଟାନେ ନ ଜାଅତ୍?
7 All a person's toil is for his mouth, yet his appetite is never satisfied. ଲକ୍‌ମନର୍ ସବୁଜାକ କସ୍‌ଟ ପେଟର୍ ପାଇଁସେ, ଅଇଲେ ମିସା କାଇବା ଆସା କେବେ ନ ଚାଡେ।
8 What advantage has the wise over the fool? What does the poor person gain by knowing how to conduct himself before others? ସେଟାର୍‌ପାଇଁ କାରାପ୍‌ଲକ୍ ବାଦୁଲେ ଗିଆନି ଲକର୍ କାଇ ଲାବ୍? ଆରି, ଜନ୍ ଲକ୍‌ ଜିଇ ରଇଲା ଲକ୍‌ମନର୍‌ ସଙ୍ଗେ ମିଲିମିସି କରି ଚଲାଚଲ୍‌ତି କର୍‌ବାଟା ଜାନ୍‌ସି, ତାର୍‌ପାଇଁ କାଇ ଲାବ୍?
9 Better the sight of eyes than desire's wandering. This too is fleeting, a chasing after the wind. ମନର୍ ଲାଲ୍‌ସା ବାଦୁଲେ ଆକିଲଗେ ଦେକବାଟା ନିକ; ଏଟା ମାତର୍ ବେକାର୍ ଆରି ପବନ୍ ପଚେ ଜିବାଲକ୍ ମାତର୍।
10 Whatever exists was already named, and what man is, is known; and he cannot dispute with one stronger than himself. ଜନ୍‌ ଗଟ୍‌ନା ଗଟ୍‌ଲା ଆଚେ, ସେଟା ବେସିଦିନ୍ ଅଇଗାଲା ତାର୍ ନାଉଁ ଦିଆଜାଇ ରଇଲା। ଆରି ସେଟା ନର୍‌ଲକ୍‌ ବଲିକରି ଜାନେ; ଆରି, ସେ ନିଜର୍ ବଲ୍‌ବପୁସଙ୍ଗେ ଲାଗାଜଡା କରି ନାପାରେ ।
11 The more words, the more fleeting it all becomes, and how does that profit anyone? ବେକାର କାତା କଇବାଟାବେସି କାତା ଆଚେ, ସେ କାତା କଇକରି ଲକ୍‌ମନ୍‌କେ କାଇ ଲାବ୍?
12 For who knows what is good for a person in the few days of their fleeting life, passed like a shadow? For who can tell them what will happen after them under the sun? କାଇକେବଇଲେ ନର୍‌ଲକ୍ ଚାଇଁପାରା ନିଜର୍ ଜିବନ୍‌କେ ନସ୍‌ଟ କର୍‌ସି, ସେ ଜିଇକରି କାଇ ଲାବ୍, ଏଟା କାଇ ସେ ଜାନେ କି? ନର୍‌ଲକ୍ ମରନ୍ ପୁର୍‌ତିବିତେଇ ଏଟା ଗଟ୍‌ସି, ଏଟା କାଇ ତାକେ ଜାନାକି?
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]