Skip to content
The Believer's Library

Desiya Bible

Ecclesiastes 5 Saa25

Show Saa25 only
Verse × ×
1 Guard your steps entering the house of God. Draw near to listen, not to offer fools' sacrifice—they don't know they're doing evil. ତମେ ପର୍‌ମେସରର୍ ଗରେ ଜିବାବେଲେ ଜାଗର୍‌ତା ସଙ୍ଗେ ଇଣ୍ଡିକରି ଜାଆ; କାଇକେବଇଲେ କାରାପ୍ ଲକ୍‌ମନର୍ ଅମ୍‌ବଲି ସର୍‌ପି ଦେବା ବାଦୁଲେ ନିକ ସଙ୍ଗେ ସୁନିକରି ମାପ୍‌ରୁର୍ ଲଗେ ଆଇବା ଲକ୍ ବେସି ନିକ; ତେବର୍‌ପାଇଁ ସେମନ୍ କାରାପ୍ କାମ୍ କଲୁନି ବଲିକରି ଜାନି ନାପାରତ୍‌ ।
2 Don't rush your mouth, and don't let your heart hurry to speak before God—God is in heaven, you're on earth, so keep your words few. ତମେ ତମର୍ ଟଣ୍ଡେ ଅନି କାରାପ୍ କାତା କଇବାକେ ଇଚା କରାନାଇ, ଆରି ପର୍‌ମେସରର୍ ବିସଇରେ କାଇ ବଲିକରି କଇବାକେ ଇଚାକରା ନାଇଁ; କାଇକେବଇଲେ ପର୍‌ମେସର୍ ସରଗ୍ ଉପ୍‌ରେ ଆଚେ ଆରି ତମେ ଏ ପୁର୍‌ତିବି ଟାନେ ଆଚାସ୍; ତେବର୍‌ପାଇଁ ତମେ ବାବି ବିଚାରିକରି କାତାବାର୍‌ତା କରା ।
3 For a dream comes from too much activity, and a fool's voice from too many words. କାଇକେବଇଲେ ବେସି କାମ୍ କଲେ ସପନ୍ ଆଇସି; ଆରି ବେସି କାତାବାର୍‌ତା କଲେ ମୁର୍‌କ ଲକର୍ ପାରା ଜାନା ପଡ୍‌ସି ।
4 When you vow a vow to God, don't delay paying it—he has no delight in fools. Pay what you vow. ତମେ ପର୍‌ମେସରର୍ ଲଗେ ମାନତ୍ ମାଙ୍ଗ୍‌ଲେ, ତାକେ ଦେବାକେ ଅଲ୍‌ସମ୍ କରାନାଇଁ; କାଇକେବଇଲେ କାରାପ୍ ଲକ୍‌ମନ୍‌କେ ତେଇ ସାନ୍‌ତି ନାଇଁ; ତମେ ଜାଇଟା ମାନତ୍ କର୍‌ସା, ସେଟା ତମେ କରା।
5 It is better not to vow than to vow and not fulfill it. ମାନତ୍ ମାଙ୍ଗିକରି ନ ଦେବା ବାଦୁଲେ ତମେ ମାନତ୍ ନ କର୍‌ବାଟା ନିକ ।
6 Don't let your mouth make you sin, or tell the messenger it was a mistake. Why should God be angry at your voice and destroy your handiwork? ତମର୍ ଗାଗଡ୍‌କେ ପାପ୍ କରାଇବାକେ ତମର୍ ଟଣ୍ଡ୍‌କେ ଦିଆସ୍ ନାଇଁ; କି ଏଟାକେ ବୁଲ୍‌ବା ଦୁତର୍ ମୁଆଁଟେ କୁଆ ନାଇ; କାଇକେବଇଲେ ପର୍‌ମେସର୍ ତମର୍ କାତାକେ ରିସା ଅଇକରି ତମର୍ ଆତର୍‌ କାମ୍‌କେ କୁରୁପ୍‌ନାସ୍ କର୍‌ସି?
7 For in many dreams and many words there is fleeting vapor. Therefore fear God. କାଇକେବଇଲେ ବେସି ସପନ୍ ଦେକ୍‌ବାଟା ଆରି ବଡ୍ ବାବ୍‌ନା ଆରି ବେସି ବାକିଅର୍ ଲାଗି ଏ ରକାମ୍ ଗଟ୍‌ସି; ମାତର୍ ତମେ ପର୍‌ମେସର୍‌କେ ଡର୍‌ବାର୍ ଆଚେ।
8 If you see the poor oppressed, and justice and righteousness violated in a province, don't be surprised—one official is watched by a higher one, and higher ones stand over them. ଜେବେ ତମେ କନ୍‌ଆଲେ ଦେସେ କାକୁର୍‌ତିଆ ମନର୍ ପାଇଁ ଅନିଆଁଇ, ମାଡ୍‌ଗଲ୍ ନ କର୍‌ବା ଆଗ୍‌ତୁ ବିଚାର୍ ଆରି ନିଆଁଇର୍‌ ଅନିଆଇ ଅଇବାଟା ଦେକ୍‌ସା, ତେବେ ସେ ବିସୟ୍‌ ନେଇକରି ବାୟାବିକଲ୍ ଉଆନାଇ; କାଇକେବଇଲେ ଉଚେ ରଇବା ବାଦୁଲେ ଗଟେକ୍ ଲକ୍ ଅଦିକ୍ ଉଚ୍ ଦେକ୍‌ବାଇ; ଆରି ସେମନର୍ ତେଇଅନି ଅଦିକ୍ ଉପର୍‌କେ ଦେକ୍‌ବା ଲକ୍‌ ଆଚେ।
9 Yet the profit of the land is for everyone; even the king is served by the field. ଆରି, ପୁର୍‌ତିବି ତେଇ ପଲ୍‌ବା ପଲ୍ ସବୁ ଲକର୍ ପାଇଁ; ବାଡେ ପାଚ୍‌ବା କାଦିର୍ ଲାଗି ରାଜା ନିଜେ ସନ୍‌ତୁସ୍ ଅଇସି।
10 Whoever loves money never has enough; whoever loves wealth never has enough income. This too is fleeting. ଜନ୍‌ ଲକ୍ ରୁପାକେ ନିକ ବଲ୍‌ବାଇ, ସେ ଟାଙ୍କା ପାଇଲେ ମିସା ସାନ୍‌ତି ନ ପାଏ; ଆରି ଜନ୍‌ଲକ୍ ବେସି ଦନ୍‌କେ ଆସା ଅଇସି, ସେ ଜେତେକ୍ କାମାଇଲେ ମିସା ଆସା ନ ଚାଡେ; ଏଟା ସବୁଜାକ ବେକାର୍‌ ।
11 As wealth grows, so do those who consume it—what gain for its owner but watching it with his eyes? ଦନ୍‌ସଁପତି ଅଦିକ୍ ଅଇଲେ, ଅଦିକ୍ ଲକ୍‌ ତାର୍‌ ପାରା ସାଉକାର୍‌ ଅଇବୁ ବଲିକରି ବାବ୍‌ବାଇ; ତେବର୍‌ପାଇଁ ନିଜର୍ ଆକିରେ ଦେକ୍‌ବାଟାସେ ମାତର୍‌ ମୁକିଆକେ କାଇ ଲାବ୍?
12 A worker's sleep is sweet, whether he eats little or much; the rich man's abundance won't let him sleep. କୁଲିବୁତି କରି କାଇବା ଲକ୍ ଇଡିକନ୍ କି ବଡ୍‌କନ୍ କାଇଲେ ମିସା ସେ ସାନ୍ତି ସଙ୍ଗେ ସାକାଲ୍ ପାଇତେ ସଇବାଇ। ମାତର୍ ସାଉକାର୍ ଲକ୍‌କେ ଗୁନ୍ ଆଇବାଟା ବେସି କସ୍‌ଟ।
13 I have seen a sickening evil under the sun: wealth kept by its owner, to his harm. ସାଉଆର୍ ଲ୍ ଦନ୍ ଅରଜ୍‌ଲେ ନିଜର୍ ଅମଙ୍ଗଲ୍ ପାଇଁ ଦନ୍‌ସପତି ସଙ୍ଗଇ ରଇସି, ଏଟା ଗଟେକ୍ ଅନିଆଇ ମୁଇଁ ଏ ବିସଇ ଆକାସ୍‌ ତଲେ ଦେକ୍‌ଲି;
14 That wealth was lost in a bad venture, and when he fathered a son he had nothing left to leave him. ଆରି କେବେଆଲେ ଅସୁବିଦାରେ ପଡ୍‌ଲେ ସେ ସବୁଜାକ ଦନ୍‌ସପତି ନସ୍‌ଟ ଅଇସି; ଆରି ସେ ପିଲା ଜନମ୍ କଲେ, ତାର୍‌ପାଇଁ ମୁଲ୍‌କେ କାଇଟା ମିସା ନ ରଏ।
15 As he came from his mother's womb, naked he returns, going as he came, taking nothing from his labor to carry in his hand. ସେ ମାର୍‌ ପେଟେ ଅନି ଜେନ୍‌ତି ଡୁମ୍‌ଣ୍ଡା ଅଇ ଆଇଲା, ସେ ରକାମ୍ ସେ, ମଲାବେଲେ ମିସା ଡୁମ୍‌ଣ୍ଡା ଅଇସେ ଜାଇସି, ଆରି ସେ କସ୍‌ଟ କରି ଅର୍‌ଜି ରଇଲା ଦନ୍‌କେ ଆତେ ଦାରି ନ ଜାଏ, ସେ ରକାମ୍ କାଇଟା ମିସା ନେଇକରି ନ ଜାଏ।
16 This too is a bitter evil: just as he came, so he goes. What does he gain from toiling for wind? ଆରି, ଜେନ୍‌ତି ଆଇଲା, ସବୁତେଇ ଜାକ ସେ ରକାମ୍‌ସେ ଜାଇସି, ଏଟାଆକା ବେକାର୍‌ କରମ୍‌; ଆରି ପବନର୍ ପାଇଁ ସେ କସ୍‌ଟ କଲେ ତାର୍‌ପାଇଁ କାଇ ଲାବ୍?
17 All his days he eats in darkness, with much frustration, sickness, and anger. ଆରି, ତାର୍ ଜିଉନାକାଉନା ବଡେ ଇନସ୍‌ତାରେ କର୍‌ସି, ଆରି ସେ ଉଜେଉଜେ ବେସି ରିସା ଅଇସି, ଆରି ତାକେ ବେସି ଜର୍‌ଦୁକା ଦାର୍‌ସି।
18 This I have seen: it is good and fitting to eat, drink, and see good in all the labor one labors at under the sun through the few days of life God gives—for that is one's lot. ଦେକା, କାଇବା ପିଇବାଟା ଆରି ପର୍‌ମେସର୍ ଦେଇରଇବା ଇସାବ୍‌ରେ ଲକ୍‌ମନ୍ ଆକାସ୍‌ତଲେ ଜନ୍‌ଜନ୍ କାମ୍‌ଦାମ୍ କର୍‌ସି, ସେ ସବୁଜାକ କାମ୍‌ଦାମର୍ ସୁକ୍‌ ପାଇସି, ଏଟା ଆକା ତାର୍‌ପାଇଁ ବେସି ନିକ ଆରି ମନ୍‌କେ ଗାଲା ବଲିକରି ମୁଇଁ ବାବ୍‌ଲି କାଇକେବଇଲେ ଏଟାଆକା ତାର୍ ଗଟେକ୍ ବାଗ୍।
19 Also, when God gives someone wealth, possessions, and power to enjoy them, to accept their portion and find joy in their labor—that is God's gift. ଆରି ପର୍‌ମେସର୍ ଜନ୍ ଲକ୍‌କେ ମିସା ଦନ୍‌ସପତି ଦାନ୍‌ ଦେଇକରି ସେଟା କାଇପିଇ କରି ମଜା କର୍‌ବାକେ ଆରି ନିଜର୍ ବାଗ୍ ଦାରି ଅଇବାକେ ଆରି ନିଜେ କସ୍‌ଟ କଲା ତେଇ ସାର୍‌ଦା ଅଇବାକେ ଅଦିକାର୍ ଦେଲା, ସେଟା ଆକା ପର୍‌ମେସର୍ ଦେଲା ଦାନ୍ ।
20 He will seldom recall the days of his life, since God keeps him busy with the joy of his heart. କାଇକେବଇଲେ ବିତିଗାଲା ଦିନ୍ ମନ୍‌ ଆରି ଅଦିକ୍ ମନେ ନ ଏତାଏନି; କାଇକେବଇଲେ ପର୍‌ମେସର୍ ତାର୍ ମନ୍‌ ବିତ୍‌ରେ ସାର୍‌ଦା କରାଇ ତାକେ ଉତର୍‌ ଦେଇସି।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]