Skip to content
The Believer's Library

Desiya Bible

Ecclesiastes 4 Saa25

Show Saa25 only
Verse × ×
1 Again I looked and saw all the oppression under the sun: the oppressed were in tears, with no one to comfort them; their oppressors held the power, and still no comforter. ତାର୍‌ପଚେ ମୁଇଁ ବାଉଡି ଆସି ଆକାସ୍‌ତଲେ ଜାତ୍‌ ଅଇରଇବା କାକୁର୍‌ତିସଙ୍ଗେ ରଇବା ଲକ୍‌ମନ୍‌କେ ଦେକ୍‌ଲି; ଏଦେ ଦେକା, କାକୁର୍‌ତିରେ ରଇବା ଲକ୍‌ମନର୍‌ ପାଇଁ ଆସୁ ଜରିଜାଇସି ଆରି ସେମନ୍‌କେ ସାନ୍ତନା ଦେବାକେ କେ ମିସା ନ ରଅତ୍‌; ଆରି କାକୁର୍‌ତି ଲକ୍‌ମନର୍‌ ପାଇଁ ବପୁଲକ୍‌ମନ୍‌ ସାଇଜ କର୍‌ବାକେ ଆଚତ୍, ମାତର୍‌ କାକୁର୍‌ତି ଲକ୍‌ମନ୍‌କେ ସାନ୍‌ତନା ଦେବାକେ କେମିସା ନାଇଁ।
2 So I declared the dead, who had already died, happier than the living, who are still alive. ସେଟାର୍‌ପାଇଁ ମୁଇଁ ଏବେ ଜିଇ ରଇଲା ଲକ୍‌ମନ୍‌କେ ଚାଡିକରି ଆର୍ ଆଗ୍‌ତୁ ଅନି ମଲା ଲକ୍‌ମନ୍‌କେ ଅଦିକ୍ ସାର୍‌ଦା କଲି;
3 Better than both is the one not yet born, who hasn't seen the evil done under the sun. ମାତର୍ ଜନ୍‌ଲକ୍ ଆଜିକେ ଜାକ ଜନମ୍ ଅଏନାଇଁ ଆରି ଆକାସ୍‌ତଲେ ତିଆର୍ ଅଇ ରଇବା କାରାପ୍ କାମ୍ ଦେକେନାଇଁ, ତାକେ ମୁଇଁ ସେ ଦୁଇଲକର୍ ବିତ୍‌ରେ ଅନି ବେସି ନିକ ବଲିକରି କଇଲି ।
4 I saw all labor and skill come from one neighbor's envy of another. This too is fleeting, a chasing after wind. ତେବର୍‌ପାଇଁ ମୁଇଁ ସବୁଜାକ କାମ୍ କର୍‌ବାଟା ଆରି ସବୁଜାକ ବୁଦିର୍‌ କାମ୍ ଦେକ୍‌ଲିସିନା, ତାର୍‌ପାଇଁ ବଲିକରି ନର୍‌ଲକ୍ ନିଜର୍ ସାଇପଡିସାର୍ ଲକ୍‌କେ ଇର୍‌ସା କର୍‌ସି। ଏଟା ବେକାର୍‌ସେ ଆରି ନ ଡିସ୍‌ବା ପବନର୍‌ ପଚେ ପାଲାଇବା ଲକ୍‌ପାରା ।
5 The fool folds his hands and ruins himself. କାରାପ୍‌ଲକ୍ ନିଜର୍ ଆତ୍‌କେ ମୁଟାକରି ନିଜେ ମାଉଁସ୍ କାଇସି।
6 Better one handful with tranquility than two handfuls with toil and a chasing after the wind. କସ୍‌ଟ କାମ୍‌ ଆରି ପବନର୍ ପଚେ ଜାଇକରି ଦୁଇ ମୁଟା କାଇବା ବାଦୁଲେ ସାନ୍‌ତିରେ ଗଟେକ୍‌ ମୁଟା କାଇବାଟା ନିକ।
7 Again I saw something fleeting under the sun: ତେବର୍‌ପାଇଁ ମୁଇଁ ବାଉଡି ଆସି ଆକାସ୍ ତଲେ ଦେକ୍‌ଲିଜେ ସବୁଜାକ ବେକାର୍‌ସେ ।
8 A man alone, no companion, no son or brother; his labor has no end, yet his eyes never fill with wealth. "For whom am I working," he asks, "denying myself good?" This too is a breath—a bad task. ଜନ୍‌ ଲକ୍ ଏକ୍‌ଲାସେ ରଇସି ଆରି ତାର୍ ସାଙ୍ଗମନ୍ କେ ମିସାନାଇଁ; କି ତାକେ ପ କି ବାଇ ନାଇଁ; ଅଇଲେ ମିସା ତାର୍‌କାମ୍‌ ମୁଲ୍‌କେ ସାରେନାଇଁ, ଅଇଲେ ମିସା ତାକେ ଜେତେକ୍‌ ଦନ୍‌ ଅରଜ୍‌ଲେ ମିସା ସାନ୍‌ତି ନାଇଁ, ତେବେ ମୁଇଁ କାର୍‌ପାଇଁ ଏତେକ୍ କସ୍‌ଟ କଲିନି ଆରି ନିଜର୍ ଜିବନ୍‌କେ ବଁଚାଇ ଆଚି? ଏଟା ସବୁଜାକ ବେକାର୍‌ସେ; ଆରି ବେସି ଦୁକର୍‌ ବିସୟ୍‌ ।
9 Two are better than one, because they have a good return for their labor: ଗଟେକ୍‌ଲକର୍‌ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍‌ଟ କଲା ପଲ୍, ପାଇବାଇ।
10 If one falls, the other lifts him up. But pity the one who falls alone, with no one to help him up. ସେମନର୍ ବିତ୍‌ରେ ଗଟେକ୍‌ ଲକ୍ ଅସୁବିଦା ଅଇଲେ ମିସା ଆରି ଗଟେକ୍ ଲକ୍ ସାଇଜ କର୍‌ସି; ମାତର୍ ଜେ ଗଟେକ୍ ଲକ୍‌ସେ ରଇସି ତାକେ କାଇ ଅସୁବିଦା ଅଇଲେ ମିସା ସାଇଜ କର୍‌ବାଲକ୍ କେ ନ ରଅତ୍, ସେ ଗଟେକ୍‌ କସ୍‌ଟ ପାଇବା ଲକ୍‌ ।
11 Also, if two lie down together, they will keep warm. But how can one keep warm alone? ଆରି ଦୁଇ ଲକ୍ ମିସିକରି ସଇଲେ ତାତି ପୁଟାଇ ଦେଇସି; ମାତର୍ ଏକ୍‌ଲା ସଇଲେ ଗରମ୍ ଲାଗ୍‌ସିକି?
12 One alone can be overpowered; two can resist. A cord of three strands is not quickly broken. କେବେ ଜଦି କେ ଏକ୍‌ଲା ରଇବା ଲକ୍‌କେ ମାର୍‌ସି ବଇଲେ ଦୁଇଲକ୍ ଅଇକରି ତାକେ ମାର୍‌ବାକେ ଚେସ୍‌ଟା କର୍‌ବାଇ; ଆରି ତିନ୍‌ଟା ମିସାଇ ବଁଅଁଲା ଡର୍ ନ ଚିଡେ ।
13 Better a poor, wise youth than an old, foolish king who no longer knows to take warning. ବୁଡା ଲକ୍ ଆରି ଅମାନିଆଁ ରାଜା ଆରି କାର୍‌ କାତା ନ ମାନ୍‌ବା ଲକ୍, ତାକର୍ ବାଦୁଲେ କାକୁର୍‌ତି ଲକ୍ ଆରି ଗିଆନ୍ ରଇବା ଦାଙ୍ଗ୍‌ଡା ପିଲା ବେସି ନିକ।
14 The youth may have come from prison to reign, or he may have been born poor within that same kingdom. କାଇକେବଇଲେ ସେ ରାଜା ଅଇବାକେ ଜଇଲ୍ କାନାଇ ଅନି ବାରଇକରି ଆଇଲା; ଆରି, ସେ ତାକର୍ ଦେସର୍ ଲକ୍‌ମନର୍ ବିତ୍‌ରେ ଅନି ବେସି ଗରିବ୍ ଅଇକରି ଜନମ୍ ଅଇ ରଇଲା।
15 I saw all the living who move about under the sun following the youth, the king's successor. ମୁଇଁ ଆକାସ୍‌ତଲେ ଜିଉନାକାଉନା କର୍‌ତେ ରଇବା ସବୁଜାକ ଲକ୍‌ବାକ୍ ଚଡଇ ଚିଡିଙ୍ଗ୍‌କେ ରାଙ୍ଗ୍‌ବାଟା ଦେକ୍‌ଲି ମାତର୍, ସେ ଦାଙ୍ଗ୍‌ଡା ପିଲାର୍ ପାରା ଆରି କେ ମିସା ସାସନ୍ କର୍‌ବାକେ ଗଟେକ୍ ଲକ୍ ମିସା ନାଇଁ।
16 Countless were all the people who came before him. Yet those who came later were not pleased with him. This too is fleeting, a chasing after wind. ସେ ଜନ୍‌ ଲକ୍‌ମନର୍ ମୁକିଅ ଅଇ ରଇଲା, ସେ ଲକ୍‌ମନ୍‌କେ ଏଜ୍‌ଲେ ଏଜି ନ ଅଏ; ଅଇଲେ ମିସା ତାକେ ପର୍‌ସନ୍ ଉତର୍ କର୍‌ବା ଲକ୍‌ମନ୍ ତାର୍ ଲଗେ ସାର୍‌ଦାରେ ରଇ ନାପାରତ୍ । ସତ୍‌କାତା ଏଟାମନ୍ ସବୁ ବେକାର୍‌ସେ ଆରି ନ ଡିସ୍‌ବା ପବନର୍‌ ପଚେ ପାଲାଇବା ଲକ୍‌ ପାରା।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]