Skip to content
The Believer's Library

Desiya Bible

Isaiah 54 Saa25

Show Saa25 only
Verse × ×
1 Sing, barren woman who never bore a child; burst into song and shout for joy, you who were never in labor! For the children of the desolate woman will be more than the children of the married woman, says our Father. ଏ ବାଞ୍ଜିମାଇଁଜି, କେବେ ମିସା ପିଲା ଜନମ୍ ନ ଦେଇରଇବା ମାଇଜିମନ୍, ତମେ ଗିତ୍‌କୁଆ, ଆରି ଜନମ୍ କଲାବେଲର୍ ଦୁକା ଅଇଲେ, ତମେ ଆଉଲି ଅଇ କରି ଗିତ୍‌କଇ ସାର୍‌ଦା କରା, କାଇକେବଇଲେ ସବୁବେଲର୍ ମାପ୍‌ରୁ କଇଲାନି, ବିବା ଅଇଲା ମାଇଁଜିର୍ ପିଲାମନର୍‌ ତେଇଅନି ଟୁରାଟୁରି ପିଲାଜିଲା ଅଦିକ୍ ।
2 Enlarge your tent, and let the curtains of your dwelling spread wide; do not hold back. Lengthen your cords and drive your stakes deep, ତମେ ନିଜର୍ କୁଡିଆ ବାନ୍ଦି ଲମାଇ ଦିଆସ୍‌ ଆରି ସେମନ୍ ତମର୍ ଜାଗାର୍ ପର୍‌ଦାକେ ଅସାର୍ କରତ୍ ,ତମର୍ ଡର୍‌ସବୁ ଲମାଇ ଦିଆସ୍ ଆରି କିଲା ସବୁ ଡାଟ୍‌କରା ।
3 for you will spread out to the right and to the left; your children will possess the nations and resettle the desolate cities. କାଇକେବଇଲେ ତମେ ଉଜାବାଟେ କି ଡେବ୍‌ରିବାଟେ ଉଡ୍‌ରା ଅଇଜାଇସି ଆରି ତମର୍ ବଁସର୍ ବିନ୍ ଦେସର୍ ଲକ୍‌ମନ୍‌କେ ଚାଡାଇବାଇ ଆରି ନର୍‌ଲକ୍‌ମନ୍ ନଇଲା ନଅଁର୍‌ମନ୍‌କେ ବାସା କୁରାଇସି ।
4 Do not be afraid, for you will not be ashamed; do not be discouraged, for you will not be disgraced. You will forget the shame of your youth and remember no more the disgrace of your widowhood. ଡରା ନାଇଁ କାଇକେବଇଲେ ତମେ ଲାଜ୍‌ ନ ଉଆସ୍ । କି ଦୁକ୍ କରାନାଇଁ; କାଇକେବଇଲେ ତମ୍‌କେ ଲାଜ୍ ନ କରାଇ; ତମେ ନିଜର୍ ଦାଙ୍ଗ୍‌ଡାବେଲର୍ ଲାଜ୍ ପାସ୍‌ରି ଜାଇସା ଆରି ତମେ ନିଜର୍ ରାଣ୍ଡିବେଲର୍ ନିନ୍ଦା ଆରି ନ ଏତାଆସ୍‌ ।
5 For your Maker is your husband—the Father of heaven's armies is his name; the Holy One of Israel is your Redeemer, our Father of the whole earth he is called. କାଇକେବଇଲେ ତମ୍‌କେ ତିଆର୍ କରୁ ତମର୍ ମୁନୁସ୍ ଅଇସି; ଆରି ସବୁବେଲର୍ ମାପ୍‌ରୁ ତାକର୍ ନାଉଁ ଆରି ଇସ୍‌ରାଏଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ତମର୍ ଉଦାର୍ କାରିଆ; ସେ ଗୁଲାଇ ଜଗତର୍ ପର୍‌ମେସର୍ ବଲି ଡାକ୍‌ପୁଟା ଅଇସି ।
6 For our Father has called you back like a wife forsaken and brokenhearted, like the wife of one's youth when she has been abandoned, says your Father. କାଇକେବଇଲେ ତମର୍ ପର୍‌ମେସର୍ କଇସି, ଜିବନ୍ ଆରି ମନ୍‌ଦୁକ୍‌ କଲା ମାଇଁଜି କଇବାକେ ଗାଲେ ଚାଡ୍‌ରି ମାଇଁଜି ରକାମ୍ ସବୁବେଲର୍ ମାପ୍‌ରୁ ତମ୍‌କେ ଡାକିଆଚେ ।
7 For a brief moment I abandoned you, but with great compassion I will gather you back. ଆମେ ଅଲପ୍ ସମଇର୍ ପାଇଁ ତମ୍‌କେ ଚାଡିଆଚୁ; ମାତର୍ ବେସି ଲାଡ୍ ମୁଆଁସ୍ ସଙ୍ଗ୍ ତମ୍‌କେ ଡାକିଆଚୁ ।
8 In a flood of anger I hid my face from you for a moment, but with everlasting love my heart goes out to you, says our Father, your Redeemer. ଆମେ ଅଲପ୍‌କେ ରିସା ଅଇବୁ ମାତର୍ ଦାପେ ତମ୍‌କେ ଡାକ୍‌ବୁ, ଆରି ନିଜର୍ ମୁଁ ତମର୍‌ ତେଇଅନି ଲୁଚାଇଲୁ; ମାତର୍ ସବୁବେଲେ ରଇଲା ଦୟାରେ ଆମେ ତମର୍ ତେଇ ଆସିର୍‌ବାଦ୍ କର୍‌ବୁ, ଏଟା ତମର୍ ମୁକ୍‌ତି ଦେବା ସବୁବେଲର୍ ମାପ୍‌ରୁ କଇଲାନି ।
9 To me this is like the days of Noah, when I swore that the waters of Noah would never again flood the earth; so now I have sworn not to be angry with you or rebuke you. କାଇକେ ବଇଲେ ଏଟା ଆମର୍‌ଲଗେ ନଅଁର୍ ବେଲର୍ ପାନି ରକାମ୍ ଆଚେ, ନଅଁର୍ ବେଲର୍ ପାନି ଆରି ପୁର୍‌ତିବିକେ ପାନି ନ ମାରାଏ ବଲି ଆମେ ଜେମ୍‌ନ୍ତାର୍ ପର୍‌ମାନ୍ କରିଆଚୁ, ସେନ୍‌ତାର୍ ଆମେ ତମର୍ ତେଇ ରିସା, ଆରି ତମ୍‌କେ ବିନାସ୍ ନ କରୁ ବଲି ମର୍‌ମାନ୍ କରିଆଚୁ ।
10 Though the mountains may depart and the hills be shaken, my loyal love will not depart from you, and my covenant of peace will not be shaken, says our Father, whose heart goes out to you in compassion. କାଇକେବଇଲେ ତମ୍‌କେ ଆସିର୍‌ବାଦ୍ କରିଆଚେ ଜନ୍ ସବୁବେଲର୍ ମାପ୍‌ରୁ, ସେ କଇଲାନି, କୁପ୍‌ଲିମନ୍ ଡରିକରି ଗୁଚି ଜିବାଇ ଆରି ଡଙ୍ଗର୍‌ମନ୍ ଚୁଲ୍‌ବୁଲି ଜିବାଇ; ମାତର୍ ଆମର୍ ଦୟା ତମର୍ ତେଇଅନି ଦୁର୍‌କେ ନ ଜାଏ, କି ଆମର୍ ସାନ୍ତିର୍ ନିଅମ୍ ଚୁଲ୍‌ ନ ବୁଲେ ।
11 "Afflicted one, storm-tossed and without comfort, look: I will set your stones in antimony and lay your foundations with sapphires. ଏ ଦୁକେ ରଇଲା ମାଇଜି, ପାନିପବନ୍‌କେ ଡର୍‌ବା ଆରି ସାନ୍ତିରେ ନ ରଇବା ମାଇଜି, ଦେକ୍‌, ଆମେ ସବୁ ସୁନ୍ଦର୍ କଲର୍‌ ସଙ୍ଗ୍ ତମର୍ ପାକ୍‌ନା ବସାଉଁ ଆରି ନିଲିଆ ମଣି ସଙ୍ଗେ ତମର୍ କୁନାଦି ତିଆର୍ କରୁ ।
12 I will make your towers of rubies, your gates of sparkling jewels, and all your walls of precious stones. ଆମେ ପଦ୍‌ମରାଗ ମଣି ସଙ୍ଗ୍ ତମର୍ ମୁଣ୍ଡି ତିଆର୍ କର୍‌ବି ଆରି ସୁର୍‌ଜ କାନ୍ତମଣି ସଙ୍ଗ୍ ତମର୍ ନଗରର୍ ଦୁଆର୍‌ସବୁ ଆରି ବେସି ଦାମର୍ ପାକ୍‌ନା ସଙ୍ଗ୍ ତମର୍ ସବୁ ସନ୍ଦି ତିଆର୍ କର୍‌ବି ।
13 All your children will be taught by our Father, and great will be the peace of your children. ତମର୍ ପିଲାଟକିମନ୍ ସବୁବେଲର୍ ମାପ୍‌ରୁ ଲାଗି ସିକିତ୍ ଅଇବାଇ ଆରି ତମର୍ ପିଲାଟକି ମନ୍‌ ବେସି ସାନ୍ତି ଅଇବାଇ ।
14 In righteousness you will be established; you will be far from oppression, for you will have nothing to fear, and far from terror, for it will not come near you. ତମେ ଦରମ୍ ଲଗେ ସାନ୍ତି ସଙ୍ଗ୍‌ ରଇସା; ତମେ ପାପ୍‌ ଲଗେ ଅନି ଦୁରିକେ ରଇସା, କାଇକେ ବଇଲେ ତମେ ନ ଡରାସ୍‌; ଆରି ଡର୍‌ବା ଲଗେଅନି ଦୁରିକେ ରଇସା, କାଇକେ ବଇଲେ ସେଟା ତମର୍ ଲଗେ ନ ଆସେ ।
15 If anyone stirs up strife against you, it is not from me; whoever attacks you will fall before you. ଦେକା, ଲକ୍‌ମନ୍ ଏକ୍‌ଜୁଟ୍ ଅଇପାରତ୍, ମାତର୍ ମର୍‌ ଲାଗି ନାଇଁ; ଜେକି ଆମର୍‌ ବିରଦ୍‌ରେ ଏକ୍‌ଜୁଟ୍ ଅଇବାଇ,ସେ ତମର୍‌ପାଇଁ ବିନାସ୍ ଅଇସି ।
16 See, it is I who created the smith who fans the coals into flame and forges a weapon fit for its work; and it is I who created the destroyer to ravage." ଦେକ୍, ଜନ୍ କାମାର୍ ଇଙ୍ଗ୍‌ରାକେ ଜଇ ଲାଗାଇସି ଆରି ନିଜର୍ କାମ୍ ପାଇଁ ଅସ୍‌ତର୍ ତିଆର୍ କର୍‌ସି,ମୁଇଁ ତାକେ ତିଆର୍ କରି ଆଚି ଆରି ତାକେ ବିନାସ୍ କର୍‌ବାକେ ଗଟେକ୍ ଅସ୍‌ତର୍ ସସ୍‌ତର୍ ତିଆର୍ କରି ଆଚି ।
17 No weapon forged against you will succeed, and you will refute every tongue raised against you in court. This is the inheritance of the servants of our Father, and their vindication is from me, declares our Father. ଜନ୍ ଅସ୍‌ତର୍ ମିସା ତର୍ ବିରଦ୍‌ରେ ତିଆର୍ ଅଇସି, ସେଟା ସପଲ୍ ନ ଅଏ ଆରି ଜନ୍‌ସବୁ ଜିବ୍‌ ବିଚାର୍ ଲଗେ ତମର୍ ବିରଦ୍‌ରେ ଉଟ୍‌ସି, ତୁଇ ତାକେ ଦସ୍‌ ଦାର୍‌ସା । ସବୁବେଲର୍ ମାପ୍‌ରୁର୍ ଦାସ୍‌ ମନର୍ ଅଦିକାର୍ ଆରି ମର୍ ପୁରସ୍‌କାର୍ ସେମନର୍ ଦରମ୍ କାମ୍ ଏଟା, ଏଟା ସବୁବେଲର୍ ମାପ୍‌ରୁ କଇଲାନି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]