Skip to content
The Believer's Library

Desiya Bible

Isaiah 53 Saa25

Show Saa25 only
Verse × ×
1 Who has believed our message? And to whom has the arm of our Father been revealed? ମର୍ କାତା ସୁନି କେ ବିସ୍‌ବାସ୍‌ କଲା ଆଚେ ? ଆରି ସବୁବେଲର୍ ମାପ୍‌ରୁର୍ ଆତ୍ କାର୍ ଲଗେ ଜାନା ପଡ୍‌ଲା ଆଚେ ?
2 For he grew up before him like a tender shoot, and like a root out of dry ground; he had no stately form or majesty to make us look at him, no beauty to attract us to him. କାଇକେ ବଇଲେ ସେ ମାପ୍‌ରୁର୍‌ ଆଁକି ଲଗେ ପାଲା ପାରା ଆରି ସୁକ୍‌ଲା ବୁଇଁ ଲଗେ ଅନି ଗାଜା ଅଇଲା ବୁଟା ପାରା ବଡ୍‌ଲା; ତାର୍ ରୁପ୍‌କାଇ ସୁନ୍ଦର୍‌ ନାଇ; ମାତର୍ ତାକେ ଦେକ୍‌ଲେ, ଆମେ ଜେ ସାର୍‌ଦା ଅଉନାଇ, ସେ ଏ ପର୍‌କାର୍ ସୁନ୍ଦର୍ ନାଇଁ ।
3 He was despised and rejected by men, a man of sorrows and acquainted with grief; and like one from whom people hide their faces, he was despised, and we thought nothing of him. ଆମେ ତାକେ ଗିନ୍‌ ବାବିକରି ଚାଡିଦେଲୁ; ଦୁକ୍ ର୍‌ଲକ୍ ଆରି ଲକ୍‌ମନ୍ ଦେକ୍‌ବାକେ ଇଚାମିସା ନ କଲାପାରା ଲକ୍ ସେ ଅପ୍‌ମାନ୍ ପାଇଲା, ଆରି ଆମେମନ୍ ତାକେ ନ ମାନ୍‌ଲୁ ଆରି ଆମେ ତାକେ ମାନୁନାଇଁ ।
4 Surely he has borne our griefs and carried our sorrows; yet we considered him stricken, struck down by our Father, and afflicted. ସତୟ୍‌ ସେ ଆମର୍ କସ୍‌ଟକେ ସବୁ ନେଇଗାଲା ଆଚେ ଆରି ଆମର୍ ଦୁକାସବୁ ବଇଆଚେ । ଅଇଲେ ମିସା ଆମେମନ୍‌ ତାକେ ମାଡ୍ ଅଇଆଚେ ଆରି ପର୍‌ମେସରର୍‌ ଲାଗି ମାଡ୍ କାଇ ଆଚେ ଆରି ଦୁକ୍ ପାଇ ଆଚେ ବଲି ବାବ୍‌ଲୁ ।
5 But he was pierced for our rebellion; he was crushed for our sins; the punishment that brought us peace was upon him, and by his wounds we are healed. ମାତର୍ ସେ ଆମର୍ ଅଦରମ୍‌ ପାଇଁ କଣ୍ଡିଆ କାବ୍‌ରା ଅଇଲା ଆରି ଆମର୍ ପାପ୍‌ର୍ ପାଇଁ ଚୁନ୍‌ଚୁନା ଅଇଲା; ଆମ ସାନ୍ତିର୍‌ ବାଦୁଲେ ସାସ୍‌ତି ତାର୍ ଉପ୍‌ରେ ପଡ୍‌ଲା ଆରି ସେ ମାଡର୍ ଲାଗି ଆମେ ନିମାନ୍‌ ଅଇଲୁ ।
6 We all, like sheep, have gone astray; we have turned, each one, to his own way; and our Father has laid on him the sin of us all. ଆମେ ସବୁଲକ୍ ମେଣ୍ଡା ମନର୍ ପାରା ବିପଦ୍‌ ବାଟେ ଗାଲୁଆଚୁ; ଆମେ ସବୁ ନିଜର୍ ନିଜର୍ ବାଟ୍ ବାଟେ ବାଅଡ୍‌ଲୁ ଆଚୁ; ଆରି, ସବୁବେଲର୍ ମାପ୍‌ରୁ ଆମର୍ ସବୁ ଲକର୍ ପାପ୍‌ ଦାରିଗାଲା ଆଚେ।
7 He was oppressed, and he was afflicted, yet he did not open his mouth; like a lamb led to the slaughter, and like a sheep silent before its shearers, so he did not open his mouth. ସେ ବିପଦ୍ ପାଇଲା, ଅଇଲେ ମିସା ସେ ନିଜ୍‌କେ ଦରମ୍ ଅଇକରି କାଇବଲିକରି କଏନାଇଁ; ପୁଜ୍‌ବାକେ ନେବା ମେଣ୍ଡା ପାରା, ଚାମ୍ ଚାଡାଇବା ଲକ୍‌ମନର୍ ମୁଆଟେ ତୁମ୍‌ପଡି ରଇଲା ମେଣ୍ଡା ପାରା ପଦେକ୍ ମିସା କାଇ ବଲିକରି ନ କଇ ଚୁପ୍ଅଇ ରଇଲା ।
8 By oppression and judgment he was taken away; and who among his generation gave any thought to this—that he was cut off from the land of the living, struck down for the rebellion of my people? ତାର୍ ପାଇଁ ନିମାନ୍ ବିଚାର୍ କରା ନ ଅଇଲା; ଆରି, ସେ ଜିଇ ରଇଲା ଲକ୍‌ମନର୍ ଦେସେ ଅନି ଡଣ୍ଡ୍ ପାଇଲା, ଆରି ସେ ବେଲାଇ କେ ତାର୍ ପାଇଁ ନିମାନ୍ ଏତାଇଲା ? ଆମର୍ ଲକ୍‌ମନର୍ ପାପ୍‌ ପାଇଁ ସେ କସ୍‌ଟ ପାଇଲା, ।
9 They assigned him a grave with the wicked, and with a rich man in his death, though he had done no violence, and no deceit was in his mouth. ମାତର୍, ସେ କାଇମିସା ବୁଲ୍ ନ କଲେମିସା ଆରି ତାର୍ ଲଗେ କାଇ କାରାପ୍ ଚିନ୍‌ତା ନ ରଇଲେ ମିସା ଲକ୍‌ମନ୍ କାରାପ୍‌ ଲକ୍‌ମନର୍ ସଙ୍ଗ୍ ତାକେ ସମାଦି ଦେଲାଇ, ମାତର୍ ମଲା ପଚେ ସେ ଦନି ଲକ୍‌ମନର୍‌ ସଙ୍ଗ୍ ମିସ୍‌ଲା ଆରି ସମାନ୍ ଅଇଲା ।
10 Yet it was our Father's will to crush him and to make him suffer; when he makes his life an offering for guilt, he will see his offspring, he will live long, and the will of our Father will prosper through him. ଅଇଲେ ମିସା ତାକେ କୁରୁପ୍‌ନାସ୍ କର୍‌ବାକେ ସବୁବେଲର୍ ମାପ୍‌ରୁ ଜଜ୍‌ନା କଲା; ସେ ତାକେ ଦୁକ୍ ଦେଲା ଆଚେ; ତୁଇ ତାର୍ ଜିବନ୍‌କେ ପାପର୍ ପାଇଁ ବଲି ଦେଲେ, ସେ ତାର୍ ବଁସ୍‌କେ ଦେକ୍‌ସି, ସେ ବେସି ଦିନ୍ ଜିଇ କରି ରଇସି ଆରି ତାର୍ ଆତେ ସବୁବେଲର୍ ମାପ୍‌ରୁର୍ ଇଚା ପୁରାପୁରୁନ୍ ଅଇସି ।
11 After the anguish of his soul he will see the light and be satisfied; by his knowledge my righteous servant will make many righteous, and he will bear their sins. ସେ ନିଜର୍ ଜିବନର୍ ଦୁକର୍ ପଲ୍‌ଦେକି ସାର୍‌ଦା ଅଇସି; ଆମର୍ ଦରମ୍‌ ଦାସ୍ ନିଜର୍ ଗିଆନ୍ ସଙ୍ଗ୍ ବେସି ଲକ୍‌ମନ୍‌କେ ଦରମ୍ କର୍‌ସି ଆରି ସେ ସେମନର୍ ପାପ୍‌ ବଇସି ।
12 Therefore I will give him a portion among the many, and he will divide the spoil with the strong, because he poured out his life to death and was numbered with the transgressors; yet he bore the sin of many, and he intercedes for the transgressors. ସେଟାର୍ ପାଇଁ ଆମେ ତାକେ ବେସି ସକ୍‌ତି ସାଲି ଲକ୍‌ମନର୍ ଲଗେ ମିସାଇ ଦେବୁ ଆରି ସେ ବପୁ ସାଲି ଲକ୍ ମନର୍‌ସଙ୍ଗ୍ ଚରାଇ ନେଲାପାରା ନେଇସି; କାଇକେ ବଇଲେ ସେ ମରନ୍ ସାମ୍‌ନାଇ ନିଜର୍‌ ଜିବନ୍ ଡାଲି ଦେଲା ଆରି ଅଦରମ୍ ଲକର୍‌ସଙ୍ଗ୍‌ ଏଜାଇ ଅଇଲା; ଅଇଲେ ମିସା ସେ ଅନେକ୍ ଲକର୍ ପାପର୍ ବଜ୍ ବଇଲା ଆରି ଅଦରମ୍ ଲକ୍ ମନର୍‌ପାଇଁ ପାର୍‌ତନା କଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]